୫ ବର୍ଷ ପରେ ଏକାଠି ନିର୍ବାଚନ ପ୍ରଚାରରେ ଦେଖାଦେଲେ ଅଖିଳେଶ, ମୁଲାୟମ, ଶିବପାଲ
ଲକ୍ଷ୍ନୌ,୧୮ ।୨: ଉତ୍ତର ପ୍ରଦେଶରେ ଦ୍ୱିତୀୟ ପର୍ଯର୍୍ୟାୟ ମତଦାନ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ଲାଗି ପ୍ରଚାର ଅଭିଯାନ ଜୋରସୋରରେ ଚାଲିଛି । ଏବେ ଇଟାୱାର ଏମିତି ଏକ ଫଟୋ ଦେଖିବାକୁ ମିଳିଛି ଯାହା ରାଜ୍ୟର ରାଜନୀତିରେ ଚାପା...
ହାଜତରେ ମହିଳାଙ୍କ ମୃତ୍ୟୁ
ଅହମଦାବାଦ,୧୭।୨: ଗୁଜରାଟର ବାଲସାଦ ଜିଲାରେ ବିଦେଶୀ ମଦ ଚୋରା ଚାଲାଣ ବେଳେ ଗିରଫ ହୋଇଥିବା ଜଣେ ୭୦ ବର୍ଷୀୟ ମହିଳାଙ୍କର ଭାପି ଥାନାରେ ମୃତ୍ୟୁ ଘଟିଛି। ସେ ରାଜ୍ୟ ପରିବହନ ବିଭାଗର ଏକ ବସ୍ରେ ମଦ ନେଇ ଯାଉଥିବା ବେଳେ...
ବଦଳିବ ଦେଶର ୧୩ ବିମାନବନ୍ଦରର ନାମ
ଔରଙ୍ଗାବାଦ,୧୭।୨: ଦେଶରେ ବିମାନବନ୍ଦର, ସହର ଓ ଐତିହାସିକ ସ୍ଥାନଗୁଡିକର ନାମ ପରିବର୍ତ୍ତନ କରିବାର ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ବର୍ତ୍ତମାନ ଦେଶର ୧୩ଟି ବିମାନବନ୍ଦରର ନାମ ପରିବର୍ତ୍ତନ କରିବାକୁ ମୋଦି ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏହି ତାଲିକାରେ ମହାରାଷ୍ଟ୍ରର ଔରଙ୍ଗାବାଦ ସହର...
ଅମରିନ୍ଦରଙ୍କୁ ବହିଷ୍କାର କାରଣ କହିଲେ ରାହୁଲ
ଚଣ୍ଡିଗଡ଼,୧୭।୨: ପଞ୍ଜାବ ବିଧାନସଭା ନିର୍ବାଚନ ଫେବୃଆରୀ ୨୦ରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାର ଜୋରଦାରରେ କରାଯାଇଛି। କଂଗ୍ରେସ, ଭାଜପା, ଏଏପି, ଅକାଲୀ ଦଳ ସମେତ ସମସ୍ତ ଦଳ ନିଜର ସମସ୍ତ ଶକ୍ତି...
ଦିଲ୍ଲୀ ସୀମାପୁରୀ ଅଞ୍ଚଳରୁ ଏକ ସନ୍ଦିଗ୍ଧ ବ୍ୟାଗ ଜବତ
ନୂଆଦିଲ୍ଲୀ,୧୭।୨: ରାଜଧାନୀ ଦିଲ୍ଲୀ ସ୍ଥିତ ପୁରୁଣା ସୀମାପୁରୀ ଅଞ୍ଚଳରୁ ଗୁରୁବାର ମଧ୍ୟାହ୍ନରେ ସନ୍ଦେହଜନକ ଏକ ବ୍ୟାଗ ଜବତ ହୋଇଛି। ଉକ୍ତ ବ୍ୟାଗରେ ଆଇଇଡି ବିସ୍ଫୋରକ ସାମଗ୍ରୀ ଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ଓ ଏନ୍ଏସ୍ଜି ଟିମ୍ ପହଞ୍ଚି ଛାନଭିନ...
ଆସନ୍ତାକାଲି ହିଜାବ ବିବାଦ ଶୁଣାଣି
ବେଙ୍ଗାଲୁରୁ,୧୭ା୨: ହିଜାବ ବିବାଦ ଉପରେ ଶୁଣାଣି ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ଉପରେ ନିଷେଧାଦେଶ ଜାରି କରାଯାଇଥିବା ଆବେଦନ ଉପରେ କର୍ନାଟକ ହାଇକୋର୍ଟରେ ଶୁଣାଣି କରାଯାଇଥିଲା। ହିଜାବ ବିବାଦ ଉପରେ ଆଡ୍ଭୋକେଟ ବିନୋଦ କୁଲକର୍ଣ୍ଣି...
‘ଏବେ ବି ନେହରୁଙ୍କୁ ଦୋଷ ଦେଉଛନ୍ତି’
ନୂଆଦିଲ୍ଲୀ,୧୭।୨: ଗୋଟିଏ ପଟେ ଲୋକେ ଦରଦାମ ବୃଦ୍ଧି ଓ ବେରୋଜଗାର ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଅନ୍ୟ ପଟେ ୭ ବର୍ଷ ହେଲା ସରକାରରେ ଥିବା ଭାଜପା ନିଜ ଭୁଲ ସ୍ବୀକାର କରିବା ପରିବର୍ତ୍ତେ ଏବେ ବି ଦେଶର ପ୍ରଥମ...
ଭାଜପାର ଅର୍ଥ ‘ଭାରତୀୟ ଝଗଡା ପାର୍ଟି’: ଅଖିଳେଶ
ଲକ୍ଷ୍ନୌ,୧୭ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ପ୍ରଚାର ଯୋର ସୋରରେ ଚାଲିଛି । ପ୍ରାୟ ସବୁ ପ୍ରମୁଖ ଦଳର ଷ୍ଟାର ପ୍ରଚାରକ ମାନେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ଅଛନ୍ତି । ଗୁରୁବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ...
ନିର୍ବାଚନରେ ଜିତିଲେ ମାଗଣାରେ ୨ ଏଲପିଜି ସିଲିଣ୍ଡର, ଛାତ୍ରୀଙ୍କୁ ସ୍କୁଟି ଦେବ ଭାଜପା
ଇମ୍ଫାଲ,୧୭ ।୨: ମଣିପୁର ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ରହିଛି । ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ଜେ ପି ନଡ୍ଡା ଭାଜପାର ଘୋଷଣା ପତ୍ର ଜାରି କରିଛନ୍ତି । ସେ କହିଛନ୍ତି ସମସ୍ତଙ୍କୁ ଜଣା...
ୟୁକ୍ରେନରେ ଫସିରହିଥିବା ୧୮ହଜାର ଭାରତୀୟଙ୍କୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଲେ ସରକାର: ବିମାନ ଉଡାଣ ଉପରୁ ହଟାଇଲେ ପ୍ରତିବନ୍ଧକ
ନୂଆଦିଲ୍ଲୀ,୧୭।୨: ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ବିବାଦ ଭାରତର ଚିନ୍ତା ବଢ଼ାଇ ଦେଇଛି। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ଭାରତରେ ଥିବା ସେମାନଙ୍କ ପରିବାରର ଏବେ ଚିନ୍ତିତ ଅଛନ୍ତି। ଯେଉଁଥିପାଇଁ ସରକାର ଏବେ ଏକ ବଡ଼...
‘ଭାରତରେ ହିଜାବ ପିନ୍ଧିବାର ଆବଶ୍ୟକତା ନାହିଁ’
ଭୋପାଳ,୧୭।୨: ମୁସଲିମ ଛାତ୍ରୀଙ୍କୁ ହିଜାବ ପିନ୍ଧି କ୍ଲାସରେ ବସିବାକୁ ନ ଦିଆଯିବାରୁ କର୍ନାଟକର ଉଡୁପି ଜିଲାରୁ ଆରମ୍ଭ ହୋଇଥିବା ବିବାଦ ଏବେ ବିଭିନ୍ନ ରାଜ୍ୟକୁ ବ୍ୟାପିଛି। କର୍ନାଟକ ହାଇକୋର୍ଟରେ ଏହାର ଶୁଣାଣି ଚାଲିଥିବା ବେଳେ ଭାରତରେ ହିଜାବ ପିନ୍ଧିବାର ଆବଶ୍ୟକତା...
ମୁଁ କଂଗ୍ରେସ ଛାଡୁନି, ଯଦି କେହି ଧକ୍କା ଦେଇ ବିଦା କରିବ ତେବେ…
ନୂଆଦିଲ୍ଲୀ,୧୭।୨: କଂଗ୍ରେସ ନେତା ମନୀଷ ତିୱାରୀ କଂଗ୍ରେସ ଛାଡିବା ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଭାଜପାରେ ଯୋଗଦେବେ କି ନାହିଁ ବୋଲି ପଚରାଯିବାରୁ ସେ ସ୍ପଷ୍ଟ ଭାବେ କହିଛନ୍ତି, ସେ କଂଗ୍ରେସ ଦଳ ଛାଡୁ ନାହାଁନ୍ତି, କିନ୍ତୁ...
Archives


