ଜାତୀୟ

ୟୁଏଇ ଯାତ୍ରୀଙ୍କ ପାଇଁ କୋଭିଡ ଗାଇଡ୍‌ଲାଇନ୍‌ ଜାରି କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ

ନୂଆଦିଲ୍ଲୀ,୨୮।୧୨: ଚାଇନାରେ କରୋନାର ନୂଆ ସଂକ୍ରମଣ ବଢୁଥିବା ନେଇ ଭାରତରେ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅଧିକାଂଶ ରାଜ୍ୟରେ କରୋନା କଟକଣା ଲାଗୁ କରାଯାଇଥିବା ବେଳେ ଏବେ ଏୟାର ଇଣ୍ଡିଆ ଏକ୍ସପ୍ରେସ ମଙ୍ଗଳବାର ୟୁଏଇ ଯାତ୍ରୀଙ୍କ ପାଇଁ କୋଭିଡ…

ଫିଟ୍‌ ର଼୍ୟାଙ୍କିଙ୍ଗ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୨୮ା୧୨: ସିଡ୍‌ବିର ମେଣ୍ଟରଶିପ୍‌ ଓ ଅନ୍‌ଲାଇନ ପିଏସ୍‌ବି ଲୋନ୍‌ସ ଲିମିଟେଡ୍‌ (ଓପିଏଲ୍‌) ସହଭାଗିତାରେ ଟ୍ରାନ୍ସ ୟୁନିୟନ ସିବିଲ୍‌ ପକ୍ଷରୁ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ପାଇଁ ଫିଟ୍‌ (ଏଫ୍‌ଆଇଟି) ର଼୍ୟାଙ୍କିଙ୍ଗ୍‌ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଜିଏସ୍‌ଟି, ବ୍ୟାଙ୍କ…

ସୁରକ୍ଷାକର୍ମୀଙ୍କୁ ସଫଳତା: ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୧୨: ଜାମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା। ବୁଧବାର ସିଧରାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ବୁଧବାର ସକାଳେ ସୁରକ୍ଷାକର୍ମୀମାନେ ସିଧରା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ୩…

ସିଜେଆଇ ଥିବାବେଳେ ୪୦ ପିଅନ ରଖିଥିଲେ

ନୂଆଦିଲ୍ଲୀ,୨୮ା୧୨: ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଲିତ ତାଙ୍କର ୭୪ ଦିନିଆ କାର୍ଯ୍ୟକାଳ ମଧ୍ୟରେ ତାଙ୍କ ସରକାରୀ ବାସଭବନରେ ସର୍ବାଧିକ ୪୦ ଜଣ ପିଅନ ଓ ସହାୟକ କର୍ମଚାରୀ ରଖିଥିଲେ। ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବାଦ୍‌…

ଉତ୍ତର ଭାରତରେ ଶୀତ ଲହରି

ନୂଆଦିଲ୍ଲୀ/ଶ୍ରୀନଗର,୨୮ା୧୨: ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତ ଲହରି ଜାରି ରହିଛି। ଜମ୍ମୁ-କଶ୍ମୀରରେ ତାପମାତ୍ରା ଶୂନ ଡିଗ୍ରୀ ତଳେ ରହିଥିବାବେଳେ ଦିଲ୍ଲୀରେ ନୈନିତାଲଠାରୁ ଅଧିକ ଶୀତ ଅନୁଭୂତ ହେଉଛି। ଏଭଳି ଶୀତ ଲହରି ୩୧ ତାରିଖ ପର୍ଯ୍ୟନ୍ତ ଜାରି…

ଯୁବତୀଙ୍କୁ ୫୧ ଥର ସ୍କ୍ରୁ ଡ୍ରାଇଭର ଭୁସି ହତ୍ୟା

କୋର୍ବା,୨୮ା୧୨: ଛତିଶଗଡ଼ର କୋର୍ବା ଜିଲାରେ ଜଣେ ଯୁବତୀ କଥା ହେବାକୁ ମନା କରିଦେବାରୁ ତାଙ୍କୁ ଜଣେ ଯୁବକ ସ୍କ୍ରୁ ଡ୍ରାଇଭରରେ ୫୧ ଥର ଭୁସି ହତ୍ୟା କରିଛନ୍ତି। ସାଉଥଇଷ୍ଟର୍ନ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ର ପମ୍ପହାଉସ କଲୋନିରେ ଶନିବାର ଏହି ହତ୍ୟାକାଣ୍ଡ ଘଟିଛି। ଆକ୍ରମଣକାରୀ…

ସୋସିଆଲ ମିଡିଆ ଷ୍ଟାର୍‌ ଲୀନାଙ୍କ ଆତ୍ମହତ୍ୟା

ରାୟପୁର, ୨୮ା୧୨: ଛତିଶଗଡ଼ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଲୀନା ନାଗବଂଶୀ ମଙ୍ଗଳବାର ରାୟଗଡ଼ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ଘଟଣାର ସୂଚନା ପାଇ ସ୍ଥାନୀୟ ପୋଲିସ ଲୀନାଙ୍କ ଘରେ ପହଞ୍ଚତ୍ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ପୋଷ୍ଟମର୍ଟମ୍‌ ପାଇଁ ୨୨ ବର୍ଷୀୟା…

ଟ୍ରେନ୍‌ ଧକ୍କାରେ ବର୍ଷକୁ ମରୁଛନ୍ତି ୧୬,୦୦୦ ପ୍ରାଣୀ

ଲକ୍ଷ୍ନୌ,୨୮ା୧୨: ବନ୍ଦେ ଭାରତ ଏକ୍ସପ୍ରେସ୍‌ ଧକ୍କାରେ ବାରମ୍ବାର ଜୀବଜନ୍ତୁଙ୍କ ଜୀବନ ଯାଉଥିବା ଅଭିଯୋଗ ହେଉଥିବାବେଳେ ବୁଧବାର ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ଏ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିଛନ୍ତି। ଭାରତୀୟ ରେଳପଥ ଦ୍ୱାରା ପରିଚାଳିତ ଟ୍ରେନ୍‌ଗୁଡ଼ିକର ଧକ୍କାରେ ସାରା…

ୟୁପି ପୌର ନିର୍ବାଚନ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଯୋଗୀଙ୍କ ଚ୍ୟାଲେଞ୍ଜ

ଲକ୍ଷ୍ନୌ,୨୮ା୧୨: ଉତ୍ତରପ୍ରଦେଶ ପୌର ନିର୍ବାଚନ ଲାଗି ସରକାରଙ୍କ ଚିଠା ବିଜ୍ଞପ୍ତିକୁ ମଙ୍ଗଳବାର ଆଲ୍ଲାହାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍‌ ଖାରଜ କରିଦେଇଛନ୍ତି। ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ସଂରକ୍ଷଣ ନ ରଖି ନିର୍ବାଚନ କରାଇବାକୁ ଜଷ୍ଟିସ ଡି.କେ. ଉପାଧ୍ୟାୟ ଏବଂ ସୌରଭ…

ପ୍ରଧାନମନ୍ତ୍ରୀଙ୍କ ଭାଇ ଦୁର୍ଘଟଣାରେ ଆହତ

ମହୀଶୂର,୨୮ା୧୨: ଏକ ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହଲ୍ଲାଦ ମୋଦି, ତାଙ୍କ ପୁଅବୋହୂଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ଅପରାହ୍ନରେ ସେମାନେ ଏକ କାର୍‌ରେ ଯାଉଥିବାବେଳେ ତାହା ମହୀଶୂର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେମାନଙ୍କୁ ଜେଏସ୍‌ଏସ୍‌…

ଏନ୍‌ଜିଟି ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୮ା୧୨: ଗୋବରୀ ନଦୀକୁ ଛଡ଼ାଯାଉଥିବା ବର୍ଜ୍ୟଜଳ ନିୟନ୍ତ୍ରଣରେ ବିଫଳତା ପାଇଁ କେନ୍ଦ୍ରାପଡ଼ା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ)ଙ୍କୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ୨୪ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଥିଲେ। ମ୍ୟୁନିସିପାଲିଟି ପକ୍ଷରୁ ଏନ୍‌ଜିଟି ରାୟକୁ ଚ୍ୟାଲେଞ୍ଜ କରାଯାଇଥିବାବେଳେ ଏହା ଉପରେ…

ମହିଳାଙ୍କୁ ଆର୍ଥିକ ସମ୍ବଳରୁ ବଞ୍ଚିତ କରିବା ଏକ ଘରୋଇ ହିଂସା: ହାଇକୋର୍ଟ…

କୋଲକାତା,୨୭।୧୨ : ସ୍ବାମୀଙ୍କ ମୃତ୍ୟୁ ପରେ ଜଣେ ମହିଳାଙ୍କୁ ସ୍ତ୍ରୀଧନ କିମ୍ବା ଆର୍ଥିକ ସମ୍ବଳରୁ ବଞ୍ଚିତ କରିବା ଏକ ଘରୋଇ ହିଂସା ବୋଲି ପଶ୍ଚିମବଙ୍ଗର କୋଲକାତା ହାଇକୋର୍ଟ ରାୟ ଦେଇଛନ୍ତି। ଜଣେ ମହିଳାଙ୍କ ଅଭିଯୋଗ ଶୁଣାଣି ବେଳେ କୋର୍ଟ ଏହି ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?