୫ ବର୍ଷ ପରେ ଏକାଠି ନିର୍ବାଚନ ପ୍ରଚାରରେ ଦେଖାଦେଲେ ଅଖିଳେଶ, ମୁଲାୟମ, ଶିବପାଲ

ଲକ୍ଷ୍ନୌ,୧୮ ।୨: ଉତ୍ତର ପ୍ରଦେଶରେ ଦ୍ୱିତୀୟ ପର୍ଯର୍୍ୟାୟ ମତଦାନ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ଲାଗି ପ୍ରଚାର ଅଭିଯାନ ଜୋରସୋରରେ ଚାଲିଛି । ଏବେ ଇଟାୱାର ଏମିତି ଏକ ଫଟୋ ଦେଖିବାକୁ ମିଳିଛି ଯାହା ରାଜ୍ୟର ରାଜନୀତିରେ ଚାପା ଗୁଞ୍ଜରଣ ସୃଷ୍ଟି କରିଛି । ଉକ୍ତ ଫଟୋରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ତାଙ୍କ ପିତା ମୁଲାୟମ ସିଂହ ଯାଦବ ଓ ଚାଚା ଶିବପାଲ ସିଂ ଯାଦବଙ୍କୁ ଏକାଠି ଦେଖିବାକୁ ମିଳିଛି । ଦୀର୍ଘ ପାୟ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ଏମାନଙ୍କୁ ଏକାଠି ପ୍ରଚାର ଅଭିଯାନରେ ଦେଖିବାକୁ ମିଳିଛି । ୨୦୧୭ର ବିଧାନସଭା ନିର୍ବାଚନ ପୂର୍ବରୁ ଏମାନେ ୩ ଜଣଙ୍କୁ ଏକାଠି ୨୦୧୬ରେ ଲକ୍ଷ୍ନୌରେ ‘ସମାଜବାଦୀ ବିକାଶ ରଥ‘କୁ ସବୁଜ ପତାକା ଦେଖାଇବା ସମୟରେ ଏକାଠି ଦେଖିବାକୁ ମିଳିଥିଲା । ୨୦୧୬ରେ ପାରିବାରିକ ବିବାଦ କାରଣରୁ ଅଖିଳେଶ ତାଙ୍କ ଚାଚା ଶିବପାଲଙ୍କୁ ସମାଜବାଦୀ ପାର୍ଟିରୁ ବାହାର କରିଦେଇଥିଲେ । ଏହାପରେ ଶିବପାଲ ନିଜର ପ୍ରଗତିଶୀଳ ସମାଜବାଦୀ ପାର୍ଟି ଗଠନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଆପଣଙ୍କୁ ଛୁଇଁଦେଲେ, ସେମାନେ କହିବେ ନାକ ପୋଛୁଛି: କାହିଁକି ଖାର୍ଗେଙ୍କୁ ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଧାରଣତଃ ନିଜର ମଜାଳିଆ ସ୍ବଭାବ ପାଇଁ ଜଣାଶୁଣା। ଶୁକ୍ରବାର ସଂସଦରୁ ବାହାରକୁ ଆସୁଥିବା ବେଳେ ତାଙ୍କ ଏହି ମଜାଳିଆ...

ଏଲ୍‌ଓସିରେ ପାକିସ୍ତାନୀ କ୍ୱାଡ଼କୋପ୍ଟର: ଗୁଳି କରି ଖସାଇଲେ ଭାରତୀୟ ଯବାନ

ଶ୍ରୀନଗର, ୨୪।୧୦: ଏଲ୍‌ଓସିରେ ପାକିସ୍ତାନ ପକ୍ଷରୁ ଜାଣିଶୁଣି ଉତ୍ତେଜନା ସୃଷ୍ଟି କରାଯାଉଛି। ଏଭଳି ସ୍ଥିତିରେ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି।...

ଡରୁଥିବା ଲୋକେ ଭାଜପାରେ ଯୋଗ ଦିଅନ୍ତି:ରାହୁଲ

ନୂଆଦିଲ୍ଲୀ,୧୬ ।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳ ଛାଡି ଚାଲିଯାଉଥିବା ନେତାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଡରୁଥିବା ନେତା ଭାରତୀୟ...

ଏବେ ଧରିଲା ଭୟଙ୍କର ରୂପ…

ନୂଆଦିଲ୍ଲୀ,୧୯।୪: ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ...

ବଡ଼ଦିନରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୫।୧୨ : ବଡ଼ଦିନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ...

ସୋରେନ୍‌ଙ୍କ ବିବାଦୀୟ ମନ୍ତବ୍ୟ:ଇସିଙ୍କୁ ଫେରାଦ ହେଲା ଭାଜପା

ରାଞ୍ଚତ୍, ୨୦।୧୨(ପି.ଟି.):ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ୍‌ ଏକ ନିର୍ବାଚନୀ ରାଲିରେ ଭାଜପା ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ ପଡିଯାଇଛନ୍ତି। ପାକୁର...

ମୁଣ୍ଡରେ କାର୍ଡବୋର୍ଡ ବକ୍ସ୍‌ ପିନ୍ଧି ପରୀକ୍ଷା ଦେଲେ ଶିକ୍ଷାର୍ଥୀ: ସୋସିଆଲ ମିଡ଼ିଆରେ ଭାଇରାଲ

ହାଭେରି,୧୯।୧୦: କର୍ନାଟକରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଭାଗଥ୍‌ ପିୟୁ କଲେଜରେ ପ୍ରଥମ ବାର୍ଷିକ ବିଜ୍ଞାନ ପରୀକ୍ଷାରେ ଶିକ୍ଷାର୍ଥୀମାନଙ୍କୁ ମୁଣ୍ଡରେ କାର୍ଡବୋର୍ଡ ବକ୍ସ୍‌ ପିନ୍ଧିବାକୁ...

ଭାଜପା ନେତ୍ରୀଙ୍କୁ ଚୁପ କଲେ ପୁନମ

ନୂଆଦିଲ୍ଲୀ,୩୦ ।୧୦: କଂଗ୍ରେସ ଏବେ ଚଳାଇଛି ତା’ର ଭାରତ ଯୋଡୋ ଯାତ୍ରା । ଏଥିରେ ରାଜନେତାଙ୍କଠାରୁ ଆରମ୍ଭ କରି କଂଗ୍ରେସ କର୍ମୀ ଓ କେବେ କେବେ...

Advertisement
Archives

Model This Week