ଜାତୀୟ

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପାଦ ଛୁଇଁଲେ ରଜନୀକାନ୍ତ, ଭାଜପା ଉପରେ ବର୍ଷିଲେ ଅଖିଳେଶ

ଲକ୍ଷ୍ନୌ,୨୧।୮: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ସାକ୍ଷାତ ଉପରେ ରାଜନୀତି ଆରମ୍ଭ ହୋଇଛି। ଫିଲ୍ମ ‘ଜେଲର’ର ପ୍ରମୋଶନ ପାଇଁ ରଜନୀକାନ୍ତ ଲକ୍ଷ୍ନୌ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଦଛୁଇଁ ଆଶୀର୍ବାଦ ନେଇଥିଲେ।ଯାହାକୁ ନେଇ ଉତ୍ତରପ୍ରଦେଶରେ…

ନାବାଳିକା ବଳାତ୍କାର ଅଭିଯୋଗରେ ଡେପୁଟି ଡାଇରେକ୍ଟର ଗିରଫ, ଆତିଶି କହିଲେ କେବେ ନ ଥିଲେ ମୋ ଓଏସଡି

ନୂଆଦିଲ୍ଲୀ,୨୧।୮: ନାବାଳିକା ବଳାତ୍କାର ମାମଲାରେ ଦିଲ୍ଲୀ ପୋଲିସ ଦିଲ୍ଲୀ ସରକାରଙ୍କ ଅଧିକାରୀ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି। ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ସୋମବାର…

ଉତ୍ତରାଖଣ୍ଡର ଏହି ଜିଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଡେରାଡୁନ,୨୧ା୮: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତରାଖଣ୍ଡର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ରୀୟ ପାଣିପାଗ ବିଭାଗ ଏକ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗର ଏହି ପୂର୍ବାନୁମାନ ପରେ ପ୍ରଶାସନ…

ମୋଦି ସରକାରଙ୍କୁ ଟାର୍ଗେଟ କଲେ ମମତା,‘ ଆମେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଆଗରେ ମୁଣ୍ଡ ନୁଆଁଇବୁ ନାହିଁ’

କୋଲକାତା,୨୧।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମମତା କହିଛନ୍ତି ଯେ, ଆମେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଆଗରେ ମୁଣ୍ଡ ନୁଆଁଇବୁ ନାହିଁ। ମୁଁ ଧର୍ମ ଆଧାରରେ କୌଣସି ପ୍ରକାରର…

ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ଅଧିକାରୀଙ୍କ ସହ ସ୍ତ୍ରୀ ଥାନାରେ ଅଟକ

ନୂଆଦିଲ୍ଲୀ,୨୧।୮: ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରିଥିବା ନେଇ ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ନାମରେ ମାମଲା ରୁଜୁ ହୋଇଛି। ପୋଲିସ ପୋକ୍ସୋ ଆକ୍ଟ ଅନୁସାରେ ଏକ ମାମଲା ରୁଜୁ କରି…

ଶରଦ ପାଓ୍ବାରଙ୍କୁ ଟାର୍ଗେଟ କଲେ କେସିଆର

ହାଇଦ୍ରାବାଦ,୨୧।୮: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଟାର୍ଗେଟ କରିଛନ୍ତି। କେସିଆର ପରୋକ୍ଷ ଭାବେ ଅଜିତ ପାଓ୍ବାରଙ୍କୁ ଭାଜପା-ଶିବସେନା ମେଣ୍ଟ ସରକାରରେ ସାମିଲ ହେବାକୁ ନେଇ ଏନସିପି ନେତାଙ୍କୁ ‘ପାଗଳ’ ବୋଲି କହି ଦେଇଛନ୍ତି। କେସିଆର…

ଅକ୍ଷୟଙ୍କ ଫିଲ୍ମର ପ୍ରଭାବ: ମହାରାଷ୍ଟର ଏକ ସ୍କୁଲରେ ବାଧ୍ୟତାମୂଳକ ହେଲା ଯୌନ ଶିକ୍ଷା

ମୁମ୍ବାଇ,୨୧।୮: ଅଭିନେତା ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ଓଏମ୍‌ଜି-୨’ ରିଲିଜ ହୋଇଯାଇଛି। ଫିଲ୍ମଟି ବକ୍ସ ଅଫିସରେ ଗଦର-୨ କୁ ଟକ୍କର ଦେଉଛି। ଅକ୍ଷୟ କୁମାରଙ୍କ ଅଭିନୀତ ସାମାଜିକ ନାଟକ ଚଳଚ୍ଚିତ୍ର ବକ୍ସ ଅଫିସରେ ୧୦୦ କୋଟି କ୍ଲବରେ…

ଦିଲ୍ଲୀର ଏହି ସ୍ଥାନରୁ ଲାଇଭ ଦେଖିହେବ ଚନ୍ଦ୍ରାୟନ ୩ର ସପ୍ଟ ଲ୍ୟାଣ୍ଡିଂ, କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ,୨୧।୮: ‘ଚନ୍ଦ୍ରୟାନ-୩’ ଅଗଷ୍ଟ ୨୩ରେ ସନ୍ଧ୍ୟା ୫ଟା ୪୭ରେ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିବ। ଜନତା ଏହି ଦୃଶ୍ୟକୁ ଲାଇଭ ଦେଖିପାରିବେ। ସୂଚନାଯୋଗ୍ୟ, ଦିଲ୍ଲୀର ନେହେରୁ ପ୍ଲାନେଟୋରିୟମରେ ଚନ୍ଦ୍ରୟାନ -୩ ରସପ୍ଟ ଲ୍ୟାଣ୍ଡିଂର ଦୃଶ୍ୟ ଭାରତୀୟ ମହାକାଶ ଗବେଷଣା ସଂଗଠନ…

କଂଗ୍ରେସକୁ ଟାର୍ଗେଟ କଲେ ମୋଦି, କହିଲେ ‘ଲୋକେ ୨୦୧୪ ପୂର୍ବର ସମୟକୁ ଭୁଲି ପାରିବେ ନାହିଁ, ସେ ସମୟରେ…’

ନୂଆଦିଲ୍ଲୀ,୨୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭୋପାଳର ସିଏମ ରାଇଜ ଗଭର୍ମେଣ୍ଟ ମହାତ୍ମା ଗାନ୍ଧୀ ହାୟର ସେକେଣ୍ଡାରୀ ସ୍କୁଲରେ ନବନିଯୁକ୍ତ ଶିକ୍ଷକଙ୍କ ଟ୍ରେନିଂ କମ ଓରିଏଣ୍ଟେଶନ ପ୍ରୋଗ୍ରାମକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,…

ବଡ ସଫଳତା! ଚନ୍ଦ୍ରାୟନ ୨ର ଅର୍ବିଟରେ ସ୍ଥାପନ ହେଲା ଚନ୍ଦ୍ରାୟନ ୩ର ଲ୍ୟାଣ୍ଡର, ଉଭୟଙ୍କ ମଧ୍ୟରେ ହେଲା ସମ୍ପର୍କ

ବେଙ୍ଗାଲୁରୁ,୨୧।୮: ଭାରତର ଚନ୍ଦ୍ରାୟନ-୩ ମିଶନର ଲ୍ୟାଣ୍ଡର ମଡ୍ୟୁଲ (ଏଲଏମ) ଚନ୍ଦ୍ର କକ୍ଷପଥରେ ବୁଲୁଛି ଏବଂ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛି। ଇସ୍ରୋ କହିଛି ଯେ ବୁଧବାର ଅର୍ଥାତ୍‌ ଅଗଷ୍ଟ ୨୩ ରାତି ୬ଟା ୪ରେ ଏହା ଚନ୍ଦ୍ର ପୃଷ୍ଠରେ ଅବତରଣ…

ପାଟନା ଲାଠିଚାର୍ଜ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ନେଲେ ଲୋକ ସଭା ବାଚସ୍ପତି

ନୂଆଦିଲ୍ଲୀ,୨୧।୮: ବିହାରର ରାଜଧାନୀ ପାଟନାରେ ଭାଜପା ନେତାଙ୍କ ଉପରେ ଲାଠିଚାର୍ଜ ମାମଲା ଏବେ ଦିଲ୍ଲୀରେ ପହଞ୍ଚିଛି। ଲାଠିଚାର୍ଜକୁ ନେଇ ଲୋକ ସଭା ବାଚସ୍ପତି ଓମ ବିର୍ଲା ବଡ କାର୍ଯ୍ୟାନୁଷ୍ଠାନ ନେଇ ପାଟନା ଜିଲାଧିକାରୀ (ପାଟନା ଡିଏମ) ଚନ୍ଦ୍ରଶେଖର ସିଂ ଏବଂ ବରିଷ୍ଠ…

ମଣିପୁରର ୨୦ ମାମଲା ସିବିଆଇକୁ ହସ୍ତାନ୍ତର

ଇମ୍ଫାଲ,୨୧।୮: ମଣିପୁରରେ କୁକି-ମେଇତି ସମ୍ପ୍ରଦାୟର ଜଣେ ୭ ବର୍ଷୀୟ ଶିଶୁ ସମେତ ତାଙ୍କ ମା’ ଓ ଖୁଡ଼ୀଙ୍କୁ ଆମ୍ବୁଲାନ୍ସରେ ଜିଅନ୍ତା ଜାଳି ଦିଆଯାଇଥିଲା। ମଣିପୁର ପୋଲିସ ବର୍ତ୍ତମାନ ଏହି ମାମଲା ସମେତ ଅନ୍ୟ ୨୦ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଛି। ସିବିଆଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?