ଉପା ଅଧ୍ୟକ୍ଷତା ଚର୍ଚ୍ଚାକୁ ପାଓ୍ବାରଙ୍କ ଖଣ୍ଡନ
ପୁଣେ,୪।୪: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ମୁଖ୍ୟ ଶରଦ ପାଓ୍ବାର ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା)ର ଅଧ୍ୟକ୍ଷ ହୋଇପାରନ୍ତି ବୋଲି କିଛିଦିନ ହେଲା ଚର୍ଚ୍ଚା ହେଉଥିଲା। ଏପରିକି ଏନ୍ସିପି ଯୁବ ସଂଗଠନରେ ଏନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ତେବେ...
କେଜ୍ରିଓ୍ବାଲଙ୍କୁ ଦିଲ୍ଲୀ ମେୟର କହିଲା ଭାଜପା
ନୂଆଦିଲ୍ଲୀ,୪।୪(ପି.ଟି.): ଚଳିତ ବର୍ଷ ଶେଷ ଭାଗରେ ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍ ସେଠାକୁ ଦୁଇଦିନିଆ ଗସ୍ତରେ ଯାଇ ଆମ୍ ଆଦ୍ମୀ ପାର୍ଟିକୁ ଥରେ ସୁଯୋଗ...
ଚଣ୍ଡିଗଡ଼କୁ ନେଇ ପଞ୍ଜାବ, ହରିୟାଣା ମୁହଁ।ମୁହିଁ
ଚଣ୍ଡିଗଡ଼,୪।୪: ରାଜ୍ୟ ରାଜଧାନୀ ଚଣ୍ଡିଗଡ଼କୁ ନେଇ ପଞ୍ଜାବ ଏବଂ ହରିୟାଣା ସରକାର ଏବେ ମୁହଁ।ମୁହିଁ ହୋଇଛନ୍ତି। ଚଣ୍ଡିଗଡ଼କୁ ପଞ୍ଜାବକୁ ହସ୍ତାନ୍ତର କରାଯାଉ ଦାବି କରି ସେଠାର ଆମ୍ ଆଦ୍ମୀ ପାର୍ଟି ସରକାର ବିଧାନସଭାରେ ପ୍ରସ୍ତାବ ଗୃହୀତ କରାଇଥିଲେ। ଏହା ପରେ...
ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର
ନୂଆଦିଲ୍ଲୀ,୩।୪: ଦିଲ୍ଲୀର ମହେନ୍ଦ୍ର ପାର୍କ ଅଞ୍ଚଳରେ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ପଡୋଶୀ ୨୪ ବର୍ଷୀୟ ଜଣେ ଯୁବକଙ୍କୁ ଗିରଫ କରିଛି। ପୋଲିସ ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇବା...
କୋଭାକ୍ସିନ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଲା ହୁ’
ନୂଆଦିଲ୍ଲୀ,୩।୪: କରୋନା ଟିକା କୋଭାକ୍ସିନ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍ଓ)। ମିଳିତ ଜାତିସଂଘର ଏଜେନ୍ସି ମାଧ୍ୟମରେ ଭାରତ ବାୟୋଟେକ ଦ୍ୱାରା ନିର୍ମିତ କୋଭାକ୍ସିନ ଯୋଗାଣ ଉପରେ ରୋକ ଲଗାଯାଇଥିବା ନେଇ ଡବ୍ୟୁଏଚ୍ଓ ପକ୍ଷରୁ ସୂଚନା ଦିଆଯାଇଛି।...
ଆନ୍ଧ୍ରରେ ଗଠିତ ହେଲା ୧୩ ନୂଆ ଜିଲା
ହାଇଦ୍ରାବାଦ,୩।୪: ଆନ୍ଧ୍ରପ୍ରଦେଶରେ ସୋମବାର ୧୩ଟି ନୂଆ ଜିଲା ଗଠନ ହେବାକୁ ଯାଉଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଜିଲା ସଂଖ୍ୟା ୨୬ ହେବ। ଏହା ଏକ ସ୍ମରଣୀୟ ଦିନ ହେବ ବୋଲି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ କହିଛନ୍ତି। ନୂଆ ଜିଲା...
ଦୁର୍ଘଟଣାରେ ପ୍ରାଣ ହରାଇଲେ ବିଚାରପତି
ଭୋପାଳ,୩।୪: ଏକ ସଡ଼କ ଦୁର୍ଘଟଣାରେ ମଧ୍ୟପ୍ରଦେଶ ଛତ୍ରପୁର ଜିଲା ଅଦାଲତର ବିଚାରପତିଙ୍କ ମୃତ୍ୟୁ ଘଟିଛି। ଏଥିରେ ତାଙ୍କର ସହକର୍ମୀ ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଛତ୍ରପୁର ଜିଲା ସଦରମହକୁମା ନିକଟରେ ଏହି ଦୁର୍ଘଟଣା ଘଟିଛି। ଡ୍ରାଇଭର ନିୟନ୍ତ୍ରଣ...
ଏଲ୍ଟିଟି ଜୟନଗର ଏକ୍ସପ୍ରେସ ଲାଇନଚ୍ୟୁତ
ମୁମ୍ବାଇ,୩।୪: ମହାରାଷ୍ଟ୍ରର ନାସିକ ନିକଟରେ ଲୋକମାନ୍ୟ ତିଲକ ଟର୍ମିନିୟସ(ଏଲଟିଟି)-ଜୟନଗର ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ପାଖାପାଖି ୧୦ଟି କୋଚ ଟ୍ରାକ ବାହାରକୁ ଖସିଯାଇଛି। ଦୁର୍ଘଟଣା ଯୋଗୁ କେତେକ ଟ୍ରେନ୍ର ଗତିପଥ ବଦଳାଯାଇଛି। ସେହିପରି କେତେକ ଟ୍ରେନ୍କୁ ବାତିଲ କରାଯାଇଛି। ତେବେ ଦୁର୍ଘଟଣାରେ...
ରେବ ପାର୍ଟି ପରେ ଭିଆଇପିଙ୍କ ଝିଅପୁଅ, ଅଭିନେତା ଅଟକ
ହାଇଦ୍ରାବାଦ,୩।୪: ବଞ୍ଜାରା ପାହାଡରେ ଥିବା ଏକ ପଞ୍ଚ ତାରକା ହୋଟେଲ ରବିବାର ସକାଳ ପର୍ଯ୍ୟନ୍ତ ଚାଲିଥିବା ଏକ ରେବ ପାର୍ଟି ଉପରେ ଚଢ଼ାଉ କରି ୧୪୨ ଜଣଙ୍କୁ ଅଟକ ରଖିଛି ହାଇଦ୍ରାବାଦ୍ ପୋଲିସ। ସେମାନଙ୍କ ମଧ୍ୟରେ ଭିଆଇପିଙ୍କ ଝିଅପୁଅ, ଅଭିନେତା...
୪ ଆତଙ୍କବାଦୀ ଗିରଫ
ଶ୍ରୀନଗର,୩।୪: ଜମ୍ମୁ:ଜମ୍ମୁକଶ୍ମୀରେ ରବିବାର ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ବାନ୍ଦିପୋରା ପୋଲିସ। ଗିରଫ ଆତଙ୍କବାଦୀମାନେ ବାନ୍ଦିପୋରା ଜିଲ୍ଲାରେ ଆତଙ୍କବାଦୀମାନଙ୍କୁ ଲଜିଷ୍ଟିକ ଏବଂ ଗମାନାଗମନରେ ସହଯୋଗ କରୁଥିଲେ। ଏକ ବିଷେଶସୁତ୍ରରୁ ଖବର ପାଇ ପୁଲିସ ଆସ୍ଥାଙ୍ଗୋ ଏବଂ ବାଣ୍ଡିପୋରା ଏରିଆରେ...
ଆଇସିୟୁରେ ରୋଗୀଙ୍କୁ କାମୁଡ଼ିଲା ମୂଷା
ହାଇଦରବାଦ,୩।୪: ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ଥିବା ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କୁ ମୂଷା କାମୁଡ଼ି ଦେଇଥିଲା। ଯାହା ପରେ ପୀଡ଼ିତଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଯାଇଥିଲା। ହେଲେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏଭଳି ଘଟଣା ଘଟିଛି ତେଲେଙ୍ଗାନାର ଓ୍ବାରାଙ୍ଗାଲର ଏକ...
ରାଜ ଠାକରେ ଜଣେ ଅସ୍ଥାୟୀ ନେତା, ସେ କେବେ ତାଙ୍କ କଥା ରକ୍ଷା କରନ୍ତି ନାହିଁ: ଶରଦ ପାୱାର
ମୁମ୍ବାଇ,୩ ।୪: ମହାରାଷ୍ଟ୍ର ନବନିର୍ମାଣ ସେନା(ମନସେ)ର ମୁଖ୍ୟ ରାଜ ଠାକରେଙ୍କ ଦ୍ୱାରା କାଷ୍ଟ ପଲିଟିକ୍ସର ଅଭିଯୋଗ ଆସିବା ପରେ ଏନସିବି ନେତା ଶରଦ ପାୱାର ଏହାର ଜବାବ ଦେଇଛନ୍ତି । ପାୱାର ରବିବାର କହିଛନ୍ତି ମହାରାଷ୍ଟ୍ର ନବ ନିର୍ମାଣ ସେନାର...
Archives


