ଜାତୀୟ

ଅକ୍ଷର ରିଭର କ୍ରୁଜ୍‌ର ଶୁଭାରମ୍ଭ କଲେ ଶାହା…

ଅହମଦାବାଦ,୨।୭ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର କହିଛନ୍ତି ସାବରମତି ‘ରିଭର ଫ୍ରଣ୍ଟ’ ଅହମଦାବାଦରେ ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟକଳାପର କେନ୍ଦ୍ର ପାଲଟିଛି। ଏହି ଅବସରରେ ଶାହା ନଦୀରେ ‘ଅକ୍ଷର ରିଭର କ୍ରୁଜ’କୁ ଡିଜିଟାଲ ଭାବେ ଉଦଘାଟନ କରିଥିଲେ। ଭିଡିଓ…

ଏନଡିଏରେ ଅଜିତ ପାଓ୍ବାର ସାମିଲ, ହେଲେ ଉପମୁଖ୍ୟମନ୍ତ୍ରୀ….

ମୁମ୍ବାଇ,୨।୭ : ମହାରାଷ୍ଟ୍ରର ଶିବସେନା-ଭାଜପାର ଅନ୍ୟତମ ବିରୋଧୀ ଦଳ ଏନସିପି ବିଭାଜିତ ହୋଇଛି। ଏନସିପି ନେତା ଅଜିତ ପାୱାର ରବିବାର ନିଜ ବାସଭବନରେ ଦଳର ନେତାଙ୍କ ଏକ ବୈଠକ ଡାକିଲେ ଏବଂ ପରେ ସିଧାସଳଖ ରାଜ ଭବନରେ ପହଞ୍ଚିଥିଲେ। ଅଜିତ ମହାରାଷ୍ଟ୍ର…

୪ ବର୍ଷ ତଳର ପୁରୁଣା ନାଟକ, ଅଜିତ ପାଓ୍ବାର ଦେଇଥିଲେ ବଡ଼ ଝଟ୍‌କା, ଏବେ ପୁଣି ଆରମ୍ଭ…

ମୁମ୍ବାଇ,୨।୭ : ମହାରାଷ୍ଟ୍ରରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ ରବିବାର ଦଳର ନେତା ଅଜିତ ପାୱାର ତାଙ୍କ ବାସଭବନରେ ଏନସିପି ନେତାଙ୍କ ଏକ ବୈଠକ ଡାକିଥିଲେ। ଏହି…

ଭାରତ-ମ୍ୟାନମାର-ଥାଇଲାଣ୍ଡ ରାଜପଥ ପ୍ରକଳ୍ପର ୭୦ ପ୍ରତିଶତ କାମ ଶେଷ…

ନୂଆଦିଲ୍ଲୀ,୨।୭ : କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ରବିବାର କହିଛନ୍ତି ଭାରତ-ମ୍ୟାନମାର-ଥାଇଲାଣ୍ଡ ଦେଇ ଯାଉଥିବା ଉଚ୍ଚାଭିଳାଷୀ ରାଜପଥ ପ୍ରକଳ୍ପର ୭୦ ପ୍ରତିଶତ କାମ ଶେଷ ହୋଇଛି। ଭାରତ-ମ୍ୟାନମାର-ଥାଇଲାଣ୍ଡ ମଧ୍ୟରେ ଥିବା ପ୍ରାୟ ୧୪୦୦ କିଲୋମିଟର ଲମ୍ବା ରାଜପଥର କାମ ଜାରି ରହିଛି।…

ଆଜାଦଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ

ଚଣ୍ଡିଗଡ଼, ୨।୭: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତି ନେଇ ଶନିବାର ହରିୟାଣାର ଅମ୍ବାଲାରୁ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ହରିୟାଣା ଓ ଉତ୍ତରପ୍ରଦେଶ ପୋଲିସର ମିଳିତ ଅପରେଶନ ଆରମ୍ଭ କରିଥିଲା।…

ସହମତି ବୟସ ୧୬କୁ ହ୍ରାସ କରାଯାଉ

ଗ୍ବାଲିୟର, ୨।୭: ମହିଳାମାନଙ୍କ ସହମତି ବୟସ ୧୬ ବର୍ଷକୁ ହ୍ରାସ କରିବା ନିମନ୍ତେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଗ୍ବାଲିୟର ବେଞ୍ଚ୍‌ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ବର୍ତ୍ତମାନ ମହିଳାମାନଙ୍କ ସହମତି ବୟସ ୧୮ ବର୍ଷ ରଖାଯାଇଥିବାରୁ କିଶୋରମାନଙ୍କ ପ୍ରତି ଅନ୍ୟାୟ ହେବା ସହ…

ତିସ୍ତାଙ୍କୁ ୭ ଦିନ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ, ୨।୭ : ସାମାଜିକ କର୍ମୀ ତିସ୍ତା ସିତଲଓ୍ବାଡ୍‌ଙ୍କ ନିୟମିତ ଜାମିନ ଆବେଦନକୁ ଗୁଜରାଟ ହାଇକୋର୍ଟ ଶନିବାର ଖାରଜ କରିଦେଇଥିଲେ। ୨୦୦୨ ଗୋଧ୍ରା ପରବର୍ତ୍ତୀ ଦଙ୍ଗା ମାମଲାରେ ନିରୀହ ଲୋକଙ୍କୁ ଫସାଇବା ପାଇଁ ପ୍ରମାଣ ଜାଲିଆତି କରିଥିବା ଅଭିଯୋଗରେ ସମ୍ପୃକ୍ତ ତିସ୍ତାଙ୍କୁ…

ମନୁଷ୍ୟକୃତ ତ୍ରୁଟିରୁ ଦୁର୍ଘଟଣା ଚର୍ଚ୍ଚା

ବାଲେଶ୍ୱର/ବାହାନଗା,୨।୭(ମାନସ ବିଶ୍ୱାଳ/ ଅରୂପ କୁମାର ଦାସ)ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଦୁର୍ଘଟଣାକୁ ଜୁଲାଇ ୨ତାରିଖ ରବିବାର ଏକ ମାସ ପୂରିବ। ଏହି ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧ହଜାରରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। କେତେଜଣ ଆହତ ଘରକୁ ଫେରିଥିବାବେଳେ ଅନେକେ…

ଏବେ ନୁହେଁ ତ କେବେ ନୁହେଁ: ୟୁସିସି ନେଇ ନକଭିଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୧।୭ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ସମ୍ବନ୍ଧରେ ଆଇନ ଆୟୋଗ ଲୋକ ତଥା ଧାର୍ମିକ ସଂଗଠନର ମତାମତ ଲୋଡିଛନ୍ତି। ୟୁନିଫର୍ମ ସିଭିଲ କୋଡ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ବିବୃତ୍ତି ପରେ ଶାସକ ଏବଂ ବିରୋଧିଙ୍କ ମଧ୍ୟରେ ବାକଯୁଦ୍ଧ…

ଆମେ ପ୍ରକୃତିଠାରୁ ବଡ଼ ନୁହେଁ, ଏହାର ଏକ ଅଂଶ ମାତ୍ର, ଏହାର ସୁରକ୍ଷା ଜରୁରୀ…

ନୂଆଦିଲ୍ଲୀ,୧।୭ : କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ ଯାବଦ କହିଛନ୍ତି, ଆମେ ଆମେ ପ୍ରକୃତିଠାରୁ ବଡ଼ ନୁହେଁ, ଏହାର ଏକ ଅଂଶ ମାତ୍ର, ତେଣୁ ଏହାର ସୁରକ୍ଷା ଜରୁରୀ। ଭାରତ ୨୦୨୨ରେ ପ୍ରାଣୀଙ୍କର ୬୬୪ ନୂଆ…

ୟୁସିସିକୁ ବିରୋଧ କଲେ ମେଘାଳୟ ମୁଖ୍ୟମନ୍ତ୍ରୀ…

ଶିଲଂ,୧।୭ : ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନପିପି) ମୁଖ୍ୟ ତଥା ଉତ୍ତର ପୂର୍ବର ଭାଜପାର ଅନ୍ୟତମ ପ୍ରମୁଖ ସହଯୋଗୀ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ୟୁନିଫର୍ମ ସିଭିଲ କୋଡ (ୟୁସିସି)କୁ ବିରୋଧ କରିଛନ୍ତି। ସେ କହିଛନ୍ତି ୟୁନିଫର୍ମ ସିଭିଲ କୋଡ ଭାରତର…

ଉଦ୍ଧବଙ୍କୁ ପୁଣି ଝଟ୍‌କା: ଆଦିତ୍ୟଙ୍କ ନିକଟତର ଥିବା ରାହୁଲ ଶିନ୍ଦେ ଶିବିରରେ…

ମୁମ୍ବାଇ,୧।୭ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପୁଣି ଥରେ ବଡ଼ ଝଟ୍‌କା ଲାଗିଛି। ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେଙ୍କ ଅତି ନିକଟଔତର କୁହାଯାଉଥିବା ରାହୁଲ କାନାଲ ବାଡ଼ ଡେଇଁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବିରରେ ଯୋଗ ଦେଇଛନ୍ତିି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?