ଜାତୀୟ

ଓଡ଼ିଶାରେ ଲାଗିବ ଆଉ ୨ ଡପଲର ରାଡାର

ନୂଆଦିଲ୍ଲୀ,୧୭ା୧: ଜଳବାୟୁ ପର୍ଯ୍ୟବେକ୍ଷଣ ସାମର୍ଥ୍ୟ ବଢ଼ାଇବା ଲାଗି ଓଡ଼ିଶାରେ ଖୁବ୍‌ଶୀଘ୍ର ଆଉ ୨ଟି ଡପଲର ରାଡାର ସ୍ଥାପନ କରାଯିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି। ଗୋଟିଏ ସମ୍ବଲପୁରରେ ଏବଂ ଅନ୍ୟଟି ବାଲେଶ୍ୱରରେ ଲାଗିବ ବୋଲି ଆଇଏମ୍‌ଡି ଗଣମାଧ୍ୟମକୁ ସୂଚନା…

ଟଙ୍କା ଫେରସ୍ତ ପାଇଁ ପ୍ରସ୍ତାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ା୧: ଓଡ଼ିଶାରେ ଚିଟ୍‌ଫଣ୍ଡ କମ୍ପାନୀଗୁଡ଼ିକ ଜମାକାରୀଙ୍କଠାରୁ ବହୁ କୋଟି ଟଙ୍କା ଠକି ନେଇଛନ୍ତି। ଠକାମିର ଶିକାର ଜମାକାରୀ କିପରି ସେମାନଙ୍କ ଟଙ୍କା ଫେରିପାଇବେ ସେଥିପାଇଁ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାର, ଓଡ଼ିଶା ସରକାର ଏବଂ ଚିଟ୍‌ଫଣ୍ଡ ଦୁର୍ନୀତିର ଅନ୍ୟାନ୍ୟ ପକ୍ଷଙ୍କଠାରୁ ପ୍ରସ୍ତାବ…

୮୪୯ ବିଲ୍ଡିଂରେ ଫାଟ, ୧୬୫ ବିପଦ ଜୋନ୍‌ରେ

ଜୋଷୀମଠ, ୧୭।୧: ଉତ୍ତରାଖଣ୍ଡ ଚମୋଲି ଜିଲାର ଜୋଷୀମଠ ସହର ଦିନକୁ ଦିନ ଦବିବାରେ ଲାଗିଛି। ସହରର ୮୪୯ ବିଲ୍ଡିଂରେ ଫାଟ ଦେଖାଯାଇଥିବାବେଳେ ୧୬୫ଟି ବିଲ୍ଡିଂ ବିପଦସଙ୍କୁଳ ଜୋନ୍‌ରେ ରହିଥିବା ସୋମବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଜୋଷୀମଠର ୨୩୭ ପରିବାରର ପାଖାପାଖି…

କୋଭିଡ୍‌ ଟିକାରେ ପାର୍ଶ୍ୱପ୍ରତିକ୍ରିୟା

ମୁମ୍ବାଇ,୧୭ା୧ (ଆଇଏଏନ୍‌ଏସ୍‌):ପ୍ରାୟ ୩ବର୍ଷ ହେଲା କୋଭିଡ୍‌ ମହାମାରୀ କଲବଲ କରିଚାଲିଛି। ବିଶ୍ୱରେ ଏବେ ବି କେଉଁଠି ନା କେଉଁଠି ଆତଙ୍କର ପରିବେଶ ରହିଛି। ଏହି ମାରାତ୍ମକ ଭୂତାଣୁ ଯୋଗୁ ଭାରତରେ ମଧ୍ୟ ଜୀବନ ଜୀବିକାର ବ୍ୟାପକ ହାନି ଘଟିଛି। ଭୟଙ୍କର ସ୍ବାସ୍ଥ୍ୟ…

ନ୍ୟାୟପାଳିକା ଅକ୍ତିଆର ଲାଗି ଉଦ୍ୟମ: କଂଗ୍ରେସ

ନୂଆଦିଲ୍ଲୀ,୧୭।୧: କେନ୍ଦ୍ର ସରକାର ନ୍ୟାୟପାଳିକାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ଲାଗି ଚାହୁଁଛନ୍ତି। ସେଥିପାଇଁ ଯୋଜନାବଦ୍ଧ ଢଙ୍ଗରେ ବିବାଦ ସୃଷ୍ଟି କରାଯାଉଛି ବୋଲି ସୋମବାର କଂଗ୍ରେସ ଅଭିଯୋଗ କରିଛି। କଲେଜିୟମ ବ୍ୟବସ୍ଥାର ପୁନର୍ଗଠନ ଲାଗି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଦେଇଥିବା…

ମମତା ବାନାର୍ଜୀଙ୍କ ପ୍ରଧାନମନ୍ତ୍ରୀ ହେବାର ସାମର୍ଥ୍ୟ ରହିଛି: ଅମର୍ତ୍ତ୍ୟ ସେନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲେ ଦିଦି

କୋଲକତା,୧୭।୧: ନିକଟରେ ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର ସାମର୍ଥ୍ୟ ରହିଛି ବୋଲି କହିଛନ୍ତି। ମମତା ବାନାର୍ଜୀ ବର୍ତ୍ତମାନ ଏ ସମ୍ପର୍କରେ ଜବାବ ଦେଇ ଏହି ପରାମର୍ଶ ତାଙ୍କ ପାଇଁ…

ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌: ଅଧିକ ସନ୍ତାନ ଜନ୍ମ କର, ମିଳିବ ପ୍ରୋତ୍ସାହନ

ଗ୍ୟାଙ୍ଗଟକ୍‌,୧୭।୧: ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଅଧିକ ସନ୍ତାନ ଜନ୍ମ କରିବାକୁ ଅପିଲ କରିଛନ୍ତି। ଦକ୍ଷିଣ ସିକ୍କିମର ଜୋରଥାଙ୍ଗ ସହରରେ ମାଘ ସଂକ୍ରାନ୍ତି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, ସିକ୍କିମରେ ନିକଟ ବର୍ଷରେ ଜନ୍ମହାର କମିବାରେ ଲାଗିଛି। ଫଳରେ…

ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ

ଥିରୁଭାନ୍ତପୁରମ୍‌,୧୬।୧: କେରଳରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ରାଜ୍ୟରେ କୋଭିଡ ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ ସରକାର ଏହି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସମସ୍ତ ସର୍ବସାଧାରଣ ସ୍ଥାନ, କାର୍ଯ୍ୟାଳୟ ଏବଂ ସମାବେଶରେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ…

ଦିଲ୍ଲୀ, ୟୁପି ସମେତ ଏହି ରାଜ୍ୟରେ ୩ ଦିନିଆ ୟେଲୋ ଆଲର୍ଟ

ନୂଆଦିଲ୍ଲୀ,୧୬।୧: ଉତ୍ତର ଭାରତର କେତେକ ରାଜ୍ୟରେ ଗତ କିଛି ଦିନରୁ ଶୀତଲହରୀରୁ ଆଶ୍ୱସ୍ତି ମିଳିଥିଲା। କିନ୍ତୁ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ପୁଣି ଥରେ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସୋମବାର…

୨୫ରେ ହେବ ଜ୍ୟାକଲିନ୍‌ଙ୍କ ଆବେଦନର ଶୁଣାଣି

ନୂଆଦିଲ୍ଲୀ,୧୬।୧: ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିଜ୍‌ ସୋମବାର ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ହାଜର ହୋଇଥିଲେ। ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟମାନଙ୍କ ସହ ଜଡିତ ୨୦୦ କୋଟର ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ନାମ ସାମିଲ ରହିଛି।…

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ବିଧାୟକ ଦେବେନ୍ଦ୍ର ଯାଦବଙ୍କ ୭୩ ବର୍ଷୀୟ ମା’

ନୂଆଦିଲ୍ଲୀ,୧୬।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ପଞ୍ଜାବରେ ଜାରି ରହିଛି। ସୋମବାର ଛତିଶଗଡର ଭିଲାଇ ନଗରରୁ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଯାଦବଙ୍କ ୭୩ ବର୍ଷୀୟ ମା’ ପୁଷ୍ପା ଯାଦବ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ଏଥିପାଇଁ ସେ…

ଗୋଟିଏ ବି ରାଜ୍ୟରେ ନିର୍ବାଚନ ହାରିବନି ଭାଜପା: ନଡ୍ଡା

ନୂଆଦିଲ୍ଲୀ,୧୬।୧: ଦିଲ୍ଲୀରେ ଭାଜପାର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ସୋମବାର ଆରମ୍ଭ ହୋଇଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?