ଜାତୀୟ

ମାଗଣା ସୁବିଧାରୁ ଅର୍ଥନୀତି ଦୁର୍ବଳ

ନୂଆଦିଲ୍ଲୀ,୧୨।୮:ନିର୍ବାଚନ ବେଳେ ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଅନେକ ମାଗଣା ସୁବିଧାର ପ୍ରତିଶ୍ରୁତି ଦେବା ଓ ବଣ୍ଟନ କରିବା ଯୋଗୁ ଦେଶର ଅର୍ଥନୀତି ଦୁର୍ବଳ ହେଉଛି। ଏନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ଏହା ଏକ ଗୁରୁତର ପ୍ରସଙ୍ଗ ବୋଲି…

‘ଏଭଳି ଖାଦ୍ୟ କୁକୁର ଖାଇବନି’

ଲକ୍ଷ୍ନୌ, ୧୨ା୮: ୟୁପି ପୋଲିସ ଲାଇନ ମେସ୍‌ରେ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ ହେଉଥିବା ଅଭିଯୋଗ କରି କନଷ୍ଟେବଳ ମନୋଜ କୁମାର ଧାରଣାରେ ବସିଛନ୍ତି। ଏକ ପ୍ଲେଟ୍‌ରେ ମେସ୍‌ ପ୍ରସ୍ତୁତ ଖାଦ୍ୟ ଧରି ମନୋଜ ଭିଡିଓ କରିବା ସହ ‘ଏହାକୁ କୁକୁର ବି…

ସେନା ଶିବିରରେ ଆତ୍ମଘାତୀ

ଶ୍ରୀନଗର/ନୂଆଦିଲ୍ଲୀ,୧୨ା୮:ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦର ତୃତୀୟ ବର୍ଷ ପୂର୍ତ୍ତିକୁ ୬ ଦିନ ବିତିଛି ଏବଂ ଦେଶ ସ୍ବାଧୀନତାର ୭୬ତମ ବର୍ଷ ପାଳନକୁ ୪ ଦିନ ବାକି ଅଛି। ଭାରତୀୟ ସେନାକୁ ପ୍ରତିହତ କରିବା ପାଇଁ ଏଭଳି…

ଏଲଓସିରେ ୬ ଡ୍ରୋନ ଅପରେଟିଂ ସେଣ୍ଟର ଚଳାଉଛି ପାକିସ୍ତାନ

ଜଳନ୍ଧର,୧୨ ।୮: ପଞ୍ଜାବ ସୀମାରେ ପାକିସ୍ତାନକୁ ୬ ଡ୍ରୋନ ଅପରେଟିଂ ସେଣ୍ଟର ଚଳାଉଥିବା ସୂଚନା ମିଳିଛି । ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସର ଚୋରା କାରବାର ପାଇଁ ଚାଇନା ଓ ତୁର୍କିର ଅତ୍ୟାଧୁନିକ ଡ୍ରୋନର ବ୍ୟବହାର କରାଯାଉଛି । ଅନୁପ୍ରବେଶ ଓ ଚୋରା…

ବରଯାତ୍ରୀ ସାଜି ଆୟକର ଚଢ଼ାଉ

ମୁମ୍ବାଇ,୧୨।୮:ଆୟକର ବିଭାଗର ଅଧିକାରୀମାନେ ଜଣେ ଶିଳ୍ପପତିଙ୍କ ମହାରାଷ୍ଟ୍ରର ଜଲ୍‌ନା ଏବଂ ଔରଙ୍ଗାବାଦରେ ଥିବା କାର୍ଯ୍ୟାଳୟ ଓ ଘର ଉପରେ ଚଢ଼ାଉ କରି ନଗଦ ୫୮ କୋଟି ଟଙ୍କା, ୩୨ କିଲୋଗ୍ରାମ ସୁନା ସମେତ ୩୯୦ କୋଟି ଟଙ୍କା ମୂଲ୍ୟର ବେଆଇନ ସମ୍ପତ୍ତି…

ଶଶୀ ଥରୁରଙ୍କୁ ମିଳିଲା ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ,୧୧।୮: ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁରଙ୍କୁ ଲେଖା ଏବଂ ବକ୍ତୃତା ପାଇଁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଚେଭାଲିଅର ଡି ଲା ଲେଗିଅନ୍‌’ରେ ସମ୍ମାନିତ କରାଯାଇଛି। ନେପୋଲିୟନ ବୋନାପାର୍ଟଙ୍କ ଦ୍ୱାରା ୧୮୦୨ରେ ଏହି ସମ୍ମାନ ପ୍ରତିଷ୍ଠା କରାଯାଇଥିଲା। ଏହି ସଫଳତା…

କର୍ନାଟକରେ ସାମ୍ପ୍ରଦାୟିକ ହିଂସା, ୧୪୪ ଧାରା ଜାରି

କୋପ୍ପାଲ,୧୧।୮: କର୍ନାଟକର କୋପ୍ପାଲ ଜିଲା ଅଧୀନ ହୁଲିହାଇଦର ଗ୍ରାମରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ୬ ଜଣ ଆହତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ସୂଚନାଯୋଗ୍ୟ,…

ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ପଣ୍ଡ: ୨୪ଘଣ୍ଟାରେ ୫ ନିହତ, ୩୦କିଲୋ ଆଇଡି ଜବତ

ଶ୍ରୀନଗର,୧୧।୮: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦୀ ନିରୋଧୀ ଅଭିଯାନ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବଡଗାମ ଏବଂ ରାଜୌରୀର ଦୁଇଟି ଭିନ୍ନ ସ୍ଥାନରେ ହୋଇଥିବା ସର୍ଚ୍ଚ ଅପରେଶନରେ ମୋଟ ୫ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏଥିସହ ୩୦…

ଅଗଷ୍ଟ ୧୬ରେ ବିହାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ପାଟନା,୧୧।୮: ବିହାରର ମେଣ୍ଟସରକାରର କ୍ୟାବିନେଟ ସମ୍ପ୍ରସାରଣ ନେଇ ଗୁରୁବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିହାରର କ୍ୟାବିନେଟର ସମ୍ପ୍ରସାରଣ ଅଗଷ୍ଟ ୧୬ରେ ହୋଇପାରେ ବୋଲି ଏକ ସୂତ୍ରରୁ ସୂଚନା ରହିଛି। ଅନ୍ୟପଟେ ଅଗଷ୍ଟ ୨୪ରେ ବିହାରରେ ଫ୍ଲୋର ଟେଷ୍ଟ ହେବ।…

ଯମୁନା ନଦୀରେ ବୁଡ଼ିଲା ଡଙ୍ଗା: ୨୦ ମୃତ

ଲକ୍ଷ୍ନୌ,୧୧।୮: ଉତ୍ତରପ୍ରଦେଶର ବନ୍ଦା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ଯମୁନା ନଦୀରେ ଏକ ଡଙ୍ଗା ବୁଡ଼ି ୨୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ସୂଚନାଯୋଗ୍ୟ, ଡଙ୍ଗାଟି ମାର୍କା ଘାଟ୍‌ରୁ ଫତେହପୁର ଅଭିମୁଖେ ଯାଉଥିଲା। ସେତିକି ବେଳେ ଏହି ଘଟଣା ଘଟିଥିବା…

ସ୍ବତନ୍ତ୍ର ଭାବରେ ରକ୍ଷାବନ୍ଧନ ପାଳିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୧ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ କୁନିକୁନି ଝିଅମାନଙ୍କ ସହ ସହ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି। ଆଜି ମୋଦିଙ୍କୁ ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ସଫେଇ କର୍ମଚାରୀ, ଚପରାସୀ, ମାଳି, ଡ୍ରାଇଭରଙ୍କ ଝିଅମାନେ ରାଖୀ…

ବିମାନରେ ସିଗାରେଟ୍‌ ଟାଣୁଥିଲେ ବଡି ବିଲ୍‌ଡର୍‌: ଭିଡିଓ ଭାଇରାଲ ପରେ ଯାଞ୍ଚ୍‌ ନିର୍ଦ୍ଦେଶ ଦେଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୧।୮:ଜଣାଶୁଣା ବଡି ବିଲଡର୍‌ ବବି କାଟାରିଆ ସ୍ପାଇଟ୍‌ଜେଟ୍‌ ବିମାନରେ ବସି ସିଗାରେଟ୍‌ ଟାଣୁଥିବାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଏହାକୁ ଅସନ୍ତୋଷ ପ୍ରକାଶ ପାଇଛି। ଲୋକେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?