Posted inଜାତୀୟ

ତେଲେଙ୍ଗାନାରେ ୨୪ ଉପାଧ୍ୟକ୍ଷ-୮୪ ମହାସଚିବ ନିଯୁକ୍ତି କଲା କଂଗ୍ରେସ…

ହାଇଦ୍ରାବାଦ,୧୦।୧୨ : କଂଗ୍ରେସ ହାଇକମାଣ୍ଡ ପକ୍ଷରୁ ତେଲେଙ୍ଗାନାରେ ୨୪ ଉପାଧ୍ୟକ୍ଷ ଏବଂ ୮୪ ମହାସଚିବ ନିଯୁକ୍ତି ପାଇଁ ନାମ ତାଲିକା ଘୋଷଣା କରାଯାଇଛି। ଏହା ସହିତ ରାଜ୍ୟର ୨୬ ଜିଲାରର ପଦାଧିକାରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି।

କମିଟି ଅଧ୍ୟକ୍ଷ ତାଲିକାରେ ରଓ୍ବେନ୍ତୀ ରେଡ୍ଡୀ, ଭି ହନୁମନ୍ତ ରାଓ, ଏନ ଉତ୍ତମ କୁମାର ରେଡ୍ଡୀ, ଟି. ଜୀବନ ରେଡ୍ଡୀ, ରେଣୁକା ଚୌଧୁରୀ , ମଧୁ ପକ୍ଷି ଗୌଡ଼ ପ୍ରମୁଖ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢ଼ିଲା ଦୈନିକ ମୃତ୍ୟୁ ସଂଖ୍ୟା, ଦୈନିକ ସଂକ୍ରମଣ ୨୦ ହଜାର ତଳେ…

ନୂଆଦିଲ୍ଲୀ, ୨୦।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ତେବେ ମୃତ୍ୟୁ ସଂଖ୍ୟା ପୁଣି ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦୈନିକ...

ସିଗାରେଟ୍‌ ପାଇଁ ୧୦ ଟଙ୍କା ନ ଦେବାରୁ ନାବାଳକଙ୍କୁ ପିଟିପିଟି ମାରିଦେଲେ

ନୂଆଦିଲ୍ଲୀ,୮।୬: ଦିଲ୍ଲୀର ଆନନ୍ଦ ପ୍ରଭାତ ଅଞ୍ଚଳରେ ଏକ ଜଘନ୍ୟ ଘଟଣା ଘଟିଛି। ସିଗାରେଟ୍‌ ଟାଣିବାକୁ ୧୦ ଟଙ୍କା ନ ଦେବାକୁ ଜଣେ ନାବାଳକଙ୍କ ହତ୍ୟା କରାଯାଇଛି।...

ଭାଇଚାରାର ବିଜୟ: ସହମତିରେ ରାୟ ପ୍ରକାଶ; ମସଜିଦ୍‌ ନିର୍ମାଣରେ ସହାୟତା କରିବେ କେନ୍ଦ୍ର ଓ ରାଜ୍ୟ ସରକାର

ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଏଥିରେ ଭାଇଚାରାର ବିଜୟ ହୋଇଛି। ଏହି ରାୟ ପୁଣିଥରେ ଭାରତର ଜାତୀୟ ସଂହତିକୁ ପ୍ରତିପାଦିତ କରିଛି। ରାମ...

ମୋଦିଙ୍କୁ ଭାବପୂର୍ଣ୍ଣ ପତ୍ର ଲେଖିଲେ ସ୍ବାତୀ

ନୂଆଦିଲ୍ଲୀ,୧୪।୧୨: ମହିଳା ସୁରକ୍ଷାକୁ ନେଇ ଆଜିକୁ ୧୨ ଦିନ ହେବ ଆମରଣ ଅନଶନରେ ବସିଥିବା ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ ସ୍ବାତୀ ମାଲଓ୍ବୋଲ ଶନିବାର ପ୍ରଧାନମନ୍ତ୍ରୀ...

କେଜ୍‌ରିଓ୍ବାଲ-ସାକ୍ସେନା ଚିଠିରେ ଚିଠିରେ ମୁହାଁମୁହିଁ

ନୂଆଦିଲ୍ଲୀ,୭ା୧: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ(ଏମ୍‌ସିଡି)ର ମେୟର ନିର୍ବାଚନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଏଲ୍‌ଜି ଭି.କେ ସାକ୍ସେନାଙ୍କ ମଧ୍ୟରେ ଏକ ଲେଟର ଓ୍ବାର ବା...

ଦକ୍ଷିଣ,ପଶ୍ଚିମ ରାଜ୍ୟରେ ବନ୍ୟା ବିଭୀଷିକା

ଥିରୁଭାନନ୍ଥପୁରମ୍‌ /ଅହମ୍ମଦାବାଦ,୧୧ା୮(ପି.ଟି.): ଭାରତର ଦକ୍ଷିଣ ଓ ପଶ୍ଚିମ ରାଜ୍ୟଗୁଡ଼ିକରେ ବନ୍ୟା ବିଭୀଷିକା ଉଗ୍ରରୂପ ଧାରଣ କରିଛି। କର୍ନାଟକ ଓ କେରଳ ପରିସ୍ଥିତି ପ୍ରବଳ ବର୍ଷା ଯୋଗୁ...

ଜମି ଅଧିଗ୍ରହଣ ମାମଲାରେ ରବର୍ଟଙ୍କୁ ଇଡିର ସମନ

ନୂଆଦିଲ୍ଲୀ,୨୯।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ତଥା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଜମି ଅଧିଗ୍ରହଣ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ...

ପରୀକ୍ଷାର ଦିନକ ପୂର୍ବରୁ ଆଶାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ, ୯।୧୦: ୟୁପିଏସ୍‌ସି ପ୍ରିଲିମ୍‌ ୨୦୨୧ ପରୀକ୍ଷା ରବିବାର ଅନୁଷ୍ଠିତ ହେବାକୁ ଥିବାବେଳେ ଏହାର ଦିନକ ପୂର୍ବରୁ କେନ୍ଦ୍ରୀୟ ଦିଲ୍ଲୀର ରାଜେନ୍ଦ୍ର ନଗରରେ ଜଣେ ୨୫...

Advertisement
Archives

Model This Week