ଐତିହାସିକ ବିଜୟ ହାସଲ କଲେ ମୁଖ୍ୟମନ୍ତ୍ରୀ
ଚମ୍ପାୱତ,୩।୬: ଉତ୍ତରାଖଣ୍ଡର ଚମ୍ପାୱତ୍ ବିଧାନସଭା ଉପ-ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚମ୍ପାୱତ ବିଧାନସଭା ଆସନରୁ ଐତିହାସିକ ବିଜୟ ହାସଲ କରିଛନ୍ତି। ଭାଜପା ପ୍ରାର୍ଥୀ ଧାମି ୫୪ ହଜାର ୧୨୧ ଭୋଟ ବ୍ୟବଧାନରେ ଜିତିଛନ୍ତି। ସେ କଂଗ୍ରେସ…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ଆଜି ଆସିବ ରାୟ
ଭୁବନେଶ୍ୱର/ନୂଆଦିଲ୍ଲୀ,୩।୬: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆସିବ। ଗୁରୁବାର ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ଉଭୟ ପକ୍ଷର ଯୁକ୍ତିକୁ ଶୁଣିବା ପରେ କୋର୍ଟ ଶୁକ୍ରବାର ଯାଏ ସଂରକ୍ଷିତ ରଖିଛନ୍ତି।…
୩ ମାସ ପରେ ଦେଶରେ ଦୈନିକ କରୋନା ସଂକ୍ରମଣ ୪ ହଜାର ଟପିଲା
ନୂଆଦିଲ୍ଲୀ,୩।୬: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦୪୧ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଫଳରେ ଗତ ୩ ମାସ ପରେ ଦେଶରେ…
ଆଜି ୟୁପି ଯିବେ ମୋଦି, ୧୪୦୬ ପ୍ରକଳ୍ପର କରିବେ ଶିଳାନ୍ୟାସ
ଲକ୍ଷ୍ନୌ,୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରପ୍ରଦେଶ ଗସ୍ତ କରିବେ । ଆଜି ପୂର୍ବାହ୍ନ ୧୧ଟାରେ ଉତ୍ତରପ୍ରଦେଶରେ ପହଞ୍ଚିବା ପରେ ଲକ୍ଷ୍ନୌର ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ୟୁପି ନିବେଶକ ସମ୍ମିଳନୀର ଗ୍ରାଉଣ୍ଡ ବ୍ରେକିଂ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ…
ଆଗରେ ମୁଖ୍ୟମନ୍ତ୍ରୀ
ଚମ୍ପାୱତ,୩।୬: ଉତ୍ତରାଖଣ୍ଡର ଚମ୍ପାୱତ ଆସନରେ ଉପ-ନିର୍ବାଚନ ପାଇଁ ମତଗଣନା ଚାଲିଛି। ଶୁକ୍ରବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଗଣନାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଆଗରେ ଅଛନ୍ତି। ଏପର୍ଯ୍ୟନ୍ତ ୮ଟି ରାଉଣ୍ଡ ଗଣତି ଶେଷ ହୋଇଛି। ଭାଜପା ପ୍ରାର୍ଥୀ ଧାମିଙ୍କୁ ଏପର୍ଯ୍ୟନ୍ତ…
କେରଳରେ ଲାଗୁ ହେବ ନାହିଁ ସିଏଏ, ଧର୍ମ ଆଧାରରେ ନାଗରିକତା ସ୍ଥିର କରିବାର ଅଧିକାର କାହାର ନାହିଁ: ମୁଖ୍ୟମନ୍ତ୍ରୀ
ଥିରୁଭାନନ୍ତପୁରମ,୩ ।୬: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ତାଙ୍କ ସରକାର ରାଜ୍ୟରେ ବିବାଦୀୟ ନାଗରିକତା (ସଂଶୋଧନ) ଅଧିନିୟମ(ସିଏଏ) ଲାଗୁ କରିବାକୁ ଦେବେନାହିଁ । କେରଳରେ ତାଙ୍କ ସରକାରକୁ ଏକ ବର୍ଷ ପୂରଣ ହୋଇଥିବା ଅବସରରେ ଆୟୋଜିତ ଏକ ସମାରୋହରେ ମୁଖ୍ୟମନ୍ତ୍ରୀ…
ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ: ୨ ଯୁବକ ଅଟକ, ହତ୍ୟାରେ ବ୍ୟବହୃତ ବୋଲେରୋ ସହ ଅଛି ସମ୍ପର୍କ
ଚଣ୍ଡିଗଡ଼,୩ ।୬: ପଞ୍ଜାବି ସିଙ୍ଗର ସିଦ୍ଧୁ ମୁସେୱାଲା ହତ୍ୟା ଘରଣାର ଖିଅ ଖୋଜି ଚାଲିଛି ପଞ୍ଜାବ ପୋଲିସ । ପୋଲିସର ଏକ ଟିମ ଗୁରୁବାର ଫତେହାବାଦ ଗାଁ ଭିରଡାନାରେ ସର୍ଚ୍ଚ ଅପରେଶନ କରି ୨ ଯୁବକଙ୍କୁ ଅଟକ ରଖିଛନ୍ତି । ପୱନ…
ବିଳମ୍ବିତ ରାତିରେ ଜମ୍ମୁ କ୍ୟାମ୍ପରେ ଶରଣ ନେଲେ କଶ୍ମୀରୀ ପଣ୍ଡିତ, କର୍ମଚାରୀ
ଜମ୍ମୁ,୩ ।୬: ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ୧୨ ଘଣ୍ଟା ମଧ୍ୟରେ ଆତଙ୍କବାଦୀମାନେ ୨ ମୁଣ୍ଡ ଗଡାଇଲେଣି । ଏମାନେ କଶ୍ମୀର ବାସିନ୍ଦା ନ ହୋଇଥିଲେ ବି ଏବେ ଏହି ଟାର୍ଗେଟ କିଲିଂକୁ…
କେରଳରେ ସ୍ୱାଇନ ଫ୍ଲୁ: ଯମଜ ଭଉଣୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ
କୋଝିକୋଡ,୩ ।୬: କେରଳରେ ପାଦ ରଖିଲାଣି ସ୍ୱାଇନ ଫ୍ଲୁ । କୋଝିକୋଡ ଜିଲାରେ ଜଣେ ୧୨ ବର୍ଷୀୟା ବାଳିକାଙ୍କର ଏଚ୧ଏନ୧ ଭୁତାଣୁ ସଂକ୍ରମଣ ଯୋଗୁ ମୃତ୍ୟୁ ହାଇଥିବା କୁହାଯାଉଛି । ଏହାର ସୂଚନା ଜଣେ ସ୍ୱାସ୍ଥ୍ୟ ଅଧିକାରୀ ଦେଇଛନ୍ତି । ସେ…
ବିଶ୍ୱ ସାଇକେଲ ଦିବସ: ସାରା ଦେଶରେ ବାହାରିବ ୭୫ ରାଲି
ନୂଆଦିଲ୍ଲୀ,୩ ।୬: ସ୍ୱାଧିନତାର ଅମୃତ ମହୋତ୍ସବ ଅବସରରେ ବିଶ୍ୱ ସାଇକେଲ ଦିବସରେ ଶୁକ୍ରବାର ସାରା ଦେଶରେ ୭୫ ସ୍ଥାନରେ ସାଇକେଲ ରାଲି ବାହାରିବ ବୋଲି ଜଣାପଡିଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ସାଢେ ୭ କିଲୋମିଟର…
କଶ୍ମୀରୀ ପଣ୍ଡିତଙ୍କ ସାମୁହିକ ପଳାୟନ, ଏବେ ପର୍ଯ୍ୟନ୍ତ ଘାଟି ଛାଡିଲେଣି ୧୮୦୦ଜନତା ୩୦୦୦ କର୍ମଚାରୀ
ଶ୍ରୀନଗର,୩ ।୬: ଦକ୍ଷିଣ କଶ୍ମୀରର କୁଲଗାମ ଜିଲାରେ ୪୮ ଘଣ୍ଟା ଭିତରେ ଦ୍ୱିତୀୟ ହିନ୍ଦୁ କର୍ମଚାରୀଙ୍କୁ ହତ୍ୟା କରାଯିବା ପରେ କଶ୍ମୀରୀ ପଣ୍ଡିତମାନେ ଘଟିରେ ସମସ୍ତ ସ୍ଥାନରେ କରାଯାଉଥିବା ପ୍ରଦର୍ଶନକୁ ବନ୍ଦ କରି ଦେଇଛନ୍ତି । ଏହାସହ ଶୁକ୍ରବାର କଶ୍ମୀର ପଣ୍ଡିମାନେ…
ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ:ସରିଲା ଶୁଣାଣି, ଆଜି ରାୟ
ନୂଆଦିଲ୍ଲୀ,୩ା୬:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ଦିର ଚତୁଃପାର୍ଶ୍ୱରେ କରାଯାଉଥିବା ବେଆଇନ ଖନନ ଏବଂ ନିର୍ମାଣକୁ ବିରୋଧ କରି ଆଗତ ଆବେଦନ ଉପରେ ଗୁରୁବାର ସୁପ୍ରିମ୍କୋର୍ଟରେ ଶୁଣାଣି ହୋଇଛି। ବିଚାରପତି ବି.ଆର୍. ଗଭାଇ ଏବଂ ହିମା କୋହଲିଙ୍କୁ ନେଇ…
Archives


