ଜାତୀୟ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀଙ୍କୁ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୨୭ା୩ (ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୯୯ତମ ରେଡିଓ କାର୍ଯ୍ୟକ୍ରମ ମନ୍‌ କୀ ବାତ୍‌ରେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତର ପ୍ରଥମ ମହିଳା ବୈଜ୍ଞାନିକ ଭାବେ ଜ୍ୟୋତିର୍ମୟୀ ଇଣ୍ଟରନ୍ୟାଶନାଲ ୟୁନିଅନ ଅଫ୍‌ ପିଓର…

ସାରସ ଜୀବନ ବଞ୍ଚାଇଥିବା ଅରିଫ୍‌ଙ୍କ ନାଁରେ ମାମଲା

ଲକ୍ଷ୍ନୌ, ୨୭ା୩ : ଉତ୍ତରପ୍ରଦେଶ ଆମେଠି ଜିଲା ଅନ୍ତର୍ଗତ ମାଣ୍ଡଖା ଗ୍ରାମର ଜଣେ କୃଷକ ଏକ ବିରଳ ସାରସର ଜୀବନ ବଞ୍ଚାଇଥିବାବେଳେ ବନ୍ୟପ୍ରାଣୀ ଆଇନ ଉଲ୍ଲଂଘନ ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ବନ୍ୟପ୍ରାଣୀ କର୍ମଚାରୀ ମହମ୍ମଦ ଅରିଫ୍‌ ନାମକ…

ତିନି ଦଶକ ପର୍ଯ୍ୟନ୍ତ ମାଫିଆ ଥିବା ଅତିକଙ୍କୁ ଗୋଟିଏ ଥର ବି ହୋଇନି ସଜ୍ଜା

ଲକ୍ଷ୍ନୌ,୨୭ ।୩: ଉତ୍ତର ପ୍ରଦେଶ ପୋଲିସ ମାଫିଆ ଅତିକ ଅହମ୍ମଦଙ୍କୁ ସାବରମତି ଜେଲରୁ ଉତ୍ତର ପ୍ରଦେଶ ନିଆ ଯାଉଛି । ସୋମବାର ସକାଳ ସୁଦ୍ଧା ଅତିକଙ୍କ କାଫିଲା ଏମପି-ୟୁପି ବର୍ଡରରେ ପହଞ୍ଚି ଯାଇଛି । ରାତି ସାଢେ ୩ଟାରେ କୋଟାର ପେଟ୍ରୋଲ…

ମମତା ବାନାର୍ଜୀଙ୍କୁ ‘ଭଗବାନ’ ଆଖ୍ୟା ଦେଲେ ମନ୍ତ୍ରୀ

କୋଲକାତା,୨୭।୩: ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ଶୋଭନଦେବ ଚଟ୍ଟୋପାଧ୍ୟାୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ଭଗବାନ’ ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି, ମମତା ବାନାର୍ଜୀ କୌଣସି ଭୁଲ କରିପାରିବେ ନାହିଁ କାରଣ ସେ ଭଗବାନଙ୍କ ପରି ଅଟନ୍ତି। ମୁଁ ଜଣେ ଚୋର ହୋଇପାରେ,…

ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ନୂଆଦିଲ୍ଲୀ,୨୬।୩: ପୂର୍ବତନ ଏମ୍‌ପି ତଥା ଭେଟେରାନ ମାଲାୟାଲମ ଅଭିନେତା ଇନୋସେଣ୍ଟ ଭାରିଡ ଥାକେଥାଲାଙ୍କ ଦେହାନ୍ତ ହୋଇଛି। କେରଳର କୋଚିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ,…

ସୁଷମା ସ୍ବରାଜଙ୍କ ଝିଅଙ୍କୁ ମିଳିଲା ବଡ଼ ପଦବୀ

ନୂଆଦିଲ୍ଲୀ,୨୬।୩: ସ୍ବର୍ଗତ ଭାଜପା ନେତା ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ ସ୍ବରାଜ ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି। ବାଂସୁରୀଙ୍କୁ ଭାଜପା ଏକ ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ଭାଜପାର ଦିଲ୍ଲୀ ୟୁନିଟ୍‌ର ଲିଗାଲ ସେଲର ସହ-ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ବାଂସୁରୀ…

୨୦୨୪ରେ କଂଗ୍ରେସ ହେବ ଆହୁରି ମଜଭୁତ: ରାହୁଲଙ୍କ ସଦସ୍ୟତା ରଦ୍ଦକୁ ନେଇ ଏମିତି କହିଲେ ଚିଦାମ୍ବରମ

ନୂଆଦିଲ୍ଲୀ,୨୬ ।୩: ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ ରବିବାର କହିଛନ୍ତି କି ତାଙ୍କ ଦଳର ନେତା ରାହୁଲ ଗାନ୍ଧୀଙ୍କ ଲୋକ ସଭାରେ ଅଯୋଗ୍ୟତା କଂଗ୍ରେସକୁ ମଜଭୁତ କରିବ । ଏହାର ଫାଇଦା ଆଗାମୀ ବର୍ଷ ହେବାକୁ…

‘କଂଗ୍ରେସର ସତ୍ୟାଗ୍ରହ ସତ୍ୟ ପାଇଁ ଲଢ଼େଇ ନୁହେଁ’

ନୂଆଦିଲ୍ଲୀ, ୨୬ା୩: କଂଗ୍ରେସର ସଂକଳ୍ପ ସତ୍ୟାଗ୍ରହକୁ ଭାଜପା କଡ଼ା ସମାଲୋଚନା କରିଛି। ଏହା ଦେଶର ସମ୍ବିଧାନ ଏବଂ କୋର୍ଟଙ୍କ ରାୟ ବିରୋଧରେ ଆନ୍ଦୋଳନ ବୋଲି ଭାଜପା ଅଭିଯୋଗ କରିଛି। କଂଗ୍ରେସ ସତ୍ୟାଗ୍ରହ ନାମରେ ମହାତ୍ମା ଗାନ୍ଧୀଙ୍କୁ ଅପମାନିତ କରିଛି। ମାହାତ୍ମା ଗାନ୍ଧୀ…

‘କଂଗ୍ରେସ’ର ଅର୍ଥ ବୁଝାଇଲେ ଜେ.ପି. ନଡା

ଭୋପାଳ,୨୬।୩: ଭାଜପା ସଭାପତି ଜେ.ପି. ନଡା ରବିବାର କଂଗ୍ରେସର ସତ୍ୟାଗ୍ରହ ଏବଂ ନାଁ ନ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଥିଲେ। ଭୋପାଳର ଲାଲ ପରେଡ ଗ୍ରାଉଣ୍ଡରେ ଡିଭିଜନାଲ ବୁଥ ଅଧ୍ୟକ୍ଷ ସମ୍ମିଳନୀକୁ ସମ୍ବୋଧିତ କରି ନଡା କହିଛନ୍ତି, କଂଗ୍ରେସର ଅର୍ଥ…

କଡ଼ା ସୁରକ୍ଷା ମଧ୍ୟରେ ଆତିକ ଅହମ୍ମଦଙ୍କୁ ଅଣାଯାଉଛି ପ୍ରୟାଗରାଜ

ପ୍ରୟାଗରାଜ,୨୬।୩: ଉତ୍ତରପ୍ରଦେଶର ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତ ତଥା ପୂର୍ବତନ ଏମ୍‌ପି ଆତିକ ଅହମ୍ମଦଙ୍କୁ ରବିବାର ଗୁଜରାଟର ସାବରମତି ଜେଲରୁ ୟୁପିର ପ୍ରୟାଗରାଜ ଜେଲକୁ ସ୍ଥାନାନ୍ତର କରାଯାଇଛି। ଏହା ସହିତ ୟୁପି ପୋଲିସ କନଭେନର ଲାଇଭ ଟ୍ରାକିଂକୁ ବନ୍ଦ କରିବା…

୨ ପିଲାଙ୍କୁ ବିଷ ଦେଇ ଜୀବନ ହାରିଲେ ଦମ୍ପତି

ହାଇଦ୍ରାବାଦ,୨୬।୩: ହାଇଦ୍ରାବାଦ କୁଶାଇଗୁଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଆପାର୍ଟମେଣ୍ଟରେ ରହୁଥିବା ଗୋଟିଏ ପରିବାରର ୪ ଜଣ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତକ ହେଲେ ସ୍ବାମୀ…

ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ଯୋଧପୁର,୨୬।୩: ବଲିଉଡ୍‌ ଅଭିନେତା ସଲମାନଙ୍କୁ ହତ୍ୟା ଧମକ ଦେବା ପ୍ରସଙ୍ଗରେ ମୁମ୍ବାଇ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ଅଭିଯୁକ୍ତ ଧାକଡ ରାମ ବିଷ୍ଣୋଇଙ୍କୁ ଯୋଧପୁରରୁ ପୋଲିସ ଗିରଫ କରିଛି। ମୁମ୍ବାଇ ଏବଂ ଲୁନି ପୋଲିସ ମିଳିତ କାର୍ଯ୍ୟାନୁଷ୍ଠାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?