ଜାତୀୟ

ତୁର୍କୀ-ସିରିଆ ଭୂକମ୍ପ: ମୃତ୍ୟୁସଂଖ୍ୟା ୩୮୦୦ ଛୁଇଁଲା, ଭାରତ ପଠାଇଲା ଏନ୍‌ଡିଆର୍‌ଏଫ୍‌ ଟିମ୍‌

ନୂଆଦିଲ୍ଲୀ,୭।୨: ତୁର୍କୀ ଏବଂ ସିରିଆ ସମେତ ଚାରିଟି ଦେଶରେ ଭୂକମ୍ପ ବ୍ୟାପକ ଧ୍ୱଂସ ଘଟାଇଛି। ତୁର୍କୀର ନୁର୍‌ଦାଗି ଠାରୁ ୨୩ କିଲୋମିଟର ପୂର୍ବରେ ଏହି କମ୍ପନ ଅନୁଭୂତ ହୋଇଥିଲା। ଏହାର ପ୍ରଭାବ ସିରିଆ ପର୍ଯ୍ୟନ୍ତ ଥିଲା। ଭୂକମ୍ପ ଯୋଗୁ ଅନେକ ଅଟ୍ଟାଳିକା…

ସମ୍ବିଧାନର ସୁରକ୍ଷା ପାଇଁ ଶେଷନିଶ୍ୱାସ ପର୍ଯ୍ୟନ୍ତ ଲଢିବି: ମମତା

କୋଲକାତା,୭।୨: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମ୍ମାନଜନକ ଡକ୍ଟରେଟ ପ୍ରଦାନ କରାଯାଇଛି। ସେଣ୍ଟ ଜାଭିୟର ବିଶ୍ୱବିଦ୍ୟାଳୟର ଚତୁର୍ଥ ବାର୍ଷିକୀ ସମାରୋହରେ ତାଙ୍କୁ ଏହି ଉପାଧି ଦିଆଯାଇଛି। ସମ୍ବିଧାନର ସୁରକ୍ଷା ପାଇଁ ସେ ଶେଷନିଶ୍ୱାସ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବେ। ଦେଶର ଏକତା…

ଦିନେ ନା ଦିନେ ସତ ସାମ୍ନାକୁ ଆସିବ: ମୋଦି

ନୂଆଦିଲ୍ଲୀ, ୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କର୍ନାଟକର ତୁମାକୁରୁ ଜିଲାର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ(ହାଲ)ର ଦେଶର ସର୍ବବୃହତ ହେଲିକପ୍ଟର ଉତ୍ପାଦନ ୟୁନିଟର ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି…

ହ୍ବାଟ୍ସଆପ୍‌ରେ ଖାଦ୍ୟ ଅର୍ଡର କରିପାରିବେ ଟ୍ରେନ୍‌ ଯାତ୍ରୀ

ନୂଆଦିଲ୍ଲୀ,୬।୨: ଟ୍ରେନ୍‌ ଯାତ୍ରୀମାନେ ଖୁବ୍‌ଶୀଘ୍ର ଏକ ହ୍ବାଟ୍ସଆପ୍‌ ନମ୍ବର ଜରିଆରେ ଖାଦ୍ୟ ପାଇଁ ଅର୍ଡର କରିପାରିବେ। ଏକ ଇଣ୍ଟରାକ୍ଟିଭ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମର୍ଥ ଚାଟବୁଟ୍‌ ସେମାନଙ୍କ ଅର୍ଡରକୁ ଇ-କ୍ୟାଟରିଂରେ ପରିଚାଳନା କରାଇବା ସହ ଖାଦ୍ୟ ବୁକ୍‌ କରାଇବ। ଭାରତୀୟ ରେଲଓ୍ବେ କ୍ୟାଟରିଂ…

ଲାଞ୍ଚ ନେଇ ରେଲଓ୍ବେ ଇଞ୍ଜିନିୟର ଗିରଫ

ନୂଆଦିଲ୍ଲୀ,୬।୨: ୨ କୋଟି ଟଙ୍କା ଲାଞ୍ଚ କାରବାର ଅଭିଯୋଗରେ ସିବିଆଇ ଉତ୍ତରପୂର୍ବ ଫ୍ରଣ୍ଟିୟର ରେଲଓ୍ବେ ଜୋନ୍‌ର ୨ଇଞ୍ଜିନିୟରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ବରିଷ୍ଠ ସେକ୍ସନ ଇଞ୍ଜିନିୟର ସନ୍ତୋଷ କୁମାର ଏବଂ ତାଙ୍କ ଉପରିସ୍ଥ ଡେପୁଟି ଚିଫ୍‌ ଇଞ୍ଜିନିୟର ରାମପାଲଙ୍କ…

ବିବାହ ବନ୍ଧନରେ ବାନ୍ଧି ହେବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଲଳନା: ନାଗୌରର ଏହି ଫୋର୍ଟରେ ନେବେ ସାତ ଫେରା

ନୂଆଦିଲ୍ଲୀ,୬।୨: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶେନେଲ ଇରାନୀ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛି। ଫେବୃଆରୀ ୭ରୁ ୯ମଧ୍ୟରେ ରାଜସ୍ଥାନର ଖିମସାର ଫୋର୍ଟ(ନାଗୌର)ରେ ଶେନେଲ ଇରାନୀଙ୍କ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶେନେଲଙ୍କ ବିବାହ ଅର୍ଜୁନ ଭଲ୍ଲାଙ୍କ…

ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରା କରାଇବେ ଶିବରାଜ

ଭୋପାଳ,୬।୨: ଦିଲ୍ଲୀ ସରକାରଙ୍କ ଟ୍ରେନରେ ତୀର୍ଥଯାତ୍ରା କରାଇବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ବଡ଼ ଘୋଷଣା କରିଛନ୍ତି। ସରକାରୀ ଯୋଜନା ଅନୁଯାୟୀ ମାର୍ଚ୍ଚରୁ ରାଜ୍ୟର ବରିଷ୍ଠ ନାଗରିକଙ୍କୁ ବିମାନ ଯୋଗେ ତୀର୍ଥଯାତ୍ରା ପାଇଁ ପଠାଯିବ। ସୂଚନା ମୁତାବକ,…

ଭାଜପାର ୩ନେତାଙ୍କୁ ଓ୍ବାଇ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ,୬।୧: ଭାଜପାର ଆଉ ୩ଜଣ ନେତାଙ୍କୁ ଭିଆଇପି ସୁରକ୍ଷା ଦେବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହି ୩ଜଣ ନେତାଙ୍କୁ ଓ୍ବାଇ ପ୍ଲସ୍‌ କାଟାଗୋରୀ ସୁରକ୍ଷା ଦିଆଯାଇଛି। ଏହାପରେ ତାଙ୍କ ସହିତ ସିଆଇଏସ୍‌ଏଫ୍‌ର କମାଣ୍ଡୋ ରହିବେ। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନଳିନ…

ଲାଇଟ୍‌ କମ୍ବାଟ ଏୟାରକ୍ରାଫ୍ଟ ତେଜସ୍‌ର ଆଇଏନ୍‌ଏସ୍‌ ବିକ୍ରାନ୍ତରେ ସଫଳ ଅବତରଣ

ନୂଆଦିଲ୍ଲୀ,୬।୫: ଭାରତର ଲାଇଟ୍‌ କମ୍ବାଟ ଏୟାରକ୍ରାଫ୍ଟ ତେଜସ୍‌ର ନାଭାଲ ଭାରିଆଣ୍ଟ ସୋମବାର ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏୟାରକ୍ରାଫ ତେଜସ୍‌ର ନାଭାଲ ଭାରିଆଣ୍ଟ ଦେଶର ପ୍ରଥମ ସ୍ବଦେଶୀ ଯୁଦ୍ଧ ବିମାନ ପରିବହନ କରୁଥିବା ଆଇଏନ୍‌ଏସ୍‌ ବିକ୍ରାନ୍ତରେ ସଫଳତାର ସହ ଅବତରଣ କରିଛି।…

ଏୟାର ଭିସ୍ତାରାକୁ ବଡ଼ ଝଟ୍‌କା: ୭୦ଲକ୍ଷ ଜରିମାନା ଲଗାଇଲା ଡିଜିସିଏ

ନୂଆଦିଲ୍ଲୀ,୬।୨: ବେସାମରିକ ବିମାନ ଚଳାଚଳ ନିୟାମକ ମହାନିର୍ଦ୍ଦେଶକ ବିମାନ ଚଳାଚଳ (ଡିଜିସିଏ) ଏୟାର ଭିସ୍ତାରାକୁ ଏକ ବଡ଼ ଝଟ୍‌କା ଦେଇଛି। ଭିସ୍ତାରା ଉପରେ ଡିଜିସିଏ ୭୦ଲକ୍ଷ ଟଙ୍କା ଜୋରିମାନା ଲଗାଇଥିବା ଜଣାପଡ଼ିଛି। ଦେଶର ଉତ୍ତର-ପୂର୍ବ ଅଞ୍ଚଳର ସର୍ବନିମ୍ନ ସେବା ପାଇଁ ନ୍ୟୁନତମ…

ଭୂକମ୍ପ ପ୍ରଭାବିତ ତୁର୍କୀକୁ ସହାୟତାର ହାତ ବଢ଼ାଇଲା ଭାରତ: ଖୁବ୍‌ଶୀଘ୍ର ପଠାଯିବ ରିଲିଫ୍‌ ସାମଗ୍ରୀ, ପିଏମ୍‌ଓ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ,୬।୨: ତୁର୍କୀରେ ସୋମବାର ଭୋରରୁ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଫଳରେ ସହରର ବହୁ ବଡ଼ ବଡ଼ କୋଠା, ଅଟ୍ଟାଳିକାମାନ ଭୁଷୁଡିପଡ଼ିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୯୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି…

କର୍ନାଟକରେ ହେଲିକପ୍ଟର ଫ୍ୟାକ୍ଟ୍ରି ଉଦ୍‌ଘାଟନ କଲେ ମୋଦି

ବାଙ୍ଗାଲୋର,୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକର ତୁମାକୁରୁ ଜିଲାରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ(ହାଲ୍‌)ର ହେଲିକପ୍ଟର ଫ୍ୟାକ୍ଟ୍ରିକୁ ସୋମବାର ଉଦ୍‌ଘାଟନ କରିଛନ୍ତି। ଏଥିସହ ଲାଇଟ୍‌ ୟୁଟିଲିଟି ହେଲିକପ୍ଟର ମଧ୍ୟ ଉନ୍ମୋଚନ କରିଥିବା ଜଣାପଡିଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,ମୁଖ୍ୟମନ୍ତ୍ରୀ ବାସବରାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?