ଜାତୀୟ

ତାମିଲନାଡ଼ୁରେ ସରକାର ଗଢ଼ିବେ ଥଲାପତି ବିଜୟ, ରାଜ୍ୟପାଳଙ୍କୁ ଭେଟିଲେ TVK ମୁଖ୍ୟ

ଚେନ୍ନାଇ,୬।୫: ବୁଧବାର ଦିନ ତାମିଲନାଡୁ ରାଜନୀତିରେ ଏକ ବଡ଼ ମୋଡ଼ ଦେଖିବାକୁ ମିଳିଛି । ସୁପରଷ୍ଟାର ଥଲାପତି ବିଜୟଙ୍କ ଦଳ ଟିଭିକେକୁ ସରକାର ଗଠନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଖୋଲା ସମର୍ଥନ ମିଳିଛି । ତାମିଲନାଡୁର ୨୩୪ ସଦସ୍ୟ…

ତାମିଲନାଡୁରେ ଲାଗିବ ରାଷ୍ଟ୍ରପତି ଶାସନ? ବିଜୟଙ୍କ ବଢିଲା ଟେନଶନ

ଚେନ୍ନାଇ,୬।୫: ତାମିଲନାଡୁର ସମଗ୍ର ରାଜନୈତିକ ଦୃଶ୍ୟପଟ ପରିବର୍ତ୍ତନ ହୋଇଛି। ଥାଲାପଥି ବିଜୟଙ୍କ ଦଳ, ଟିଭିକେର ବିଜୟ ପ୍ରାୟ ଛଅ ଦଶନ୍ଧି ଧରି ରାଜ୍ୟରେ ରହିଥିବା ରାଜନୈତିକ ସମୀକରଣକୁ ଶେଷ କରିଛି। ବିଜୟଙ୍କ ଦଳ, ଟିଭିକେ, କଂଗ୍ରେସ ସମର୍ଥନରେ ଏବେ ରାଜ୍ୟରେ ସରକାର…

ତାମିଲନାଡୁରେ ବିଜୟଙ୍କ ଦଖଲ ପରେ ପବନ କଲ୍ୟାଣଙ୍କ ବଡ଼ ବୟାନ, ମାଟିରେ ମିଶିଯିବ…ରାଜନୀତିରେ ଝଡ

ଚେନ୍ନାଇ,୬।୫: ତାମିଲନାଡୁର ରାଜନୈତିକ ଦୃଶ୍ୟପଟରେ, ବିଧାନସଭା ନିର୍ୱାଚନର ଫଳାଫଳ ପରେ ବୟାନବାଜିର ଏକ ଝଡ଼ ତୀବ୍ର ହୋଇଛି। ଏହି ପରିପ୍ରେକ୍ଷୀରେ, ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଏବଂ ଜନସେନା ମୁଖ୍ୟ ପବନ କଲ୍ୟାଣଙ୍କ ଏକ ବୟାନ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ…

ଇସ୍ତଫା ନ ଦେବା ଉପରେ ଗିରଫ ହେବେ ମମତା ବାନାର୍ଜୀ, କ’ଣ କହୁଛି ଭାରତର ନିୟମ…

କୋଲକାତା,୬।୫: ପଶ୍ଚିମବଙ୍ଗ ରାଜନୀତି ଏପରି ଏକ ମୋଡ଼ ନେଇଛି ଯାହା ବହୁତ କମ ଲୋକ କଳ୍ପନା କରିପାରନ୍ତି। ୨୦୨୬ ନିର୍ବାଚନ ଫଳାଫଳ ରାଜ୍ୟର କ୍ଷମତା ଦୃଶ୍ୟପଟକୁ ସ୍ପଷ୍ଟ କରିଛି, କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜିଦ୍‌ଖୋର ମନୋଭାବ ଏକ ଅଭୂତପୂର୍ବ ସାମ୍ବିଧାନିକ…

ଏହି ଦିନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜୟ! ସାମ୍‌ନାକୁ ଆସିଲା ତାରିଖ

ଚେନ୍ନାଇ,୬।୫: ତାମିଲନାଡୁ ନିର୍ବାଚନରେ ବିପୁଳ ବିଜୟ ପରେ ଥଲାପଥି ବିଜୟ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଅଛି। ନବନିର୍ବାଚିତ ଟିଭିକେ ଦଳର ବିଧାୟକମାନେ ମଙ୍ଗଳବାର ଦିନ ବୈଠକ କରିଥିଲେ ଏବଂ ବିଜୟଙ୍କୁ ଆନୁଷ୍ଠାନିକ ଭାବରେ ସେମାନଙ୍କର ବିଧାୟକ ଦଳ ନେତା ଭାବରେ ବାଛିଥିଲେ।…

ତାମିଲନାଡୁରେ ଭାଙ୍ଗିଲା କଂଗ୍ରେସ-ଡିଏମକେ ମେଣ୍ଟ, ନୂତନ ସରକାର ଗଠନ ପାଇଁ ବିଜୟଙ୍କ ସହ ହାତ ମିଳାଇଲେ ରାହୁଲ

ଚେନ୍ନାଇ,୬।୫: ତାମିଲନାଡୁରେ ନୂତନ ସରକାର ଗଠନ ପାଇଁ ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇ କଂଗ୍ରେସ ବୁଧବାର ରାଜ୍ୟରେ ଡିଏମକେ ସହିତ ଦୀର୍ଘକାଳୀନ ମେଣ୍ଟ ଭାଙ୍ଗି ଦେଇଛି। କଂଗ୍ରେସ କହିଛି ଟିଭିକେ ସହିତ ଏହାର ମେଣ୍ଟ “କେବଳ ଏହି ସରକାର ଗଠନ ପାଇଁ…

ବିଜୟଙ୍କ ଗୋଟି ଚାଳନା! ସରକାର ଆସିବା ପୂର୍ୱରୁ ରାଜନୀତିରେ ଖେଳିଲେ ବଡ଼ ଗେମ୍‌

ଚେନ୍ନାଇ,୬।୫: ତାମିଲନାଡୁରେ କଂଗ୍ରେସ ଏବଂ ଡିଏମକେ ମଧ୍ୟରେ ମେଣ୍ଟ ଭାଙ୍ଗିବାକୁ ବସିଛି। କଂଗ୍ରେସ ଅଭିନେତା ବିଜୟଙ୍କ ଦଳ ଟିଭିକେକୁ ସମର୍ଥନ ଦେବାକୁ ସଙ୍କେତ ଦେଇଛି। କଂଗ୍ରେସ ମହାସଚିବ କେ.ସି. ଭେନୁଗୋପାଳ କହିଛନ୍ତି ଯେ ଟିଭିକେ ସଭାପତି ଥିରୁ ବିଜୟ ତାମିଲନାଡୁରେ ସରକାର…

ବାପାଙ୍କ ହାତ ଛାଡ଼ିଦେଲେ ଥଲାପତି ବିଜୟଙ୍କ ପୁଅ! ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୫: ଚଳଚ୍ଚିତ୍ର ଶିଳ୍ପରୁ ରାଜନୀତିରେ ପ୍ରବେଶ କରିଥିବା ଅଭିନେତା ଥଲାପତି ବିଜୟ ତାଙ୍କର ପ୍ରଥମ ନିର୍ବାଚନରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜୟଙ୍କ ଦଳ – ଟିଭିକେ (ତାମିଲାଗା ଭେଟ୍ଟ୍ରି କାଝାଗମ) ୧୦୮ ଆସନରେ ବିଜୟ…

ଇସ୍ତଫା ଦେଲେ ହିମନ୍ତ ବିଶ୍ୱଶର୍ମା

ଦିଶପୁର,୬ା୫: ଇସ୍ତଫା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସେ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ରାଜଭବନରେ ଲକ୍ଷ୍ମଣ ଆଚାର୍ଯ୍ୟଙ୍କୁ ଭେଟି ସେ ଇସ୍ତଫାପତ୍ର ଦେଇଛନ୍ତି। ରାଜ୍ୟରେ ତୃତୀୟ ଥର ସରକାର ଗଠନ କରିବାକୁ ଯାଉଛି ଭାଜପା। ୧୨୬…

ଥାଲାପତିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତ୍ରିଶା, ପ୍ରଶଂସକ କାବା!

ଚେନ୍ନାଇ, ୬।୫: ଦକ୍ଷିଣ ଭାରତୀୟ ସିନେମା ଜଗତର ‘ଥଲାପତି’ ବିଜୟ ଏବଂ ଗ୍ଲାମର କୁଇନ୍ ତ୍ରିଷା କୃଷ୍ଣନଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି । ନିକଟରେ ଚେନ୍ନାଇରେ ଆୟୋଜିତ ପ୍ରଯୋଜକ କଳ୍ପତି ଏସ୍. ସୁରେଶଙ୍କ ପୁଅଙ୍କ ବିବାହ…

ଭାଗ୍ୟ ହେବ ତ ବିଜୟଙ୍କ ଭଳି: ପ୍ରଥମେ TVKକୁ ଜିତାଇଲେ, ଆଉ ଏବେ ମିଳିଲା ପୁଣି ଖୁସିଖବର

ଚେନ୍ନାଇ,୬।୫: ସତରେ, ଯଦି ଭାଗ୍ୟ ହେବ ଥଲାପଥି ବିଜୟଙ୍କ ଭଳି। ସିନେମାରୁ ରାଜନୀତିରେ ନୂତନ ଭାବରେ ପ୍ରବେଶ କରିଥିବା ଜଣେ ବ୍ୟକ୍ତି, ସେ ତାମିଲନାଡୁରେ ରାଜନୈତିକ ଦଳ TVK ଗଠନ କରିଥିଲେ। ମାତ୍ର ଦୁଇ ବର୍ଷର କଠିନ ପରିଶ୍ରମରେ ସେ ଅନେକ…

ତାମିଲନାଡୁ ରାଜନୀତି ସରଗରମ: AIADMK ୨ ଫାଳ, ବିଜୟଙ୍କ ସମର୍ଥନରେ…

ଚେନ୍ନାଇ,୬।୫: ତାମିଲନାଡୁ ରାଜନୀତିରେ ଏଥର ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି। ବିଧାନସଭା ନିର୍ବାଚନରେ ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ନେତୃତ୍ୱରେ ଦଳ ଟିଭିକେ ୧୦୮ଟି ଆସନ ପାଇ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି। ଟିଭିକେକୁ କିପରି ସମର୍ଥନ ଦିଆଯିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?