Posted inଜାତୀୟ

୨୬/୧୧ ଭଳି ମୁମ୍ବାଇକୁ ବିସ୍ଫୋରଣରେ ଉଡ଼ାଇବାକୁ ହେଉଛି ଷଡ଼ଯନ୍ତ୍ର, ହ୍ବାଟସ ଆପ୍‌ରେ ଧମକ….

ମୁମ୍ବାଇ, ୨୦।୮ : ମାୟାନାଗରୀ ମୁମ୍ବାଇକୁ ପୁଣି ଥରେ ବିସ୍ଫୋରଣରେ ଉଡ଼ାଇବାକୁ ଏକ ଷଡଯନ୍ତ୍ର ରଚାଯାଇଛି। ଏହି ମର୍ମରେ ମୁମ୍ବାଇ ପୋଲିସର ହ୍ବାଟସ ଆପ୍‌ରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ଆସିଛି। ଏହି ବାର୍ତ୍ତାରେ କୁହାଯାଇଛି ଯେ ମୁମ୍ବାଇକୁ ଉଡ଼ାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ଯେକୌଣସି ସମୟରେ ଆକ୍ରମଣ କରାଯାଇପାରେ। ଧମକ ଦେଇଥିବା ବ୍ୟକ୍ତି କହିଛନ୍ତି ଯେ ଏହି ଆକ୍ରମଣ ୨୬/୧୧ ଆକ୍ରମଣ ଭଳି ହେବ।

ଏହି ବାର୍ତ୍ତା ପରେ ମୁମ୍ବାଇ ପୋଲିସ ଆଲର୍ଟ ମୋଡକୁ ଆସିଛି। କୁହାଯାଇଛି ଯେ ବାର୍ତ୍ତା ପ୍ରେରକଙ୍କର ଅନୁସନ୍ଧାନ କରାଯାଉଛି। ପ୍ରାଥମିକ ଅନୁସନ୍ଧାନରେ ଜଣାପଡିଛି ଯେ ଏହି ବାର୍ତ୍ତା ପାକିସ୍ତାନ ନମ୍ବରରୁ ଆସିଛି। ବାର୍ତ୍ତାରେ କୁହାଯାଇଛି ଯେ ଯଦି ତୁମେ ମୋତେ ଯାଞ୍ଚ କର, ଲୋକେଶନ ପାକିସ୍ତାନ ଦେଖାଇ। କିନ୍ତୁ ମୁମ୍ବାଇରେ ଏହି ବିସ୍ଫୋରଣ ଘଟିବ। ଧମକ ଦେଉଥିବା ବ୍ୟକ୍ତି ବାର୍ତ୍ତାରେ ଲେଖିଛନ୍ତି ଯେ ଏହି ଆକ୍ରମଣ ଭାରତରେ ୬ ଜଣଙ୍କ ଦ୍ୱାରା କରାଯିବ। ଏହାକୁ ନେଇ ମୁମ୍ବାଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷଣ ପାଇଁ ଚାଷୀଙ୍କୁ ଦୋଷ ଦେବା ଅନୁଚିତ: ସ୍ବାମୀନାଥନ

ନୂଆଦିଲ୍ଲୀ,୫।୧୧: ରାଜଧାନୀ ଦିଲ୍ଲୀ, ହରିୟାଣା ଆଦି ସ୍ଥାନର ବାୟୁ ପ୍ରଦୂଷଣ ପାଇଁ ଚାଷୀଙ୍କୁ ଦାୟୀ କରାଯାଉଛି। କାରଣ ଏମାନେ ବହୁ ପରିମାଣରେ ନଡା ପୋଡୁଥିବାରୁ ଏଭଳି...

ମଧ୍ୟପ୍ରଦେଶରେ ଏଏପିର ଜୋରଦାର ଏଣ୍ଟ୍ରି…

ଭୋପାଳ,୧୭।୭ : ମଧ୍ୟପ୍ରଦେଶ ପୌରସଂସ୍ଥା ନିର୍ବାଚନରେ, ଯେଉଁଠାରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ଅଗ୍ରଗତି କରୁଛି, କଂଗ୍ରେସ ଏହାର ପ୍ରଦର୍ଶନକୁ ସୁଦୃଢ଼ କରୁଥିବା ଜଣାପଡିଛି।...

ପୋଲିସର କଲାର ଧରିନେଲେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ

ନୂଆଦିଲ୍ଲୀ,୧୬ ।୬: ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ନୋଟିସ ଜାରି କରାଯିବା ଓ ୪ ଦିନ ହେବ ତାଙ୍କୁ ପଚରା ଉଚରା କରାଯିବା ଘଟଣାରେ...

ମଥୁରାରୁ ନିର୍ବାଚନ ଲଢ଼ିବେ କଙ୍ଗନା? ଏମ୍‌ପି ହେମା କହିଲେ-ରାକ୍ଷୀ ସାଓ୍ବନ୍ତ ବି ଜିତିଯିବ…

ନୂଆଦିଲ୍ଲୀ,୨୪।୯: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ କଟାକ୍ଷ କରିଛନ୍ତି ଭେଟେରାନ ଅଭିନେତ୍ରୀ ହେମା ମାଳିନୀ। ମଥୁରା ଲୋକ ସଭା ଆସନରୁ କଙ୍ଗନା ଲଢ଼ିବା ପ୍ରସଙ୍ଗରେ ପଚରାଯିବାରେ...

ଅପରାଧୀଙ୍କ ମୃତ୍ୟୁଦଣ୍ଡ କୋହଳ

ନାଗପୁର, ୨୨ା୩: ତାମିଲନାଡୁରେ ଜଣେ ୭ ବର୍ଷର ପିଲାକୁ ଅପହରଣ ପରେ ହତ୍ୟା ମାମଲାରେ ଅପରାଧୀଙ୍କୁ ମିଳିଥିବା ମୃତ୍ୟୁଦଣ୍ଡକୁ ମଙ୍ଗଳବାର ସୁପ୍ରିମକୋର୍ଟ କୋହଳ କରିଛନ୍ତି। ସିଜେଆଇ...

ନୌସେନାର ଶକ୍ତିରେ ବୃଦ୍ଧି, ସର୍ବେକ୍ଷଣ ଜାହାଜ ଇକ୍ଷକ ସାମିଲ…

ଚେନ୍ନାଇ,୨୬।୧୧ : ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି। ବାସ୍ତବରେ, ଚେନ୍ନାଇର କଟ୍ଟୁପାଲ୍ଲୀରେ ସର୍ବେକ୍ଷଣ ଜାହାଜ ଇକ୍ଷକକୁ ଶନିବାର ଫ୍ଲାଇଟ ଅଫିସର କମାଣ୍ଡିଂ-ଇନ-ଚିଫ, ସାଉଥ...

ହାରିଗଲେ ରାହୁଲ ଗାନ୍ଧୀ: ସ୍କୃତିଙ୍କୁ ଜଣାଇଲେ ଶୁଭେଚ୍ଛା

ଆମେଠି, ୨୩।୫: ଉତ୍ତର ପ୍ରଦେଶର ଆମେଠି ଲୋକ ସଭା ଆସନରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପରାସ୍ତ ହୋଇଛନ୍ତି। ସେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ସ୍ମୃତି...

୧୫୦ ଫୁଟ ଗାତରୁ ୮ଘଣ୍ଟା ପରେ ଉଦ୍ଧାର ହେଲା ୫ ବର୍ଷର ଶିଶୁ

ଆଗ୍ରା, ୧୪।୬: କଥାରେ ଅଛି ରଖେ ରହି ମାରେ କିଏ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଆଗ୍ରା ଫତେହାବାଦରୁ । ସୋମବାର ଏକ...

Advertisement
Archives

Model This Week