ଜାତୀୟ

ପେଟେଣ୍ଟ ଅନୁମୋଦନ ସମୟ ସୀମା କମ କରିବାକୁ ଯୋଜନା କରୁଛନ୍ତି ସରକାର: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୧୯।୧୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ପେଟେଣ୍ଟ ପାଇଁ ଦାଖଲ ହୋଇଥିବା ଆବେଦନଗୁଡିକର ଅନୁମୋଦନ ସମୟକୁ ଆହୁରି ହ୍ରାସ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଏହାକୁ ୭୨ମାସରୁ ୧୨ ରୁ ୨୪ ମାସକୁ ହ୍ରାସ କରାଯାଇସାରିଛି। ତେବେ…

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ, ୧୯।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ଶହ ତଳେ ରହିଛି।…

ରାଜସ୍ଥାନ ଦୌସାର ବାଂଦିକୁଇରୁ ଆରମ୍ଭ ହେଲା କଂଗ୍ରେସର ଭାରତ ଯୋଡୋ ଯାତ୍ରା, ସାମିଲ ହେଲେ ଅଶୋକ ଗେହଲୋଟ-ସଚ୍ଚିନ ପାଇଲଟ

ଜୟପୁର,୧୯ ।୧୨: କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଏବେ ରାଜସ୍ଥାନରେ ଚାଲିଛି । ସୋମବାର ଅର୍ଥାତ୍ ୧୯ ଡିସେମ୍ବର ସକାଳୁ ଏହି ଯାତ୍ରା ରାହୁଲ ଗାନ୍ଧୀ ରାଜସ୍ଥାନ ଦୌସା ଜିଲର ବାଂଦିକୁଇରୁ ଆରମ୍ଭ କରିଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀଙ୍କ…

ଭାରତ ଯୋଡ଼ୋ ଯାତ୍ରାରେ ୮୮ ବର୍ଷୀୟ

ଦାଉସା ,୧୯।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରାକୁ ବିଭିନ୍ନ ମହଲରୁ ସମର୍ଥନ ବଢ଼ିବାରେ ଲାଗିଛି। ଏଥିରେ ଜଣେ ୮୮ ବର୍ଷୀୟ ବ୍ୟକ୍ତି ସାମିଲ ହୋଇ ହାତରେ ତ୍ରିରଙ୍ଗା ଧରି ବହୁ ମାଇଲ ପଥ ଅତିକ୍ରମ…

ମିସେସ୍‌ ଓ୍ବାଲର୍‌ଡ ସରଗମ କୌଶଲ

ଭାରତର ସରଗମ କୌଶଲ ଚଳିତବର୍ଷର ମିସେସ୍‌ ଓ୍ବାଲର୍‌ଡ ଟାଇଟଲ୍‌ ନିଜ ନାମରେ କରିଛନ୍ତି। ୨୧ ବର୍ଷ ପରେ ଏହି ଟାଇଟଲ୍‌ ପୁଣି ଭାରତକୁ ଫେରିଛି। ଶନିବାର ଲସ୍‌ଭାଗସର ଗାଲା ଇଭେଣ୍ଟରେ ୨୦୨୨ ମିସେସ୍‌ ଓ୍ବାଲର୍‌ଡ ପ୍ରତିଯୋଗିତାର ଆୟୋଜନ କରାଯାଇଥିବାବେଳେ ୬୩ ଦେଶର…

ଚାଇନା ମାଲ୍‌ ଚାହିଦା କମୁଛି

ନୂଆଦିଲ୍ଲୀ ,୧୯।୧୨ (ଆଇଏଏନ୍‌ଏସ୍‌) : ସାମ୍ପ୍ରତିକ ଭୂରାଜନୈତିକ ସ୍ଥିତିକୁ ନେଇ ଚଳିତ ବର୍ଷ ୫୮ ପ୍ରତିଶତ ଭାରତୀୟ ‘ମେକ୍‌ ଇନ୍‌ ଚାଇନା’ ସାମଗ୍ରୀ କିଣା ହ୍ରାସ କରିଛନ୍ତି। ଫେଶନ, ପୋଷାକ, ଯାନ ଉପକରଣ ଏବଂ ଯନ୍ତ୍ରାଂଶ ବର୍ଗରେ ଭାରତୀୟ ବିକଳ୍ପ ଭଲ…

୨୦୨୧ରେ ୧୩ ହଜାର ଛାତ୍ରୀଛାତ୍ର ଆତ୍ମହତ୍ୟା କରିଛନ୍ତି

ନୂଆଦିଲ୍ଲୀ ,୧୯।୧୨(ଆଇଏଏନ୍‌ଏସ୍‌): ରାଜସ୍ଥାନର କୋଟାସ୍ଥିତ କୋଚିଂ ସେଣ୍ଟରର ୩ ଜଣ ମେଡିକାଲ ଓ ଇଞ୍ଜିନିୟରିଂ କ୍ୟାରିୟର ଆଶାୟୀଙ୍କ ଆତ୍ମହତ୍ୟା ଘଟଣା ବିତର୍କର ବିଷୟ ହୋଇଛି। ଜଟିଳ ପ୍ରତିଯୋଗିତା ଏବଂ ଅତ୍ୟଧିକ ଚାପକୁ ଏଥିପାଇଁ ଦାୟୀ କରାଯାଉଥିବା ବେଳେ ଦେଶରେ ପ୍ରତିବର୍ଷ ଏଭଳି…

ଭାଜପାକୁ ‘ବେଲାଗାଭି’ ଅଡୁଆ

ବେଙ୍ଗାଲୁରୁ/ମୁମ୍ବାଇ/ନୂଆଦିଲ୍ଲୀ,୧୯ା୧୨: ପୁଣିଥରେ ମୁଣ୍ଡ ଟେକିଛି ୭ ଦଶନ୍ଧି ପୁରୁଣା ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦ। ଉତ୍ତର କର୍ନାଟକ ସୀମାରେ ଆସୁଥିବା ମରାଠୀ ଭାଷୀ ଅଞ୍ଚଳ ବେଲାଗାଭିକୁ ନେଇ ଦୁଇ ଭାଜପା ଶାସିତ ରାଜ୍ୟ ମୁହଁାମୁହଁି। ଉଭୟ ପକ୍ଷର ବାକ୍‌ଯୁଦ୍ଧ ଜାତୀୟ ରାଜନୀତିକୁ ସରଗରମ…

ଆସନ୍ତା ମାସରୁ ଭାରତ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହେବ ଫେରି ସେବା

କଲମ୍ବୋ,୧୯ ।୧୨: ଭାରତ ଓ ଶ୍ରୀଲଙ୍କା ଆସନ୍ତା ମାସରୁ ଶ୍ରୀଲଙ୍କାର ଜାଫନା ଜିଲାରେ କାଂକେସଂତୁରଇ ବନ୍ଦର ଓ ପୁଡୁଚେରୀ ମଧ୍ୟରେ ଯାତ୍ରୀ ଫେରି ସେବା ଆରମ୍ଭ କରିବେ । କଲମ୍ବୋ ପେଜର ଖବର ଅନୁଯାୟୀ, ବନ୍ଦର, ନୌବାହନ ଓ ନାଗରିକ ଉଡାଣ…

ଚାଇନା-ଆମେରିକା ଭଳି ନୁହେଁ, ନିଜ ମଡେଲ ଅନୁଯାୟୀ କାର୍ଯ୍ୟ କରୁ ଭାରତ: ମୋହନ ଭାଗବତ

ନୂଆଦିଲ୍ଲୀ,୧୯।୧୨: ଭାରତ ଏକ ଧାର୍ମିକ ଦେଶ। ଭାରତର ବିକାଶର ଚିନ୍ତାଧାରା ଧର୍ମ ଏବଂ ଜୀବନ ଉପରେ ଆଧାରିତ। ଭାରତୀୟ ଚିନ୍ତାଧାରା ସହିତ ଧର୍ମ, ସଂସ୍କୃତି ଅନୁଯାୟୀ ଭାରତ ଏହାର ବିକାଶ କରିବା ଉଚିତ୍‌, ଚାଇନା ଏବଂ ଆମେରିକାର ଲାଇନରେ ନୁହେଁ ବୋଲି…

ଆର୍ଜେଣ୍ଟିନାକୁ ଶୁଭେଚ୍ଛା ଜଣାଇଲେ ମୋଦି

ଦୋହା,୧୯।୧୨: କତାରରେ ଚାଲିଥିବା ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ଫ୍ରାନ୍ସକୁ ୪-୨ରେ ପରାସ୍ତ କରିଛି। ଏହା ସହିତ ଆର୍ଜେଣ୍ଟିନା ୩୬ ବର୍ଷ ପରେ ବିଶ୍ୱକପ ଜିତିବାରେ ସକ୍ଷମ ହୋଇଥିଲା। ୧୯୭୮ ଏବଂ ୧୯୮୬ ପରେ ଆର୍ଜେଣ୍ଟିନା ତୃତୀୟ ଥର ପାଇଁ…

ହୋଟେଲରେ ନାବାଳିକାଙ୍କୁ ନିଶା ଦେଇ ବଳାତ୍କାର

ଭୋପାଳ,୧୮।୧୨: ଭୋପାଳର ଆନନ୍ଦନଗରରେ ଥିବା ଏକ ହୋଟେଲରେ ଜଣେ ୧୬ ବର୍ଷୀୟା ବାଳିକାଙ୍କୁ ନିଶା ଦେଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ରେକର୍ଡ ହୋଇଥିବା ଜଣାପଡିଛି। ଘଟଣା ସମ୍ପର୍କରେ ଜଣାଇଲେ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?