ଜାତୀୟ

ଶ୍ରଦ୍ଧା ହତ୍ୟାକାଣ୍ଡ ବ୍ରେକ୍‌ଅପ୍‌ର କାରଣ

ମୁମ୍ବାଇ, ୨୭।୧୨: ସିରିଏଲ୍‌ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲା ଟେଲି ଜଗତରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲ୍‌କର ହତ୍ୟା ଘଟଣାକୁ କେନ୍ଦ୍ର କରି ଶିଜାନ୍‌ ଖାନ୍‌ ପ୍ରେମିକା ତୁନିଶାଙ୍କଠାରୁ ବ୍ରେକ୍‌ଅପ୍‌ କରିଥିବା ସୋମବାର ଜେରାବେଳେ କହିଛନ୍ତି।…

ଶିବାନ୍‌ଙ୍କ ପାଇଁ ପୋଲିସ ପାଲଟିଲା ସାନ୍ତା

ଗାଜିଆବାଦ୍‌, ୨୭।୧୨:ମା’ବାପା ସବୁବେଳେ ପିଲାଙ୍କ ଖୁସି ପାଇଁ ତାଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ଚେଷ୍ଟା କରନ୍ତି। କେବେ କେମିତି ଅଭିଭାବକମାନେ ପିଲାଙ୍କ ଜିଦ୍‌କୁ ପୂରା ନ କଲେ କିଛି ସମୟର କନ୍ଦାକଟା ପରେ ପିଲାମାନେ ବୁଝିଯାଆନ୍ତି। କିନ୍ତୁ ଉତ୍ତର…

ଭାରତ ଯୋଡ଼ୋ ଯାତ୍ରାରେ ଯୋଗଦେବେନି ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ,୨୭।୧୨: ଭାରତ ଯୋଡ଼ୋ ଯାତ୍ରାରେ ଯୋଗଦେବାକୁ ମନା କରି ଦେଇଛନ୍ତି ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି) ମୁଖ୍ୟ ଜୟନ୍ତ ଚୌଧୁରୀ । ପୂର୍ବରୁ ସୂଚନା ମିଳିଥିଲା ଯେ, ଜୟନ୍ତ, ମାୟାବତୀ ଏବଂ ଅଖିଳେଶ ଯାଦବଙ୍କୁ ଏହି ଯାତ୍ରାରେ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଥିଲା।…

ଝିଅର ଅଶ୍ଳୀଳ ଭିଡିଓ ପୋଷ୍ଟକୁ ବିରୋଧ କରିବାରୁ ଯବାନଙ୍କୁ ପିଟିପିଟି ହତ୍ୟା

ଅହମ୍ମଦାବାଦ୍‌,୨୭।୧୨: ଗୁଜରାଟର ନାଡିଆଦର ଚାକଲାସୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଝିଅର ଅଶ୍ଳୀଳ ଭିଡିଓ ପୋଷ୍ଟକୁ ବିରୋଧ କରିବାରୁ ସୀମା ସୁରକ୍ଷା ବାହିନୀ ଯବାନଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତ ଯବାନ ଜଣଙ୍କ ଭାନିପୁର ଗ୍ରାମରେ ଅନଲାଇନରେ ଭିଡିଓ…

ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଫୋନ୍‌ରେ କଥା ହେଲେ ମୋଦି

ନୂଆଦିଲ୍ଲୀ,୨୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ୟୁକ୍ରେନ ରାଷ୍ଟ୍ରପତି ଟୁଇଟ୍‌ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍‌ରେ କଥା ହୋଇ ତାଙ୍କୁ ଜି…

ପାକିସ୍ତାନୀ ବୋଟ୍‌ରୁ ଅସ୍ତ୍ରଶସ୍ତ୍ର ସହ ୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ, ୧୦ ଗିରଫ

ଅହମ୍ମଦାବାଦ,୨୬।୧୨: ଭାରତୀୟ ତଟରକ୍ଷୀ ବାହିନୀ ସୋମବାର ଗୁଜୁରାଟର ଆରବ ସାଗର ଉପକୂଳରୁ ଏକ ପାକିସ୍ତାନୀ ବୋଟ୍‌କୁ ଜବତ କରିଛି। ବୋଟ୍‌ରେ ଥିବା ୧୦ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯିବା ସହ ୪୦ କିଲୋଗ୍ରାମ ଡ୍ରଗ୍ସ,ବିଭିନ୍ନ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି।…

ଅଖିଳେଶ, ମାୟାବତୀଙ୍କୁ ଭାରତ ଯୋଡୋ ଯାତ୍ରାରେ ଯୋଗ ଦେବାକୁ କଂଗ୍ରେସର ନିମନ୍ତ୍ରଣ

ନୂଆଦିଲ୍ଲୀ,୨୬।୧୨: ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ, ବିଏସ୍‌ପି ସୁପ୍ରିମୋ ମାୟାବତୀ ଏବଂ ଆର୍‌ଏଲଡି ମୁଖ୍ୟ ଜୟନ୍ତ ଚୌଧରୀଙ୍କ ସମେତ ଅଣ-ଭାଜପା ଦଳର ନେତାଙ୍କୁ ଭାରତ ଯୋଡୋ ଯାତ୍ରାରେ ସାମିଲ ହେବାକୁ କଂଗ୍ରେସ ପକ୍ଷରୁ ନିିମନ୍ତ୍ରଣ କରାଯାଇଛି। ଏଥିସହ ପୂର୍ବତନ ଉପମୁଖ୍ୟମନ୍ତ୍ରୀ…

ବିମାନ ବନ୍ଦରରେ ଆରମ୍ଭ ହେଲା ରାଣ୍ଡମ ଟେଷ୍ଟ: ମଙ୍ଗଳବାରରୁ ହସ୍ପିଟାଲରେ ‘ମକ୍‌ ଡ୍ରିଲ୍‌’

ନୂଆଦିଲ୍ଲୀ,୨୬।୧୨: ଚାଇନାରେ କରୋନା ଭାଇରସ୍‌ ତାଣ୍ଡବ ରଚିବାରେ ଲାଗିଛି। ଉକ୍ତ ଦେଶରେ ଲଗାତର ଭାବେ ପଜିଟିଭ୍‌ ମାମଲା ବୃଦ୍ଧି ପାଇବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଚାଇନାର ପରିସ୍ଥିତିକୁ ଦେଖି ଭାରତ ସରକାର ମଧ୍ୟ ସର୍ତକ…

ଦଳ କଥା ଚିନ୍ତା କରୁ କଂଗ୍ରେସ, ଦେଶ ପାଇଁ ମୋଦି ଅଛନ୍ତି : କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୬।୧୨: ରାହୁଲ ଗାନ୍ଧୀଙ୍କ ଚାଇନା ଏବଂ ପାକିସ୍ତାନ ପକ୍ଷରୁ ଯୁଦ୍ଧ ପ୍ରସ୍ତୁତିକୁ ନେଇ ଦେଇଥିବା ମନ୍ତବ୍ୟ ପୁଣି ଥରେ ବିବାଦ ଘେରକୁ ଚାଲିଆସିଛି। ଯାହାକୁ ନେଇ ଏବେ ରାଜନୈତିକ ସରଗରମ ରହିଛି। ସୂଚନା ମୁତାବକ, ଚାଇନା ଏବଂ ପାକିସ୍ତାନ ଗୋଟିଏ ହୋଇଗଲେଣି…

ପୁଣିଥରେ ବଢିଲା କ୍ଷୀର ଦର

ନୂଆଦିଲ୍ଲୀ,୨୬।୧୨: ପୁଣିଥରେ ଦିଲ୍ଲୀ-ଏନ୍‌ସିଆରରେ ବଢିଲା କ୍ଷୀର ଦର। ମଙ୍ଗଳବାରଠାରୁ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ମଦର ଡାଏରୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ମଦର ଡାଏରୀ ଚଳିତ ବର୍ଷ ୫ମ ଥର ପାଇଁ ଏଭରି ଦର ବୃଦ୍ଧି କରିଛିି। ଏହାକୁୁ…

ଆଇସିୟୁରେ ଝିଅର ବାହାଘର ପରେ ମା’ଙ୍କ ମୃତ୍ୟୁ

ଗୟା,୨୬।୧୨: ଅନେକ ଥର ଫିଲ୍ମରେ ହସ୍ପିଟାଲରେ ବାହାଘର ହେଉଥିବା ସମସ୍ତେ ଦେଖିଥିବେ। କିନ୍ତୁ ସତରେ ହସ୍ପିଟାଲରେ ବାହାଘର ହେବା କଥା କେହି ଦେଖିଛନ୍ତି କି ଶୁଣିଛନ୍ତି। କଥାଟି ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ। କାରଣ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି…

ପ୍ରଜ୍ଞାଙ୍କ ବିବାଦୀୟ ବୟାନ

ଭୋପାଳ,୨୬ ।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଏମପି ପ୍ରଜ୍ଞା ସିଂ ଠାକୁର ପୁଣିଥରେ ବିବାଦ ଘେରକୁ ଚାଲିଆସିଛନ୍ତି । ହିନ୍ଦୁ କର୍ମୀଙ୍କ ହତ୍ୟା ଉପରେ କଥା ହେଉଥିବା ସମୟରେ ସେ କହିଛନ୍ତି ହିନ୍ଦୁଙ୍କ ଉପରେ ଓ ସେମାନଙ୍କ ଗରିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?