ଜାତୀୟ

ୟୁକ୍ରେନ୍‌ ଫେରନ୍ତାଙ୍କ ପାଇଁ ମେଡିକାଲ ସିଟ୍‌ ବଢ଼ାଅ

ନୂଆଦିଲ୍ଲୀ, ୩୦ା୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ରୁ ଭାରତ ଫେରିଥିବା ଡାକ୍ତରୀ ଛାତ୍ରୀଛାତ୍ରଙ୍କ ପାଇଁ ମେଡିକାଲ ସିଟ୍‌ ବଢ଼ାଇବାକୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ସମସ୍ତ ଛାତ୍ରୀଛାତ୍ର ସେମାନଙ୍କ ପାଠପଢ଼ା ପୂର୍ଣ୍ଣ କରିବା...

ମାମଲାର ତଦନ୍ତ କରିପାରୁନି ସିବିଆଇ

ନୂଆଦିଲ୍ଲୀ,୩୦ା୩: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ରେ ପଡ଼ିରହିଥିବା ୧,୦୦୦ରୁ ଊର୍ଦ୍ଧ୍ୱ ମାମଲାକୁ ନେଇ ରାଜ୍ୟ ସଭାର ଉଚ୍ଚକ୍ଷମତାସମ୍ପନ୍ନ ସ୍ଥାୟୀ କମିଟି ଉଦ୍‌ବେଗ ପ୍ରକାଶ କରିଛି। ସିବିଆଇରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ପୂରଣ କରାଗଲେ ମାମଲା ସଂଖ୍ୟା ହ୍ରାସ କରାଯାଇପାରିବ ବୋଲି...

୫ଟଙ୍କା ବଢ଼ିଲାଣି ତେଲ ଦର

ନୂଆଦିଲ୍ଲୀ,୩୦ା୩: ଗତ ୮ ଦିନ ମଧ୍ୟରେ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ୭ ଥର ବଢ଼ିଲାଣି। ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମର ସୂଚନା ଅନୁସାରେ ମଙ୍ଗଳବାର ଭୁବନେଶ୍ୱରରେ ପେଟ୍ରୋଲ ୮୫ ପଇସା ଏବଂ ଡିଜେଲ...

ରାଷ୍ଟ୍ରପତି ନିର୍ବାଚନ ନେଇ ଚିନ୍ତା କରାଯାଇନି

ନୂଆଦିଲ୍ଲୀ, ୩୦ା୩: ୩ଦିନିଆ ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଂସଦକୁ ଯାଇ ଦଳୀୟ ଏମ୍‌ପିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ବିଜେଡିର ରଣନୀତି ସମ୍ପର୍କରେ ନବୀନଙ୍କୁ ଗଣମାଧ୍ୟମ...

ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ-କଶ୍ମୀରରେ ୩୪ ଜଣ କିଣିଛନ୍ତି ଜମି…

ନୂଆଦିଲ୍ଲୀ, ୨୯।୩ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଙ୍ଗଳବାର  ଲୋକ ସଭାରେ କହିଛନ୍ତି ଯେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ଏଠାରେ ୩୪ ଜଣ ଲୋକ ଜମି କ୍ରୟ କରିଛନ୍ତି। ବହୁଜନ ସମାଜବାଦୀ ପାର୍ଟି (ବିଏସପି) ଏମ୍‌ପି ହାଜି...

ରେକର୍ଡ ଭାଙ୍ଗିବ ତାତି, ପାଣିପାଗ ବିଭାଗର ସତର୍କ ସୂଚନା…

ନୂଆଦିଲ୍ଲୀ, ୨୯।୩ : ଏଥର ଭାରତରେ ଗରମ ପାଗର ଉତ୍ତାପ ଗତ କିଛି ବର୍ଷ ଅପେକ୍ଷା ଲୋକଙ୍କୁ ଅଧିକ ଅସୁବିଧାରେ ପକାଉଛି। ମାର୍ଚ୍ଚ ମାସରେ, ବୃଦ୍ଧି ପାଉଥିବା ତାତି ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ପ୍ରବଳ ଖରା ଯୋଗୁ...

ସିଭିସିଙ୍କୁ ସଂସଦୀୟ କମିଟିଙ୍କ ପ୍ରଶ୍ନ କାହିଁକି ବିଚାର ନହୋଇ ପଡ଼ି ରହିଛି ୧୨ ହଜାରରୁ ଅଧିକ ମାମଲା…

ନୂଆଦିଲ୍ଲୀ, ୨୯।୩ : ତିନି ବର୍ଷରୁ ଅଧିକ ସମୟ ଧରି ୧୨ ହଜାରରୁ ଅଧିକ ମାମଲା କାହିଁକି ବିଚାରାଧୀନ ଅଛି ତାହା ସ୍ପଷ୍ଟ କରିବାକୁ  ସଂସଦୀୟ କମିଟି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ(ସିବିସି)ଙ୍କୁ କହିଛି। ସଂସଦରେ ଦାଖଲ ହୋଇଥିବା ଏହାର ସଦ୍ୟତମ...

ପରିସିମନ୍‌ କମିଶନ ବିରୋଧରେ ପିଟିଶନ ଦାଖଲ…

ନୂଆଦିଲ୍ଲୀ, ୨୯।୩ : କେନ୍ଦ୍ରଶାସିତ ପ୍ରଦେଶ ଜମ୍ମୁ-କଶ୍ମୀରରେ ବିଧାନସଭା ଆସନ ସଂଖ୍ୟାକୁ ୮୩ ରୁ ୯୦ କୁ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ୨୪ ଆସନ ସମେତ ଏହି ସଂଖ୍ୟା ୧୦୭ ରୁ ୧୧୪ କୁ ବୃଦ୍ଧି କରିବାକୁ ନେଇ...

କୋଇଲା ଦୁର୍ନୀତିରେ ଟିଏମ୍‌ସି ଏମ୍‌ପି ଅଭିଷେକଙ୍କ ପତ୍ନୀଙ୍କୁ ଇଡିର ସମନ

କୋଲକାତା,୨୯।୩: ପଶ୍ଚିମବଙ୍ଗରେ କୋଇଲା ଖଣି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଟିଏମ୍‌ସି ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ଇଡି ସମନ ପଠାଇଛି। ମାର୍ଚ୍ଚ ୩୦ରେ ଇଡି କାର୍ଯ୍ୟାଳୟରେ ରୁଜିରାଙ୍କୁ ହାଜର ହେବାକୁ ନୋଟିସ୍‌ ଜାରି...

ସତ୍ୟପାଠ ଦାଖଲ କଲେ ଯୋଗୀ ସରକାର…

ନୂଆଦିଲ୍ଲୀ, ୨୯।୩ : ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ସୁପ୍ରିମକୋର୍ଟରେ ମଙ୍ଗଳବାର ଲଖମୀପୁର ଖେରୀ ମାମଲାରେ ସତ୍ୟପାଠ ଦାଖଲ କରିଛନ୍ତି । ସରକାର କହିଛନ୍ତି ଯେ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଲକ୍ଷ୍ମୀପୁର ଖେରୀ ମାମଲାରେ ଦିଆଯାଇଥିବା ଜାମିନ ଚ୍ୟାଲେଞ୍ଜ...

ଆସାମ-ମେଘାଳୟ ସୀମା ବିବାଦ ତୁଟିଲା…

ନୂଆଦିଲ୍ଲୀ, ୨୯।୩ : ଦୀର୍ଘ ୫୦ ବର୍ଷ ଧରି ଆସାମ ଏବଂ ମେଘାଳୟ ମଧ୍ୟରେ ଜାରି ରହିଥିବା ସୀମା ବିବାଦ ଶେଷରେ ତୁଟିଛି। ଦୁଇରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ବରାଷ୍ଟ୍ରନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଏକ ବୁଝାମଣା ପତ୍ରରେ ମଙ୍ଗଳବାର ସ୍ବାକ୍ଷର କରିଛନ୍ତି।...

ଅଖିଳେଶ ଡକାଇଲେ ମେଣ୍ଟ ଦଳର ବୈଠକ: ଶିବପାଳଙ୍କୁ ବି କରାଗଲା ନିମନ୍ତ୍ରଣ

ଲକ୍ଷ୍ନୌ,୨୯।୩: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ମଙ୍ଗଳବାର ସନ୍ଧ୍ୟା ୫ଟାରେ ମେଣ୍ଟ ଦଳର ବୈଠକ ଡକାଇଛନ୍ତି। ଏହି ବୈଠକରେ ଶିବପାଳ ସିଂହ ଯାଦବ, ଓମ୍‌ପ୍ରକାଶ ରାଜଭର, ପଲ୍ଲବୀ ପଟେଲ, ଓ ରାଜପାଲ ବଲିଆନଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri