ଜାତୀୟ

ଭାଜପାର ବୁଲ୍‌ଡୋଜର ଘୃଣା-ଆତଙ୍କ ସୃଷ୍ଟି କରୁଛି : ରାହୁଲ…

ନୂଆଦିଲ୍ଲୀ, ୧୨।୪ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପା ସରକାରଙ୍କୁ ଦେଶରେ ଦରଦାମ୍‌ ବୃଦ୍ଧି ନେଇ ଘେରିବା ଆରମ୍ଭ କରିଛନ୍ତି। ସେ ମଙ୍ଗଳବାର ଟୁଇଟ୍‌ କରି କହିଛନ୍ତି ଯେ, ଅତ୍ୟାବଶ୍ୟକ ସାମଗ୍ରୀର ଅତ୍ୟଧିକ ଦର ଏବଂ ବେରୋଜଗାରି ଲୋକଙ୍କ...

କମ୍ପ୍ୟୁଟର ଭାଇରସ ହେବ ହାଇବ୍ରିଡ୍‌ ଯୁଦ୍ଧର ଅଂଶବିଶେଷ…

ନୂଆଦିଲ୍ଲୀ, ୧୨।୪ : ଭାରତୀୟ ବାୟୁସେନା ମୁଖ୍ୟ ବିବେକ ରାମ ଚୌଧରୀ ମଙ୍ଗଳବାର କହିଛନ୍ତି ଯେ ଭବିଷ୍ୟତରେ ଯୁଦ୍ଧର ପ୍ରକୃତି ହାଇବ୍ରିଡ ହେବାର ସମ୍ଭାବନା ରହିଛି। ଏଥିରେ ଅର୍ଥନୈତିକ ପ୍ରତିବନ୍ଧକ, ସୂଚନା ପ୍ରତିବନ୍ଧକ, କମ୍ପ୍ୟୁଟର ଭାଇରସ ଏବଂ ହାଇପରସୋନିକ କ୍ଷେପଣାସ୍ତ୍ର...

ମଧ୍ୟାହ୍ନ ଭୋଜନ ପାଇଁ ମିଳିବ ଅଧଘଣ୍ଟା

ଲକ୍ଷ୍ନୌ,୧୨।୪: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ ମୁଡରେ ଆସିଯାଇଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରୀ କର୍ମଚାରୀଙ୍କୁ ନେଇ ଏକ ବଡ ନିର୍ଦ୍ଦେଶ ଜାରି କରିଛନ୍ତି। ବର୍ତ୍ତମାନ ସରକାରୀ କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ ସମୟ ଅଧଘଣ୍ଟାରୁ...

ମୁଖ୍ୟମନ୍ତ୍ରୀ ନୀତିଶଙ୍କ ସଭାରେ ବିସ୍ଫୋରଣ…

ନାଳନ୍ଦା, ୧୨।୪ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏକ ସଭାରେ ବିସ୍ଫୋରଣ ଘଟିଛି। ମୁଖ୍ୟମନ୍ତ୍ରୀଙ୍କଠାରୁ ୧୫ରୁ ୧୮ ଫୁଟ ଦୂରରେ ଏହି ବିସ୍ଫୋରଣ ଘଟିଛି। କେହିଜଣେ ଶକ୍ତିଶାଳୀ ବାଣରେ ନିଅଁ ଲଗାଇଥିବା କୁହାଯାଉଛି। ତେବେ ବିସ୍ଫୋରଣ ପରେ ସ୍ଥାନୀୟ...

ବର୍ଦ୍ଧିତ କରୋନା ମାମଲାକୁ ନେଇ ପ୍ରତିକ୍ରିୟା ରଖିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ,୧୨।୪: ଦେଶରେ ପୁଣି ଥରେ ଅନେକ ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଯେଉଁଥିରେ ରାଜଧାନୀ ଦିଲ୍ଲୀ ମଧ୍ୟ ସାମିଲ ରହିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦିଲ୍ଲୀ-ମହାରାଷ୍ଟ୍ର ସମେତ ମୋଟ ୫ଟି ରାଜ୍ୟକୁ...

ଅବୁ ସାଲେମ ମାମଲାରେ କେନ୍ଦ୍ର ସରକାରଙ୍କୁ ଶେଷ ସୁଯୋଗ…

ନୂଆଦିଲ୍ଲୀ, ୧୨।୪ : ମୁମ୍ବାଇ ସିରିଏଲ୍‌ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ଅବୁ ସାଲେମଙ୍କ ମାମଲାକୁ ନେଇ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ପକ୍ଷରୁ ଶେଷ ସୁଯୋଗ ପ୍ରଦାନ କରାଯାଇଛି। ସୁପ୍ରିମକୋର୍ଟ କେନ୍ଦ୍ର ଗୃହ ସଚିବଙ୍କୁ ଏପ୍ରିଲ ୧୮ ସୁଦ୍ଧା ଏକ...

ସାରା ପୃଥିବୀରେ ଖାଦ୍ୟ ଯୋଗାଇବାକୁ ଭାରତ ପ୍ରସ୍ତୁତ, ଡବ୍ଲ୍ୟୁଟିଓ ଅନୁମତିକୁ ଅପେକ୍ଷା…

ନୂଆଦିଲ୍ଲୀ, ୧୨।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା ସମୟରେ କହିଛନ୍ତି ଯେ ଯଦି ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ) ଅନୁମତି ଦିଏ ତେବେ ଭାରତ ପୃଥିବୀରେ ଖାଦ୍ୟ ଯୋଗାଇବାକୁ ଭାରତ ପ୍ରସ୍ତୁତ।...

ଧନକୁବେରଙ୍କ ତାଲିକାରେ ଅମ୍ବାନୀକୁ ପଛରେ ପକାଇଲେ ଆଦାନୀ

ନୂଆଦିଲ୍ଲୀ,୧୨।୪: ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ  ବିଶ୍ୱର  ଷଷ୍ଠ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି। ଆଦାନୀ ଗ୍ରୁପ୍‌ କମ୍ପାନୀର ଶେୟାରରେ ଜବରଦସ୍ତ ଆୟ ଯୋଗୁ ଗତ କିଛି ଦିନ ମଧ୍ୟରେ ଗୌତମ ଆଦାନୀଙ୍କ ସମ୍ପତ୍ତି ବହୁତ ବୃଦ୍ଧି...

ମେହେବୁବା ମୁଫତି ନଜର ବନ୍ଦୀ

ଶ୍ରୀନଗର,୧୨ ।୪: କଶ୍ମୀର ସଂଭାଗର ଶ୍ରୀନଗରରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କୁ ତାଙ୍କ ଘରେ ନଜର ବନ୍ଦୀ ରଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଶୋପିୟାଂରେ ଆତଙ୍କବାଦୀଙ୍କ ଆକ୍ରମଣରେ ଆହତ ହୋଇଥିବା କଶ୍ମୀର ପଣ୍ଡିତଙ୍କ ଘରକୁ ଯ୍ଧବ ମୁଫତି...

ଖୁବ୍‌ଶୀଘ୍ର ସରକାରୀ ହସ୍ପିଟାଲରେ ମାଗଣାରେ ଉପଲବ୍ଧ ହେବ ବୁଷ୍ଟର ଡୋଜ

ନୂଆଦିଲ୍ଲୀ,୧୨।୪: କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ କୋଭିଡ ଭ୍ୟାକ୍ସିନର ବୁଷ୍ଟର ଡୋଜକୁ ନେଇ ରାଜଧାନୀ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ଖୁବ୍‌ଶୀଘ୍ର ଦିଲ୍ଲୀ ସରକାରଙ୍କ ସରକାରୀ ଡାକ୍ତରଖାନାଗୁଡ଼ିକରେ ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ ପାଇପାରିବେ ବୋଲି...

୫ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ଜଗନ

ଅମରାବତୀ,୧୨।୪: ଆନ୍ଧ୍ର ପ୍ରଦେଶର ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ନୂଆ କ୍ୟାବିନେଟରେ ୫ଜଣ ଉପ-ମୁଖ୍ୟମନ୍ତ୍ରୀ ବଛାଯାଇଛି। ୨୦୧୯ କ୍ୟାବିନେଟର ଡେପୁଟି ସିଏମ୍‌ ଥିବା ଆମଜାଦ ବାଶା ଏବଂ ନାରାୟଣା ସ୍ବାମୀଙ୍କୁ ପୁଣିଥରେ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ...

ଭାଜପାକୁ ମିଳିଲା ବହୁମତ

ଲକ୍ଷ୍ନୌ,୧୨।୪: ଉତ୍ତର ପ୍ରଦେଶର ବିଧାନ ପରିଷଦ (ଏମ୍‌ଏଲସି) ନିର୍ବାଚନରେ ଭାଜପାକୁ ବହୁମତ ମିଳିଛି। ୩୬ଟି ବିଧାନ ପରିଷଦ ଆସନରେ ଭାଜପା ୩୩ଟି ଆସନରେ ବିଜୟୀ ହୋଇଥିବାବେଳେ ସ୍ବାଧୀନ ୩ଟି ଆସନ ଜିତିଛି। ସମାଜବାଦୀ ପାର୍ଟି ଖାତା ଖୋଲିବାରେ ସକ୍ଷମ ହୋଇନାହିଁ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri