ରୋହିଣୀଙ୍କୁ ଖୁବ୍ ପ୍ରଶଂସା କଲେ ଭାଜପା ନେତା ଗିରିରାଜ ସିଂହ
ନୂଆଦିଲ୍ଲୀ,୬ ।୧୨: ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କର ସୋମବାର ଅର୍ଥତ୍ ୫ ଡିସେମ୍ବର ୨୦୨୨ରେ ସିଙ୍ଗାପୁରରେ କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି । ତେବେ ଲାଲୁଙ୍କୁ ଆଉ କେହି ନୁହେଁ ବରଂ ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ କିଡ୍ନୀ…
ଖେରୀ ହିଂସା ମାମଲା: ଆଶିଷ ମିଶ୍ରାଙ୍କ ସମେତ ୧୪ଜଣଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କଲା ପୋଲିସ
ଲକ୍ଷ୍ନୌ,୬।୧୨: ଉତ୍ତରପ୍ରଦେଶ ଲଖିମପୁର ଖେରୀର ବହୁଚର୍ଚ୍ଚିତ ତିକୁନିଆ ହିଂସା ମାମଲାରେ ମଙ୍ଗଳବାର କୋର୍ଟରେ ଆଶିଷ ମିଶ୍ରାଙ୍କ ସମେତ ୧୪ଜଣ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଚାର୍ଜଶିଟ୍ ଦାଖଲ କରିଛି। ଏଥିରେ ସେମାନଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ସମେତ ଅନେକ ଧାରା…
ବିନା ହାତ ଥିବା ନବଜାତ ଶିଶୁ: ବାପା କହିଲେ, ମୁଁ ଖୁସି ଅଛି
ଭୋପାଳ,୬।୧୨: ମଧ୍ୟପ୍ରଦେଶର ବଡଓ୍ବାନି ଜିଲାରେ ଏଭଳି ଏକ ଶିଶୁକନ୍ୟା ଜନ୍ମ ହୋଇଛି ଯାହାର ହାତ ନାହିଁ। ଶିଶୁଟି ସୁସ୍ଥ ଥିବା ବେଳେ ତାଙ୍କର ଓଜନ ୨ କିଲୋ ୯୦୦ଗ୍ରାମ୍ ରହିଛି। ବଂଶାନୁକ୍ରମ କିମ୍ବା ପ୍ରସବ ସମୟରେ ସଂକ୍ରମଣ ଯୋଗୁ ଏଭଳି ହୋଇଥାଇପାରେ…
ଦେଶରେ ଆଜି ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୬।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୨ ଜଣ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଛନ୍ତି। ନୂତନ…
ସୁସ୍ଥ ଅଛନ୍ତି ଲାଲୁ: କହିଲେ, ଭଲ ଅନୁଭବ କରୁଛି
ନୂଆଦିଲ୍ଳୀ,୬।୧୨: ଆରଜେଡି ସୁପିମୋ ଲାଲୁ ପ୍ରସାଦ ଯାଦବଙ୍କ ପ୍ରତିରୋପଣ ସଫଳ ହୋଇଛି। ଲାଲୁଙ୍କ ଝିଅ ତଥା ଏମ୍ପି ଡା. ମିସା ଭାରତୀ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଲାଲୁ କହିଛନ୍ତି,ଆପଣ ସମସ୍ତେ ପ୍ରାର୍ଥନା କରିଛନ୍ତି। ବର୍ତ୍ତମାନ ମୁଁ ଭଲ ଅନୁଭବ…
କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରା ସମୟରେ ମୋଦି-ମୋଦି ସ୍ଲୋଗାନ: ରାହୁଲ ଦେଲେ ଫ୍ଲାଇଙ୍ଗ୍ କିସ୍
ଜୟପୁର,୬।୧୨: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆଜିକାଲି ରାଜସ୍ଥାନରେ ଚାଲିଛି। ଏହି ଯାତ୍ରା ସମୟରେ ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା। କଂଗ୍ରେସ ପକ୍ଷରୁ କରାଯାଉଥିବା ଏହି ଯାତ୍ରାରେ ମୋଦି ମୋଦି ସ୍ଲୋଗାନ ଶୁଣିବାକୁ ମିଳିଥିଲା। ଏହା…
ଆଜି ସର୍ବଦଳୀୟ ବୈଠକ, ଯୋଗଦେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୬।୧୨: ପାର୍ଲାମେଣ୍ଟର ଶୀତ ଅଧିବେଶନ ୭ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ କେନ୍ଦ୍ର ସରକାର ମଙ୍ଗଳବାର ସର୍ବଦଳୀୟ ବୈଠକ ଡକାଇଛନ୍ତି। ବୈଠକରେ ଅଧିବେଶନ କାର୍ଯ୍ୟସୂଚୀ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଏହା ବ୍ୟତୀତ ଲୋକ ସଭା ବାଚସ୍ପତି ଓମ୍…
ଟିଏମ୍ସି ମୁଖପାତ୍ର ଗିରଫ
ଜୟପୁର,୬।୧୨: ଗୁଜରାଟ ପୋଲିସ ତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ତଥା ମମତା ବାନାର୍ଜୀଙ୍କ ନିକଟ ସାକେଟ ଗୋଖଲେଙ୍କୁ ଗିରଫ କରିଛି। ଗିରଫ ସମ୍ପର୍କରେ ସୂଚନା ଟିଏମସି ନେତା ତଥା ରାଜ୍ୟ ସଭା ଏମ୍ପି ଡେରେକ ଓ’ବ୍ରାଇନ ଦେଇଛନ୍ତି। ସେ କହିଛନ୍ତି, ସାକେଟ…
କମ୍ପାନୀରେ ଛଟେଇ ପ୍ରକ୍ରିୟା ଜାରି, ଏବେ ପେପ୍ସିକୋ କରୁଛି ଯୋଜନା
ନୂଆଦିଲ୍ଲୀ,୬ ।୧୨: ଟୁଇଟର, ଅମେଜନ, ଫେସବୁକ ପରେ ଏବେ ପେପସିକୋ କମ୍ପାନୀ କର୍ମଚାରୀ ଛଟେଇ କରିବାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି । ୱାଲ ଷ୍ଟ୍ରିଟ ଜର୍ନାଲର ସୂଚନା ଅନୁଯାୟୀ, ପେପସିକୋ ଇଙ୍କ ତା’ର ନ୍ୟୁୟର୍କ ହେଡ ଅଫିସର ସ୍ନାକ…
ମୁଖ୍ୟ ଶାସନ ସଚିବ ଫୋନ ନ ଉଠାଇବାରୁ ରାଗିଲେ ମୁଖ୍ୟମନ୍ତ୍ରୀ
ପାଟନା,୬।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉଗ୍ର ରୂପ ଦେଖିବାକୁ ମିଳିଛି। ମୁଖ୍ୟ ଶାସନ ସଚିବ ଅମିର ସୁଭାନୀ ଫୋନ କଲ ନ ଉଠାଇବାରୁ ନୀତୀଶ ତାଙ୍କ ଉପରେ ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀ ସୋମବାର ଜନତା ଦରବାରରେ ଲୋକଙ୍କ ସମସ୍ୟା ଶୁଣୁଥିଲେ। ଏହି…
ଜି୨୦ ଲୋଗୋରେ ରହୁ ଭିନ୍ନ ପ୍ରତୀକ
ନୂଆଦିଲ୍ଲୀ,୬।୧୨: ୨୦୨୩ ବର୍ଷ ଲାଗି ଭାରତ ଜି୨୦ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛି। ଆସନ୍ତା ବର୍ଷ ହେବାକୁ ଥିବା ଜି୨୦ ସମିଟ୍ ଲାଗି ରଣନୀତି ପ୍ରସ୍ତୁତି ନିମନ୍ତେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ରାଷ୍ଟ୍ରପତି ଭବନରେ…
ବାବ୍ରୀ ମସଜିଦ ଧ୍ୱଂସର ବର୍ଷ ପୂର୍ତ୍ତିକୁ ନେଇ ଅଯୋଧ୍ୟାରେ ହାଇ ଆଲର୍ଟ, ମଥୁରାରେ କଡା ସୁରକ୍ଷା ସହ ନଜର ରଖିବ ଡ୍ରୋନ୍
ଲକ୍ଷ୍ନୌ,୬ ।୧୨: ଠିକ୍ ଆଜିର ଦିିନରେ ୧୯୯୨ରେ ବାବ୍ରୀ ମସଜିଦ ଧ୍ୱଂସ କରି ଦିଆଯାଇଥିଲା । ଉତ୍ତର ପ୍ରଦେଶର ଅଯୋଧ୍ୟାରେ ୬ ଡିସେମ୍ବର ଅର୍ଥାତ୍ ବାବ୍ରୀ ମସଜିଦ ଧ୍ୱଂସର ବର୍ଷ ପୂର୍ତ୍ତିକୁ ଦେଖି ହାଇ ଆଲର୍ଟ ଘୋଷଣା କରାଯାଇଛି । କେବଳ…
Archives


