ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ! ଗ୍ରହଣରେ ଏହି ୩ ରାଶିଙ୍କ ଉପରେ ପଡିବ ନକରାତ୍ମକ ପ୍ରଭାବ…

ନୂଆଦିଲ୍ଲୀ,୬।୯: ସେପ୍ଟେମ୍ବର ୭ ରେ ହେବାକୁ ଯାଉଛି ବର୍ଷର ସବୁଠୁ ବଡ଼ ଚନ୍ଦ୍ର ଗ୍ରହଣ! ଯାହା କୁମ୍ଭ ରାଶି ଅଧୀନରେ ଘଟିବ, ଯାହାର ଅଧିପତି ହେଉଛନ୍ତି ଶନି। ଏହି ଗ୍ରହଣ ମାନସିକ ସ୍ତରରେ ଅନେକଙ୍କ ପାଇଁ ଚ୍ୟାଲେଞ୍ଜ ଆଣିପାରେ। କର୍କଟ, କନ୍ୟା, ତୁଳା, ମକର ଏବଂ ମୀନ ରାଶିର ବ୍ୟକ୍ତିମାନେ ଏହି ସମୟରେ ମାନସିକ ସୱାସ୍ଥ୍ୟରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏହି ଗ୍ରହଣ ସମୟରେ ଏବଂ ପରେ ମଧ୍ୟ ଏହି ରାଶିର ଲୋକମାନେ ମାନସିକ ଚାପ ଅନୁଭବ କରିପାରନ୍ତି।

କର୍କଟ: କର୍କଟ ରାଶିର ବ୍ୟକ୍ତିମାନେ ବ୍ୟକ୍ତିଗତ କାରଣରୁ ମାନସିକ ଚାପ ଅନୁଭବ କରିପାରନ୍ତି। ଏହି ସମୟରେ ସେମାନେ ଅଧିକ ସମ୍ବେଦନଶୀଳ ହୋଇପାରନ୍ତି। ମହିଳା ଜାତକମାନଙ୍କୁ ନିଜ ଭାବନାକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଉଛି। ସୱାସ୍ଥ୍ୟ ଏବଂ ଆତ୍ମ-ଯତ୍ନ ଉପରେ ଧ୍ୟାନ ଦେବା କଷ୍ଟକର ହୋଇପାରେ।

କନ୍ୟା: କନ୍ୟା ରାଶିର ଲୋକମାନେ ଜୀବନରେ ଘଟୁଥିବା ଘଟଣାଗୁଡ଼ିକ ଯୋଗୁଁ ମାନସିକ ଚାପ ଅନୁଭବ କରିପାରନ୍ତି। ଏହି ସମୟ ସେମାନଙ୍କୁ ଆଧ୍ୟାତ୍ମିକତା ଏବଂ ବ୍ୟକ୍ତିଗତ ବିକାଶ ଆଡ଼କୁ ଆକର୍ଷିତ କରିପାରେ। ସେମାନେ ନକାରାତ୍ମକ ଲୋକଙ୍କଠାରୁ ଦୂରେଇ ରହିବା ଏବଂ ନିଜ ଅନ୍ତଃସ୍ପର୍ଶକୁ ଅନୁସରଣ କରିବା ଉଚିତ।

ତୁଳା: ତୁଳା ରାଶିର ବ୍ୟକ୍ତିମାନେ ଏହି ଗ୍ରହଣ ସମୟରେ ଭାବନାତ୍ମକ ଅସ୍ଥିରତାର ସମ୍ମୁଖୀନ ହୋଇପାରନ୍ତି। ସେମାନଙ୍କୁ ନିଜର ମାନସିକ ସ୍ଥିରତା ବଜାୟ ରଖିବାକୁ ଏବଂ ଅନୁଭବକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଉଛି।

ମକର: ମକର ରାଶିର ବ୍ୟକ୍ତିମାନେ ସମ୍ପର୍କ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏହି ସମୟରେ ସେମାନଙ୍କୁ ର୍ଧୈଯ୍ୟ ରଖିବା ଏବଂ ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ କରିବାକୁ ପରାମର୍ଶ ଦିଆଯାଉଛି।

ମୀନ: ମୀନ ରାଶିର ଲୋକମାନେ ଅନିଶ୍ଚିତତା ଏବଂ ଅମୀମାଂସିତ ସମସ୍ୟା ଯୋଗୁଁ ମାନସିକ ଚାପ ଅନୁଭବ କରିପାରନ୍ତି। ସେମାନଙ୍କୁ ସମର୍ଥନ ଖୋଜିବା ଏବଂ ଆଧ୍ୟାତ୍ମିକ ଅଭ୍ୟାସ ଜାରି ରଖିବାକୁ ପରାମର୍ଶ ଦିଆଯାଉଛି।

ଏହି ଗ୍ରହଣର ନକାରାତ୍ମକ ପ୍ରଭାବକୁ ହ୍ରାସ କରିବା ପାଇଁ ଜ୍ୟୋତିଷମାନେ ଗଙ୍ଗାଜଳ ଚନ୍ଦ୍ରମାଙ୍କୁ ଅର୍ପଣ କରିବା, ଧଳା ଖାଦ୍ୟ ଦାନ କରିବା ଏବଂ ଭିଜା ଚାଉଳ ମାଛଙ୍କୁ ଖୁଆଇବା ପରି ଉପାୟ ପରାମର୍ଶ ଦେଇଛନ୍ତି। ଏହା ମାନସିକ ଏବଂ ଆଧ୍ୟାତ୍ମିକ ସ୍ଥିରତା ଆଣିବାରେ ସାହାଯ୍ୟ କରିପାରେ। ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ହେବ, ତେଣୁ ଏହାର ପ୍ରଭାବ ଅଧିକ ଅନୁଭୂତ ହୋଇପାରେ। ସୁତକ କାଳ ସେପ୍ଟେମ୍ବର ୭ ରେ ମଧ୍ୟାହ୍ନ ୧୨:୫୮ ରୁ ଆରମ୍ଭ ହେବ ଏବଂ ଗ୍ରହଣ ସମାପ୍ତ ହେବା ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟରେ ଧ୍ୟାନ, ପ୍ରାର୍ଥନା ଏବଂ ଆଧ୍ୟାତ୍ମିକ ଅଭ୍ୟାସ ଜାରି ରଖିବା ଲାଭଦାୟକ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri