ଖ୍ୟାତନାମା ଗାୟିକା ବାଣୀ ଜୟରାମଙ୍କ ପରଲୋକ
ଚେନ୍ନାଇ: ସଙ୍ଗୀତଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ପୁରସ୍କାର ବିଜେତା କିମ୍ବଦନ୍ତୀ ଗାୟକ ବାଣୀ ଜୟରାମଙ୍କ ୭୭ ବର୍ଷ ବୟସରେ ଶନିବାର ପରଲୋକ ଘଟିଛି। ଚେନ୍ନାଇସ୍ଥିତ ଘରୁ ତାଙ୍କ ମୃତଦେହ ମିଳିଛି। ଏହି ଖବର ସମସ୍ତଙ୍କୁ ଚକିତ କରିଥିବା…
କୋର୍ଟ ସମ୍ମୁଖରେ କୌଣସି ମାମଲା ଛୋଟ ଅବା ବଡ଼ ନୁହେଁ: ସିଜେଆଇ…
ନୂଆଦିଲ୍ଲୀ,୪।୨ : ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ନିମ୍ନ ଅଦାଲତରେ ସୁପ୍ରିମକୋର୍ଟଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି। ଏହି ଅବସରରେ ସେ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ କୋର୍ଟଙ୍କ ପାଇଁ କୌଣସି ମାମଲା ଛୋଟ…
ଦୈନିକ ସଂକ୍ରମଣ ହାର ୦.୧୧ ପ୍ରତିଶତ…
ନୂଆଦିଲ୍ଲୀ, ୪।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍…
ଝାଡଖଣ୍ଡ ଯିବେ ଶାହା: ବାବା ବୈଦ୍ୟନାଥଙ୍କୁ କରିବେ ଦର୍ଶନ
ନୂଆଦିଲ୍ଲୀ,୪।୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ଝାଡଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଅମିତ ଶାହା ବାବା ବୈଦ୍ୟନାଥଙ୍କୁ ଦର୍ଶନ କରିବେ। ଏହାପରେ ରାମକୃଷ୍ଣ ମିଶନର ଶତବାର୍ଷିକୀ ଉତ୍ସବରେ ଅଂଶଗ୍ରହଣ କରିବେ। ଏଥିସହ ୪୫୦ କୋଟି ବ୍ୟୟରେ…
ଭୂକମ୍ପରେ ଥରିଲା ମଣିପୁର
ଇମ୍ଫାଲ,୪।୨: ମଣିପୁରରେ ଭୂକମ୍ପ ଝଟକା। ଶନିବାର ସକାଳ ୬ଟା୧୪ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତିବ୍ରତା ୪.୦ ରେକର୍ଡ ହୋଇଥିବା ବେଳେ ଏହାର ଆକ୍ଷାଂଶ ୨୫.୧୩ ଏବଂ ଗଭୀରତା ୧୦ କିଲୋମିଟର ରହିଛି। ଏନେଇ ଜାତୀୟ ଭୂକମ୍ପ…
ବିଦ୍ରୋହ ହେବାକୁ ଯାଉଛି, ଏହା ପୂର୍ବରୁ ଉଦ୍ଧବଙ୍କୁ ଦିଆଯାଇଥିଲା ଚେତାବନୀ କିନ୍ତୁ…
ମୁମ୍ବାଇ,୪ ।୨: ଗତବର୍ଷ ଶିବସେନାରେ ବିଭାଜନ ପରେ ମହାରାଷ୍ଟ୍ରରେ ମହାବିକାଶ ଅଘାଡି(ଏମଭିଏ) ସରକାର ଭାଙ୍ଗି ଯାଇଥିଲା । ଏହାକୁ ନେଇ ଏବେ ଏନସିପି ନେତା ତଥା ଏମଭିଏ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ଅଜିତ ପାୱାର ବଡ କଥା କହିଛନ୍ତି । ସେ…
ସ୍କୁଲ ପୋଷାକ ପିନ୍ଧି ବିଧାନସଭା ଆସିଲେ
ପୁଡୁଚେରି,୪।୨: ପୁଡୁଚେରିକୁ ରାଜ୍ୟ ମାନ୍ୟତା ଦେବା ଲାଗି ବିଧାନସଭାରେ ପ୍ରସ୍ତାବ ଗୃହୀତ କରାଇବାକୁ ସରକାର ରାଜି ହେଉ ନ ଥିବାରୁ ଏହାର ପ୍ରତିବାଦରେ ବିରୋଧୀ ଡିଏମ୍କେ ଏବଂ କଂଗ୍ରେସ ବିଧାୟକମାନେ ସ୍କୁଲ ପୋଷାକ ପିନ୍ଧି ସାଇକେଲରେ ବିଧାନସଭା ଆସିଥିଲେ। ଶୁକ୍ରବାର ଏଭଳି…
ଚିଦାମ୍ବରମ୍ ସ୍ତ୍ରୀଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି
ନୂଆଦିଲ୍ଲୀ,୪।୨ (ପି.ଟି.): ସାରଦା ଚିଟ୍ଫଣ୍ଡ ଏବଂ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ନେତା ପି. ଚିଦାମ୍ବରମ୍ଙ୍କ ସ୍ତ୍ରୀ ନଳିନୀ ଚିଦାମ୍ବରମ, ପୂର୍ବତନ ସିପିଏମ୍ ବିଧାୟକ ଦେବେନ୍ଦ୍ର ନାଥ ବିଶ୍ୱାସ ଏବଂ ଆସାମର ପୂର୍ବତନ ମନ୍ତ୍ରୀ ଅଞ୍ଜନ ଦତ୍ତଙ୍କ ମାଲିକାନାରେ…
ସୁପ୍ରିମକୋର୍ଟରେ ନିଯୁକ୍ତ ହେବେ ୫ ବିଚାରପତି
ନୂଆଦିଲ୍ଲୀ,୪।୨(ଆଇଏଏନ୍ଏସ୍): ସୁପ୍ରିମକୋର୍ଟରେ ଖୁବ୍ଶୀଘ୍ର ୫ ନୂଆ ବିଚାରପତି ନିଯୁକ୍ତ ହେବାକୁ ଯାଉଛନ୍ତି। ଏନେଇ ଶୁକ୍ରବାର କେନ୍ଦ୍ର ସରକାର ଦୁଇଜଣିଆ ଖଣ୍ଡପୀଠଙ୍କୁ ସୂଚନା ଦେଇଛନ୍ତି। ନୂଆ ନିଯୁକ୍ତିକୁ ଖୁବ୍ଶୀଘ୍ର ମଞ୍ଜୁରୀ ମିଳିଯିବ ବୋଲି ଆଟର୍ନି ଜେନେରାଲ ଆର୍. ଭେଙ୍କଟରମଣୀ କହିଥିଲେ। ସୁପ୍ରିମକୋର୍ଟରେ ନିଯୁକ୍ତି…
ମନୋହର ଲାଲ ଖଟ୍ଟରଙ୍କ ବଡ ଘୋଷଣା: ପଦନ୍ନୋତିରେ ଅନୁସୂଚିତ ଜାତିର କର୍ମଚାରୀଙ୍କୁ ମିଳିବ ସଂରକ୍ଷଣ
ଚଣ୍ଡିଗଡ଼,୪ ।୨: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ପାଇଁ କାମ କରୁଥିବା ଅନୁସୂଚିତ ଜାତି(ଏସସି) କର୍ମଚାରୀଙ୍କ ପାଇଁ ଏହି ଘୋଷଣା କରାଯାଇଛି । ସିଏମ ଖଟ୍ଟର ଶୁକ୍ରବାର ଘୋଷଣା କରିଛନ୍ତି…
ଗୋଟିଏ ବେଞ୍ଚରେ ୨ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ,୪।୨: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ସହ ଶୁକ୍ରବାର ବେଞ୍ଚ ଶେୟାର କରିଛନ୍ତି ସିଙ୍ଗାପୁର ପ୍ରତିପକ୍ଷ ସୁନ୍ଦରେଶ ମେନନ୍। ୨୦୧୨ରୁ ସିଙ୍ଗାପୁରର ଚତୁର୍ଥ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍ ମେନନ୍ ଭାରତ ଗସ୍ତରେ ଅଛନ୍ତି। ଶନିବାର ପାଳିତ…
ଆଗାମୀ ନିର୍ବାଚନରେ ଆର୍ଭିଏମ୍ ବ୍ୟବହାର ହେବନି: ରିଜିଜୁ
ନୂଆଦିଲ୍ଲୀ,୪।୨: ଦେଶରେ ଆଗାମୀ ନିର୍ବାଚନରେ ରିମୋଟ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ୍ (ଆର୍ଭିଏମ୍) ବ୍ୟବହାର ଲାଗି କୌଣସି ପ୍ରସ୍ତାବ ନାହିଁ। ଏହା ପ୍ରବାସୀ ଭାରତୀୟ ଭୋଟରଙ୍କ ନିମନ୍ତେ ବ୍ୟବହାର ପାଇଁ ମଧ୍ୟ ପ୍ରସ୍ତାବ ନ ଥିବା ଲୋକ ସଭାରେ ଆଇନମନ୍ତ୍ରୀ କିରେନ ରିଜିଜୁ…
Archives


