ଜାତୀୟ

ଗୁଜରାଟ ନିର୍ବାଚନ : ୧୮ ଗ୍ରାମବାସୀ ଭୋଟ ଦେବାକୁ ମନାକଲେ, ‘ଟ୍ରେନ ନାହିଁ ତ ଭୋଟ ନାହିଁ’…

ଅହମଦାବାଦ,୧୩।୧୧ : ଗୁଜରାଟ ବିଧାନସଭା ନିର୍ବାଚନରେ ନଭସାରୀ ବିଧାନସଭାର ୧୮ ଟି ଗାଁର ଲୋକମାନେ ସମସ୍ତ ରାଜନୈତିକ ଦଳର ଚିନ୍ତା ବଢ଼ାଇଛନ୍ତି। ଏହି ଗ୍ରାମବାସୀ ନିର୍ବାଚନରେ ଭୋଟ ନଦେବାକୁ ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ, ଭାଜପା ଏବଂ ଅନ୍ୟ ଦଳର…

ଗୁଜରାଟରେ ଭାଜପାର ଚିନ୍ତା ବଢ଼ିଲା, ଟିକଟ ପାଇ ନ ଥିବା ୫ ନେତା ସ୍ବାଧୀନ ଭାବେ ଲଢ଼ିବାକୁ ଦେଲେ ଧମକ…

ଅହମଦାବାଦ,୧୩।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଭାଜପାର ଚିନ୍ତା ବଢ଼ିବାରେ ଲାଗିଛି। ଟିକଟ କଟାଯାଇଥିବା ବିଧାୟକମାନେ ଦଳ ବିରୋଧରେ ବିଦ୍ରୋହ କରିବାର ଆଶଙ୍କା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ସଳର ଜଣେ ସିଟିଂ ବିଧାୟକ ଏବଂ ଚାରିଜଣ ପୂର୍ବତନ ବିଧାୟକ…

୧୪୦୦ ଟଙ୍କା ପରେ ଘରେ କିଛି ନ ମିଳିବାରୁ ସ୍ବାମୀଙ୍କ ଆଗରେ ସ୍ତ୍ରୀଙ୍କୁ ଗଣବଳାତ୍କାର

ଜୟପୁର,୧୩।୧୧: ରାଜସ୍ତାନର ସିରୋହୀ ଜିଲାରେ ଜଣେ ୪୫ ବର୍ଷୀୟା ମହିଳାଙ୍କୁ ତାଙ୍କୁ ସ୍ବାମୀଙ୍କ ସମ୍ମୁଖରେ ୪ ଜଣ ଗଣବଳାତ୍କାର କରିଥିବା ପୋଲିସ କହିଛି। ଅଭିଯୁକ୍ତମାନେ ବୁଧବାର ରାତିରେ ଡକାୟତି ଉଦ୍ଦେଶ୍ୟରେ ଦମ୍ପତିଙ୍କ ଘରେ ପଶିଥିଲେ। ସେମାନେ ୧,୪୦୦ ଟଙ୍କା ନେବା ପରେ…

ଭାରତ-ପାକିସ୍ତାନ ସୀମାରେ ଡ୍ରୋନ୍‌ରେ ଅସ୍ତ୍ରଶସ୍ତ୍ର ଚୋରା କାରବାରରେ ବୃଦ୍ଧି ଘଟିଛି…

ଶ୍ରୀନଗର,୧୩।୧୧ : ପଞ୍ଜାବ, ଜମ୍ମୁ-କଶ୍ମୀରର ଭାରତ ଏବଂ ପାକିସ୍ତାନ ସୀମାରେ ୨୦୨୨ ମସିହାରେ ସୀମା ଆରପାର୍ଶ୍ୱରୁ ଡ୍ରୋନ ମାଧ୍ୟମରେ ଡ୍ରଗ୍ସ ଏବଂ ଅସ୍ତ୍ର ଚୋରା ମାମଲା ଦ୍ୱିଗୁଣିତ ହୋଇଛି। ସୀମା ସୁରକ୍ଷା ବଳର ମହାନିର୍ଦେଶକ (ବିଏସଏଫ ଡିଜି) ପଙ୍କଜ କୁମାର ସିଂ…

ଗରିବଙ୍କ ତାଜମହଲର ରୂପରେ ହେବ ପରିବର୍ତ୍ତନ: ପ୍ରତ୍ନତତ୍ତ୍ୱ ବିଭାଗର ନିଷ୍ପତ୍ତି…

ଔରଙ୍ଗାବାଦ,୧୩।୧୧ : ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ ଇଣ୍ଡିଆ (ଏଏସଆଇ)ର ଅଧିକାରୀ କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ମହାରାଷ୍ଟ୍ରରଔରଙ୍ଗାବାଦ ସହରରେ ଥିବା ୧୭ ଶତାବ୍ଦୀର ସ୍ମାରକୀ ବିବି କା ମକବରାର ନବୀକରଣ କାର୍ଯ୍ୟ ଶେଷ ହେବ। ଏହି ସ୍ମାରକୀ ଦେଖିବାକୁ…

ଆତଙ୍କବାଦ ନେଇ ଜିରୋ ଟୋଲେରାନ୍ସ ନୀତି ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର: ସ୍ବରାଷ୍ଟ୍ରମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୧୩।୧୧ : ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଜିରୋ ଟୋଲେରାନ୍ସ ନୀତି ଆପଣେଇଛନ୍ତି। ଏହି ବିପଦ ବିରୋଧରେ ଲଢ଼େଇ ନେଇ ଭାରତ ସରକାର ଅନ୍ତର୍ଜାତୀୟ ସମୁଦାୟକୁ ନିଜର ସଂକଳ୍ପ ସମ୍ପର୍କରେ ଜଣାଇବେ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଯେ…

ସାବରିମାଳା ପ୍ରବନ୍ଧନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୀର୍ଥଯାତ୍ରୀଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ଆବଶ୍ୟକ…

ଥିରୁଭାନନ୍ତପୁରମ୍‌,୧୩।୧୧ : ଆସନ୍ତା ତୀର୍ଥଯାତ୍ରା ଋତୁରେ ଇଦଥାଭାଲମ ଅର୍ଥାତ୍‌ ଗମନାଗମନ ଶିବିର ଭାବରେ ନିର୍ଦ୍ଦିଷ୍ଟ ମନ୍ଦିରରେ ସାବରିମାଳା ତୀର୍ଥଯାତ୍ରୀଙ୍କୁ ଉପଯୁକ୍ତ ସୁବିଧା ସୁନିଶ୍ଚିତ କରିବା ପାଇଁ କେରଳ ହାଇକୋର୍ଟ ଟ୍ରାଭାନକୋର ଦେବାସ୍ବୋମ ବୋର୍ଡ ଏବଂ କୋଚିନ ଦେବାସ୍ବୋମ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି।…

୮ ଶହ ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୩।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୩ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିବା…

ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କୁ ଟାର୍ଗେଟ କଲା ଭାଜପା, ପୋଷ୍ଟର ଜାରି କରି କହିଲା ‘ଲୁଟେରା’

ନୂଆଦିଲ୍ଲୀ,୧୩ ।୧୧: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ନେତା ମନିଷ ସିସୋଡିଆଙ୍କୁ ପୁଣିଥରେ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି(ଭାଜପା) । ରବିବାର ଆକ୍ରମଣାତ୍ମକ ଢଙ୍ଗରେ ଦିଲ୍ଲୀର ଭାଜପା ମୁଖ୍ୟ ଏକ ପୋଷ୍ଟର ମାଧ୍ୟମରେ ସିସୋଡିଆଙ୍କୁ ‘ଲୁଟେରା’ ବୋଲି…

ରାଷ୍ଟ୍ରପତି ଦେଖିବାକୁ କେମିତି: ଅଖିଳ ଗିରି

କୋଲକାତା/ନୂଆଦିଲ୍ଲୀ(ପି.ଟି.)/ ଭୁବନେଶ୍ୱର(ବ୍ୟୁରୋ) ୧୩।୧୧:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦରେ ଫସିଛନ୍ତି ପଶ୍ଚିମବଙ୍ଗର ମନ୍ତ୍ରୀ ଅଖିଳ ଗିରି। ନନ୍ଦିଗ୍ରାମରେ ଶୁକ୍ରବାର ରାତିରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଏକ ସଭାକୁ ସମ୍ବୋଧନ କରି ଅଖିଳ କହିଥିଲେ, ସ୍ଥାନୀୟ ବିଧାୟକ ତାଙ୍କୁ…

ସ୍ୱେଚ୍ଛାକୃତ ଅବସର ନେଲେ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ବାକିଥିଲା ଆହୁରି ୫ ମାସ

ନୂଆଦିଲ୍ଲୀ,୧୩ ।୧୧: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ(ଏମ୍ସ), ଦିଲ୍ଲୀର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ୫ ମାସ ପୂର୍ବରୁ ସ୍ୱେଚ୍ଛାକୃତ ଅବସର(ଭିଆରଏସ) ନେଇଛନ୍ତି । ସେ ପ୍ରାୟ ୩୦ ବର୍ଷଧରି ଏମ୍ସରେ ସେବା ଯୋଗାଇ ଆସିଥିଲେ ।…

କଶ୍ମୀରରେ ପୁଣି ଟାର୍ଗେଟ କିଲିଂ, ଅନନ୍ତନାଗରେ ଦୁଇ ପ୍ରବାସୀ ଶ୍ରମିକଙ୍କୁ ଗୁଳି କଲେ ଆତଙ୍କବାଦୀ

ଜମ୍ମୁ,୧୩ ।୧୧: ଜମ୍ମୁ-କଶ୍ମୀରରେ ପ୍ରବାସୀଙ୍କ ଉପରେ ଚାଲିଥିବା ଆକ୍ରମଣ ଘଟଣା ଥମିବାର ନା ନେଉନି । ଅନନ୍ତନାଗରେ ଦୁଇ ପ୍ରବସୀ ଶ୍ରମିକଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗୁଳି କରିଥିବା ସୂଚନା ମିଳିଛି । ଏହି ଟାର୍ଗେଟ କିଲିଂରେ ଉଭୟ ଶ୍ରମିକ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?