ସକ୍ରିୟ ମାମଲା ୨ ହଜାର ଉପରେ…
ନୂଆଦିଲ୍ଲୀ, ୨୫।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ…
ଦେଶ ପାଇଁ ନୁହେଁ ବରଂ ବନ୍ଧୁମାନଙ୍କ ପାଇଁ କାର୍ଯ୍ୟ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ସୋନିଆ
ରାୟପୁର,୨୫।୨: ଛତିଶଗଡ଼ର ନୟା ରାୟପୁରରେ ଚାଲିଥିବା କଂଗ୍ରେସର ୮୫ତମ ପୂର୍ଣ୍ଣ ଅଧିବେଶନରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୋନିଆ ଗାନ୍ଧୀ। କେନ୍ଦ୍ର ସରକାର ଏବଂ ଆର୍ଏସ୍ଏସ୍ ସମସ୍ତ ସ୍ବୟଂଶାସିତ ଏଜେନ୍ସିଗୁଡ଼ିକୁ କବ୍ଜା କରିନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ପାଇଁ ନୁହେଁ…
ଚମ୍ପାରନରେ ଶାହାଙ୍କ ରଣହୁଙ୍କାର: ଜଙ୍ଗଲରାଜଙ୍କ ସହ ମିଶିଗଲେ ନୀତୀଶ
ପାଟନା,୨୫।୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ନେତା ଅମିତ ଶାହା ବିହାରର ଚମ୍ପାରନରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଶାହା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରି ରଣହୁଙ୍କାର ଦେଇଛନ୍ତି। ଶାହା କହିଛନ୍ତି, କ୍ଷମତା ପାଇଁ…
ଭାଜପାକୁ ୨୦୨୪ରେ ପରାଜୟର ଭୟ, ଏଥିଲାଗି ବାରମ୍ବାର ବିାହାର ଗସ୍ତରେ ଆସୁଛନ୍ତି ଶାହା: ତେଜସ୍ବୀ
ପୂର୍ଣ୍ଣିଆ,୨୫।୨: ବିହାର ରାଜନୀତି ଲାଗି ଶନିବାର ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଗୋଟିଏ ପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ବିହାରରେ ଦୁଇଟି ସଭାକୁ ସମ୍ବୋଧିତ କରି ଜେଡିୟୁ-ଆର୍ଜେଡି ମହାଗଠବନ୍ଧନକୁ ଟାର୍ଗେଟ କରିବାକୁ ଚେଷ୍ଟା କରିବେ। ଅପରପକ୍ଷେ ପୁର୍ଣ୍ଣିଆରେ…
କୃଷକଙ୍କୁ ହୋଲିର ଉପହାର ଦେଲେ ଯୋଗୀସରକାର
ଲକ୍ଷ୍ନୌ,୨୫।୨: ଉତ୍ତରପ୍ରଦେଶର ଯୋଗୀ ସରକାର ନିକଟରେ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ୟୁପି ସରକାରରେ ଅର୍ଥମନ୍ତ୍ରୀ ସୁରେଶ ଖନ୍ନା ଏହି ବଜେଟ ଉପସ୍ଥାପନ କରିଥିଲେ। ବଜେଟରେ ସମସ୍ତ ବିଭାଗ ସହିତ କୃଷକମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ବଜେଟ ପରେ ମୁଖ୍ୟମନ୍ତ୍ରୀ…
ଦେଶରେ କୋଭିଡ ଭ୍ୟାକ୍ସିନ ବଞ୍ଚାଇଛି ୩୪ ଲକ୍ଷ ଜୀବନ: ରିପୋର୍ଟ
ନୂଆଦିଲ୍ଲୀ,୨୫ ।୨: ଠିକ୍ ସମୟରେ ନାଗରିକଙ୍କୁ ଭ୍ୟାକ୍ସିନ ଦେଇ ଭାରତ ୩୪ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇ ଦେଇଛି । ଏକଥା କହିଛି ଷ୍ଟାନଫୋର୍ଡ ୟୁନିଭର୍ସିଟିର ଏକ ରିପୋର୍ଟ, ଯେଉଁଥିରେ ଭାରତର କୋଭିଡ ଭ୍ୟାକ୍ସିନ ଉପରେ ରିସର୍ଚ୍ଚ କରାଯାଇଛି । ରିସର୍ଚ୍ଚ…
ଅମିତ ଶାହାଙ୍କ ରାଲିରୁ ଫେରୁଥିବା ୩ ବସକୁ ଧକ୍କା ଦେଲା ଟ୍ରକ, ୮ ମୃତ ୫୦ ଆହତ
ଭୋପାଳ,୨୫ ।୨: ମଧ୍ୟ ପ୍ରଦେଶର ସିଦ୍ଧି ଜିଲାରେ ଶୁକ୍ରବାର ଏକ ବଡ ଦୁର୍ଘଟଣା ହୋଇଛି । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ୩ଟି ବସକୁ ଧକ୍କା ଦେବା ଫଳରେ ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଓ ୫୦ରୁ ଅଧିକ…
ବଦଳିବ ମହାରାଷ୍ଟ୍ରର ଦୁଇ ସହରର ନାମ
ନୂଆଦିଲ୍ଲୀ,୨୫।୨: ଦୀର୍ଘ ଦିନ ଧରି ଲାଗି ରହିଥିବା ଚର୍ଚ୍ଚାର ପରିସମାପ୍ତି ଘଟିଛି। ଔରଙ୍ଗାବାଦର ନା ବଦଳିବା ନେଇ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି। ବର୍ତ୍ତମାନ ମହାରାଷ୍ଟ୍ରର ଦୁଇଟି ସହରର ନାଁ ବଦଳିବ। ଔରଙ୍ଗାବାଦର ନାଁ ବଦଳି ଛତ୍ରପତି ସାମ୍ଭାଜୀଗନର ଓ ଉସମାନବାଦର…
କୋଚିରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଫ୍ଲାଇଟର ଭୋପାଳରେ ଜରୁରୀ ଅବତରଣ
ଭୋପାଳ,୨୫ ।୨: ଭୋପାଳରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନକୁ ମେଡିକାଲ ଏମରଜେନ୍ସି କାରଣରୁ ଭୋପାଳ ଡାଇଭର୍ଟ କରିବାକୁ ପଡିଛି । ଜଣେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାରୁ ବିମାନର ଜରୁରୀ ଅବତରଣ କରାଯାଇଛି । ଲ୍ୟାଣ୍ଡିଂ ପରେ ଯାତ୍ରୀ ଜଣଙ୍କୁ ତୁରନ୍ତ…
ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମଙ୍କ ମା’ଙ୍କ ପରଲୋକ, ଆଜି ହେବ ଅନ୍ତିମ ସଂସ୍କାର
ଥେନି,୨୫ ।୨: ତାମିଲନାଡୁର ଥେନି ଜିଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଅନ୍ନାଦ୍ରମୁକର ଅପଦସ୍ତ ନେତା ଓ ପନ୍ନିରସେଲଭମଙ୍କ ମାଆ ପଲାନିଅମ୍ମଲ ନଚିୟାରଙ୍କର ଶୁକ୍ରବାର ପରଲୋକ ହୋଇଛି । ସମାଚାର ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ, ବାର୍ଦ୍ଧକ୍ୟ ହେତୁ ୯୫ ବର୍ଷ ବୟସରେ…
କବର ଖୋଳିବା ମନ୍ତବ୍ୟକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ମୋଦି
ଶିଲଂ,୨୫।୨: ମୋଦିଙ୍କ କବର ଖୋଳିବୁ ବୋଲି କହିଥିବା ବିରୋଧୀ ଦଳ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ଜବାବ ଦେଇଛନ୍ତି। କବର ଖୋଳିବା ମନ୍ତବ୍ୟର ଜବାବର ଦେଶବାସୀ ‘ମୋଦି ତେରା କମଳ ଖିଲେଗା’ ବୋଲି କହୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଶୁକ୍ରବାର ମେଘାଳୟ…
୫,୧୦୦ କର୍ମଚାରୀ ନିଯୁକ୍ତ କରିବ ଏୟାର ଇଣ୍ଡିଆ
ନୂଆଦିଲ୍ଲୀ,୨୫ା୨: ଏୟାରବସ୍ ଏବଂ ବୋଇଂ କମ୍ପାନୀଠାରୁ ୪୭୦ଟି ବିମାନ କିଣିବା ପାଇଁ ଏୟାର ଇଣ୍ଡିଆ ୮୦ ବିଲିୟନ ଡଲାର ମୂଲ୍ୟର ଚୁକ୍ତି ସ୍ବାକ୍ଷର କରିବା ପରେ ଚଳିତ ବର୍ଷ ୯୦୦ ପାଇଲଟ ଏବଂ ୪,୨୦୦ରୁ ଊର୍ଦ୍ଧ୍ୱ କ୍ୟାବିନ୍ କର୍ମଚାରୀ ନିଯୁକ୍ତ କରିବା…

