ଦିଲ୍ଲୀରୁ ରାଜସ୍ଥାନ ପର୍ଯ୍ୟନ୍ତ ହିଟ୍ ଓ୍ବେଭ
ନୂଆଦିଲ୍ଲୀ,୨୯।୩: ଉତ୍ତର ଭାରତରେ ଗତ କିଛି ଦିନରୁ ଦ୍ରୁତଗତିରେ ତାପମାନ ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ପାଣିପାଗ ବିଭାଗ ପକ୍ଷରୁ ହିଟ୍ ଓ୍ବେଭ୍ ଜାରି କରାଯାଇଛି। ଜମ୍ମୁ ଡିଭିଜନ, ହିମାଚଳ ପ୍ରଦେଶ, ସୌରାଷ୍ଟ୍ର କଛ...
ହିନ୍ଦୁ ଦେବୀଦେବତାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ଲୋକଙ୍କ ଆକାଉଣ୍ଟ୍କୁ ବ୍ଲକ୍ କରିବାକୁ କହିଲେ ହାଇକୋର୍ଟ…
ନୂଆଦିଲ୍ଲୀ, ୨୯।୩ : ଦିଲ୍ଲୀ ହାଇକୋର୍ଟ ଟୁଇଟରକୁ କହିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିବାଦୀୟ ମନ୍ତବ୍ୟ ଦେଉଥିବା ଲୋକଙ୍କ ଆକାଉଣ୍ଟ୍କୁ ବ୍ଲକ୍ କରିବା ଉଚିତ। ଏହି ପ୍ରସଙ୍ଗରେ ନୀତିଗୁଡିକର ସୁଧାର କରିବାର ଆବଶ୍ୟକତା ଅଛି। ଦେବୀଦେବତାଙ୍କ ପ୍ରତି ଆପତ୍ତିଜନକ...
ନେହେରୁ ସଂଗ୍ରହାଳୟର ନାମ ବଦଳିଲା…
ନୂଆଦିଲ୍ଲୀ, ୨୯।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ନେହେରୁ ସଂଗ୍ରହାଳୟର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବର୍ତ୍ତମାନ ଏହା ପିଏମ୍(ପ୍ରଧାନମନ୍ତ୍ରୀ) ସଂଗ୍ରହାଳୟ ଭାବରେ ନାମିତ ହେବ। ଏଠାରେ ଦେଶର ୧୪ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ...
୨୦୨୦ଠାରୁ ୪୬୬ ଏନ୍ଜିଓର ଲାଇସେନ୍ସ୍ ନବୀକରଣ ଖାରଜ…
ନୂଆଦିଲ୍ଲୀ, ୨୯।୩ : ଦେଶରେ ୨୦୨୦ ପରଠାରୁ ୪୬୬ ଟି ଅଣ-ସରକାରୀ ସଂଗଠନ (ଏନଜିଓ)ର ଲାଇସେନ୍ସ ନବୀକରଣକୁ କେନ୍ଦ୍ର ସରକାର ଖାରଜ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଙ୍ଗଳବାର ସଂସଦକୁ କହିଛି ଯେ ବୈଦେଶିକ ଯୋଗଦାନ ନିୟମାବଳୀ ଅଧିନିୟମ (ଏଫସିଆରଏ) ଅନୁଯାୟୀ...
ବୀରଭୂମ ହିଂସାକୁ ନେଇ ରାଜନୀତି ସରଗରମ, ବ୍ରେକଫାଷ୍ଟରେ ପଶ୍ଚିମବଙ୍ଗ ଭାଜପା ଏମପିଙ୍କୁ ଭେଟିବେ ମୋଦି
ନୂଆଦିଲ୍ଲୀ,୨୯ ।୩: ପଶ୍ଚିମବଙ୍ଗ ବୀରଭୂମ ହିଂସା ଘଟଣା ବେଳକୁ ବେଳ ରାଜନୀତି ପାଣିପାଗକୁ କରୁଛି ସରଗରମ । ରାଜ୍ୟର ଶାସକ ତ୍ରୁଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ଚାଲିଛି ଟଣା ଓଟରା । ସୋମବାର ଏହି ଘଟଣାକୁ...
ଦୋକାନରୁ ମିଳିଲା ମଣିଷ ମସ୍ତିଷ୍କ, ଆଖି, କାନ
ନାଶିକ,୨୯।୩ : ମହାରାଷ୍ଟ୍ରର ନାଶିକ ସହରର ମୁମ୍ବାଇ ନାକା ଅଞ୍ଚଳରେ ଏକ ବନ୍ଦ ଦୋକାନର ବେସମେଣ୍ଟରୁ ମିଳିଛି ମଣିଷ ଶରୀରର ବିଭିନ୍ନ ଅଙ୍ଗ। ଗତ କିଛି ଦିନ ହେଲା ବନ୍ଦ ଥିବା ଦୋକାନରୁ ପଚା ଗନ୍ଧ ହେଉଥିଲା। ଏଥି ଯୋଗୁ...
ଭାଜପା ସମର୍ଥକଙ୍କୁ ଧମକ ଦେଲେ ଟିଏମ୍ସି ବିଧାୟକ: ଭିଡିଓ ଭାଇରାଲ
କୋଲକତା,୨୯।୩: ପଶ୍ଚିମବଙ୍ଗରେ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ କଳି ତୁଟିବାର ନାଁ ଧରୁନି। ବିଧାନସଭାରେ ବି ଭାଜପା ଏବଂ ତୃଣମୂଳ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ମାରପିଟ୍ ହୋଇଛି। ଭାଜପା ଆଇଟି ସେଲ୍ ଦାୟିତ୍ୱରେ ଥିବା ଅମିତ ମାଲଭିଆ ମଙ୍ଗଳବାର...
ସର୍ମ୍ପକୀୟଙ୍କୁ ନିର୍ଧୁମ ଛେଚିଲେ ଦମ୍ପତି
ନୋଏଡା,୨୯।୩: ଜଣେ ଦିବ୍ୟାଙ୍ଗ ସର୍ମ୍ପକୀୟଙ୍କୁ ରାସ୍ତା ମଝିରେ ଅତି ନୃଶୁଂସ ଭାବେ ନିର୍ଧୁମ ମାଡ଼ ଛେଚିଲେ ଦମ୍ପତି। ଉକ୍ତ ମାଡ଼ମରାର ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି...
ଆମ୍ବୁଲାନ୍ସ ଟ୍ରିପ ମାମଲାରେ ଗିରଫ ହେଲେ ଭାଜପା ନେତା
ମାଉ(ଉତ୍ତରପ୍ରଦେଶ),୨୯।୩: ଉତ୍ତରପ୍ରଦେଶ ପୋଲିସ ମଙ୍ଗଳବାର ଭାଜପା ନେତା ଡ. ଅଲକା ରାଇ ଏବଂ ତାଙ୍କ ଭାଇ ଶେଷନାଥ ରାଇଙ୍କୁ ମୁଖ୍ତାର ଅନସାରି ଆମ୍ବୁଲାନ୍ସ ମାମଲାରେ ଗିରଫ କରିଛି। ଜେଲରୁ ଗ୍ୟାଙ୍ଗଷ୍ଟର ଅନସାରିଙ୍କୁ ପଞ୍ଜାବ କୋର୍ଟ ନେବା ପାଇଁ ଭାଜପା ନେତା...
କମୁଛି ସଂକ୍ରମଣ
ନୂଆଦିଲ୍ଲୀ,୨୯।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୨୫୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ନୂତନ ମାମଲା...
ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା
ପାଟନା,୨୯।୩: ବିହାରର ରାଜଧାନୀ ପାଟନାରେ ଶାସକ ଦଳର ଜେଡିୟୁ ନେତା ତଥା ଦାନାପୁର ମ୍ୟୁନିସିପାଲିଟି କାଉନସିଲର ଉପାଧ୍ୟକ୍ଷ ଦୀପକ କୁମାର ମେହେଟ୍ଟାଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସେ ଦାନାପୁରରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ...
ବଳାତ୍କାରୀଙ୍କୁ ଖଣ୍ଡ ଖଣ୍ଡ କରି କାଟି ଦେଲେ ପୀଡ଼ିତାଙ୍କ ବାପା
ଖାଣ୍ଡଓ୍ବା,୨୯।୩: ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ପୀଡ଼ିତାଙ୍କ ବାପା ଏବଂ ମାମଁୁ ହତ୍ୟା କରିଛନ୍ତି। ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ନଦୀରେ ଫିଙ୍ଗି ଦେଇଥିଲେ। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଖାଣ୍ଡଓ୍ବା ଜିଲାରେ। ଖଣ୍ଡ ବିଖଣ୍ଡିତ...
Archives


