ଜଣେ ବିଚାରପତି ୫୦ ମାମଲା ସମାଧାନ କଲେ ପୁଣି ୧୦୦ ନୂଆ ଦାଖଲ ହେଉଛି, କହିଲେ ଆଇନମନ୍ତ୍ରୀ…
ନୂଆଦିଲ୍ଲୀ, ୨୦।୮ : ଦେଶରେ ବିଭିନ୍ନ କୋର୍ଟରେ ବିଚାରାଧୀନ ମାମଲାର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯଦି ଜଣେ ବିଚାରପତି ୫୦ ଟି ମାମଲା ସମାଧାନ କରୁଛନ୍ତି, ତା’ହେଲେ ପୁଣି ୧୦୦ ଟି ନୂଆ ମାମଲା ଦାଖଲ ହୋଇ ଯାଉଛି।…
ନ୍ୟାୟ ପ୍ରଦାନ ସମୟ-ପ୍ରକ୍ରିୟା ମଧ୍ୟରେ ସନ୍ତୁଳନ ଅପରିହାର୍ଯ୍ୟ…
ନୂଆଦିଲ୍ଲୀ, ୨୦।୮ : ସଶସ୍ତ୍ର ବାହିନୀ ଟ୍ରିବ୍ୟୁନାଲ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇ ସଶସ୍ତ୍ର ବାହିନୀକୁ ଠିକ ସମୟରେ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏକ ସେମିନାରକୁ ସମ୍ବୋଧିତ କରି ରାଜନାଥ…
ବିଚାରାଧୀନ ମାମଲାର ସମାଧାନ ପାଇଁ ମଧ୍ୟସ୍ଥତା ଜରୁରୀ…
ମୁମ୍ବାଇ, ୨୦।୮ : ସୁପ୍ରିମକୋର୍ଟର ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଭାରତର ଅଦାଲତଗୁଡ଼ିକରେ ବହୁ ବିଚାରାଧୀନ ମାମଲା ପଡ଼ି ରହିଛି। ମାମଲାଗୁଡ଼ିକର ପଡ଼ି ରହିଥିବା ଉଦବେଗଜନକ ହାରକୁ ଦୃଷ୍ଟିରେ ରଖି ମଧ୍ୟସ୍ଥତା ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ପାଲଟିଛି। ପୁଣେରେ ଭାରତୀୟ…
କେରଳ ବିଶ୍ୱବିଦ୍ୟାଳୟ ନିଯୁକ୍ତିରେ ପରିବାରବାଦ, ରାଜ୍ୟପାଳ-ସରକାର ମୁହାଁମୁହିଁ…
ଥିରୁଭାନନ୍ତପୁରମ୍, ୨୦।୮ : କେରଳର ବିଶ୍ୱବିଦ୍ୟାଳୟ ନିଯୁକ୍ତିରେ ପରିବାରବାଦ ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଶାସକ ସିପିଆଇ (ଏମ) ଏବଂ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଶନିବାର ରାଜ୍ୟପାଳ ଖାନ କହିଛନ୍ତି ଯେ…
ସରକାରୀ କାର୍ଯ୍ୟାଳୟରେ ବଢୁଛି ଦୁର୍ନୀତି, ବିଡ଼ିଏ ଅଧିକାରୀଙ୍କୁ ମିଳିଲାନି ଜାମିନ…
ବେଙ୍ଗାଲୁରୁ, ୨୦।୮ : ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି ସମ୍ପର୍କରେ କର୍ନାଟକ ହାଇକୋର୍ଟ ଏକ କଡ଼ା ମନ୍ତବ୍ୟ ଦେଇଛନ୍ତି। ସରକାରୀ କାର୍ଯ୍ୟାଳୟରେ ଅନିୟନ୍ତ୍ରିତ ଦୁର୍ନୀତି ରହିଛି ବୋଲି ଦର୍ଶାଇ ବାଙ୍ଗାଲୋର ବିକାଶ ପ୍ରାଧିକରଣ (ବିଡିଏ)ର ଜଣେ ଅଧିକାରୀଙ୍କୁ ଜାମିନ ପ୍ରଦାନ କରିବାକୁ ହାଇକୋର୍ଟ…
୨୬/୧୧ ଭଳି ମୁମ୍ବାଇକୁ ବିସ୍ଫୋରଣରେ ଉଡ଼ାଇବାକୁ ହେଉଛି ଷଡ଼ଯନ୍ତ୍ର, ହ୍ବାଟସ ଆପ୍ରେ ଧମକ….
ମୁମ୍ବାଇ, ୨୦।୮ : ମାୟାନାଗରୀ ମୁମ୍ବାଇକୁ ପୁଣି ଥରେ ବିସ୍ଫୋରଣରେ ଉଡ଼ାଇବାକୁ ଏକ ଷଡଯନ୍ତ୍ର ରଚାଯାଇଛି। ଏହି ମର୍ମରେ ମୁମ୍ବାଇ ପୋଲିସର ହ୍ବାଟସ ଆପ୍ରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ଆସିଛି। ଏହି ବାର୍ତ୍ତାରେ କୁହାଯାଇଛି ଯେ ମୁମ୍ବାଇକୁ ଉଡ଼ାଇବା ପାଇଁ ସମ୍ପୂର୍ଣ୍ଣ…
ତେଜସ୍ବୀଙ୍କ ନୂଆ ନିର୍ଦ୍ଦେଶ, କେହି କିଣିବେନି ଗାଡ଼ି-ପାଦ ଛୁଇଁବାକୁ ମନା…
ପାଟନା,୨୦।୮ : ବିହାରରେ ଗଠିତ ନୂତନ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ତାଙ୍କ ବିଭାଗର କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିବା ସହିତ ତାଙ୍କ ଦଳର କୋଟା ମନ୍ତ୍ରୀମାନଙ୍କ ପାଇଁ ୬ଟି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ…
ଜବଲପୁରରେ ବ୍ୟାପିଲା ଡେଙ୍ଗୁ, ମ୍ୟାଲେରିଆ, ଚିକେନଗୁନିଆ: ଦେଢ଼ମାସରେ ୪୫ ଆକ୍ରାନ୍ତ ଚିହ୍ନଟ
ଜବଲପୁର,୨୦।୮: ମଧ୍ୟପ୍ରଦେଶରେ ହେଉଥିବା ଲଗାଣ ବର୍ଷା ଯୋଗୁ ଅନେକ ରୋଗ ବ୍ୟାପିବାରେ ଲାଗିଛି। ବର୍ଷା ଯୋଗୁ ଅନେକ ସ୍ଥାନରେ ପାଣି ଜମା ରହୁଥିବାରୁ ଡେଙ୍ଗୁ, ମ୍ୟାଲେରିଆ ଏବଂ ଚିକେନଗୁନିଆ ଭଳି ରୋଗ ବ୍ୟାପୁଛି। ଗତ ଏକ ମାସ ମଧ୍ୟରେ ଜବଲପୁରରେ ଡେଙ୍ଗୁ…
ଦୈନିକ ସଂକ୍ରମଣ ୭ ଶହ ତଳେ…
ନୂଆଦିଲ୍ଲୀ, ୨୦।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ଲକ୍ଷେ ୧ ହଜାରରୁ ଅଧିକ ରହିଛି। ଗତ…
ସିସୋଡିଆଙ୍କ ଘରେ ସିବିଆଇ ଚଢ଼ାଉ ପରେ ୧୨ ଆଇଏଏସ୍ ଅଧିକାରୀଙ୍କୁ ବଦଳି
ନୂଆଦିଲ୍ଲୀ,୨୦।୮: ଦିଲ୍ଲୀରେ ଅନେକ ଆଇଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି। ଏକ୍ସାଇଜ ସ୍କାମ୍ ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବାସଭବନରେ ସିବିଆଇ ଶୁକ୍ରବାର ଚଢ଼ାଉ କରିଥିଲା। ତେବେ ଚଢ଼ାଉର କିଛି ଘଣ୍ଟା ପରେ ଶୁକ୍ରବାର ୧୨ ଆଇଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି। ଦିଲ୍ଲୀ…
ଦୁଇଚାରି ଦିନରେ ମୋତେ ଗିରଫ କରାଯିବ, ହେଲେ ୨୦୨୪ ନିର୍ବାଚନ ହେବ ମୋଦି ବନାମ କେଜରିୱାଲ: ସିସୋଡିଆ
ନୂଆଦିଲ୍ଲୀ,୨୦ ।୮: ସିବିଆଇ ଚଢାଉକୁ ନେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଶନିବାର ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି । ସେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ସିବିଆଇ-ଇଡିର ଭୟ ଦେଖାଉଛି…
ଦୁର୍ଘଟଣାରେ ଚାଲିଗଲା ୭ ଜୀବନ: ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ
ଜୟପୁର,୨୦।୮: ରାଜସ୍ଥାନର ପାଲି ଜିଲାର ସୁମେରପୁର ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର-ଟ୍ରକ୍ ପରସ୍ପର ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ…
Archives


