ଜାତୀୟ

‘ହାଇଦ୍ରାବାଦ-ଦିଲ୍ଲୀ ମାର୍ଗରେ ଆସନ୍ତା ସପ୍ତାହରେ ବାଲେଶ୍ୱର ଭଳି ଦୁର୍ଘଟଣା ଘଟିବ’, ରେଲଓ୍ବେକୁ ମିଳିଲା ଚେତାବନୀ

ନୂଆଦିଲ୍ଲୀ, ୩।୭: ଦକ୍ଷିଣ କେନ୍ଦ୍ରୀୟ ରେଳବାଇକୁ ନିକଟରେ ଏକ ଅଜ୍ଞାତ ଚିଠି ମିଳିଛି। ଯେଉଁଥିରେ ଆସନ୍ତା ସପ୍ତାହରେ ହାଇଦ୍ରାବାଦ-ଦିଲ୍ଲୀ-ହାଇଦ୍ରାବାଦ ମାର୍ଗରେ ବାଲେଶ୍ୱର ଭଳି ଟ୍ରେନ ଦୁର୍ଘଟଣା ହେବ ବୋଲି ଚେତାବନୀ ଦିଆଯାଇଛି। ସରକାରୀ ସୂତ୍ର ଏହି ସୂଚନା ଦେଇଛି। ସୂଚନାଯୋଗ୍ୟ, ଜୁନ…

ଧାରା ୩୭୦ ହଟିବା ଉପରେ ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ,୩।୭: ଧାରା ୩୭୦ ଉଚ୍ଛେଦ ଉପରେ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ କିଶନ କୌଲ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବି.ଆର ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ଏହି ଶୁଣାଣି…

ସୁପ୍ରିୟା ସୁଲେ କେନ୍ଦ୍ରମନ୍ତ୍ରୀ ହେଲେ ମୁଁ ଆଶ୍ଚର୍ଯ୍ୟ ହେବିନି: ରାଜ ଠାକରେ

ମୁମ୍ବାଇ,୩।୭: ମହାରାଷ୍ଟ୍ରରେ ଅଜିତ ପାଓ୍ବାରଙ୍କ ଗୋଟିଏ ନିଷ୍ପତ୍ତି ରାଜନୀତିର ବାତାବରଣକୁ ଉଷ୍ମ କରିଦେଇଛି। ଅଜିତ ପାଓ୍ବାର ଉପ ମୁଖ୍ୟମନ୍ତ୍ରୀ ହେବା ପରେ ଶରଦ ପାଓ୍ବାରଙ୍କ ଗ୍ରୁପ ପକ୍ଷରୁ ଆକ୍ରମଣ ବଢି ଯାଇଛି। ଏପଟେ ରାଜ୍ୟର ଆଉ ଏକ ଦଳ ମନସେର ମୁଖ୍ୟ…

ଜମି ବଦଳରେ ଚାକିରି ମାମଲା: ଲାଲୁ, ତେଜସ୍ବୀ, ରାବ୍ରି ଦେବୀଙ୍କ ବିରୋଧରେ ଚାର୍ଜଶିଟ ଦାଖଲ

ପାଟନା,୩।୭: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଜମି ବଦଳରେ ଚାକିରି ଦେବା ମାମଲାରେ ଦିଲ୍ଲୀର ରୌଜ ଏଭେନ୍ୟୁ କୋର୍ଟରେ ଚାର୍ଜଶିଟ ଦାଖଲ କରିଛି। ଏହି ଚାର୍ଜଶିଟରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ…

ଦିଲ୍ଲୀରେ ବନ୍ଦେ ଭାରତ ଟ୍ରେନ ପାଇଁ ନୂଆ ରକ୍ଷଣାବେକ୍ଷଣ ସେଡ୍‌ ନିର୍ମାଣକୁ ଅନୁମୋଦନ

ନୂଆଦିଲ୍ଲୀ,୩।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବନ୍ଦେ ଭାରତ ଟ୍ରେନ ପାଇଁ ଏକ ନୂତନ ରକ୍ଷଣାବେକ୍ଷଣ ସେଡ୍‌ ନିର୍ମାଣ ପାଇଁ ରାସ୍ତା ସଫା କରିଦେଇଛନ୍ତି। ଏହାର ନିର୍ମାଣରେ ବାଧା ସୃଷ୍ଟି କରୁଥିବା ଗଛଗୁଡିକୁ ହଟାଇବା ଏବଂ ପ୍ରତିରୋପଣ କରିବାକୁ ନେଇ ଆସିଥିବା…

୭୬% ୨ ହଜାର ଟଙ୍କିଆ ନୋଟ୍‌ ବ୍ୟାଙ୍କକୁ ଫେରିଲା

ନୂଆଦିଲ୍ଲୀ,୩ା୭: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୨ ହଜାର ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରିନେବା ଲାଗି ଘୋଷଣା କରିଛି। ଏନେଇ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ସମୟ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଜୁନ୍‌ ୩୦…

ମୋଦିଙ୍କ ଅଧ୍ୟକ୍ଷତାରେ ପ୍ରଗତି ମଇଦାନରେ ମନ୍ତ୍ରିପରିଷଦର ବୈଠକ ଜାରି

ନୂଆଦିଲ୍ଲୀ,୩।୭: ଦିଲ୍ଲୀର ପ୍ରଗତି ମଇଦାନରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ବୈଠକ ଚାଲିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ହେଉଥିବା ଏହି ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରି ଅମିତ ଶାହା, ନୀତୀନ ଗଡକରି. ଅନୁରାଗ ଠାକୁର, ଜି କିଶନ ରେଡ୍ଡି ଓ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଅଛନ୍ତି।…

ସୁନୀଲ ତଟକରେଙ୍କୁ ମହାରାଷ୍ଟ୍ର ଏନସିପିର ଅଧ୍ୟକ୍ଷ କଲେ ଅଜିତ ପାୱାର

ମୁମ୍ବାଇ,୩।୭: ମହାରାଷ୍ଟ୍ରରେ ରାଜନୈତିକ ଝଡ଼ ଗଭୀର ହେବାରେ ଲାଗିଛି। ରବିବାର (ଜୁଲାଇ ୨) ବିଦ୍ରୋହ ପରେ ଏନସିପି ଦୁଇଟି ଦଳରେ ବିଭକ୍ତ ହୋଇଛି। ବର୍ତ୍ତମାନ ଉଭୟ ଗୋଷ୍ଠୀରୁ ନୂତନ ନିଯୁକ୍ତି ଏବଂ ବରଖାସ୍ତ କରାଯାଉଛି। ଅଜିତ ପାୱାର ଗୋଷ୍ଠୀ ସୁନୀଲ ତଟକରେଙ୍କୁ…

୭୦ ଫୁଟ୍‌ ଖାଇକୁ ଖସିଲା କାର୍‌: ୨ ମୃତ

ଲକ୍ଷ୍ନୌ,୩।୭: ଉତ୍ତରପ୍ରଦେଶର ସୀତାପୁର ଜିଲାର କମଳାପୁର ଅଞ୍ଚଳରେ ସୋମବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍‌ ନିୟନ୍ତ୍ରଣ ହରାଇ ୭୦ ଫୁଟ୍‌ ଖାଇକୁ ଖସିପଡିଛି। ଏହି ଦୁର୍ଘଟଣାରେ କାରରେ ଥିବା ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ…

ଜୁଲାଇ ୧୩ରେ ଲଞ୍ଚ ହେବ ‘ଚନ୍ଦ୍ରୟାନ -୩’

ନୂଆଦିଲ୍ଲୀ,୩।୭: ଚନ୍ଦ୍ରାୟାନ -୩ ମିଶନ ଜୁଲାଇ ୧୩ରେ ଲଞ୍ଚ ହେବ। ସୋମବାର ଏନେଇ ଇସ୍ରୋ ଚେୟାରମ୍ୟାନ ଏସ୍‌. ସୋମନାଥ ସୂଚନା ଦେଇଛନ୍ତି। ସୋମନାଥ କହିଛନ୍ତି, ଆମେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି କରିବାକୁ ସକ୍ଷମ ହେବୁ। ଜୁଲାଇ ୧୩ରେ ଉତକ୍ଷେପଣ ପାଇଁ ଉଦ୍ୟମ…

ଫେମା ଯାଞ୍ଚ ମଧ୍ୟରେ ଇଡିରେ ହାଜର ହେଲେ ଅନିଲ ଅମ୍ବାନୀ

ମୁମ୍ବାଇ,୩।୭: ଶିଳ୍ପପତି ଅନିଲ ଅମ୍ବାନୀ ଫେମା ଯାଞ୍ଚ ମଧ୍ୟରେ ମୁମ୍ବାଇରେ ଇଡି ସାମ୍ନାରେ ହାଜର ହୋଇଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ୬୪ ବର୍ଷିୟ ଅନିଲ ଅମ୍ବାନୀ ବିଦେଶୀ ଫେମାର ବିଭିନ୍ନ ବିଭାଗରେ ପଞ୍ଜୀକୃତ ହୋଇଥିବା…

ଅଜିତଙ୍କୁ ଝଟକା, ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ଥିବା ୨ ବିଧାୟକ ନେଲେ ୟୁଟର୍ନ

ମୁମ୍ବାଇ,୩।୭: ମହାରାଷ୍ଟ୍ର ରାଜନୀତିରେ ହୋଇଥିବା ବଡ ଧରଣର ଅଦଳବଦଳ ପରେ ଏବେ ୟୁଟର୍ନର ପ୍ରକ୍ରିୟା ବି ଆରମ୍ଭ ହୋଇ ଗଲାଣି। ଅଜିତ ପାଓ୍ବାରଙ୍କ ସହ ବିଦ୍ରୋହ କରିଥିବା ଦୁଇ ବିଧାୟକ ଘର ଲେଉଟାଣି କରିଛନ୍ତି। ଅଜିତଙ୍କ ସମର୍ଥକ ବିଧାୟକ ଦିଲିପ ମୋହିତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?