ଜାତୀୟ

ରାଜସ୍ଥାନ ପରେ ହରିଆଣା କଂଗ୍ରେସର ଘୋଡ଼ା ବେପାର: ବିଧାୟକଙ୍କୁ ପଠାଗଲା ଛତିଶଗଡ଼

ଚଣ୍ଡିଗଡ଼,୩।୬: ରାଜ୍ୟସଭା ନିର୍ବାଚନ ଯେତିକି ପାଖେଇ ଆସୁଛି କଂଗ୍ରେସ ନିଜର ବିଧାୟକଙ୍କୁ ନେଇ ସେତିକି ସତର୍କ ହେଉଛି। ଜୁନ ୧୦ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। କିନ୍ତୁ…

ମୂସେୱାଲଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଅମୃତସର,୩।୬:ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଶୁକ୍ରବାର ମାନସା ଗ୍ରାମରେ ପହଞ୍ଚି ଗାୟକ ସିଦ୍ଧୁ ମୂସେୱାଲଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଆଜି ସକାଳ ୮ଟାରେ ମାନସା ଗ୍ରାମରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଗାଁ ଲୋକଙ୍କ ବିରୋଧ ଯୋଗୁ ଏହି କାର୍ଯ୍ୟକ୍ରମ କିଛି…

୪ ଦିନିଆ ୟୁପି ଗସ୍ତରେ ରାଷ୍ଟ୍ରପତି

ଲକ୍ଷ୍ନୌ,୩।୬:  ୪ ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏ ନେଇ ରାଷ୍ଟ୍ରପତି ସେକ୍ରେଟେରିଏଟ ତରଫରୁ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଉତ୍ତରପ୍ରଦେଶ ପହଞ୍ଚି ପ୍ରଥମ ଦିନରେ ତାଙ୍କ ଜନ୍ମମାଟି ପାରାଉଖ କାନପୁର ଦେହାଟ ଯିବେ । ସେଠାରେ…

ରାହୁଲଙ୍କୁ ନୂଆ ସମନ ଜାରି କଲା ଇଡି

ନୂଆଦିଲ୍ଲୀ,୩।୬: ନ୍ୟାସନାଲ ହେରାଲ୍ଡ ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ନୂଆ ସମନ ଜାରି କରିଛି। ମିଳିଥିବା ସୂତ୍ର ଅନୁଯାୟୀ ମନି ଲଣ୍ଡରିଂ ମାମଲାରେ ରାହୁଲଙ୍କୁ ପଚରାଉଚରା ପାଇଁ ଜୁନ ୧୩ରେ ଦିଲ୍ଲୀ…

ୟୁପି ପରେ ମଧ୍ୟପଦେଶ, ଉତ୍ତରାଖଣ୍ଡରେ ଟ୍ୟାକ୍ସ ଫ୍ରି ହେଲା ‘ସମ୍ରାଟ ପୃଥ୍ବୀରାଜ’

ମୁମ୍ବାଇ,୩।୬: ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ଆଜି ସମଗ୍ର ଦେଶରେ ରିଲିଜ୍‌ ହୋଇଛି। ଫିଲ୍ମରେ ସୁପରଷ୍ଟାର ଅକ୍ଷୟ କୁମାର ପୃଥ୍ବୀରାଜଙ୍କ ଚରିତ୍ରରେ ନଜର ଆସିବେ। ଏସବୁ ଭିତରେ ଫିଲ୍ମଟିକୁ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯାଉଛି। ଗୁରୁବାର…

ପ୍ରିୟଙ୍କା ଗାନ୍ଧୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୩।୬: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କୋଭିଡ ସଂକ୍ରମିତ ହୋଇଛନ୍ତି। ଶୁକ୍ରବାର ପ୍ରିୟଙ୍କା ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି, ‘ମୁଁ କୋଭିଡ ସଂକ୍ରମିତ ହୋଇଛି। କରୋନାର ସାମାନ୍ୟ ଲକ୍ଷଣ ରହିଛି। ମୁଁ କରୋନା ପ୍ରୋଟୋକଲ ଅନୁଯାୟୀ ଘରେ ନିଜକୁ…

ଐତିହାସିକ ବିଜୟ ହାସଲ କଲେ ମୁଖ୍ୟମନ୍ତ୍ରୀ

ଚମ୍ପାୱତ,୩।୬: ଉତ୍ତରାଖଣ୍ଡର ଚମ୍ପାୱତ୍‌ ବିଧାନସଭା ଉପ-ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚମ୍ପାୱତ ବିଧାନସଭା ଆସନରୁ ଐତିହାସିକ ବିଜୟ ହାସଲ କରିଛନ୍ତି। ଭାଜପା ପ୍ରାର୍ଥୀ ଧାମି ୫୪ ହଜାର ୧୨୧ ଭୋଟ ବ୍ୟବଧାନରେ ଜିତିଛନ୍ତି। ସେ କଂଗ୍ରେସ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ଆଜି ଆସିବ ରାୟ

ଭୁବନେଶ୍ୱର/ନୂଆଦିଲ୍ଲୀ,୩।୬: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆସିବ। ଗୁରୁବାର ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ଉଭୟ ପକ୍ଷର ଯୁକ୍ତିକୁ ଶୁଣିବା ପରେ କୋର୍ଟ ଶୁକ୍ରବାର ଯାଏ ସଂରକ୍ଷିତ ରଖିଛନ୍ତି।…

୩ ମାସ ପରେ ଦେଶରେ ଦୈନିକ କରୋନା ସଂକ୍ରମଣ ୪ ହଜାର ଟପିଲା

ନୂଆଦିଲ୍ଲୀ,୩।୬: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦୪୧ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଫଳରେ ଗତ ୩ ମାସ ପରେ ଦେଶରେ…

ଆଜି ୟୁପି ଯିବେ ମୋଦି, ୧୪୦୬ ପ୍ରକଳ୍ପର କରିବେ ଶିଳାନ୍ୟାସ

ଲକ୍ଷ୍ନୌ,୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରପ୍ରଦେଶ ଗସ୍ତ କରିବେ । ଆଜି ପୂର୍ବାହ୍ନ ୧୧ଟାରେ ଉତ୍ତରପ୍ରଦେଶରେ ପହଞ୍ଚିବା ପରେ ଲକ୍ଷ୍ନୌର ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ୟୁପି ନିବେଶକ ସମ୍ମିଳନୀର ଗ୍ରାଉଣ୍ଡ ବ୍ରେକିଂ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ…

ଆଗରେ ମୁଖ୍ୟମନ୍ତ୍ରୀ

ଚମ୍ପାୱତ,୩।୬: ଉତ୍ତରାଖଣ୍ଡର ଚମ୍ପାୱତ ଆସନରେ ଉପ-ନିର୍ବାଚନ ପାଇଁ ମତଗଣନା ଚାଲିଛି। ଶୁକ୍ରବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଗଣନାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଆଗରେ ଅଛନ୍ତି। ଏପର୍ଯ୍ୟନ୍ତ ୮ଟି ରାଉଣ୍ଡ ଗଣତି ଶେଷ ହୋଇଛି। ଭାଜପା ପ୍ରାର୍ଥୀ ଧାମିଙ୍କୁ ଏପର୍ଯ୍ୟନ୍ତ…

କେରଳରେ ଲାଗୁ ହେବ ନାହିଁ ସିଏଏ, ଧର୍ମ ଆଧାରରେ ନାଗରିକତା ସ୍ଥିର କରିବାର ଅଧିକାର କାହାର ନାହିଁ: ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ,୩ ।୬: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ତାଙ୍କ ସରକାର ରାଜ୍ୟରେ ବିବାଦୀୟ ନାଗରିକତା (ସଂଶୋଧନ) ଅଧିନିୟମ(ସିଏଏ) ଲାଗୁ କରିବାକୁ ଦେବେନାହିଁ । କେରଳରେ ତାଙ୍କ ସରକାରକୁ ଏକ ବର୍ଷ ପୂରଣ ହୋଇଥିବା ଅବସରରେ ଆୟୋଜିତ ଏକ ସମାରୋହରେ ମୁଖ୍ୟମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri