ଲୋକ କଲ୍ୟାଣ ପାଇଁ ଗ୍ରାଉଣ୍ଡ ଜିରୋରୁ କାମ କରିବେ ଯୋଗୀଙ୍କ ଟିମ, ୫ ବର୍ଷ ପାଇଁ ପ୍ରସ୍ତୁତ ହୋଇଛି ରଣନୀତି
ଲକ୍ଷ୍ନୌ,୧୫ ।୪: ଉତ୍ତର ପ୍ରଦେଶରେ ଯୋଗୀ ସରକାର ୨.୦ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୁଲ ଫର୍ମରେ ନଜର ଆସିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଲୋକ କଲ୍ୟାଣକୁ ନଜରରେ ରଖି ଶାସନ ସ୍ତରରେ ଆସନ୍ତା ୫ ବର୍ଷ ପାଇଁ ରଣନୀତି ପ୍ରସ୍ତୁତ...
ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟ୍କା: ଲୋକେ ଭୟଭୀତ
ଇଟାନଗର,୧୫।୪: ଅରୁଣାଚଳ ପ୍ରଦେଶରେ ଶୁକ୍ରବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରହିଛି। ଭୂକମ୍ପ ଅନୁଭୂତ ହେବା ପରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୬ ଜୀବନ
ଯୋଧପୁର,୧୫।୪:ରାଜସ୍ଥାନର ଯୋଧପୁର ନିକଟ ବିଲାରାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏକ ବୋଲେରା ଟ୍ରକ ମାଡିଯିବା ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।...
ଆସନ୍ତା ସପ୍ତାହରେ ଭାରତ ଆସିପାରନ୍ତି ବୋରିସ୍
ନୂଆଦିଲ୍ଲୀ, ୧୪ା୪: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଆସନ୍ତା ସପ୍ତାହରେ ଭାରତ ଆସିପାରନ୍ତି। ଭାରତ-ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍ଟିଏ) ଚୁକ୍ତିର ୨୬ ଚାପ୍ଟର ମଧ୍ୟରୁ ୪ଟି ସଫଳତାର ସହ ଶେଷ ହୋଇଥିବାବେଳେ ବୋରିସ୍ଙ୍କ ନୂଆଦିଲ୍ଲୀ ଗସ୍ତରେ ଆସିବେ...
ଠିକାଦାର ଆତ୍ମହତ୍ୟା ମାମଲାରେ ଇସ୍ତଫା ଦେଇପାରନ୍ତି କର୍ନାଟକ ସରକାରଙ୍କ ମନ୍ତ୍ରୀ ଇଶ୍ୱରପ୍ପା
ବେଙ୍ଗାଲୁରୁ,୧୫ ।୪: କର୍ନାଟକର ଗ୍ରାମୀଣ ବିକାଶ ଓ ପଞ୍ଚାୟତ ରାଜ ମନ୍ତ୍ରୀ ଥିବା କେଏସ ଈଶ୍ୱରପ୍ପାଙ୍କୁ ଶେଷରେ ଗାଦି ଛାଡିବାକୁ ପଡିବ । ଶୁକ୍ରବାର ସେ ଇସ୍ତଫା ଦେଇପାରନ୍ତି । ଏହାର କାରଣ ହେଉଛି ଉଡୁପିରେ ଜଣେ ଠିକାଦାର ସନ୍ତୋଷ...
ନିଯୁକ୍ତି ସଙ୍କୁଚିତ, ଆଶାୟୀ ହତାଶ
ନୂଆଦିଲ୍ଲୀ,୧୫।୪: ୨୦୨୨ ମାର୍ଚ୍ଚରେ ଭାରତର ଶ୍ରମଶକ୍ତି ୩.୮ ନିୟୁତ ହ୍ରାସ ପାଇଛି। ୨୦୨୧ ଜୁଲାଇ ପରଠୁ ଏହା ହେଉଛି ୮ ମାସ ମଧ୍ୟରେ ସର୍ବନିମ୍ନ। ନିଯୁକ୍ତି କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ନ ମିଳିବା ଭାରତୀୟ ଅର୍ଥନୀତି ପାଇଁ ଅନଟନର ସବୁଠୁ...
ରାଜଧାନୀରେ ବଢିଲାଣି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୧୫ ।୪: ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । ଗୁରୁବାର ଏଠାରେ ୩୦୦ରୁ ଅଧିକ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ମାର୍ଚ୍ଚ ୩ ପରେ ଏହା ସବୁଠାରୁ...
ମମତାଙ୍କ ମନ୍ତବ୍ୟକୁ ଟିଏମ୍ସି ଏମ୍ପିଙ୍କ ବିରୋଧ
କୋଲକାତା,୧୪।୪: ପଶ୍ଚିମବଙ୍ଗ ନଦିଆ ଜିଲାର ହଂସଖାଲିଠାରେ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରାଜନୀତି ଜୋର୍ ଧରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉକ୍ତ ମାମଲା ସମ୍ପର୍କରେ ଦେଇଥିବା ବିବୃତିକୁ ଦଳର ଦୁଇଜଣ ଏମ୍ପି ପରୋକ୍ଷରେ ବିରୋଧ କରିଛନ୍ତି। ଟିଏମ୍ସି...
ରାଜସ୍ଥାନର ହିଂସାକାଣ୍ଡ: ବଢିଲା କର୍ଫ୍ୟୁ ଅବଧି
ଜୟପୁର,୧୪।୪: ରାଜସ୍ଥାନର ହିଂସାକାଣ୍ଡ ଯୋଗୁ କରୌଲିରେ ଲାଗୁ କରାଯାଇଥିବା କର୍ଫ୍ୟୁର ଅବଧିକୁ ବୃଦ୍ଧି କରାଯାଇଛି। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୭ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରାଯାଇଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଏପ୍ରିଲ ୧୫ ଓ ୧୬...
ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ/ଇସଲାମାବାଦ,୧୪ ।୪: ପାକିସ୍ତାନରୁ ଇମ୍ରାନ ଖାଁ ସରକାର ବିଦା ହେବା ପରେ ଏବେ ପଦ ସମ୍ଭାଳିଛନ୍ତି ଶହବାଜ୍ ଶରିଫ୍ । ତେବେ ଶେହବାଜ୍ ପ୍ରଧାନମନତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଚିଠି ଲେଖି...
ଚଳିତ ବର୍ଷ ମୌସୁମୀ ରହିବ ସ୍ବାଭାବିକ…
ନୂଆଦିଲ୍ଲୀ, ୧୪।୪ : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଚଳିତ ବର୍ଷ ମୌସୁମୀ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଏହି ସୂଚନା ସାଧାରଣ ଲୋକଙ୍କ ଠାରୁ କୃଷକମାନଙ୍କ ଆଶ୍ୱସ୍ତ କରିଛି। ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ...
ରାଷ୍ଟ୍ରବାଦ ରାଜନୀତି, ମୋହନ ଭାଗଓ୍ବତ-ସଞ୍ଜୟ ମୁହାଁମୁହିଁ, ଅଖଣ୍ଡ ଭାରତ ସ୍ବପ୍ନ ନେଇ ଚର୍ଚ୍ଚା…
ନୂଆଦିଲ୍ଲୀ, ୧୪।୪ : ରାଷ୍ଟ୍ରବାଦ ରାଜନୀତି ନେଇ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପ୍ରମୁଖ ମୋହନ ଭାଗଓ୍ବତ ଏବଂ ଶିବସେନା ଏମ୍ପି ସଞ୍ଜୟ ରାଉତ ମୁହାଁମୁହିଁ ହୋଇଛନ୍ତି। ପୁଣି ଅଖଣ୍ଡ ଭାରତ ସ୍ବପ୍ନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭାଗଓ୍ବତ...
Archives


