ଜାତୀୟ

ଥରୁରଙ୍କୁ ଶୁଣିବା ପାଇଁ ଡିସ୍କନାରୀ ନେଇ ପହଞ୍ଚିଲେ ବ୍ୟକ୍ତି: ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ,୨୮।୨: କଂଗ୍ରେସ ଏମ୍‌ପି ଶଶି ଥରୁରଙ୍କ ଇଂରାଜୀକୁ ସମସ୍ତେ ପସନ୍ଦ କରନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏହାର ଝଲକ ମଧ୍ୟ ଦେଖିବାକୁ ମିଳେ। ଯେତେବେଳେ ସେ ଏପରି କିଛି ଶବ୍ଦ ବ୍ୟବହାର କରନ୍ତି, ଯାହାକୁ ବୁଝିବା ପାଇଁ ଡିସ୍କନାରୀ (ଅଭିଧାନ)ର ଆବଶ୍ୟକତା…

ଥମୁନି ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୮।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ…

ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ହିମନ୍ତ

ଗୁଆହାଟୀ,୨୮।୨: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ଉପ ରାଜ୍ୟପାଳଙ୍କୁ ଗୁଆହାଟୀ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଏପ୍ରିଲ ୧୪ରେ ଗୁଆହାଟୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ। ଏହି ଦିନ ଆସାମର ୧୧,୦୦୦…

ଆତଙ୍କବାଦ ବିରୋଧୀ କାର୍ଯ୍ୟକ୍ରମରେ ଭାରତ ଆଗୁଆ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୨ : ଆତଙ୍କବାଦ ବିରୋଧରେ ଭାରତ ସରକାର ବହୁତ ଭଲ କାମ କରିଛନ୍ତି। ଆମେରିକା ସରକାରଙ୍କ ଏକ ରିପୋର୍ଟରେ ଏହି ଦାବି କରାଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଚିହ୍ନଟ କରିବା, ସେମାନଙ୍କୁ ଧ୍ୱଂସ କରିବା ଏବଂ ଆତଙ୍କବାଦର…

ଚନ୍ଦ୍ରାୟନ ମିଶନ-୩: ଇସ୍ରୋର ସିଇ-୨୦ ଇଞ୍ଜିନର ସଫଳ ପରୀକ୍ଷଣ…

ମହେନ୍ଦ୍ରଗିରି,୨୮।୨ : ଚନ୍ଦ୍ରାୟନ ମିଶନ-୩ର ଲଞ୍ଚ ଯାନର କ୍ରାୟୋଜେନିକ ଉପର ପର୍ଯ୍ୟାୟରେ ଚାଳିତ ସିଇ-୨୦ କ୍ରାୟୋଜେନିକ ଇଞ୍ଜିନର ଫ୍ଲାଇଟ ଗ୍ରହଣୀୟ ଉତ୍ତାପ ପରୀକ୍ଷା ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଏହି ସୂଚନା ଦେଇଛି। ଇସ୍ରୋ କହିଛି ଯେ…

ଅବନ୍ତିପୋରା ଏନ୍‌କାଉଣ୍ଟରରେ ଟଳିପଡ଼ିଲେ ୨ଆତଙ୍କବାଦୀ, ଜଣେ ଯବାନ ଶହୀଦ

ଶ୍ରୀନଗର,୨୮।୨: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମଙ୍ଗଳବାର ଏକ ସଫଳତା ମିଳିଛି। ପୁଲାଓ୍ବାମା ଜିଲାର ଅବନ୍ତପୋରାରେ ଜାରି ରହିଥିବା ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ ସମୟରେ ୨ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ ଜଣେ ଯବାନ ମଧ୍ୟ ଶହୀଦ ହୋଇଥିବା ଜଣାପଡ଼ିଛି। ମୃତ ଆତଙ୍କବାଦୀଙ୍କଠାରୁ ଗୋଟିଏ…

ମୋଦିଙ୍କୁ ଟାର୍ଗେଟ କଲା କଂଗ୍ରେସ, ‘ସେ କେବଳ ଖାର୍ଗେଙ୍କ ଅପମାନ କରି ନାହାନ୍ତି ବରଂ…’

ନୂଆଦିଲ୍ଲୀ,୨୮ ।୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ନେଇ ପ୍ରଧାନମନ୍ତ୍ରୀ ଦେଇଥିବା ବୟାନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ । କଂଗ୍ରେସ ମୋଦିଙ୍କୁ ଏହାର ଜବାବ ଦେଇଛି । କଂଗ୍ରେସ ମୋଦିଙ୍କ ଟିପ୍ପଣିକୁ ନେଇ ଦଳିତ ସମାଜର ଅପମାନ ବୋଲି…

ଲିଭ୍‌-ଇନ୍‌ ସମ୍ପର୍କର ପଞ୍ଜୀକରଣ ଅନିବାର୍ଯ୍ୟ ପାଇଁ ସୁପ୍ରିମ୍‌କୋର୍ଟରେ ଆବେଦନ…

ନୂଆଦିଲ୍ଲୀ,୨୮।୨ : ଲିଭ୍‌-ଇନ୍‌ ସମ୍ପର୍କର ପଞ୍ଜୀକରଣ ଏବଂ ଏହାକୁ ବାଧ୍ୟତାମୂଳକ ଭାବେ କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ଏହି ଆବେଦନରେ ଶ୍ରଦ୍ଧା ୱାକର ଏବଂ ନିକ୍କି ଯାଦବଙ୍କ ହତ୍ୟା ମାମଲା ଉଲ୍ଲେଖ କରାଯାଇଛି। ଆବେଦନରେ କୁହାଯାଇଛି ଯେ,…

କେନ୍ଦ୍ରୀୟ ଯୋଜନା ଟଙ୍କା ଠିକ୍‌ ସମୟରେ ଖର୍ଚ୍ଚ ନ କଲେ ଲାଗିବ ୭ ପ୍ରତିଶତ ଜରିମାନା

ଶିମଲା,୨୮।୨: କେନ୍ଦ୍ରୀୟ ଯୋଜନାର ଟଙ୍କା ଖର୍ଚ୍ଚ କରିବା ମାମଲାରେ କେନ୍ଦ୍ର ସରକାର ରାଜ୍ୟର ସୁଖୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ଚେତାବନୀ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଯୋଜନାଗୁଡିକର ଅର୍ଥ ପ୍ରଦାନ କ୍ଷେତ୍ରରେ ଦିଆଯାଇଛି। ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗର ନିର୍ଦ୍ଦେଶକ ପ୍ରତୀକ କୁମାର…

ଅଖିଳେଶଙ୍କ ସହ ନଜର ଆସିଲେ ଉମେଶ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ

ଲକ୍ଷ୍ନୌ,୨୮।୨: ବିଏସ୍‌ପି ବିଧାୟକ ରାଜୁ ପାଲଙ୍କ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ଶୁକ୍ରବାର ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଦାକତ ଖାନ୍‌ଙ୍କ ଏକ ଫଟୋ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ଫଟୋରେ ସମାଜବାଦୀ ପାର୍ଟିର ମୁଖ୍ୟ…

ଭାରତ ଆସିବେ ଚାଇନା ବୈଦେଶିକ ମନ୍ତ୍ରୀ: ଜି -୨୦ ବୈଠକରେ ଦେବେ ଯୋଗ

ନୂଆଦିଲ୍ଲୀ,୨୮।୨: ଚାଇନା ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗ ଭାରତ ଗସ୍ତରେ ଆସିବେ। ଏହି ଗସ୍ତରେ ମାର୍ଚ୍ଚ ୨ରେ ଦିଲ୍ଲୀରେ ଅନୁଷ୍ଠିତ ଜି -୨୦ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗ ଦେବେ। ଚାଇନା ବୈଦେଶିକ ମନ୍ତ୍ରଣାଳୟ ଏନେଇ ସୂଚନା ଦିଆଯାଇଛି। ମୁଖପାତ୍ର ମାଓ…

ଦେଶରେ ଆଜି ୧୬୮ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୮।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?