ନୂଆଦିଲ୍ଲୀ,୧୭।୫: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ଶୁକ୍ରବାର ଠାରୁ ପେଟ୍ରୋଲ ଡିଜେଲ ପାଇଁ ନୂଆ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ତେବେ ଚାଲନ୍ତୁ ଦେଖିବା ପେଟ୍ରୋଲ ମୂଲ୍ୟରେ ହୋଇଛି ପରିବର୍ତ୍ତନ । ଆଜି ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ଦାମ ପରିବର୍ତ୍ତନ ହୋଇଛି । ରବିବାର ଭୁବନେଶ୍ବର ସମେତ ଅନ୍ୟ ସ୍ଥାନମାନଙ୍କରେ ପେଟ୍ରୋଲ ମୂଲ୍ୟ ଓ ଡିଜେଲ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି ।
ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରାଯାଇଛି । ରବିବାର ପେଟ୍ରୋଲ ଦର ଲିଟର ପ୍ରତି ୧୦୪.୫୭ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ରହିଛି ୯୬.୧୧ ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ଲିଟର ପ୍ରତି ୧୦୮.୭୦ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୯୫.୧୩ ଟଙ୍କା ରହିଛି।

