ଜାତୀୟ

ମୋ ବିରୋଧରେ ସମସ୍ତ କ୍ଷମତା ଲଗାଇଛନ୍ତି ସରକାର: ସିସୋଡିଆ…

ନୂଆଦିଲ୍ଲୀ,୧୮।୨ : ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଶନିବାର କହିଛନ୍ତି ଯେ ମଦ ନୀତି ପ୍ରସଙ୍ଗରେ ତାଙ୍କୁ ପୁଣି ପଚରାଉଚରା ପାଇଁ ଡକାଯାଇଛି। ତାଙ୍କୁ ହଇରାଣ କରିବା ପାଇଁ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଏଜେନ୍ସିଗୁଡିକର ପୂର୍ଣ୍ଣ କ୍ଷମତାର ଅପବ୍ୟବହାର କରୁଥିବା…

କରୋନା ମହାମାରୀ ପରେ ବଢୁଛି କର୍କଟ ମାମଲା: ରାମଦେବ…

ପଣଜୀ,୧୮।୨ : ଗୋଆରେ ଏକ ସମାବେଶକୁ ସମ୍ବୋଧିତ କରି ବାବା ରାମଦେବ ଶନିବାର ଦାବି କରିଛନ୍ତି ଯେ କରୋନା ମହାମାରୀ ପରେ ଦେଶରେ କର୍କଟ ମାମଲାରେ ବୃଦ୍ଧି ଘଟିଛି। ପତଞ୍ଜଳି ଯୋଗ ସମିତି ଶନିବାର ଠାରୁ ଗୋଆରେ ତିନି ଦିନିଆ ଯୋଗ…

ଜେଲରେ କାମ କରୁଥିବା ସମୟରେ ଆହତ ହେଲେ କଏଦୀଙ୍କୁ ମିଳିବ କ୍ଷତିପୂରଣ: ହାଇକୋର୍ଟ…

ନୂଆଦିଲ୍ଲୀ,୧୮।୨ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ନୀତି ଅଭାବରୁ ଜଣେ କଏଦୀଙ୍କୁ ଯନ୍ତ୍ରଣା ଭୋଗିବାକୁ ଦିଆଯାଇପାରିବ ନାହିଁ ଏବଂ ବନ୍ଦୀମାନଙ୍କର ମୌଳିକ ଅଧିକାର ପ୍ରତି ଅଣଦେଖା କରୁଥିବା କର୍ତ୍ତୃପକ୍ଷଙ୍କୁ ଜାଗ୍ରତ କରିବା ପାଇଁ କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିବା…

ଆତଙ୍କବାଦ-ବାମପନ୍ଥୀ ଉଗ୍ରବାଦ ୮୦ ପ୍ରତିଶତ ହ୍ରାସ ପାଇଛି: ଶାହା…

ମୁମ୍ବାଇ,୧୮।୨ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ, ଉତ୍ତର-ପୂର୍ବରେ ବାମପନ୍ଥୀ ଉଗ୍ରବାଦରେ ୮୦ ପ୍ରତିଶତ ହ୍ରାସ ଘଟିଛି। ନାଗପୁରର ଏକ ମରାଠୀ ଖବରକାଗଜର ସୁବର୍ଣ୍ଣ ଜୟନ୍ତୀ…

ଦରଗାହରେ ଉଭୟ ଶିବରାତ୍ରି-ନମାଜ, ପୋଲିସ ସୁରକ୍ଷା ବଢ଼ାଇଲା…

ବେଙ୍ଗାଲୁରୁ,୧୮।୨ : କର୍ନାଟକର ଦରଗାହରେ ଉଭୟ ଶିବରାତ୍ରି ପାଳନ ଏବଂ ନମାଜ ପାଠ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ରାଜ୍ୟର କାଲାବୁରଗି ଜିଲାରେ ଅବସ୍ଥିତ ଦରଗାହରେ ହିନ୍ଦୁମାନେ ଶିବରାତ୍ରି ପୂଜା କରିବେ। ଏହା ସହିତ ମୁସଲମାନମାନେ ମଧ୍ୟ…

ମହାରାଷ୍ଟ୍ରର ୨୦ତମ ରାଜ୍ୟପାଳ ଭାବେ ଶପଥ ନେଲେ ରମେଶ ବୈସ…

ମୁମ୍ବାଇ,୧୮।୨ : ରମେଶ ବୈସ ମହାରାଷ୍ଟ୍ରର ୨୦ତମ ରାଜ୍ୟପାଳ ଭାବରେ ଶନିବାର ଶପଥ ଗ୍ରହଣ କରିଛନ୍ତି। ରାଜ ଭବନରେ ବମ୍ବେ ହାଇକୋର୍ଟର କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ଏସ.ଭି ଗଙ୍ଗାପୁରୱାଲା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ…

ନାବାଳିକା ବଳାତ୍କାର ମାମଲା: ପୂର୍ବତନ ସରକାରୀ ଅଧିକାରୀ ଏ.ଭି ପ୍ରେମନାଥଙ୍କୁ ଆଶ୍ୱସ୍ତି…

ନୂଆଦିଲ୍ଲୀ,୧୮।୨ : ପୂର୍ବତନ ସରକାରୀ ଅଧିକାରୀ ଏ.ଭି ପ୍ରେମନାଥଙ୍କୁ ନାବାଳିକା ବଳାତ୍କାର ମାମଲା ରେ ଆଶ୍ୱସ୍ତି ମିଳିଛି। ସୁପ୍ରିମ୍‌କୋର୍ଟ ପ୍ରକ୍ରିୟା ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ ଲାଗୁ କରିଛନ୍ତି। ଉତ୍ତରାଖଣ୍ଡର ଆଲମୋରା ଜିଲାର ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ଏ.ଭି…

ଶିବରାତ୍ରି ସମାରୋହରେ ସାମିଲ ହେବେ ରାଷ୍ଟ୍ରପତି…

ଚେନ୍ନାଇ,୧୮।୨ : ତାମିଲନାଡୁର କୋଏମ୍ବାଟୁରର ଇଶା ଯୋଗ କେନ୍ଦ୍ରରେ ମହାଶିବରାତ୍ରି ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ। ଦେଶର ବିଭିନ୍ନ ସ୍ଥାନରୁ ଜଣାଶୁଣା କଳାକାରମାନେ ମଧ୍ୟ ୧୧୨ ଫୁଟର ଆଦିଯୋଗୀଙ୍କ ସମ୍ମୁଖରେ ରାତିସାରା କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ। ଧ୍ୟାନଲିଙ୍ଗରେ ପଞ୍ଚଭୁତ ଆରାଧନା…

ଧନୁଷ ଚୋରି ହୋଇଛି କିନ୍ତୁ ମାନୁଷ ଆମ ସହିତ ଅଛନ୍ତି: ଉଦ୍ଧବ…

ମୁମ୍ବାଇ,୧୮।୨ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ବାଚନ ଆୟୋଗ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଗଠିତ ଦଳକୁ ପ୍ରକୃତ ଶିବସେନା ଭାବରେ ସ୍ବୀକୃତି ଦେବାର ଗୋଟିଏ ଦିନ ପରେ ଉଦ୍ଧବ ତାଙ୍କ ଦଳର ନେତାଙ୍କ ସହ ଏକ ଆଲୋଚନା କରିଛନ୍ତି।…

ଜୟଶଙ୍କର-ଜର୍ଜ ସୋରୋସ ମୁହାଁମୁହିଁ: ନିଜ ପସନ୍ଦର ପ୍ରାର୍ଥୀ ଜିତିଲେ ନିର୍ବାଚନ ଠିକ…

ନୂଆଦିଲ୍ଲୀ,୧୮।୨ : ଆଦାନୀ-ହିିଣ୍ଡନବର୍ଗ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମନ୍ତବ୍ୟ ଦେବା ପରଠାରୁ ବିଲିୟନେୟାର ନିବେଶକ ଜର୍ଜ ସୋରୋସ ଖବରରେ ଅଛନ୍ତି। ଭାରତୀୟ ଗଣତନ୍ତ୍ର ବିଷୟରେ ସୋରୋସଙ୍କ ମନ୍ତବ୍ୟକୁ ନେଇ ମୋଦି ସରକାରଙ୍କ ମନ୍ତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ…

ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୧ ପ୍ରତିଶତ…

ନୂଆଦିଲ୍ଲୀ, ୧୮।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍‌…

ଭାରତରେ ପହଞ୍ଚିଲେ ୧୨ ଚିତା

ନୂଆଦିଲ୍ଲୀ,୧୮।୨: ଭାରତରେ ପହଞ୍ଚିଲେ ଆଉ ୧୨ ଚିତା। ବାୟୁସେନାର ସି-୧୭ ଗ୍ଲୋବ ମାଷ୍ଟର ବିମାନ ଯୋଗେ ୧୨ ଚିତାଙ୍କୁ ଆଫ୍ରିକାରୁ ଭାରତ ଅଣାଯାଇଛି। ପୂର୍ବାହ୍ନ ୧୦ଟା ସମୟରେ ମଧ୍ୟପ୍ରଦେଶର ଗ୍ବାଲିଅରରେ ବିମାନଟି ପହଞ୍ଚିଛି। ଏହି ଚିତା ୧୦ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?