ଆର୍ଭିଏମ୍ ଭୋଟିଂ ପ୍ରସ୍ତାବକୁ ବିରୋଧ
ନୂଆଦିଲ୍ଲୀ,୧୫।୧: ନିର୍ବାଚନ କମିଶନ (ଇସି)ଙ୍କ ରିମୋଟ ଇଲେକ୍ଟ୍ରୋନିକ୍ ଭୋଟିଂ ମେଶିନ (ଆର୍ଭିଏମ୍) ପ୍ରସ୍ତାବକୁ ବିରୋଧୀ ଦଳ ବିରୋଧ କରିବାକୁ ନିଷ୍ପତ୍ତି ନେଇଥିବା ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂ ରବିବାର କହିଛନ୍ତି। ବିରୋଧୀ ଦଳ ନେତାଙ୍କ ବୈଠକ ପରେ ଦିଗ୍ବିଜୟ ଏହି…
ଗଡକରୀଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ମିଳିଲା ପରିଚୟ
ନାଗପୁର,୧୫।୧: କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ପରଚୟ ମିଳିଛି। କର୍ନାଟକର ବେଲାଗାଭିରେ କାରାଗାରରେ ଥିବା ଜଣେ ଗ୍ୟାଙ୍ଗଷ୍ଟର ଗଡକରୀଙ୍କୁ ହତ୍ୟା ଧମକ ଦେଇଥିବା ନାଗପୁର ପୋଲିସ କମିଶନର ଅମିତେଶ କୁମାର ସୂଚନା…
ଏମ୍ପିଙ୍କ ଶାଢ଼ିରେ ଲାଗିଗଲା ନିଆଁ
ପୁଣେ,୧୫।୧: ମହାରାଷ୍ଟ୍ରର ପୁଣେଠାରେ ରବିବାର ଏକ କାର୍ଯ୍ୟକ୍ରମରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍ସିପି) ଏମ୍ପି ସୁପ୍ରିୟା ସୁଲେ ଯୋଗଦେଇଥିବାବେଳେ ତାଙ୍କ ଶାଢ଼ିରେ ନିଆଁ ଲାଗିଯାଇଥିଲା। ତେବେ ସେ ସୁରକ୍ଷିତ ରହିଥିବାରୁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ବାରାମତୀ ଏମ୍ପି…
ମୁଁ ବି ମଧ୍ୟବିତ୍ତ ଶ୍ରେଣୀର, ଚାପ ବୁଝିପାରୁଛି: କେନ୍ଦ୍ର ଅର୍ଥମନ୍ତ୍ରୀ
ନୂଆଦିଲ୍ଳୀ,୧୫।୧: ଆସନ୍ତା ଫେବୃଆରୀ ୧ରେ ଦେଶର ବଜେଟ ଉପସ୍ଥାପିତ ହେବ। ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳାଳା ସୀତାରମଣ ନିଜ ପ୍ରତିକ୍ରିୟା ରଖିଛନ୍ତି। ଏଥର ବଜେଟ୍ଷର ସେ ସାଧାରଣ ଜନତା, ରାଜ୍ୟ ସରକାର ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡିକର ଆଶା ପୂରଣ କରିବାକୁ ଚେଷ୍ଟା କରିବେ…
କେନ୍ଦ୍ର ସରକାର ନ୍ୟାୟପାଳିକାକୁ କାବୁ କରିବାକୁ ଚେଷ୍ଟା କରୁଛନ୍ତି: ସିବଲ
ନୂଆଦିଲ୍ଲୀ,୧୫।୧: ରାଜ୍ୟ ସଭା ଏମ୍ପି ତଥା ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ କପିଲ ସିବଲ ରବିବାର କେନ୍ଦ୍ର ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସରକାର ନ୍ୟାୟପାଳିକାକୁ କାବୁ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସିବଲ କହିଛନ୍ତି। ସେ କହିଛନ୍ତି, ଏପରି…
ନେପାଳ ବିମାନ ଦୁର୍ଘଟଣା: ଦୁଃଖପ୍ରକାଶ କଲେ ଜୟଶଙ୍କର
ନୂଆଦିଲ୍ଲୀ,୧୫।୧: ନେପାଳର ଏକ ଯାତ୍ରୀବାହୀ ବିମାନ ରବିବାର ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୬୪ ଜଣଙ୍କର ମୃତ୍ୟୁ ହୋଇଛି। ବିମାନରେ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କ ସମେତ ୭୨ ଜଣ ଲୋକ ଥିଲେ। ଏହି ଦୁର୍ଘଟଣାରେ…
ତେଲେଙ୍ଗାନା-ଆନ୍ଧ୍ର ପ୍ରଦେଶରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ, ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୫ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍ ୧୫ ଜାନୁୟାରୀରେ ଦେଶକୁ ୮ମ ବନ୍ଦେ ଭାରତ ଏକ୍ସପ୍ରେସ ଉପହାର ଦେଇଛନ୍ତି । ଭିଡିଓ କନଫରନସିଂ ଜରିଆରେ ପ୍ରଧାନମନ୍ତ୍ରୀ ସିକନ୍ଦରାବାଦ ଓ ବିଶାଖାପଟ୍ଟନମ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା…
ମାୟାବତୀଙ୍କ ବଡ଼ ଘୋଷଣା: ଲୋକ ସଭା ସମେତ ସମସ୍ତ ବିଧାନସଭା ନିର୍ବାଚନରେ ଏକା ଲଢ଼ିବ ବିଏସ୍ପି
ଲକ୍ଷ୍ନୌ,୧୫।୧: ୨୦୨୩ରେ ହେବାକୁ ଥିବା ସମସ୍ତ ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବ ବହୁଜନ ସମାଜବାଦୀ ପାର୍ଟି(ବିଏସ୍ପି)। ଏଥିସହ ୨୦୨୪ ଲୋକ ସଭା ନିର୍ବାଚନରେ ମଧ୍ୟ ବିଏସ୍ପି କୌଣସି ଦଳ ସହ ମେଣ୍ଟ କରିବ ନାହିଁ ବୋଲି କହିଛନ୍ତି ସୁପ୍ରିମୋ ମାୟାବତୀ। ରବିବାର…
ତାମିଲନାଡୁ ରାଜ୍ୟପାଳ କଶ୍ମୀର ଯାଆନ୍ତୁ
ଚେନ୍ନାଇ,୧୫।୧: ବିଧାନସଭାରେ ସରକାରୀ ଭାଷଣ ନ ପଢ଼ିବା ନେଇ ତାମିଲନାଡୁ ରାଜ୍ୟପାଳ ଆର୍.ଏନ୍. ରବି ଏବଂ ଶାସକ ଦଳ ଡିଏମ୍କେ ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଜଣେ ଦଳୀୟ କର୍ମୀ ତାଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି। ଯଦି ରାଜ୍ୟପାଳ ବି.ଆର୍. ଆମ୍ବେଡକରଙ୍କ ନାଁ…
ମୋଦିଙ୍କୁ ଖର୍ଗେଙ୍କ ଅପିଲ, ‘ବାର୍ତ୍ତାବାହକଙ୍କୁ ରୋକା ନ ଯାଉ’
ନୂଆଦିଲ୍ଲୀ,୧୫ ।୧: ଉତ୍ତରାଖଣ୍ଡର ଜୋଷୀମଠରେ ଭୂମି ଧସିବା ଘଟଣା ଏବେ ସେଠାକାର ନାଗରିକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏପଟେ ଏବେ ଏହାକୁ ନେଇ ରାଜନୀତି ହୋଇଛି ସରଗରମ । ଶାସକ ଓ ବିରୋଧି ନେତାଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ…
୨୬ ଜାନୁୟାରୀ ପୂର୍ବରୁ ଦିଲ୍ଲୀରେ ଆକ୍ରମଣ ଯୋଜନା ପଣ୍ଡ, ଆଇଏସ ପାଇଁ କାମ କରୁଥିବା ୨ ଆତଙ୍କବାଦୀ ସଙ୍ଗଠନ ସମ୍ପର୍କରେ ମିଳିଲା ସୂଚନା
ନୂଆଦିଲ୍ଲୀ,୧୫ ।୧: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ୨୬ ଜାନୁୟାରୀ ପୂର୍ବରୁ କରାଯାଇଥିବା ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି । ଜାହାଙ୍ଗିରପୁରିରୁ ଗିରଫ ହୋଇଥିବା ସନ୍ଦିଗ୍ଧଙ୍କୁ ପଚରାଉଚରା ପରେ ଦିଲ୍ଲୀ ପୋଲିସ ହରକତ ଉଲ ଅଂସାର ଓ ଖଲିସ୍ତାନ ଟାଇଗର…
ଦିଲ୍ଲୀ ସମେତ ଉତ୍ତର ଭାରତରେ ଶୀତର ରିଭର୍ସ ଗିୟର, ତାପମାତ୍ରା ୨-୩ ଡିଗ୍ରୀ ଖସିଲା
ନୂଆଦିଲ୍ଲୀ,୧୫ ।୧: ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ତୁଷାର ପାତ ହେଉଛି । ଆଉ ଏହାର ପ୍ରଭାବ ଦିଲ୍ଲୀ-ଏନସିଆରରେ ପଡୁଛି । ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସି ଆସିଛି । ଏହାସହ ଦିଲ୍ଲୀ ଓ…

