ୟୁପି-ବିହାର ପରେ ମୁମ୍ବାଇରେ ମଧ୍ୟ ଉଦୟନିଧିଙ୍କ ବିରୋଧରେ ଏଫ୍ଆଇଆର ରୁଜୁ
ମୁମ୍ବାଇ,୧୩।୯: ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ତାମିଲନାଡୁ ସରକାରର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ଆଉ ଏକ ଏଫ୍ଆଇଆର ପଞ୍ଜୀକୃତ ହୋଇଛି। ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ଏହି ଏଫ୍ଆଇଆର…
କେନ୍ଦ୍ରମନ୍ତ୍ରୀଙ୍କୁ ତାଲା ପକାଇଲେ ଭାଜପା କର୍ମୀ
ବାଙ୍କୁଡ଼ା,୧୩।୯: ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲା ଏମ୍ପି ତଥା କେନ୍ଦ୍ରମନ୍ତ୍ରୀ ସୁଭାଷ ସର୍କାର ମଙ୍ଗଳବାର ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଯୋଗଦେଇଥିଲେ। ତେବେ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରୁଥିବା, ଜିଲା ୟୁନିଟକୁ ନିଜ ଇଚ୍ଛାରେ ଚଲାଉଥିବା ଅଭିଯୋଗ କରି…
ପାର୍ଲାମେଣ୍ଟ କର୍ମଚାରୀଙ୍କ ନୂଆ ପୋଷାକରେ ପଦ୍ମ
ନୂଆଦିଲ୍ଲୀ,୧୩ା୯(ପି.ଟି.): ପାର୍ଲାମେଣ୍ଟ କର୍ମଚାରୀମାନଙ୍କ ନୂଆ ପୋଷାକରେ ଭାଜପାର ନିର୍ବାଚନୀ ଚିହ୍ନ ‘ପଦ୍ମ’ ଛପାହେବା ଖବର ପ୍ରକାଶ ପାଇବା ପରେ କଂଗ୍ରେସ ନିନ୍ଦା କରିଛି। ଭାଜପା ପାର୍ଲାମେଣ୍ଟରେ ଏକତରଫା ଭାବେ ପକ୍ଷପାତପୂର୍ଣ୍ଣ ଆଚରଣ କରୁଥିବା ବିରୋଧୀ ଦଳ ଅଭିଯୋଗ ଆଣିଛି। ଜାତୀୟ ପ୍ରାଣୀ…
‘ହିମାଚଳକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କର’
ଶିମ୍ଲା,୧୩ା୯(ପି.ଟି.): ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱକୁ ଯାଇ ନିକଟରେ ଘଟିଥିବା ହିମାଚଳପ୍ରଦେଶ ବିପର୍ଯ୍ୟୟକୁ ଜାତୀୟ ବିପତ୍ତି ଘୋଷଣା କରାଯାଉ ବୋଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ପ୍ରିୟଙ୍କା ବର୍ଷା କ୍ଷତିଗ୍ରସ୍ତ କୁଲ୍ଲୁ ଜିଲାକୁ…
ଆମେରିକା ସେଓ ଉପରୁ ଆମଦାନୀ ଶୁଳ୍କ ହ୍ରାସକୁ କଂଗ୍ରେସର ବିରୋଧ
ନୂଆଦିଲ୍ଲୀ,୧୩ା୯(ପି.ଟି.): ଆମେରିକୀୟ ସେଓ ଉପରୁ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ହ୍ରାସ କରିଥିବାରୁ ମଙ୍ଗଳବାର କଂଗ୍ରେସ ଏହାକୁ ବିରୋଧ କରିଛି। ଏଭଳି ନିଷ୍ପତ୍ତି ହିମାଚଳପ୍ରଦେଶ ଓ ଜମ୍ମୁ-କଶ୍ମୀରର ସେଓ ଉତ୍ପାଦନକାରୀଙ୍କ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ କହିଛି। ଶୁଳ୍କ ହ୍ରାସ…
ଅକ୍ଟୋବର ୨ରୁ ତୃତୀୟ ପର୍ଯ୍ୟାୟ ସ୍ବଚ୍ଛତା ଅଭିଯାନ
ନୂଆଦିଲ୍ଲୀ,୧୩।୯: କେନ୍ଦ୍ର ସରକାରଙ୍କ ସ୍ବଚ୍ଛତା ଅଭିଯାନର ତୃତୀୟ ସଂସ୍କରଣ ଅକ୍ଟୋବର ୨ରେ ଆରମ୍ଭ ହେବ। ଏଥିରୁ ସରକାର ୧ ହଜାର କୋଟି ଆୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରଶାସନିକ ସୁଧାର ଓ ସାଧାରଣ ଅଭିଯୋଗ (ଡିଏଆର୍ପିଜି) ବିଭାଗ ସଚିବ ଭି. ଶ୍ରୀନିବାସ…
ଭାରତ ପାଇଁ ମହଙ୍ଗା ରୁଷିଆ ସାର
ମୁମ୍ବାଇ/ଲଣ୍ଡନ୍/ମସ୍କୋ,୧୩ା୯(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଭାରତ ଭଳି କୃଷି ପ୍ରଧାନ ଦେଶରେ ଚାଷକାର୍ଯ୍ୟ ପାଇଁ ସାର ଅପରିହାର୍ଯ୍ୟ। କିନ୍ତୁ ଦେଶରେ ଆବଶ୍ୟକ ପରିମାଣର ସାର ଉତ୍ପାଦନ ହେଉ ନ ଥିବାରୁ ଭାରତ ଅନ୍ୟ ରାଷ୍ଟ୍ରଗୁଡ଼ିକ ଉପରେ ନିର୍ଭରଶୀଳ। ଗତବର୍ଷ ରୁଷିଆରୁ ସର୍ବାଧିକ ସାର…
ଅନ୍ୟଙ୍କୁ ନ ଦେଖାଇ କେବଳ ନିଜେ ଅଶ୍ଳୀଳ ଭିଡ଼ିଓ ଦେଖିଲେ ଏହାକୁ କୁହା ଯିବନି ଅଶ୍ଳୀଳତା ଅପରାଧ: ହାଇକୋର୍ଟ…
ଥିରୁଭାନନ୍ତପୁରମ,୧୨।୯ : କେରଳ ହାଇକୋର୍ଟ ନିଜ ମୋବାଇଲ ଫୋନରେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ସମୟରେ ଗିରଫ କରାଯାଇଥିବା ଜଣେ ବ୍ୟକ୍ତିଙ୍କ ମାମଲାକୁ ଖାରଜ କରିଦେଇଛନ୍ତି। ସେ ଭିଡ଼ିଓ ଦେଖୁଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା। ବ୍ୟକ୍ତିଙ୍କ ବିରୋଧରେ ଆରମ୍ଭ ହୋଇଥିବା…
ପ୍ରଧାନମନ୍ତ୍ରୀ ଚେହେରା ନ ଥିଲେ ବି ଇଣ୍ଡିଆ ମେଣ୍ଟ ଜିତିବ, ଆମେ ଦୌଡ଼ରେ ନାହୁଁ: ଏଏପି…
ନୂଆଦିଲ୍ଲୀ,୧୨।୯ : ଆମ ଆଦମୀ ପାର୍ଟି (ଏଏପି) ନେତା ତଥା ଏମପି ରାଘବ ଚଢ଼ା ପୁଣିଥରେ ଇଣ୍ଡିଆ ମିଳିତ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ନ୍ୟୁଜ ଏଜେନ୍ସି ସହିତ ଏକ ବାର୍ତ୍ତାଳାପରେ ରାଘବ ୧୯୭୭ ମସିହାର ରାଜନୈତିକ…
ହରିୟାଣା କଂଗ୍ରେସକୁ ଏକଜୁଟ କରିବାରେ ବ୍ୟସ୍ତ ହାଇକମାଣ୍ଡ, ସଂଗଠନ ଗଠନ ପାଇଁ ପ୍ରସ୍ତୁତି ଜାରି…
ଚଣ୍ଡିଗଡ଼,୧୨।୯ : ଗତ ସାଢ଼େ ୯ ବର୍ଷ ଧରି ହରିୟାଣାରେ କଂଗ୍ରେସ ସଂଗଠନକୁ ପୁନଃ ନିର୍ମାଣ କରିବା ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ଦ୍ୱାରା ଉଦ୍ୟମ କରାଯାଉଛି। ନିକଟରେ ଦଳର ଦଳର ଦାୟିତ୍ୱରେ ଥିବା ଦୀପକ ବାବରିଆ ସଂଗଠନ ଗଠନ ପାଇଁ ଜିଲାସ୍ତରର…
୭୫ ବର୍ଷ ଅବା ୮୫ ବର୍ଷ ହେଉ ଛାଡିବିନି ରାଜନୀତି: ୨୦୨୪ ନିର୍ବାଚନ ଲଢ଼ିବାକୁ ଘୋଷଣା କଲେ ଉମା…
ସାଗର,୧୨।୯ : ଭାରତୀୟ ଜନତା ପାର୍ଟି(ଭାଜପା)ର ଫାୟାର ବ୍ରାଣ୍ଡ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ୨୦୨୪ମସିହାରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ମତେ ୭୫ ବର୍ଷ ଅବା ୮୫ ବର୍ଷ ହେଉ ମୁଁ…
ଚାପଗ୍ରସ୍ତ ସିଆରପିଏଫ ଯବାନଙ୍କୁ କରାଯିବ ଚିହ୍ନଟ, ରଖାଯିବ ସ୍ବତନ୍ତ୍ର ନଜର…
ନୂଆଦିଲ୍ଲୀ,୧୨।୯ : ଦେଶର ୨୩ ବୃହତ୍ତମ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ସିଆରପିଏଫରେ ଦୁଇଜଣ ଇନ୍ସପେକ୍ଟର ଏବଂ ଜଣେ ଏସଆଇଙ୍କ ସମେତ ୧୦ ଜଣ ଯବାନଙ୍କ ଆତ୍ମହତ୍ୟା ମାମଲା ପରେ ଫୋର୍ସ ମୁଖ୍ୟାଳୟ ଅନେକ ପଦକ୍ଷେପ ନେଇଛି। ଆତ୍ମହତ୍ୟାର ବିଭିନ୍ନ ମାମଲା ଅଧ୍ୟୟନ…

