Posted inଜାତୀୟ

ଆଫଗାନିସ୍ତାନକୁ ୨୦,୦୦୦ ମେଟ୍ରିକ ଟନ୍‌ ଗହମ ପଠାଇବ ଭାରତ

ନୂଆଦିଲ୍ଲୀ,୮।୩: ଭାରତ ସହାୟତା ଭାବେ ଇରାନର ଚାବହାର ବନ୍ଦର ଦେଇ ଆଫଗାନିସ୍ତାନକୁ ୨୦,୦୦୦ ମେଟ୍ରିକ ଟନ୍‌ ଗହମ ପଠାଇବ। ମଙ୍ଗଳବାର ଇଣ୍ଡିଆ ସେଣ୍ଟ୍ରାଲ ଏସିଆନ କଣ୍ଟ୍ରିର ପ୍ରଥମ ବୈଠକରେ ଭାରତ ଏହି ଘୋଷଣା କରିଛି।

ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଭାରତ ସମେତ କାଜାଖସ୍ତାନ, ର୍କିଗିଜ ରିପବ୍ଲିକ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜ୍ବେକିସ୍ତାନର ସ୍ବତନ୍ତ୍ର ଦୂତ ତଥା ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ବୈଠକରେ ଆଫଗାନିସ୍ତାନକୁ କୌଣସି ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ଭୂଇଁ ରୂପେ ବ୍ୟବହାର କରା ନ ଯିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ଏପରି କି ଆଫଗାନିସ୍ତାଙ୍କ ଅଧିକାର ପ୍ରତି ସମ୍ମାନ ଜଣାଇବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ ପାଇଁ ଭାଜପାର ପ୍ରସ୍ତୁତି ଆରମ୍ଭ: ନଡ୍ଡାଙ୍କ ୧୨୦ ଦିନିଆ ଭାରତ ଗସ୍ତ

ନୂଆଦିଲ୍ଲୀ,୨୩।୧୧: ଆଗକୁ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଭାଜପା ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି। ଦଳର ସାଂଗଠନିକ ସ୍ଥିତିକୁ ଅଧିକ ସୁଦୃଢ଼...

ଯବାନଙ୍କ ଗୁଳିରେ ୪ ଆତଙ୍କବାଦୀ ମୃତ

ଶ୍ରୀନଗର,୨୨ା୩: ଜମ୍ମୁ-କଶ୍ମୀରର ଶୋପିଆନ ଜିଲାରେ ଯବାନଙ୍କ ଗୁଳିରେ ଲସ୍କର-ଇ-ତୋଇବାର ୪ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ଜିଲାର ମନିହାଲ ଅଞ୍ଚଳରେ...

ଶସ୍ତାରେ ମିଳିବ କୋଭିଡ୍‌ ଟିକା

ନୂଆଦିଲ୍ଲୀ,୧୧।୩: କେନ୍ଦ୍ର ସରକାର ଗୁରୁବାର କୋଭିଡ-୧୯ ଟିକାର ନୂଆ ଦର ଘୋଷଣା କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ଖବରତାଦା ସମ୍ମିଳନୀରେ କେନ୍ଦ୍ର...

ସରକାର ଯିବାର କିଛି ଘଣ୍ଟା ପୂର୍ବରୁ ନିଜ ପ୍ରତିଶୃତି ପାଳନ କଲେ କୁମାରସ୍ବାମୀ

ବେଙ୍ଗାଲୁରୁ, ୨୫।୭: ଦୁଇ ସପ୍ତାହ ଧରି କର୍ନାଟକରେ ଚାଲିଥିବା ରାଜନୀତିକ ନାଟକରେ ଯବନିକା ପଡ଼ିଛି। ମଙ୍ଗଳବାର ଆସ୍ଥା ଭୋଟ ହାରିବାରେ କୁମାରସ୍ବାମୀ ସରକାରଙ୍କ ଯଦିଓ ପତନ...

ଆତ୍ମନିର୍ଭର ହେବ ଭାରତ: ୧୦୧ ପ୍ରତିରକ୍ଷା ଉପକରଣ ଦେଶରେ ହେବ ତିଆରି

ନୂଆଦିଲ୍ଲୀ, ୯।୮: ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ବିଦେଶରୁ ଆମଦାନୀ ହେଉଥିବା...

‘ମୋ ଭୂମିକା କ’ଣ ରହିବ ଖାର୍ଗେ ଜୀଙ୍କୁ ପଚାର’

ନୂଆଦିଲ୍ଲୀ,୧୯।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ମଲ୍ଲିକାର୍ଜୁନ ଖାର୍ଗେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଶଶି ଥରୁରଙ୍କୁ ପରାସ୍ତ କରିଛନ୍ତି। ଏବେ ସେ କଂଗ୍ରେସର ନୂଆ ‘ବସ’ ହୋଇଛନ୍ତି। ମୋର...

ଶପଥ ନେବା ପରେ ଉଠିଲା ଇସ୍ତଫା ଦାବି

ଚଣ୍ଡିଗଡ଼,୨୦।୯: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂ ଚାନ୍ନି ସୋମବାର ଶପଥ ଗ୍ରହଣ କରିଛନ୍ତି। ଶପଥ ନେବାର କିଛି ଘଣ୍ଟା ପରେ ପଞ୍ଜାବର ପ୍ରଥମ...

ଆର୍ୟନଙ୍କୁ ଏନ୍‌ସିବି ପକ୍ଷରୁ ପଚରା ଉଚରା ଜାରି…

ମୁମ୍ବାଇ,୩।୧୦: ବଲିଉଡ୍‌ ଅଭିନେତା ଶାହାରୁଖ ଖଁାଙ୍କ ପୁଅ ଆର୍ୟନ ଖାଁଙ୍କୁ ନାର୍କୋଟିକ୍‌ କଣ୍ଟ୍ରୋଲ ବୋର୍ଡ (ଏନ୍‌ସିବି) ପକ୍ଷରୁ ପଚରା ଉଚରା ଜାରି ରହିଛି। କ୍ରୁଏଜ୍‌ ଶିପ୍‌ରେ...

Advertisement
Archives

Model This Week