ଜାତୀୟ

ଗୋଟିଏ ପାଦ ପଛକୁ ହଟିଲେ ବ୍ରିଜ ଭୂଷଣ! ଅଯୋଧ୍ୟାରେ ହେବାକୁ ଥିବା ରାଲି ରଦ୍ଦ

ନୂଆଦିଲ୍ଲୀ,୨।୬: ଗୋଟିଏ ପଟେ କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ଡକାଯାଇଥିବା ମହାପଞ୍ଚାୟତର ଶୁକ୍ରବାର ଦ୍ୱିତୀୟ ଦିନ ହୋଇଥିବା ବେଳେ, ଅନ୍ୟପଟେ ବ୍ରିଜ ଭୂଷଣ ଶରଣ ସିଂଙ୍କ ସମର୍ଥନରେ ଅଯୋଧ୍ୟାରେ ଡକାଯାଇଥିବା ଜନ ଚେତନା ମହାରାଲିକୁ ରଦ୍ଦ କରି ଦିଆଯାଇଛି। ଏମପିି ତଥା ଡବ୍ଲୁଏଫଆଇର…

ସିଦ୍ଦାରାମାୟାଙ୍କ କ୍ୟାବିନେଟର ପ୍ରଥମ ବୈଠକ ଆଜି, କଂଗ୍ରେସର ୫ ଗ୍ୟାରେଣ୍ଟି ଉପରେ ଲାଗିବ ମୋହର!

ବେଙ୍ଗାଲୁରୁ,୨।୬: ଶୁକ୍ରବାର କର୍ନାଟକରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। କର୍ନାଟକ ସରକାର ଏହାର ପାଞ୍ଚଟି ଗ୍ୟାରେଣ୍ଟି ଯୋଜନାର କାର୍ଯ୍ୟକାରିତା ଘୋଷଣା କରିପାରନ୍ତି। ଆସନ୍ତା ସପ୍ତାହରୁ ସମ୍ଭାବ୍ୟ ଘୋଷଣାର କାର୍ଯ୍ୟକାରିତା ଆରମ୍ଭ ହୋଇପାରେ ବୋଲି ବିଶେଷ ସୂତ୍ରରୁ ପ୍ରକାଶ। ଏକାସାଙ୍ଗରେ ଦଳର…

ବ୍ରିଜ୍‌ଭୂଷଣଙ୍କ ଉପରେ କାହିଁକି ନିଆଯାଇନାହିଁ କାର୍ଯ୍ୟାନୁଷ୍ଠାନ ? ପ୍ରଧାନମନ୍ତ୍ରୀଙ୍କୁ ପ୍ରିୟଙ୍କାଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨।୬: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ମୁଖ୍ୟ ବ୍ରିଜ୍‌ଭୂଷଣ ଶରଣ ସିଂଙ୍କୁ ନେଇ ଭାଜପା ଉପରେ ବର୍ଷିଛନ୍ତି। ଏକ ଖବରକାଗଜ ରିପୋର୍ଟ ଶେୟାର କରି ଟୁଇଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ କରି…

ରାହୁଲଙ୍କୁ ସମର୍ଥନ କଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ,୨।୬: ଶିବସେନା(ଉଦ୍ଧବ ଠାକରେ ଗ୍ରୁପ)ର ନେତା ସଞ୍ଜୟ ରାଉତ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ଯାହା କହିଛନ୍ତି ସେଥିରେ ମୁଁ ସହମତ, ସମ୍ପୂର୍ଣ୍ଣ ବିରୋଧୀ ଏକଜୁଟ ହୋଇଛନ୍ତି। ସଞ୍ଜୟ ରାଉତ କହିଛନ୍ତି…

କେନ୍ଦ୍ର ଅଧ୍ୟାଦେଶ ବିରୋଧରେ ଏଏପିକୁ ଷ୍ଟାଲିନ୍‌ଙ୍କ ସମର୍ଥନ

ଚେନ୍ନାଇ, ୨ା୬: ଦିଲ୍ଲୀ ସରକାରଙ୍କ ପ୍ରଶାସନିକ ସେବାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ରାଜ୍ୟ ସଭାରେ ଗୃହୀତ କରାଇ ନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯାନ ଚଳାଇଛନ୍ତି। ଏହି କ୍ରମରେ ସେ ଗୁରୁବାର ତାମିଲନାଡ଼ୁ…

ଏବେ ଆଇଏସ ହିଁ ଦାଉଦ-ହାଫିଜଙ୍କୁ ମାରିବ, ପ୍ରସ୍ତୁତ ହେଲାଣି ‘ମୃତ୍ୟୁର ଯୋଜନା’

ନୂଆଦିଲ୍ଲୀ,୨।୬: ଭାରତର ଦୁଇ ବଡ଼ ଶତ୍ରୁ ତଥା ମୋଟେ ଓ୍ବାଣ୍ଟେଡ ଲିଷ୍ଟରେ ସାମିଲ ଥିବା ହାଫିଜ ସଇଦ ଏବଂ ଦାଉଦ ଇବ୍ରାହିମଙ୍କୁ ପାକିସ୍ତାନ ଏବେ ପର୍ଯ୍ୟନ୍ତ ଆଶ୍ରୟ ଦେଇଛି। କିନ୍ତୁ ବର୍ତ୍ତମାନ ବୋଧହୁଏ ପାକିସ୍ତାନରେ ଉଭୟଙ୍କ ପାଇଁ ବିପଦ ରହିଛି। ସେମାନେ…

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆଜି କୁରୁକ୍ଷେତ୍ରରେ ହେବ ମହାପଞ୍ଚାୟତ, ହୋଇପାରେ ବଡ଼ ଘୋଷଣା

ଚଣ୍ଡିଗଡ,୨।୬: ଭାଜପା ଏମ୍‌ପି ତଥା ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ଅଢୁଆ ଆହୁରି ବଢିବାକୁ ଯାଉଛି। କୃଷକମାନେ ବର୍ତ୍ତମାନ କୁସ୍ତଯୋଦ୍ଧାଙ୍କ ପ୍ରସଙ୍ଗକୁ ନିଜ ହାତକୁ ନେଇଛନ୍ତି। ଗୁରୁବାର ଭାରତ କିଷାନ ୟୁନିଅନର ଜାତୀୟ ମୁଖପାତ୍ର…

ଶିବାଜୀ ହିଁ ଶେଷ କରିଥିଲେ ଦାସତ୍ୱର ମାନସିକତା: ମୋଦି

ନୂଆଦିଲ୍ଲୀ,୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଛତ୍ରପତି ଶିବାଜୀ ମହାରାଜଙ୍କ ରାଜତିଳକର ୩୫୦ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ମୋଦି କହିଛନ୍ତି, ଛତ୍ରପତି ଶିବାଜୀ ମହାରାଜ ଦାସତ୍ୱର ମାନସିକତାକୁ ଶେଷ କରିଥିଲେ। ଶିବାଜୀ ମହାରାଜ ସର୍ବଦା ଦେଶର ଏକତା…

ବ୍ରିଜ ଭୂଷଣଙ୍କ ବିରୋଧରେ ଦୁଇଟି ଏଫଆଇଆର, ନିର୍ଯ୍ୟାତନା, ବ୍ୟାଡ ଟଚ ସମେତ ୧୦ ଅଭିଯୋଗ

ନୂଆଦିଲ୍ଲୀ,୨।୬: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଇଟି ଏଫଆଇଆର ଦିଆଯାଇଛି। ଏଫଆଇଆରରେ ବ୍ରିଜ ଭୂଷଣଙ୍କ ବିରୋଧରେ ନିର୍ଯ୍ୟାତନା, ଯୌନ ଉତ୍ପିଡନର ଏକ କି ଦୁଇ ନୁହେଁ ବରଂ ୧୦ଟି ମାମଲା ଉଲ୍ଲେଖ କରାଯାଇଛି। ଏଥିରେ…

ଜମ୍ମୁର ରାଜୌରୀରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୨।୬: ଜମ୍ମୁର ରାଜୌରୀ ଜିଲାର ଦସଲ ଅଞ୍ଚଳରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅପରେଶନ ଶୁକ୍ରବାର ଆରମ୍ଭ ହୋଇଥିଲା। ଏହାପୂର୍ବରୁ ମେ’ରେ ମଧ୍ୟ ଏଠାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀ…

୨୦୨୪ରେ ବିରୋଧୀ ଭାଜପାକୁ ହରାଇବ: ରାହୁଲ

ୱାଶିଂଟନ/ନୂଆଦିଲ୍ଲୀ,୨।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଲଗାତାର ଭାଜପା ଉପରେ ଆକ୍ରମଣ କରୁଥିବା ଦେଖାଯାଉଛି। ୱାଶିଂଟନର ନ୍ୟାଶନାଲ ପ୍ରେସ କ୍ଲବରେ ରାହୁଲ ଗାନ୍ଧୀ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ଏବଂ ଆସନ୍ତା ବର୍ଷ…

ପିଏମ୍‌ଓ ଅଫିସର ପରିଚୟ ଦେଇ ଠକୁଥିଲେ: କ୍ରାଇମ୍‌ ବ୍ରାଞ୍ଚ ହାତରେ ପଡ଼ିଲେ ଧରା

ପୁଣେ, ୨ା୬: ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ର ଅଫିସର ଭାବେ ପରିଚୟ ଦେଇ ଅନ୍ୟମାନଙ୍କୁ ଠକୁଥିବା ଜଣେ ବ୍ୟକ୍ତିଙ୍କୁ ପୁଣେର କ୍ରାଇମ୍‌ ବ୍ରାଞ୍ଚ୍‌ ପୋଲିସ ଗିରଫ କରିଛି। ବାସୁଦେବ ନିଭ୍ରୁତି ତାୟାଡ଼େ(୫୪) ଗତ ୨୯ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବାବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri