ଜାତୀୟ

‘କେସିଆର୍‌ଙ୍କ ଝିଅ ଗିରଫ ହେବେ’

ତିରୁପତି, ୨୮ା୨: ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ଝିଅ କେ. କବିତା ଖୁବ୍‌ଶୀଘ୍ର ସିବିଆଇ ଦ୍ୱାରା ଗିରଫ ହେବେ ବୋଲି ଜଣେ ଭାଜପା ନେତା ସୋମବାର କହିଛନ୍ତି। ଏହି ମାମଲାରେ ସିବିଆଇ…

ଏନ୍‌ଇଇଟି-ପିଜି ସ୍ଥଗିତ ହେବନି

ନୂଆଦିଲ୍ଲୀ,୨୮ା୨:ଆସନ୍ତା ମାସ ୫ରେ ହେବାକୁ ଥିବା ଜାତୀୟ ଯୋଗ୍ୟତା ତଥା ପ୍ରବେଶିକ ପରୀକ୍ଷା(ଏନ୍‌ଇଇଟି)-ପିଜି ୨୦୨୩ ସ୍ଥଗିତ ରହିବ ନାହିଁ। ସ୍ଥଗିତାଦେଶ ଲାଗି ହୋଇଥିବା ଆବେଦନ ଉପରେ ହସ୍ତକ୍ଷେପ ନ କରିବାକୁ ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଉକ୍ତ ପ୍ରବେଶିକା ପରୀକ୍ଷା ପାଇଁ ସୋମବାର…

ଟଳିପଡିଲେ ଜଣେ ଆତଙ୍କବାଦୀ

ଶ୍ରୀନଗର,୨୮।୨: ଦକ୍ଷିଣ କଶ୍ମୀରର ପୁଲୱାମା ଜିଲାର ପଦ୍ମଗୋରାଠାରେ ଏକ ଏନକାଉଣ୍ଟର ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଡିଜିପି ଦିଲବାଗ ସିଂ ଏହି ଏନକାଉଣ୍ଟରକୁ ନିଶ୍ଚିତ କରିଥିଲେ ମଧ୍ୟ ଆତଙ୍କବାଦୀଙ୍କ ପରିଚୟ ପ୍ରକାଶ କରିନାହାଁନ୍ତି। ସୂଚନାନୁସାରେ, ମୃତ ଆତଙ୍କବାଦୀ କଶ୍ମୀର ପଣ୍ଡିତ ସଞ୍ଜୟ…

ମଣିପୁରର ନୋନିରେ ଭୂକମ୍ପ

ନୋନି,୨୮ ।୨: ମଣିପୁରର ନୋନିରେ ମଙ୍ଗଳବାର ଭୋର ସମୟରେ ଏକ ଭୂକମ୍ପ ଅନୁଭୁତ ହୋଇଛି । ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜି(ଏନସିଏସ) ଅନୁଯାୟୀ, ଭୂକମ୍ପର ଝଟକା ପ୍ରାୟ ୨ଟା ୪୬ ମିନିଟରେ ଅନୁଭୁତ ହୋଇଥିଲା । ଏହା ଭୂପୃଷ୍ଠରୁ ୨୫ କିଲୋମିଟର…

ଟ୍ରେନ୍‌ରେ ଗଞ୍ଜେଇ ଟାଣୁଥିବା ମହିଳା ଯାତ୍ରୀଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ, ୨୭।୨: ବିମାନ ଯାତ୍ରା ହେଉ ଅବା ରେଳ ଯାତ୍ରା, ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭାଗୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନେକ ନିୟମ ଲାଗୁ କରାଯାଇଛି। ଯେଉଁ ଯାତ୍ରୀ ଉକ୍ତ ନିୟମକୁ ଉଲ୍ଲଂଘନ କରନ୍ତି, ସେମାନଙ୍କଠାରୁ ଜରିମାନା ଆଦାୟର ଆଇନ ବ୍ୟବସ୍ଥା…

ତେଲେଙ୍ଗାନାରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ୍‌, ୨୭।୨: ତେଲଙ୍ଗାନା ଓ୍ବାରାଙ୍ଗାଲର ଜଣେ ଇଞ୍ଜିନିୟରିଂ ଛାତ୍ରୀ ରବିବାର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୁରୁଷ ବନ୍ଧୁ ମୃତାଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଆଉ କେତେଜଣ ବନ୍ଧୁଙ୍କ ସହ ଶେୟାର କରିବାକୁ ନେଇ ସେ ଆତ୍ମହତ୍ୟା କରିଥିବା ପୋଲିସ କହିଛି।…

କର୍ନାଟକ ନିର୍ବାଚନରେ ୟେଦୁରପ୍ପା ରହିବେ ଭାଜପାର ପୋଷ୍ଟର ବୟ

ବେଙ୍ଗାଲୁରୁ,୨୭।୨: କର୍ନାଟକର ୪ଥର ଥିବା ମୁଖ୍ୟମନ୍ତ୍ରୀ ଥିବା ତଥା ଭାଜପାର ବରିଷ୍ଠ ନେତା ବି.ଏସ୍‌ ୟେଦୁରପ୍ପାଙ୍କୁ ୮୦ ବର୍ଷ ବୟସ ହେଲାଣି। ଏହାସତ୍ତ୍ୱେ ମଧ୍ୟ ସେ ଚଳିତ ଥର ରାଜ୍ୟରେ ଭାଜପାର ପୋଷ୍ଟର ବୟ ହୋଇ ରହିବେ। କିଛି ଏଭଳି ସୂଚନା…

ଖାର୍ଗେ ଛିଡା ହେଲେ ଖରାରେ, ସୋନିଆଙ୍କୁ ମିଳିଲା ଛତା, ପ୍ରଧାନମନ୍ତ୍ରୀ କହିଲେ ଖାର୍ଗେଙ୍କ ଭଳି ବରିଷ୍ଠ ନେତାଙ୍କୁ ଦେଖି ମୁଁ ଦୁଃଖିତ …

ନୂଆଦିଲ୍ଲୀ,୨୭।୨: କଂଗ୍ରେସର ୮୫ତମ ରାଷ୍ଟ୍ରୀୟ ଅଧିବେଶନ ରାୟପୁରରେ ଅନୁଷ୍ଠିତ ହୋଇଛି। ଏହି ସମୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଛତା ତଳେ ଛିଡା ହେବା ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଖରାରେ ଛିଡା ହୋଇଥିବାର ଏକ ଫଟୋ ସାମ୍ନାକୁ ଆସିଛି।…

ସନ୍ଧ୍ୟା ୫ଟା ସୁଦ୍ଧା ନାଗାଲାଣ୍ଡରେ ୮୧.୯୪, ମେଘାଳୟରେ ୭୪.୩୨ ପ୍ରତିଶତ ଭୋଟିଂ

କୋହିମା/ଶିଲଂ,୨୭।୨: ଦୁଇ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡ ଏବଂ ମେଘାଳୟରେ ବିଧାନସଭା ନିର୍ବାଚନ ପାଇଁ ସୋମବାର ମତଦାନ ଶେଷ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟାରେ ଶେଷ ହେବାର ଥିଲା। ହେଲେ କେବଳ ଧାଡ଼ିରେ ରହିଥିବା ଭୋଟର…

୫ ଦିନିଆ ରିମାଣ୍ଡରେ ଯିବେ ସିସୋଡିଆ

ନୂଆଦିଲ୍ଲୀ,୨୭।୨: ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ରୋଜ ଏଭିନ୍ୟୁ କୋର୍ଟ ଅନୁମତି ଦେଇଛନ୍ତି। ସିବିଆଇ କୋର୍ଟରେ ସିସୋଡିଆଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଦିଲ୍ଲୀ ମଦ ନୀତି ମାମଲାରେ ସିବିଆଇ ସିସୋଡିଆଙ୍କୁ ଗିରଫ କରି…

କୃଷକଙ୍କୁ ମିଳିଲା ହୋଲି ଉପହାର: ଆକାଉଣ୍ଟକୁ ୧୩ତମ କିସ୍ତି ପଠାଇଲେ ମୋଦି

ନୂଆଦିଲ୍ଲୀ,୨୭।୨: ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି। ଏଥର ହୋଲିରେ ଦେଶର କୋଟି କୋଟି ଚାଷୀଙ୍କୁ ମୋଦି ସରକାରଙ୍କ ପକ୍ଷରୁ ଏକ ଉପହାର ଭେଟି ଦିଆଯାଇଛି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୩ତମ କିସ୍ତି କେନ୍ଦ୍ରସରକାର କୃଷକଙ୍କ ଆକାଉଣ୍ଟକୁ ପଠାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,…

ଅଭିନେତ୍ରୀ ଖୁସ୍‌ବୁ ସୁନ୍ଦର ହେଲେ ଜାତୀୟ ମହିଳା ଆୟୋଗ ସଦସ୍ୟ

ନୂଆଦିଲ୍ଲୀ,୨୭।୨: ଭାଜପା ନେତା ତଥା ଅଭିନେତ୍ରୀ ଖୁସ୍‌ବୁ ସୁନ୍ଦରଙ୍କୁ ଜାତୀୟ ମହିଳା ଆୟୋଗ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ଭାଜପାର ଜାତୀୟ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଖୁସ୍‌ବୁ ନିଯୁକ୍ତିର ବିଜ୍ଞପ୍ତିକୁ ଟୁଇଟରରେ ପୋଷ୍ଟ କରି ଖୁସି ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?