ଦିଲ୍ଲୀ ଯାଉଛନ୍ତି ନବୀନ-ମନମୋହନ, ରାଜ୍ୟ ରାଜନୀତିରେ ବଡ଼ ହଲଚଲ!
ଭୁବନେଶ୍ୱର, ୭।୯: ଓଡ଼ିଶାର ରାଜନୈତିକ ମହଲରେ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। କାରଣ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକା ସାଥିରେ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ଗସ୍ତ ଉପରାଷ୍ଟ୍ରପତି ନିର୍ବାଚକୁ…
ଆଜି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ: କ’ଣ କରିବେ, କ’ଣ କରିବେନି?
ନୂଆଦିଲ୍ଲୀ/ ଭୁବନେଶ୍ୱର, (ସୁଚିସ୍ମିତା ସାହୁ) ୭ା୯: ୨୦୨୫ର ଦ୍ୱିତୀୟ ତଥା ଅନ୍ତିମ ଚନ୍ଦ୍ର ଗ୍ରହଣ ରବିବାର ହେବାକୁ ଯାଉଛି। ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ଏହା ଏକ ବିରଳ ମୁହୂର୍ତ୍ତ, ଯେଉଁଥିରେ ଚନ୍ଦ୍ର ପୃଥିବୀର ଛାଇ ଦେଇ ଗତି…
ବଡ଼ ଘୋଷଣା: ଓଡ଼ିଶାରେ ଏହିଦିନଠୁ ଲାଗୁ ହେବ ଏସ୍ଆଇଆର୍!
ନୂଆଦିଲ୍ଲୀ,୭ା୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ ବିବାଦ ଲାଗିରହିଥିବାବେଳେ ଭାରତର ନିର୍ବାଚନ କମିଶନ (ଇସିଆଇ) ୨୦୨୬ ଜାନୁଆରୀ ୧ରୁ ସାରା ଦେଶରେ ଏସ୍ଆଇଆର୍ ଆରମ୍ଭ କରିପାରନ୍ତି। ଏହାର ପ୍ରଥମ ପଦକ୍ଷେପ ସ୍ବରୂପ…
ରୋପ୍ଓ୍ବେ ଛିଣ୍ଡି ଚାଲିଗଲା ୬ ଜୀବନ
ହାଲୋଲ,୬ା୯: ଗୁଜରାଟର ପଞ୍ଚମହଲ ଜିଲା ଅଧୀନ ପଭଗଡ଼ ହିଲ୍ରେ ଶନିବାର ଏକ ଅଘଟଣ ଘଟିଛି। ଏକ କାର୍ଗୋ ରୋପ୍ଓ୍ବେର କେବୁଲ ତାର ଛିଣ୍ଡିଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ପୋଲିସ ଏବଂ ଅଗ୍ନିଶମ ବାହୀନି ନିୟୋଜିତ…
ଶାଳୀଙ୍କ ହାତ ଧରି ଡିଜେ ଗୀତରେ ନାଚୁଥିଲେ ଭିଣୋଇ, ଶଳାଙ୍କ ମୁଣ୍ଡକୁ ଚଢିଗଲା ରାଗ, ତା’ ପରେ…
ମିର୍ଜାପୁର,୬।୯: ଖୁସିର ମାହୋଲ ଭୟଙ୍କର ହୋଇଗଲା ହଠାତ୍ ଯେତେବେଳେ ଜଣେ ଶଳା ତାଙ୍କ ଭିଣୋଇଙ୍କୁ ହିଁ ହତ୍ୟା କରିଦେଲେ। ଶାଳୀଙ୍କ ହାତ ଧରିବା କାରଣରୁ ନିଜ ଭିଣୋଇଙ୍କୁ ହତ୍ୟା କଲେ ଶଳା। ଗୋଟିଏ ବିବାହ ଉତ୍ସବରେ ବରଯାତ୍ରୀରେ ଯିବା ସମୟରେ ଝିଅଘର…
ଜେଜେଙ୍କ ପାଖରେ ରହିବି ନାହିଁ… ପ୍ରଥମ ଶ୍ରେଣୀରେ ପଢୁଥିବା ପୂର୍ବିଙ୍କ କଥା ଶୁଣି ପୋଲିସ କାବା!
ଲକ୍ଷ୍ନୌ,୬।୯: ଉତ୍ତର ପ୍ରଦେଶର ଏଟାହରୁ ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ଆପଣ ବିଶ୍ୱାସ କରିବେ ନାହିଁ। ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଗୋଟିଏ ଛୋଟ ଝିଅର ବୟାନ ସମଗ୍ର ପୋଲିସ ବିଭାଗ ଏବଂ ତାଙ୍କ ପରିବାରକୁ ଚାପରେ ପକାଇ ଦେଇଛି। ଝିଅର…
ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ୍ ଦେଲେ ଅର୍ଥମନ୍ତ୍ରୀ, କହିଲେ ଆମେ ରୁଷିଆରୁ ତେଲ କିଣିଛୁ କିଣିବୁ, ଏ ନିଷ୍ପତ୍ତି …
ନୂଆଦିଲ୍ଲୀ,୬ା୯: ରୁଷିଆରୁ ତେଲ ନ କିଣିବା ପାଇଁ ଆମେରିକା ଭାରତ ଉପରେ ଲଗାତର ଚାପ ପକାଉଛି। ଏଥିପାଇଁ ଭାରତୀୟ ସାମଗ୍ରୀ ଉପରେ ଜରିମାନା ସ୍ବରୂପ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ମଧ୍ୟ ଲଗାଯାଇଥିଲା। ଏହା ସହିତ ଭାରତ ଉପରେ ଶୁଳ୍କ ଏବେ…
India-US Relations: ସତରେ କ’ଣ ପୁଣିଥରେ ମୋଦି-ଟ୍ରମ୍ପଙ୍କ ସମ୍ପର୍କ ହେବ ମଧୁର? କ୍ୱାଡ ସମ୍ମିଳନୀ ହୋଇପାରେ ନୂଆ ସମ୍ପର୍କର ଆରମ୍ଭ ମଞ୍ଚ
ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସମ୍ପର୍କ ଗତ କିଛି ମାସ ଧରି ଉତ୍ତେଜନାପୂର୍ଣ୍ଣ ଦେଖାଦେଇଛି, କିନ୍ତୁ କ’ଣ ଦୁଇ ନେତାଙ୍କ ମଧ୍ୟରେ ବନ୍ଧୁତା ପୁଣିଥରେ ଟ୍ରାକକୁ ଫେରିପାରିବ? ଏବେ ଏହି ପ୍ରଶ୍ନ…
ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ! ଗ୍ରହଣରେ ଏହି ୩ ରାଶିଙ୍କ ଉପରେ ପଡିବ ନକରାତ୍ମକ ପ୍ରଭାବ…
ନୂଆଦିଲ୍ଲୀ,୬।୯: ସେପ୍ଟେମ୍ବର ୭ ରେ ହେବାକୁ ଯାଉଛି ବର୍ଷର ସବୁଠୁ ବଡ଼ ଚନ୍ଦ୍ର ଗ୍ରହଣ! ଯାହା କୁମ୍ଭ ରାଶି ଅଧୀନରେ ଘଟିବ, ଯାହାର ଅଧିପତି ହେଉଛନ୍ତି ଶନି। ଏହି ଗ୍ରହଣ ମାନସିକ ସ୍ତରରେ ଅନେକଙ୍କ ପାଇଁ ଚ୍ୟାଲେଞ୍ଜ ଆଣିପାରେ। କର୍କଟ, କନ୍ୟା,…
ଟାରିଫ ଯୁଦ୍ଧ ଭିତରେ ଫଳପ୍ରଦ ପ୍ରମାଣିତ ହେଲା ଭାରତର ‘ନୀରବ’ କୂଟନୀତି
ନୂଆଦିଲ୍ଲୀ/ଓ୍ବାଶିଂଟନ,୬।୯: ଆମେରିକା ଏବଂ ଭାରତ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଥିବା ଶୁଳ୍କ ଯୁଦ୍ଧ ମଧ୍ୟରେ ଭାରତ ଯେଉଁ କୂଟନୈତିକ ନୀରବତା ଅବଲମ୍ବନ କରିଛି ତାହାର ପ୍ରଭାବ ଦେଖାଯିବା ଆରମ୍ଭ ହୋଇଛି। ଆମେରିକାର ବାରମ୍ବାର ଉତ୍ତେଜନା ସତ୍ତ୍ୱେ, ଭାରତ ଏକ ଅତ୍ୟନ୍ତ…
ବିବାଦ ମଧ୍ୟରେ SIRକୁ ନେଇ ବଡ଼ ଘୋଷଣା କଲେ ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ,୬।୯: ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ SIR ଉପରେ ବିବାଦ ମଧ୍ୟରେ ନିର୍ବାଚନ କମିଶନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କମିଶନ କହିଛନ୍ତି ଯେ ଏହା ସାରା ଦେଶରେ ଏକକାଳୀନ କାର୍ଯ୍ୟକାରୀ ହେବ। ଏ ସମ୍ପର୍କରେ, ସେପ୍ଟେମ୍ବର ୧୦ରେ ଦିଲ୍ଲୀରେ ମୁଖ୍ୟ…
ପୋଲିସକୁ ବଡ଼ ସଫଳତା, ମୁମ୍ବାଇରେ ବିସ୍ଫୋରଣ କରିବାକୁ ଧମକ ଦେଇଥିବା ବ୍ୟକ୍ତି ଗିରଫ
ମୁମ୍ବାଇ,୬।୯: ମୁମ୍ବାଇରେ ବୋମା ବିସ୍ଫୋରଣ ଧମକ ଦେବା ଅଭିଯୋଗରେ ଉତ୍ତର ପ୍ରଦେଶ ନୋଏଡାର ଅଶ୍ୱିନ କୁମାର ସୁପ୍ରା (୫୦) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଶୁକ୍ରବାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମୁମ୍ବାଇ ପୋଲିସ କହିଛି…
Archives


