ଯିଏ ଯେଉଁଠି ଅଛ, ସେଇଠି ରୁହ: ଦୂତାବାସ
ନୂଆଦିଲ୍ଲୀ,୨୪ା୨: ୟୁକ୍ରେନ ଉପରେ ଗୁରୁବାର ରୁଷିଆ ଆକ୍ରମଣ କରିଛି। ଏହା ପରେ ୟୁକ୍ରେନରେ ସ୍ଥିତି ଗମ୍ଭୀର ରହିଛି। ଇତି ମଧ୍ୟରେ ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ ପରାମର୍ଶ ଦେଇଛି କ୍ୱିଭ୍ସ୍ଥିତ ଭାରତୀୟ ଦୂତାବାସ। ଯିଏ ଯେଉଁଠି ଅଛନ୍ତି ସେଠି ରୁହନ୍ତୁ। ଶାନ୍ତ...
୧୮ ହଜାରରୁ ଅଧିକ ଭାରତୀୟ ଆତଙ୍କିତ, ବିମାନ ଉଡ଼ାଣ ବନ୍ଦ, ବଙ୍କରରେ ଆଶ୍ରୟ…
ନୂଆଦିଲ୍ଲୀ/କ୍ୱିଭ୍,୨୪।୨ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି। ଟିଭି ଚ୍ୟାନେଲ ମାଧ୍ୟମରେ ଭାରତର ଘରେ ଘରେ ଯୁଦ୍ଧକାଳୀନ ସାଇରନ୍ ଶବ୍ଦ ଶୁଣାଯାଉଛି। ୟୁକ୍ରେନର ଆକାଶରେ ବହଳ ଧୂଆଁ ଦେଖି ଭାରତୀୟ ବହୁ ପରିବାର ଆତଙ୍କିତ ହୋଇଯାଇଛନ୍ତି। ଯେଉଁ ଭାରତୀୟମାନଙ୍କର...
ବୁଡ଼ିଗଲା ନିବେଶକଙ୍କ ୭.୫୯ ଲକ୍ଷ କୋଟି…
ମୁମ୍ବାଇ,୨୪।୨ : ଭାରତୀୟ ଦଲାଲ ଷ୍ଟ୍ରିଟ୍ର ଷ୍ଟକ ମାର୍କେଟରେ ଗୁରୁବାର ଦେଖାଦେଇଥିବା ପତନ ଯୋଗୁ ନିବେଶକମାନେ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କର ସମ୍ପତ୍ତିର ବହୁ ଲକ୍ଷ କୋଟି ଟଙ୍କା ବୁଡି ଯାଇଛି। ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର...
ୟୁକ୍ରେନରୁ ଫେରିଲା ଏୟାର ଇଣ୍ଡିଆ ବିମାନ
ନୂଆଦିଲ୍ଲୀ,୨୪।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ପୂର୍ବାଞ୍ଚଳର ବିଭିନ୍ନ ସ୍ଥାନରେ ରକେଟ୍ ମାଡ଼ କରାଯାଇଛି। ଏଥିଯୋଗୁ ୟୁକ୍ରେନ ଏହାର ଏୟାରସ୍ପେସ୍କୁ ବନ୍ଦ କରି ଦେଇଛି। ଏୟାରସ୍ପେସ୍ ବନ୍ଦ କରି ଦିଆଯାଇଥିବାରୁ ଏୟାର ଇଣ୍ଡିଆ...
ଭାରତୀୟ ଶେୟାର ବଜାରରେ ସଙ୍କଟ, ରୁଷିଆ-ୟୁକେନ୍ ଯୁଦ୍ଧର ପ୍ରଭାବ…
ମୁମ୍ବାଇ,୨୪।୨ : ରୁଷିଆ ଏବଂ ୟୁକେନ୍ ଯୁଦ୍ଧର ପ୍ରଭାବ ଭାରତୀୟ ଘରୋଇ ଷ୍ଟକ ବଜାର ଉପରେ ପଡ଼ିଛି। ଯୁଦ୍ଧ ଆରମ୍ଭ ହେବାର ଖବର ଯୋଗୁଁ ବଜାରରେ ସଙ୍କଟ ସୃଷ୍ଟି ହୋଇଛି। ପ୍ରି-ଓପନିଂରେ ବଜାର ୩ ପ୍ରତିଶତରୁ ଅଧିକ ହ୍ରାସ ଦୃଷ୍ଟି...
ଦୈନିକ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…
ନୂଆଦିଲ୍ଲୀ, ୨୪।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଏହି ସମୟରେ ଦୈନିକ ସଂକ୍ରମଣ ୧୫ ହଜାର ତଳେ ରହିଛି। ଦୈନିକ...
ବଚ୍ଚନ ଦମ୍ପତି ଆଶ୍ୱସ୍ତ
ମୁମ୍ବାଇ,୨୪ ।୨: ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କୁ ତାଙ୍କ ଘର ‘ପ୍ରତିକ୍ଷା’ ମାମଲାରେ ବମ୍ବେ ହାଇକୋର୍ଟ ପକ୍ଷରୁ ଆଶ୍ୱସ୍ତି ମିଳିଛି । ବମ୍ବେ ହାଇକୋର୍ଟ ବୃହାନମୁମ୍ବାଇ ମହାନଗର ପାଳିକା (ବିଏମସି)କୁ ନିର୍ଦ୍ଦେଶ ଦେଇଛନ୍ତି କି ଅମିତାଭ...
ଇଡି କାର୍ଯ୍ୟାଳୟରେ କଟିଲା ନୱାବଙ୍କ ପ୍ରଥମ ରାତି
ମୁମ୍ବାଇ,୨୪ ।୨: ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନୱାବ ମଲିକଙ୍କ ଗିରଫକୁ ନେଇ ରାଜନୀତି ତାପମାତ୍ରା ବଢିବାରେ ଲାଗିଛି । ଏହା କେବଳ ମହାରାଷ୍ଟ୍ର ନୁହେଁ ବରଂ ଉତ୍ତର ପ୍ରଦେଶ ଓ ପଶ୍ଚିମ ବଙ୍ଗରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି...
୪ ଲଶ୍କର ସହାୟକ ଗିରଫ…
ଶ୍ରୀନଗର,୨୪।୨ : ଜମ୍ମୁ-କଶ୍ମୀରର ବାରମୁଳା ଏବଂ ଶୋପିଆନ ଜିଲାରୁ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କ ଚାରିଜଣ ସହାୟକଙ୍କୁ ସୁରକ୍ଷା ବାହିନୀ ଗିରଫ କରିଛନ୍ତିି। ପୋଲିସ ମୁଖପାତ୍ର କହିଛନ୍ତି ଯେ ବାରମୁଳା ଠାରୁ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲଶ୍କର ସହ ଜଡିତ ଆତଙ୍କବାଦୀଙ୍କ ଦୁଇଜଣ...
ମାଲ୍ୟା, ନୀରବ, ଚୋକ୍ସିଙ୍କଠାରୁ ୧୮,୦୦୦ କୋଟି ବ୍ୟାଙ୍କକୁ ଫେରିଛି
ନୂଆଦିଲ୍ଲୀ,୨୪।୨: ବ୍ୟବସାୟୀ ବିଜୟ ମାଲ୍ୟା, ନୀରବ ମୋଦି ଏବଂ ମେହୁଲ ଚୋକ୍ସିଙ୍କଠାରୁ ବ୍ୟାଙ୍କକୁ ୧୮,୦୦୦ କୋଟି ଟଙ୍କା ଫେରିଥିବା କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ପଳାତକ ଅର୍ଥନୈତିକ ଅପରାଧ ଆଇନରେ ଏହି ୩ ବ୍ୟବସାୟୀଙ୍କୁ ପଳାତକ ଅପରାଧୀ ଘୋଷଣା...
ଡାଟା ବିକିବ କେନ୍ଦ୍ର
ନୂଆଦିଲ୍ଲୀ,୨୪ା୨: ୫ ଟ୍ରିଲିୟନ୍ ଡଲାର ଅର୍ଥନୀତିର ସ୍ବପ୍ନ ସାକାର ଆଳରେ କେନ୍ଦ୍ର ସରକାର ଭାରତୀୟ ନାଗରିକଙ୍କ ଡାଟା ବା ବ୍ୟକ୍ତିଗତ ଗୋପନୀୟ ତଥ୍ୟ ବିକ୍ରି କରିବାକୁ ଯାଉଛନ୍ତି। ଏଥିଲାଗି ଆଇନ ପ୍ରଣୟନ ପୂର୍ବରୁ ଫେବୃୟାରୀ ୨୧ରେ ବିଧିବଦ୍ଧ ଭାବେ ଡ୍ରାଫ୍ଟ...
ଖୋଲାଖୋଲି କହିବାରୁ ନଓ୍ବାବଙ୍କୁ ଟାର୍ଗେଟ କରାଗଲା: ପାଓ୍ବାର
ମୁମ୍ବାଇ,୨୩ା୨: କେନ୍ଦ୍ର ସରକାରଙ୍କ ବିରୋଧରେ ଖୋଲାଖୋଲି କହିବାରୁ ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ଟାର୍ଗେଟ କରାଗଲା ବୋଲି ଏନ୍ସିପି ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି। ଦଳୀୟ ନେତା ନଓ୍ବାବଙ୍କ ପ୍ରତି ଏଭଳି କାର୍ଯ୍ୟାନୁଷ୍ଠାନ ଏନ୍ସିପି ଆଶଙ୍କା କରୁଥିଲା। ଅଣ୍ଡରଓ୍ବାଲର୍ଡ ଡନ୍ଙ୍କ ସହ...
Archives


