ଜାତୀୟ

ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀଙ୍କ ବିରୋଧରେ ଲଢିପାରନ୍ତି ଭଉଣୀ ନୈନା

ଅହମ୍ମଦାବାଦ,୧୧।୧୧: ଗୁଜରାଟ ବିଧାନସଭା ନିର୍ବାଚନ ଉପରେ ସମଗ୍ର ଦେଶର ନଜର ରହିଛି। ଏଥର ଗୁଜରାଟର ଜାମନଗର ଆସନକୁ ନେଇ ଅନେକ ଚର୍ଚ୍ଚାରେ ରହିଛି। ଜାମନଗରରୁ ଭାଜପା କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବା ଜାଡେଜାଙ୍କୁ ପ୍ରାର୍ଥୀ କରିଛି। ଏବେ କଳ୍ପନାଜଳ୍ପନା ହେଉଛି…

୫ମ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କଲେ ମୋଦି

ବେଙ୍ଗାଲୁରୁ,୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଓ ହିମାଚଳ ପ୍ରଦେଶର ନିର୍ବାଚନ ଗସ୍ତ ପରେ ଏବେ ଦକ୍ଷିଣ ଭାରତ ଯାତ୍ରାରେ ଅଛନ୍ତି। ଇତିମଧ୍ୟରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ମୋଦିଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟପାଳ…

ବେଙ୍ଗାଲୁରୁରେ ପହଞ୍ଚିଲେ ମୋଦି

ବେଙ୍ଗାଲୁରୁ,୧୧।୧୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ମୋଦିଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ, ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ, କେନ୍ଦ୍ରମନ୍ତ୍ରୀ ତଥା ଭାଜପା ଏମ୍‌ପି ପ୍ରହଲ୍ଲାଦ ଯୋଶୀ, ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଅଧିକାରୀମାନେ ସେଠାରେ…

ବାଣ କାରଖାନାରେ ବିସ୍ଫୋରଣ ଘଟି ୩ ମୃତ: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆନ୍ଧ୍ରପ୍ରଦେଶ,୧୧।୧୧: ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ତାଡେପାଲିଗୁଡେମ ମଣ୍ଡଳର କାଦିୟାଡ୍ଡା ଗ୍ରାମରେ ଗୁରୁବାର ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.…

ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୧୧।୧୧: ଜମ୍ମୁ-କଶ୍ମୀରର ଶୋପିଆନ ଜିଲାର କପ୍ରିନ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଏହି ଏନକାଉଣ୍ଟରରେ ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ଜଣେ ସଦସ୍ୟ। କୁଲଗାମ-ଶୋପିଆନ ଅଞ୍ଚଳରେ ସକ୍ରିୟ…

ଟିକେଟ୍‌ ନ ମିଳିବାରୁ ଏଏପିରେ ଯୋଗ ଦେଲେ ଭାଜପା ବିଧାୟକ

ଅହମ୍ମଦାବାଦ୍‌,୧୧।୧୧: ଗୁଜରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବା ପରଠାରୁ ସମସ୍ତ ରାଜନୈତିକ ଦଳ ଜିତିବା ପାଇଁ କସରତ ଆରମ୍ଭ କରିଦେଇଛି। ଏଥି ସହିତ କିଛି ନେତା ଅଛନ୍ତି, ଯେଉଁମାନେ ଟିକେଟ ନ ମିଳିବାରୁ ରାଗିଯାଇ ଅନ୍ୟ ଦଳରେ ଯୋଗ ଦେଉଛନ୍ତି।…

ଭୋଟର ପଞ୍ଜୀକରଣ ଗଣତନ୍ତ୍ରର ପ୍ରଥମ ପାହାଚ

ପୁଣେ,୧୧।୧୧: ମହାରାଷ୍ଟ୍ରର ପୁଣେସ୍ଥିତ ସାବିତ୍ରୀବାଈ ଫୁଲେ ବିଶ୍ୱବିଦ୍ୟାଳୟରେ ‘ଭୋଟର ପଞ୍ଜୀକରଣ-ଗଣତନ୍ତ୍ରର ପ୍ରଥମ ପାହାଚ’ ବିଷୟବସ୍ତୁ ଉପରେ ଏକ ମଲ୍ଟିମିଡିଆ ପ୍ରଦର୍ଶନୀ ଅନୁଷ୍ଠିତ ହେଉଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଗୁରୁବାର ଏହାକୁ…

ଆଣ୍ଡାମାନ୍‌ର ପୂର୍ବତନ ମୁଖ୍ୟ ସଚିବ ଗିରଫ

ନୂଆଦିଲ୍ଲୀ,୧୦।୧୧: ଏକ ବଳାତ୍କାର ମାମଲାରେ ଅଭିଯୁକ୍ତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ପୂର୍ବତନ ମୁଖ୍ୟ ଶାସନ ସଚିବ ଜିତେନ୍ଦ୍ର ନାରାୟଣଙ୍କୁ ଗିରଫ କରାଯାଇଛି। ତାଙ୍କୁ ଜେରା ପାଇଁ ପୋର୍ଟବ୍ଲେୟାର ଡକାଯାଇଥିଲା। ସମନ ପରେ ସେ ତଦନ୍ତରେ ସାମିଲ ହୋଇଥିଲେ। ଗୁରୁବାର ତାଙ୍କ ଜାମିନ…

ଜ୍ଞାନବାପି ମାମଲା ଶୁଣାଣି ପାଇଁ ଖଣ୍ଡପୀଠ ଗଠନ ଆଜି

ନୂଆଦିଲ୍ଲୀ,୧୧।୧୧(ପି.ଟି.):ଜ୍ଞାନବାପି-କାଶୀ ବିଶ୍ୱନାଥ ମାମଲାର ଶୁଣାଣି ନିମନ୍ତେ ଶୁକ୍ରବାର ଖଣ୍ଡପୀଠ ଗଠନ କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ମସ୍‌ଜିଦ ପରିସରରୁ ମିଳିଥିବା ଶିବଲିଙ୍ଗର ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେବାକୁ ହିନ୍ଦୁ ପକ୍ଷ ଅନୁରୋଧ କରିଥିଲା। ଗତ ମେ’ ୧୭ରେ ସୁପ୍ରିମକୋର୍ଟ ଶିବଲିଙ୍ଗର ସୁରକ୍ଷା…

ଗୌତମ ନଭଲଖାଙ୍କ ଗୃହବନ୍ଦୀ ଆବେଦନକୁ ଅନୁମତି

ନୂଆଦିଲ୍ଲୀ,୧୧।୧୧(ପି.ଟି.):ଏଲ୍‌ଗାର ପରିଷଦ-ମାଓବାଦୀ ଲିଙ୍କ୍‌ ମାମଲା ସହ ସମ୍ପୃକ୍ତି ଅଭିଯୋଗରେ ଜେଲ୍‌ରେ ଥିବା ସାମାଜିକ କର୍ମୀ ଗୌତମ ନଭଲଖାଙ୍କ ଗୃହବନ୍ଦୀ ଆବେଦନକୁ ଗୁରୁବାର ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ତାଙ୍କ ମେଡିକାଲ ରିପୋର୍ଟକୁ ଖାରଜ କରିବାର କୌଣସି କାରଣ ନ ଥିବା ପ୍ରାଥମିକ…

ଗର୍ଭସ୍ଥ ଶିଶୁଙ୍କୁ ପ୍ରଭାବିତ କରେ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୧୧।୧୧(ପି.ଟି.):ଦିଲ୍ଲୀ- ଜାତୀୟ ରାଜଧାନୀ ଅଞ୍ଚଳ(ଏନ୍‌ସିଆର୍‌)ରେ ବାୟୁ ଗୁଣବତ୍ତା ଅଧିକରୁ ଅଧିକ ଖରାପ ହେବାରେ ଲାଗିଛି। ପ୍ରଦୂଷିତ ବାୟୁ ଗର୍ଭାବସ୍ଥା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଫଳରେ ସମୟ ପୂର୍ବରୁ ସନ୍ତାନ ପ୍ରସବ, କମ୍‌ ଓଜନର…

ଆଧାର ତଥ୍ୟ ୧୦ ବର୍ଷରେ ଥରେ ଅପ୍‌ଡେଟ୍‌ କରିବା ବାଧ୍ୟ

ନୂଆଦିଲ୍ଲୀ,୧୧ା୧୧:କେନ୍ଦ୍ର ସରକାର ଆଧାର ନିୟମାବଳୀରେ ସଂଶୋଧନ କରି ପ୍ରତି ୧୦ ବର୍ଷରେ ଥରେ ନାଗରିକମାନେ ସେମାନଙ୍କ ଆଧାର ତଥ୍ୟ ଅପ୍‌ଡେଟ୍‌ (ସଂଶୋଧନ) କରିବାକୁ ବାଧ୍ୟତାମୂଳକ କରିଛନ୍ତି। ଆଧାର ପଞ୍ଜୀକରଣ ତାରିଖଠାରୁ ୧୦ ବର୍ଷ ସମ୍ପୂର୍ଣ୍ଣ ହେବା ପରେ କାର୍ଡଧାରୀ ଆଧାରର ସମର୍ଥକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri