ଜାତୀୟ

ତ୍ରିପୁରାରେ ଭାଜପା ଆଗୁଆ

ଅଗରତାଲା,୨ ।୩: ପୂର୍ବୋତ୍ତରର ୩ଟି ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଏହି ୩ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି । ଭୋଟ…

ରମେଶ ସିଂ ଅରୋରା କର୍‌ତାରପୁର କରିଡର ଆମ୍ବାସାଡର

ଇସ୍‌ଲାମାବାଦ୍‌, ୨।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ବିଶ୍ୱର ଶିଖ୍‌ ତୀର୍ଥଯାତ୍ରୀମାନଙ୍କୁ ଆକର୍ଷିତ କରିବା ପାଇଁ କର୍‌ତାରପୁର କରିଡର ଆମ୍ବାସାଡର ଭାବେ ସର୍ଦ୍ଦାର ରମେଶ ସିଂ ଅରୋରାଙ୍କୁ ନିଯୁକ୍ତି ଦେଇଛନ୍ତି। ବରିଷ୍ଠ ଶିଖ୍‌ ନେତା ରମେଶ ଅବୈତନିକ ଭାବେ କାର୍ଯ୍ୟ କରିବେ…

ଜାଫରଙ୍କ ଘର ଭାଙ୍ଗିଲା ବୁଲ୍‌ଡୋଜର

ଲକ୍ଷ୍ନୌ, ୨।୩: ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଆଇନଜୀବୀ ଉମେଶ ପାଲଙ୍କ ହତ୍ୟା ଅଭିଯୁକ୍ତ ଜାଫର ଅହମଦଙ୍କ ଘର ବୁଧବାର ନଗର ନିଗମ ପକ୍ଷରୁ ବୁଲ୍‌ଡୋଜର ଲଗାଇ ଭାଙ୍ଗିଦିଆଯାଇଛି। ଜାଫରଙ୍କ ଘରୁ ବନ୍ଧୁକ ସାଙ୍ଗକୁ ବହୁ ମାରଣାସ୍ତ୍ର ପୋଲିସ ଜବତ କରିଛି। ଜେଲରେ…

କେମ୍ବ୍ରିଜ୍‌ରେ ରାହୁଲଙ୍କ ନୂଆ ଲୁକ୍‌

ଲଣ୍ଡନ, ୨।୩:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନୂଆ ଲୁକ୍‌କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ୫୨ ବର୍ଷୀୟ ରାଜନେତାଙ୍କ ନୂଆ ଲୁକ୍‌ର ଫଟୋ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ୭ ଦିନିଆ ଲଣ୍ଡନ ଗସ୍ତରେ ଥିବା ରାହୁଲ…

ସିପିଆର୍‌କୁ ବିଦେଶୀ ପାଣ୍ଠି ମନା

ନୂଆଦିଲ୍ଲୀ,୨ା୩ :ଜଣାଶୁଣା ପବ୍ଲିକ୍‌ ଥିଙ୍କ୍‌ଟ୍ୟାଙ୍କ୍‌ ସେଣ୍ଟର୍‌ ଫର୍‌ ପଲିସି ରିସର୍ଚ୍ଚ (ସିପିଆର୍‌)ର ଫରେନ୍‌ କଣ୍ଟ୍ରିବ୍ୟୁଶନ୍‌ ରେଗୁଲେଶନ୍‌ ଆକ୍ଟ (ଏଫ୍‌ସିଆର୍‌ଏ) ଲାଇସେନ୍ସକୁ ବୁଧବାର କେନ୍ଦ୍ର ସରକାର ରଦ୍ଦ କରିଦେଇଛନ୍ତି। ଆୟକର ଆଇନ ଉଲ୍ଲଂଘନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ…

‘ଆରଆରଆର’ର ‘ନାଟୁ ନାଟୁ’ ଗୀତରେ ଝୁମିମ ସାରା ବିଶ୍ୱ, ଓସ୍କାର ସେରିମନିରେ ହେବ ଲାଇଭ ପରଫରମାନ୍ସ

ମୁମ୍ବାଇ,୨ ।୩: ରାମ ଚରଣ ଓ ଜୁନିୟର ଏନଟିଆରଙ୍କ ମୁଭି ‘ଆରଆରଆର’ର ସାରା ବିଶ୍ୱରେ ପ୍ରଶଂସା କରାଯାଉଛି । କେବଳ ଏହି ଫିଲ୍ମ ନୁହେଁ ବରଂ ଏହାର ‘ନାଟୁ ନାଟୁ’ ଗୀତର ନିଶା ଲୋକଙ୍କ ମୁଣ୍ଡରେ ଚଢିଯାଇଛି । ନାଟୁ ନାଟୁ…

ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ ବିଧାନସଭା ନିର୍ବାଚନର ଫଳାଫଳ ଆଜି, ଗଣନା ପାଇଁ ପ୍ରସ୍ତୁତି ଶେଷ

ନୂଆଦିଲ୍ଲୀ,୨ ।୩: ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ଘୋଷଣା ହେବାକୁ ଯାଉଛି । ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହେବ । ତିନୋଟି ଯାକ ରାଜ୍ୟରେ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି…

ଜାଫରଙ୍କ ଘର ଉପରେ ଚଢିଲା ବୁଲ୍‌ଡୋଜର

ଲକ୍ଷ୍ନୌ,୧।୩:ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଆଇନଜୀବୀ ଉମେଶ ପାଲଙ୍କ ହତ୍ୟା ଅଭିଯୁକ୍ତ ଜାଫର ଅହମଦଙ୍କ ଘର ବୁଧବାର ନଗରନିଗମ ପକ୍ଷରୁ ବୁଲ୍‌ଡୋଜର ଲଗାଇ ଭାଙ୍ଗିଦିଆଯାଇଛି। ଜାଫରଙ୍କ ଘରୁ ବନ୍ଧୁକ ସାଙ୍ଗକୁ ବହୁ ମରଣାସ୍ତ୍ର ପୋଲିସ ଜବତ କରିଛି। ଜେଲରେ ସଜା କାଟୁଥିବା ସମାଜବାଦୀ…

୨୯ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ଆକାଉଣ୍ଟ ବନ୍ଦ କଲା ହ୍ବାଟ୍‌ସଆପ୍‌

ନୂଆଦିଲ୍ଲୀ,୧।୩: ସୁରକ୍ଷା ଦୃଷ୍ଟିରୁ ହ୍ବାଟ୍‌ସଆପ୍‌ ପ୍ରାୟ ୨୯ ଲକ୍ଷ ୧୮ ହଜାର ଭାରତୀୟ ଆକାଉଣ୍ଟ ବନ୍ଦ କରିଦେଇଛି। ଭାରତ ସରକାର ଏବଂ ହ୍ବାଟସଆପ୍‌ର ନୀତି ଉଲ୍ଲଂଘନ ପାଇଁ କମ୍ପାନୀ ଏହି ନିଷ୍ପତି ନେଇଛି। ସାରା ବିଶ୍ୱରେ ୨ ବିଲିୟନରୁ ଅଧିକ ଲୋକ…

ରେକର୍ଡ କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧।୩: ଉତ୍ତରପ୍ରଦେଶର ଦୀର୍ଘତମ ମୁଖ୍ୟମନ୍ତ୍ରୀ ଭାବରେ ଯୋଗୀ ଆଦିତ୍ୟନାଥ ରେକର୍ଡ କରିଛନ୍ତି। ଯୋଗୀ ହେଉଛନ୍ତି ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ, ଯିଏ ଲଗାତାର ୫ ବର୍ଷ ଏବଂ ୩୪୭ ଦିନ ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି। ଯୋଗୀଙ୍କ ପୂର୍ବରୁ କ୍ରମାଗତ ଭାବରେ ଡା ସାମପର୍ନାନନ୍ଦ…

ବିରୋଧୀ ଏକାଠି ଉପରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କଲା କଂଗ୍ରେସ

ଚେନ୍ନାଇ,୧।୩: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଜନ୍ମଦିନ ଅବସରରେ ବୁଧବାର ଚେନ୍ନାଇରେ ଡିଏମକେ ଏକ ବିଶାଳ ସମାବେଶ ଆୟୋଜନ କରିଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ସମେତ ବହୁ ବରିଷ୍ଠ ନେତା…

ଗୁଜରାଟରେ ଖୋଲାଯିବ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌

ନୂଆଦିଲ୍ଲୀ,୧।୩: ଗୁଜରାଟରେ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ଖୋଲାଯିବାକୁ ଚିନ୍ତା କରୁଛନ୍ତି ଅଷ୍ଟ୍ରେଲିଆ ସରକାର। ଏନେଇ ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ଜେସନ କ୍ଲାର ସୂଚନା ଦେଇଛନ୍ତି। କ୍ଲାର କହିଛନ୍ତି, ୱୋଲଙ୍ଗଙ୍ଗ ବିଶ୍ୱବିଦ୍ୟାଳୟ ଭାରତର ଗୁଜରାଟରେ ଏହାର ପ୍ରଥମ କ୍ୟାମ୍ପସ ଖୋଲିବାକୁ ଚିନ୍ତା କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?