୭୧ ବର୍ଷରେ ନୀତିଶ: ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କଲେ କାର୍ଯ୍ୟକର୍ତ୍ତା
ପାଟନା,୧।୩:: ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନ୍ମଦିନ। ସେ ଆଜି ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ମିଳୁଛି। ଜେଡିୟୁ କାର୍ଯ୍ୟକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରୁଛନ୍ତି।...
ହିଜାବ ନୁହେଁ, ପରୀକ୍ଷାକୁ ଗୁରୁତ୍ୱ ଦେଉଛି ବେଙ୍ଗାଲୁରୁ ସ୍କୁଲ
ବେଙ୍ଗାଲୁରୁ,୧।୩: କର୍ନାଟକ ସ୍କୁଲଗୁଡ଼ିକରେ ବାର୍ଷିକ ପରୀକ୍ଷା ଚାଲିଛି। ବିଭିନ୍ନ ଜିଲାରେ ହିଜାବ ପରିଧାନ କରିଥିବା ଅନେକ ଛାତ୍ରୀଛାତ୍ର ପରୀକ୍ଷା ଦେଇ ପାରି ନ ଥିବା ବେଳେ ବେଙ୍ଗାଲୁରୁ ସ୍ଥିତ ବିଭିନ୍ନ ସ୍କୁଲ କେବଳ ପରୀକ୍ଷାକୁ ଗୁରୁତ୍ୱ ଦେଉଛନ୍ତି। ହିଜାବ ପିନ୍ଧିଥିବା...
ଅପରେଶନ ଗଙ୍ଗା: ୧୮୨ ଭାରତୀୟଙ୍କୁ ନେଇ ମୁମ୍ବାଇ ପହଞ୍ଚିଲା ସପ୍ତମ ବିମାନ
ମୁମ୍ବାଇ,୧ ।୩: ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପରିବାର ଭୟ ଓ କୋହରେ ସମୟ କାଟୁଥିବା ବେଳେ ଧିରେ ଧିରେ ସେମାନେ ଆଶ୍ୱସ୍ତ ହେବାରେ ଲାଗିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେଶନ ଗଙ୍ଗା ମାଧ୍ୟରେ ୟୁକ୍ରେନରେ ଫସି ରହିଥିବା...
ଭାରତ ଫେରିଲେ ୧୪ଶହ
ନୂଆଦିଲ୍ଲୀ,୧।୩: ଯୁଦ୍ଧଭୂମି ୟୁକ୍ରେନ୍ରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି ଭାରତ ସରକାର। ବିନା ବିରତିରେ ଭାରତୀୟଙ୍କ ଉଦ୍ଧାର ଚାଲିଛି। ‘ମିଶନ ଗଙ୍ଗା’ ଜରିଆରେ ୬ଟି ବିମାନରେ ପ୍ରାୟ ୧୪୦୦ ଭାରତୀୟ ୟୁକ୍ରେନ ଛାଡ଼ିଥିବା ବହିର୍ବ୍ୟାପାର ସଚିବ...
ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଇବ ଭାରତ
ନୂଆଦିଲ୍ଲୀ,୧ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଭାରତ ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି । ମଙ୍ଗଳବାର ଏହା ପଠାଯିବ । ଦୁଇ ଦେଶରେ ଯୁଦ୍ଧ କାରଣରୁ ୟୁକ୍ରେନର ହଜାର ହଜାର ଲୋକ ସୀମାବର୍ତ୍ତୀ ଅଞ୍ଚଳକୁ ଚାଲି...
ବାଇକ୍ରେ ହେଲିପ୍ୟାଡକୁ ଗଲେ ପ୍ରିୟଙ୍କା
କୁଶୀନଗର,୨୮।୨: ଉତ୍ତରପ୍ରଦେଶର କୁଶୀନଗରରେ ମାର୍ଚ୍ଚ ୩ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟନୈତିକ ଦଳ ବିଭିନ୍ନ ପନ୍ଥା ଆପଣାଇଛନ୍ତି। ଇତିମଧ୍ୟରେ କଂଗ୍ରେସର ମହାସଚିବ...
ମୋଦିଙ୍କ ଅଧ୍ୟକ୍ଷତାରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ,୨୮।୨: ୟୁକ୍ରେନ୍ ସଙ୍କଟକୁ ନେଇ ପୁଣି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ୟୁକ୍ରେନ୍କୁ ସଙ୍କଟ ଦିନକୁ ଦିନ ଜଟିଳ ହେଉଥିବାରୁ ପ୍ରଧାନମନ୍ତ୍ରୀ ଏହି ବୈଠକ ଡାକିଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି...
୨୪୦ ଛାତ୍ରଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ସ୍ବତନ୍ତ୍ର ବିମାନ
ନୂଆଦିଲ୍ଲୀ,୨୮।୨: ଅପରେଶନ ଗଙ୍ଗା ଅନ୍ତର୍ଗତରେ ୬ଷ୍ଠ ଭାରତୀୟ ବିମାନ ୟୁକ୍ରେନରେ ଫସିରହିଥିବା ଛାତ୍ର ଓ ଭାରତୀୟ ନାଗରିକଙ୍କୁ ନେଇ ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଛି। ହଙ୍ଗେରୀ ରାଜଧାନୀ ବୁଦ୍ଧାପେଷ୍ଟରୁ ୨୪୦ ଜଣ ଭାରତୀୟଙ୍କୁ ନେଇ ଏକ ବିମାନ ସେମାବାର ସନ୍ଧ୍ୟାରେ...
ସେବିର ପ୍ରଥମ ମହିଳା ଅଧ୍ୟକ୍ଷ ହେଲେ ମାଧବୀ ପୁରୀ
ନୂଆଦିଲ୍ଲୀ,୨୮।୨: କେନ୍ଦ୍ର ସରକାର ମାଧବୀ ପୁରୀ ବୁଚଙ୍କୁ ସିକ୍ୟୁରିଟୀ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆର ନୂଆ ଅଧ୍ୟକ୍ଷ ଭାବେ ସୋମବାର ନିଯୁକ୍ତ କରିଛନ୍ତି। ଏଥିସହ ମାଧବୀ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆର ପ୍ରଥମ ମହିଳା ଅଧ୍ୟକ୍ଷ...
ଲିଟର ପିଛା ୨ଟଙ୍କା ବଢ଼ିଲା ଅମୁଲ ଦୁଗ୍ଧ
ଗାନ୍ଧୀନଗର,୨୮।୨: ଦେଶରେ ବଢ଼ିଲା ଅମୁଲ ଦୁଗ୍ଧର ଦାମ୍। ସମଗ୍ର ଦେଶର ବଜାରରେ ଦୁଗ୍ଧର ଦାମ୍ ଲିଟର ପିଛା ୨ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ଅମୁଲ। ସମଗ୍ର ଦେଶର ବଜାରରେ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି...
ମଦ ପିଇଲେ ହେବନି ଜେଲ୍
ପାଟନା,୨୮।୨: ବିହାରରେ ମଦ ନିଷେଧାଦେଶକୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଣିକି ରାଜ୍ୟରେ ମଦ ପିଇ ଧରାପଡ଼ିଲେ ଯିବାକୁ ପଡ଼ିବନି ଜେଲ୍। ଏହା ବଦଳରେ କେବଳ ମଦ ମାଫିଆଙ୍କ ବିଷୟରେ ସୂଚନା ଦେବାକୁ ପଡ଼ିବ। ଏନେଇ ମୁଖ୍ୟମନ୍ତ୍ରୀ ନୀତୀଶ...
ଚତୁର୍ଥ ଲହର ପରେ କରୋନା ମହାମାରୀ ହେବ ଶେଷ !…
ମୁମ୍ବାଇ,୨୮।୨ : କରୋନା ମହାମାରୀ କେବେ ଶେଷ ହେବ ସେନେଇ ଲୋକଙ୍କ ମନରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଅଛି। ପୃଥିବୀର ବିଭିନ୍ନ ଦେଶରେ ବହୁ ବୈଜ୍ଞାନିକ ଏହି ଭୂତାଣୁ ଉପରେ ଅନୁସନ୍ଧାନ ଜାରି ରଖିଛନ୍ତି। ଡେଲଟା ଅପେକ୍ଷା ଓମିକ୍ରନ୍ ଭାରିଆଣ୍ଟ୍...
Archives


