ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୧୮ା୭: ଇଲେକ୍ଟ୍ରୋନିକ୍ ଭୋଟିଂ ମେଶିନ (ଇଭିଏମ୍)ରେ ରେକର୍ଡ ହୋଇଥିବା ଭୋଟ୍କୁ ଭୋଟର ଭେରିଫାଏବ୍ଲ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ସହ ଭୋଟରମାନଙ୍କ ଦ୍ୱାରା ପୁନଃ ଯାଞ୍ଚ ପାଇଁ ଏକ ଏନ୍ଜିଓ ପକ୍ଷରୁ ଦାଏର ପିଟିଶନ ଉପରେ ସୁପ୍ରିମକୋର୍ଟ ସୋମବାର ନିର୍ବାଚନ…
୫ ବର୍ଷରେ ୧୩.୫ କୋଟି ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି
ନୂଆଦିଲ୍ଲୀ,୧୮ା୭(ପି.ଟି.): ୨୦୨୧ ମାର୍ଚ୍ଚରେ ଶେଷ ହେଉଥିବା ୫ ବର୍ଷ ମଧ୍ୟରେ ଭାରତର ୧୩.୫ କୋଟି ଲୋକ ବହୁବିଧ ଦାରିଦ୍ର୍ୟରୁ ମୁକ୍ତ ହୋଇଥିବା ନୀତି ଆୟୋଗ ରିପୋର୍ଟରେ କୁହାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଓ ଜୀବନ ଧାରଣ ମାନରେ ଉନ୍ନତି ହୋଇଥିବା ଜଣାପଡ଼ିଛି।…
‘ନ୍ୟାୟିକ କାର୍ଯ୍ୟ ଅଟକାଇବା ଗ୍ରହଣୀୟ ନୁହେଁ’
ନୂଆଦିଲ୍ଲୀ, ୧୮ା୭: ଅଦାଲତଗୁଡ଼ିକର ନ୍ୟାୟିକ କାର୍ଯ୍ୟକୁ ଅଟକାଇବା ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଗତ ବର୍ଷକ ମଧ୍ୟରେ ବାର୍ ଆସୋସିଏଶନଗୁଡ଼ିକ ଯେତେବେଳେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି, ସେତେବେଳେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସତ୍ୟପାଠ ଜରିଆରେ ଜଣାଇବା…
ଦିଲ୍ଲୀ ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ରାଜନୈତିକ ବିବାଦରୁ ଊର୍ଦ୍ଧ୍ୱରେ ରହିବାକୁ ହେବ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୧୮ା୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କୁ ରାଜନୈତିକ ବିବାଦରୁ ଊର୍ଦ୍ଧ୍ୱରେ ରହିବାକୁ ହେବ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଦିଲ୍ଲୀ ସରକାରଙ୍କର ଏହାର ପ୍ରଶାସନିକ ଅଧିକାରୀଙ୍କ ଉପରେ ଅଧିକ ନିୟନ୍ତ୍ରଣ ରହିବା ନେଇ ସର୍ବୋଚ୍ଚ…
ଟଳିପଡିଲେ ୨ ଆତଙ୍କବାଦୀ
ଶ୍ରୀନଗର,୧୮।୭: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାର ଭାରତ-ପାକିସ୍ତାନ ଲାଇନ ଅଫ କଣ୍ଟ୍ରୋଲ (ଏଲଓସି) କଡ଼ରେ ଥିବା ଚକ୍କାନ ଦା ବାଗ ଅଞ୍ଚଳରେ ସୁରକ୍ଷା ବାହିନୀ ଏକ ଆତଙ୍କବାଦୀ ଅନୁପ୍ରବେଶକୁ ଭଣ୍ଡୁର କରିଛନ୍ତି। ସୁରକ୍ଷାବାହିନୀଙ୍କ ଗୁଳିରେ ଦୁଇ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି…
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପରଲୋକ
ଥିରୁଭାନନ୍ତପୁରମ୍,୧୮ା୭: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓମେନ ଚାଣ୍ଡିଙ୍କ ଦେହାନ୍ତ ହୋଇଛି। ତାଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡୋ ଯାତ୍ରାରେ ମଧ୍ୟ ଦେଖିବାକୁ ମିଳିଥିଲା। କେରଳ କଂଗ୍ରେସ ସଭାପତି କେ ସୁଧାକରନ ଏବଂ…
ମଙ୍ଗଳବାର ଭାଜପା ନେତୃତ୍ୱରେ ଏନଡିଏର ବଡ଼ ବୈଠକ, ନଡ୍ଡା କହିଲେ ୩୮ ଦଳ ହେବେ ସାମିଲ
ନୂଆଦିଲ୍ଲୀ,୧7୭।୭: ମଙ୍ଗଳବାର ଏନଡିଏର ଏକ ବଡ଼ ବୈଠକ ଅନୁଷ୍ଠିତ ହେବ। ଯେଉଁଥିରେ ୩୮ଟି ଦଳ ସାମିଲ ହେବେ ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି। ନଅ ବର୍ଷ ମଧ୍ୟରେ ଏନଡିଏର ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ବିକାଶର ଏଜେଣ୍ଡା ପୂରଣ…
ବିରୋଧୀ ଦଳର ବୈଠକ, ସୁବିଧାବାଦୀମାନଙ୍କର ଏକ ମିଳନ: ରବିଶଙ୍କର ପ୍ରସାଦ
ନୂଆଦିଲ୍ଲୀ,୧୭।୭: ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକକୁ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଟାର୍ଗେଟ କରିଛନ୍ତି। ସେ ଏହି ବୈଠକକୁ ସୁବିଧାବାଦୀମାନଙ୍କର ଏକ ମିଳନ ବୋଲି କହିଛନ୍ତି। ଏହା କେବଳ ଏକ ‘ଦିଅ ଏବଂ ନିଅ’…
ଝଗଡା ବନ୍ଦ କରି ମାମଲା ସମାଧାନ କର; ଦିଲ୍ଲୀ ଏଲ୍ଜି, ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ
ନୂଆଦିଲ୍ଲୀ,୧୭।୭: ସୁପ୍ରିମକୋର୍ଟ ସୋମବାର ଅଧ୍ୟାଦେଶ ବିବାଦ ଏବଂ ଡିଇଆର୍ସି ଅଧ୍ୟକ୍ଷ ନିଯୁକ୍ତି ଶୁଣାଣି କରିଛନ୍ତି। ଏହି ସମୟରେ ସୁପ୍ରିମକୋର୍ଟ ଦିଲ୍ଲୀର ଏଲ୍ଜି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପାରସ୍ପରିକ ଝଗଡା ବନ୍ଦ କର ଏବଂ ରାଜନୀତିଠାରୁ ଉର୍ଦ୍ଧ୍ୱରେ ରହି ମାମଲା ସମାଧାନ କରିବାକୁ ପରାମର୍ଶ…
ଅମିତ ଶାହାଙ୍କୁ ଭେଟିଲେ ଚିରାଗ ପାସଓ୍ବାନ
ପାଟନା,୧୭।୭: ବିହାର ରାଜନୀତିରେ ଏଲଜେପି ସଭାପତି ଚିରାଗ ପାସୱାନଙ୍କୁ ନେଇ ଅନେକ ଆଲୋଚନା ହେଉଛି। ୧୮ ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା ଏନଡିଏ ବୈଠକରେ ଯୋଗଦେବା ପାଇଁ ଚିରାଗ ପାସୱାନଙ୍କୁ ନିମନ୍ତ୍ରଣ ମିଳିଛି। ବର୍ତ୍ତମାନ ଚିରାଗ ପାସୱାନ ଦିଲ୍ଲୀରେ ଅଛନ୍ତି। ଏହି…
ୟୁଟ୍ୟୁବ ଭିଡ଼ିଓରୁ ୧ କୋଟି ଟଙ୍କା ରୋଜଗାର କଲେ ଯୁବକ: ଆୟକର ବିଭାଗ କଲା ଚଢାଉ
ବରେଲି,୧୭।୭: ଉତ୍ତର ପ୍ରଦେଶର ବରେଲିର ନବାବଗଞ୍ଜ ପୋଲିସ ଷ୍ଟେଶନ ଅଞ୍ଚଳ ଅନ୍ତର୍ଗତ ମିଲକ ପିଛୋଡା ନିବାସୀ ତସଲିମଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି। ଚଢାଉ ବେଳେ ତାଙ୍କ ଘରୁ ୨୪ ଲକ୍ଷ ଟଙ୍କା ଜବତ କରାଯାଇଛି। ଅଭିଯୋଗ ହୋଇଛି ଯେ,…
ଟଙ୍କା ଲାଗି କାମ କରୁଥିବା ଜେରା ବେଳେ ସ୍ବୀକାର କଲେ ଅଭିଯୁକ୍ତ
ଲକ୍ଷ୍ନୌ,୧୭ା୭: ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ପାଇଁ କାର୍ଯ୍ୟ କରୁଥିବା ଉତ୍ତରପ୍ରଦେଶର ଜଣେ ଯୁବକଙ୍କୁ ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍ (ଏଟିଏସ୍) ଗିରଫ କରିଛି। ମହମ୍ମଦ ରାଇସ୍ ନାମକ ଉକ୍ତ ଯୁବକ ତାଙ୍କର ପାକିସ୍ତାନୀ ପରିଚାଳକଙ୍କୁ ଭାରତୀୟ ସୈନ୍ୟବାହିନୀ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ…
Archives


