ଗଲି ବୟ ର଼୍ୟାପର ଏମ୍ସି ତୋଡ୍ ଫୋଡ୍ଙ୍କ ମୃତ୍ୟୁ
ମୁମ୍ବାଇ,୨୨।୩: ଏମ୍ସି ତୋଡ ଫୋଡ୍ ଭାବେ ଜଣାଶୁଣା ଧର୍ମେଶ ପରମାରଙ୍କର ସୋମବାର ମୃତ୍ୟୁ ହୋଇଛି। ମୁମ୍ବାଇର ବହୁ ଭାଷାଭିତ୍ତିକ ହିପ୍-ହପ୍ ଗ୍ରୁପ୍ ସ୍ବଦେଶୀର ସଦସ୍ୟଙ୍କୁ ମୃତ୍ୟୁ ବେଳକୁ ୨୪ ବର୍ଷ ହୋଇଥିଲା। ସ୍ବଦେଶୀର ଲେବଲ ଆଜାଦି ରେକର୍ଡ ଏବଂ ମ୍ୟାନେଜମେଣ୍ଟ...
୭ ଲୋକ ଜୀଅନ୍ତା ଜଳିଗଲେ
କୋଲକତା,୨୨।୩: ପଶ୍ଚିମବଙ୍ଗର ବୀରଭୂମରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ୭ ଜଣଙ୍କୁ ଜୀଅନ୍ତା ପୋଡି ଦିଆଯାଇଛି। ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କ ହତ୍ୟା ପ୍ରତିଶୋଧରେ ଏଭଳି କାଣ୍ଡ ଘଟାଯାଇଥିବା ଅଭିଯୋଗ ହୋଇଛି। ବୀରଭୂମର ରାମପୁରହାଟରେ ଏହି ଘଟଣା ଘଟିଛି।...
ଶହୀଦ ଦିବସରେ ମିଳିବ ସରକାରୀ ଛୁଟି
ଚଣ୍ଡିଗଡ,୨୨।୩: ପଞ୍ଜାବରେ ଏଣିକି ମାର୍ଚ୍ଚ ୨୩ ଅର୍ଥାତ୍ ଶହୀଦ ଦିବସ ଅବସରରେ ସରକାରୀ ଛୁଟି ମିଳିବ। ପଞ୍ଜାବ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଏହି ଘୋଷଣା କରିଛନ୍ତି। ଶହୀଦ ଦିବସରେ ପଞ୍ଜାବର ଲୋକ, ବୟସ୍କ ଓ ପିଲାମାନେ ଭଗତ ସିଂଙ୍କ...
‘ମୋ କାମକୁ କେହି ଜଣେ ଚିହ୍ନିଲେ’
ନୂଆଦିଲ୍ଲୀ,୨୨।୩: ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ଲୋକଙ୍କୁ ଦେଶ ଚିହ୍ନୁଛି। ସେମାନଙ୍କୁ ସମ୍ମାନିତ କରୁଛି। ଏପରିକି ମୋ କାମକୁ କିଏ ଜଣେ ଚିହ୍ନି ପ୍ରଶଂସା କରିବା ପରି ଅନୁଭବ ହେଉଛି ବୋଲି ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିବା...
ଗାଈ ଚୋରାଚାଲାଣ ସନ୍ଦେହରେ କ୍ୟାମେରା ଆଗରେ ମୁସଲିମ ଯୁବକଙ୍କୁ ମାଡ଼
ମଥୁରା,୨୨।୩: ଗାଈ ମୃତଦେହ ନେଇ ଯାଉଥିବା ପିକ୍ ଅପ୍ ଭାନ ଡ୍ରାଇଭରଙ୍କୁ ଏକ ଗୋଷ୍ଠୀ ନିର୍ଯାତନା ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ମଥୁରାରେ ରବିବାର ରାତିରେ ଘଟିଥିବା ଘଟଣାର ଭିଡିଓ ଭାଇରାଲ ହୋଇଛି। ରିପୋର୍ଟ ଅନୁଯାୟୀ, ଗାଡ଼ିରେ ଗାଈ...
‘କିଛି ଲୁଚାଇବାର ନାହିଁ’
ଥିରୁଭାନନ୍ତପୁରମ,୨୨।୩: ଯୌନ ନିର୍ଯାତନା ପୀଡ଼ିତା ତଥା ଟଲିଉଡ୍ ଅଭିନେତ୍ରୀ ଭାବନା ମେନନଙ୍କୁ କେରଳର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ କରତାଳି ସହ ସ୍ବାଗତ କରାଯାଇଥିଲା। ୨୦୧୭ରେ ଯୌନ ନିର୍ଯାତନା ମାମଲା ପରେ ସେ ପ୍ରଥମ ଥର ପାଇଁ ଜନସାଧାରଣଙ୍କ ସାମ୍ନାକୁ ଆସିଥିଲେ।...
କମୁଛି ସଂକ୍ରମଣ
ନୂଆଦିଲ୍ଲୀ,୨୨।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୫୮୧ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୩୩ ଜଣଙ୍କ...
ବଢିଲା ଗ୍ୟାସ ଦର
ନୂଆଦିଲ୍ଲୀ,୨୨।୩: ଦେଶବାସୀଙ୍କ ଉପରେ ପୁଣି ମହଙ୍ଗା ମାଡ଼। ୧୪.୨ କେଜି ଘରୋଇ ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି। ସୋମବାର ମଧ୍ୟ ରାତିରୁ ଏହି ନୂଆ ଦର ଲାଗୁ ହୋଇଛି। ଶେଷ ଥର ପାଇଁ ଅକ୍ଟୋବର ୬ରେ ଘରୋଇ...
ମାଇକ୍ରୋଓଭେନରୁ ମିଳିଲା ଶିଶୁକନ୍ୟାର ମୃତଦେହ
ନୂଆଦିଲ୍ଲୀ,୨୨।୩: ଦକ୍ଷିଣ ଦିଲ୍ଲୀର ଚିରାଗ ଦିଲ୍ଲୀ ଅଞ୍ଚଳରେ ଏକ ୨ ମାସର ଶିଶୁକନ୍ୟା ମୃତଦେହ ମାଇକ୍ରୋଓଭେନ ଭିତରୁ ଉଦ୍ଧାର କରାଯାଇଛି। ଦକ୍ଷିଣ ଦିଲ୍ଲୀ ଡିସିପି ବେନିତା ମାରି ଜେକର କହିଛନ୍ତି, ଶିଶୁକନ୍ୟାର ମୃତ୍ୟୁ ସମ୍ପର୍କରେ ଆମକୁ ଅପରାହ୍ନ ପ୍ରାୟ ୩ଟା...
ମନ୍ଦିର ପାଇଁ ଅଢେଇ କୋଟିର ଜମି ଦାନ କଲେ ମୁସଲମାନ ପରିବାର
ପାଟନା,୨୨ ।୩: ବିହାରର ଏକ ମୁସଲମାନ ପରିବାର ଭାଇଚାରାର ଏକ ଅନନ୍ୟ ଉଦାହରଣ ପାଲଟିଛନ୍ତି । ରାଜ୍ୟର ପୂର୍ବ ଚମ୍ପାରନ ଜିଲାର କୈଥବଲିୟା ଅଞ୍ଚଳରେ ନିର୍ମାଣ ହେବାକୁ ଯାଉଥିବା ଏକ ମନ୍ଦିର ପାଇଁ ଉକ୍ତ ମୁସଲମାନ ପରିବାର ୨.୫ କୋଟି...
ଅପରାଜିତାଙ୍କ ପ୍ରଶ୍ନର ଉତ୍ତର ଦେଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ,୨୨।୩: ଭିନ୍ନକ୍ଷମ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଥିବା ବିଦ୍ୟାଳୟଗୁଡ଼ିକୁ ସ୍ବତନ୍ତ୍ର ସ୍ବୀକୃତି ପ୍ରସଙ୍ଗ ଉପରେ ସୋମବାର ଲୋକ ସଭାରେ ଆଲୋଚନା ହୋଇଥିଲା। ଭିନ୍ନକ୍ଷମଙ୍କୁ ଶିକ୍ଷାଦାନ କରୁଥିବା ସ୍ବତନ୍ତ୍ର ଶିକ୍ଷକମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଶିକ୍ଷା ମନ୍ତ୍ରଣାଳୟ ଏବଂ ଭାରତର ପୁନର୍ବାସ...
ମୋଦିଙ୍କୁ ଆଣ୍ଠୁମାଡି ଦଣ୍ଡବତ କଲେ ୧୨୬ ବର୍ଷୀୟ ବୃଦ୍ଧ: ଜାଣନ୍ତୁ ତାଙ୍କ ଦୀର୍ଘାୟୁ ପଛର ରହସ୍ୟ
ନୂଆଦିଲ୍ଲୀ,୨୨।୩: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଚଳିତବର୍ଷ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଲୋକଙ୍କୁ ସମ୍ମାନୀତ କରିଛନ୍ତି। ବାରାଣସୀର ୧୨୬ ବର୍ଷ ବୟସ୍କା ସ୍ବାମୀ ଶିବାନନ୍ଦଙ୍କୁ ଭାରତୀୟ ଜୀବନଶୈଳୀ ଏବଂ ଯୋଗର ପ୍ରଚାର ପାଇଁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି।...
Archives


