ଜାତୀୟ

ୟୁନିଫର୍ମ ସିଭିଲ କୋଡ ଲାଗୁ ପାଇଁ ଦେଶବାସୀଙ୍କଠାରୁ ମତାମତ ଲୋଡିଲେ ଆଇନ ଆୟୋଗ…

ନୂଆଦିଲ୍ଲୀ,୧୫।୬ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ସମ୍ବନ୍ଧରେ ଆଇନ ଆୟୋଗ ପୁଣି ଥରେ ଦେଶବାସୀଙ୍କଠାରୁ ମତାମତ ଲୋଡିଛନ୍ତି। ଏହି ପରିପ୍ରେକ୍ଷୀରେ ଦେଶର ଜ୍ଞାନୀ ବ୍ୟକ୍ତି ତଥା ସମସ୍ତ ଧର୍ମର ପ୍ରମୁଖ ଧାର୍ମିକ ସଂଗଠନ ମାନଙ୍କୁ ମତାମତ ଦେବାକୁ କୁହାଯାଇଛି। ଆଇନ…

ସକ୍ରିୟ ମାମଲା-ଦୈନିକ ସଂକ୍ରମଣରେ ବ୍ରେକ୍‌ …

ନୂଆଦିଲ୍ଲୀ, ୧୫।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…

ବ୍ରିଜ ଭୂଷଣଙ୍କୁୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୧୫।୬: ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)ର ପୂର୍ବତନ ଅଧ୍ୟକ୍ଷ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କୁ ବଡ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ପୋଲିସ ୧ହଜାର ପୃଷ୍ଠାର ଚାର୍ଜସିଟ ପଟିଆଲା ହାଉଓ କୋର୍ଟରେ ଦାଖଲ କରିଛି। ନାବାଳିକା ରେସଲର…

ମାୟାବତୀଙ୍କ ସରକାର ସମୟରେ ତାଙ୍କ ଭାଇ-ଭାଉଜଙ୍କୁ ୪୬ ପ୍ରତିଶତ ରିହାତିରେ ମିଳିଥିଲା ୨୬୧ ଫ୍ଲାଟ…

ଲକ୍ଷ୍ନୌ,୧୫।୬ : ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ କାର୍ଯ୍ୟକାଳ ମଧ୍ୟରେ, ତାଙ୍କ ଭାଇ ଓ ଭାଉଜଙ୍କୁ ନୋଏଡାସ୍ଥିତ ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ୪୬ ପ୍ରତିଶତ ରିହାତିରେ୨୬୧ ଫ୍ଲାଟ ବଣ୍ଟନ କରାଯାଇଥିଲା। ଆପାର୍ଟମେଣ୍ଟଟି ରିଅଲ…

ନୀତୀଶଙ୍କ ସୁରକ୍ଷାାରେ ତ୍ରୁଟି

ପାଟନା,୧୫।୬: ଗୁରୁବାର ସକାଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସୁରକ୍ଷାରେ ଏକ ବଡ଼ ଧରଣର ତ୍ରୁଟି ଦେଖାଦେଇଛି। ନୀତୀଶ କୁମାର ସକାଳେ ମର୍ନିଂ ଓ୍ବାକରେ ଯାଇଥିଲେ। ସେ ଅଣେ ମାର୍ଗରେ ଥିବା ତାଙ୍କ ବାସଭବନ ନିକଟରେ ସକାଳେ ବୁଲୁଥିଲେ। ଏହି ସମୟରେ…

ରାଜସ୍ତାନରେ ହୋଟେଲ କର୍ମଚାରୀଙ୍କୁ ମାଡ ମାରିବା ଘଟଣା: ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀ ନିଲମ୍ବିତ

ଜୟପୁର,୧୫।୬: ରାଜସ୍ଥାନର ଅଜମେର ଜିଲାରେ ଜନୈକ ହୋଟେଲ କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ ଜଣେ ଆଇଏଏସ୍‌ ଏବଂ ଜଣେ ଆଇପିଏସ୍‌ ଅଧୀକାରୀଙ୍କୁ ନିଲମ୍ବନ କରାଯାଇଛି। ଦୁହିଁଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାରେ ଆଇଏଏସ୍‌ ଗିରିଧର ବେନିବାଲ ଏବଂ…

ତିସ୍ତାଙ୍କୁ ୩୦ ଲକ୍ଷ ଦେଇଥିଲେ ଅହମ୍ମଦ ପଟେଲ, ଗୁଜରାଟ ସରକାରଙ୍କୁ ଅସ୍ଥିର କରିବା ଥିଲା ଉଦ୍ଦେଶ୍ୟ…

ଅହମଦାବାଦ,୧୫।୬ : ତିସ୍ତା ସେଟାଲଭାଡର ଜାମିନ ଆବେଦନକୁ ବିରୋଧ କରି ଗୁଜରାଟ ସରକାର ହାଇକୋର୍ଟଙ୍କୁ କହିଛନ୍ତି ସେ ଜଣେ ରାଜନେତାଙ୍କ ପାଇଁ ସାଧନ ଭାବରେ କାର୍ଯ୍ୟ କରୁଥିଲେ। ସରକାର କରିଛନ୍ତି ଯଦି ତିସ୍ତା ସେଟାଲଭାଡ ଜାମିନ ପାଆନ୍ତି, ତେବେ ସେ ପ୍ରମାଣ…

ବିହାରରେ ସକ୍ରିୟ ପିଲା ଚାଲାଣ ର଼୍ୟାକେଟ୍‌

ପାଟନା,୧୫।୬: ଦେଶରେ ଗୋଲାପୀ ସହର ଭାବେ ପରିଚିତ ଜୟପୁରରେ ଏକ ଅଭାବନୀୟ ଘଯଣା ଘଟିଛି। ବାହାର ରାଜ୍ୟରୁ ପିଲାଙ୍କୁ କିଣି ଜୟପୁରସ୍ଥିତ ଭଟ୍ଟା ବସ୍ତିରେ କାମ କରାଯାଉଛି। ସୂଚନାମୁତାବକ, ଏଠାରେ ୨୨ଜଣ ପିଲାଙ୍କୁ ଜବରଦସ୍ତି ଗହଣା ତିଆରି କରିବା କାମରେ ଲଗାଯାଉଛି।…

ମୋଦି ସରକାରଙ୍କ ‘ନାଲି ଆଖି’ରେ ଲାଗିଛି ଚାଇନା ଚଷମା: ଖାର୍ଗେ

ନୂଆଦିଲ୍ଲୀ,୧୫।୬: ଭାରତ-ଚାଇନା ସୀମା ନିକଟରେ ଗଲଓ୍ବାନ ଖାଟିରେ ୩ ବର୍ଷ ପୂର୍ବେ ଅନେକେ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଚାଇନା ସେନାଙ୍କ ଅନୁପ୍ରବେଶକୁ ରୋକିବା ସମୟରେ ଏହି ଘଟଣାରେ ଉଭୟ ପକ୍ଷର ସେନାଙ୍କ ମଧ୍ୟରେ ବଡ ସଂଘର୍ଷ ହୋଇଥିଲା।ଏଥିରେ ୨୦ ଭାରତୀୟ…

ଅମୃତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ଅବତାର ସିଂଙ୍କୁ ହତ୍ୟା

ନୂଆଦିଲ୍ଲୀ,୧୫।୬: ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂଙ୍କ ଘନିଷ୍ଠ ଅବତାର ସିଂଙ୍କ ମୃତ୍ୟୁ ହୋଇଛି। ସେ ଇଂଲଣ୍ଡର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି।ସେ ଇଂଲଣ୍ଡର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ନେଇ ସନ୍ଦେହ…

ରାହୁଲଙ୍କ ହ୍ବିଲ ଯୋଜନା: ଆଗକୁ ବଢ଼ିବ କଂଗ୍ରେସ…

ନୂଆଦିଲ୍ଲୀ,୧୫।୬ : ରାହୁଲ ଗାନ୍ଧୀ ୱାଶିଂଟନ ଡିସିରୁ ଆମେରିକାର ନ୍ୟୁୟର୍କକୁ ଟ୍ରକ ଯୋଗେ ଯାତ୍ରା କରିଥିଲେ। ଏହାପୂର୍ବରୁ ରାହୁଲ ଏକ ଟ୍ରକରେ ଦିଲ୍ଲୀରୁ ଚଣ୍ଡିଗଡ଼ ଅଭିମୁଖେ ଯାତ୍ରା କରିଥିଲେ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ପରେ ଦଳ ଏହି ହ୍ବିଲ…

ଅନୁରାଗ ଗୋଏଲ ଆସାମର ମୁଖ୍ୟ ନିର୍ବାଚନ ଅଧିକାରୀ…

ଗୁଆହାଟୀ,୧୫।୬ : ଆସାମର ନୂତନ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ଅନୁରାଗ ଗୋଏଲଙ୍କୁ ନିଯୁକ୍ତ କରାଯାଇଛି। ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୦ (୧୯୫୦ ର ୪୩) ର ଧାରା ୧୩-ଏ ର ଉପ-ଧାରା (୧)…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri