ଜାତୀୟ

ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରୁ ବାଦ୍‌ ପଡିଲେ ଆୟର

ନୂଆଦିଲ୍ଲୀ,୧୨।୯: ଭାରତର ତାରକା ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରୁ ବାଦ୍‌ ପଡିନ୍ତି। ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅସ୍ତ୍ରୋପଚାର ପରେ ଫିଟ ହେବା ପରେ ସେ ଦଳକୁ ଫେରିଥିଲେ। ମାର୍ଚ୍ଚରେ ସେ ପିଠିରେ ଆଘାତ ପାଇଥିଲେ। ତେବେ…

ଅଭେଦ୍ୟ କିଲ୍ଲା ହେଉଛି କିମ୍‌ଙ୍କ ବିଳାସପୂର୍ଣ୍ଣ ଗୁପ୍ତ ଟ୍ରେନ…

ପ୍ୟୋଙ୍ଗୟାଙ୍ଗ,୧୨।୯ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ତାଙ୍କ ସଶସ୍ତ୍ର ଟ୍ରେନରେ ରୁଷିଆରେ ପହଞ୍ଚିଛନ୍ତି। କରୋନା ମହାମାରୀ ପରେ ଏହା କିମ ଜୋଙ୍ଗଙ୍କର ପ୍ରଥମ ବିଦେଶ ଯାତ୍ରା। ଏହି ସମୟରେ ଆମେରିକାର ଅଧିକାରୀମାନେ କହିଛନ୍ତି ଜୋଙ୍ଗ ଉନ…

ମଣିପୁର ହିଂସା: ୩ ଜଣଙ୍କୁ ଗୁଳି କରି ହତ୍ୟା

ଇମ୍ଫାଲ,୧୨।୯: ମଣିପୁରର କାଙ୍ଗପୋକପି ଜିଲାରେ ମଙ୍ଗଳବାର ନିଷିଦ୍ଧ ଉଗ୍ରବାଦୀଙ୍କ ସମୂହ ୩ ଜଣ ଗ୍ରାମବାସୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ୩ ଜଣ କୁକି ସମ୍ପ୍ରଦାୟର ବୋଲି ଜଣାପଡିଛି। ଉଗ୍ରବାଦୀଙ୍କ ସମୂହ ଗାଡିରେ ଆସି ଇମ୍ଫାଲର ପଶ୍ଚିମ ଏବଂ କାଙ୍ଗପୋକପି…

ସନାତନ ଧର୍ମକୁ ବିରୋଧ, ମିଳିତ ମେଣ୍ଟ ‘ଇଣ୍ଡିଆ’ର ସୁଚିନ୍ତିତ ରଣନୀତି: ନଡା

ନୂଆଦିଲ୍ଲୀ,୧୨।୯: ସନାତନ ଧର୍ମକୁ ନେଇ ଆରମ୍ଭ ହୋଇଥିବା ବିବାଦ ବନ୍ଦ ହେବାର ନାଁ ଧରୁନାହିଁ। ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ସହ କଂଗେସକୁ ମଧ୍ୟ ଟାର୍ଗେଟ କରିଛି ଭାଜପା। କାରଣ କଂଗ୍ରେସ ଦଳର…

ନୁହ ହିଂସା ଅଭିଯୁକ୍ତ ମୋନୁ ମାନେସର ଅଟକ

ଚଣ୍ଡିଗଡ,୧୨।୯: ନିକଟରେ ହରିୟାଣାର ନୁହରେ ଘଟିଥିବା ହିଂସା ଅଭିଯୋଗରେ ମୋନୁ ମାନେସରଙ୍କୁ ପୋଲିସ ଅଟକ ରଖିଛି। ମାନେସର ବଜାର ଯାଉଥିବାବେଳେ ବୋଲେରୋରେ ଆସିଥିବା ହରିୟାଣା ପୋଲିସ କର୍ମଚାରୀ ତାଙ୍କୁ ଅଟକ ରଖିଥିଲେ। ରାଜସ୍ଥାନ ପୋଲିସ ମଧ୍ୟ ହରିୟାଣା ପୋଲିସ ସହ ଯୋଗାଯୋଗରେ…

ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସମ୍ବିଧାନ ବେଞ୍ଚ କରିବେ ଶୁଣାଣି

ନୂଆଦିଲ୍ଲୀ,୧୨।୯: ୧୫୨ବର୍ଷ ପୁରୁଣା ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ଶୀର୍ଷ ଅଦାଲତରୁ କେନ୍ଦ୍ରକୁ ଏକ ଝଟକା ଲାଗିଛି। ଦେଶଦ୍ରୋହ ଆଇନର ବୈଧତାର ଯାଞ୍ଚକୁ ସ୍ଥଗିତ ରଖିବାକୁ କେନ୍ଦ୍ରର ଅନୁରୋଧକୁ କୋର୍ଟ…

ଅମିତ ଶାହାଙ୍କ ଛତିଶଗଡ ଗସ୍ତ ବାତିଲ: ଟାର୍ଗେଟ୍‌ କଲା କଂଗ୍ରେସ

ନୂଆଦିଲ୍ଲୀ,୧୨।୯: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ମଙ୍ଗଳବାର ଛତିଶଗଡ ଗସ୍ତକୁ ବାତିଲ କରାଯାଇଛି। ଏହାର କାରଣ ଜଣାପଡିନାହିଁ। ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଗସ୍ତ ବାତିଲ ହେବା ନେଇ କଂଗ୍ରେସର ଛତିଶଗଡ ୟୁନିଟ ଭାଜପାକୁ ଟାର୍ଗେଟ୍‌ କରିଛି। ଶାହା ଭାରତୀୟ ଜନତା ପାର୍ଟିର ପରିବର୍ତ୍ତନ…

ପିଓକେକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ଭି.କେ ସିଂଙ୍କୁ ଜବାବ ଦେଲେ ସଞ୍ଜୟ

ମୁମ୍ବାଇ,୧୨।୯: ପୂର୍ବତନ ସେନା ମୁଖ୍ୟ ଜେନେରାଲ ଭି.କେ ସିଂଙ୍କ ବୟାନ ଉପରେ ଶିବସେନା (ୟୁବିଟି) ଏମ୍‌ପି ସଞ୍ଜୟ ରାଉତ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆମେ ସବୁବେଳେ କହୁଛୁ ଯେ, ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଆମର ଅଂଶ, କିନ୍ତୁ ଯେତେବେଳେ…

ଲାଲୁଙ୍କ ବିରୋଧରେ ମାମଲା ପରିଚାଳନା କରିବାକୁ ସିବିଆଇକୁ ଅନୁମତି ଦେଲା କେନ୍ଦ୍ର

ନୂଆଦିଲ୍ଲୀ,୧୨।୯: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ମଙ୍ଗଳବାର ଏକ ବଡ ଝଟକା ଲାଗିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଷ୍ଟ୍ରିୟ ଜନତା ଦଳ ଅଧ୍ୟକ୍ଷଙ୍କ ବିରୋଧରେ ମାମଲା ପରିଚାଳନା କରିବାକୁୁ ସିବିଆଇକୁ ଅନୁମତି ଦେଇଛି। ସିବିଆଇ ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟକୁ…

ନୁସରତଙ୍କୁ ଇଡିର ପଚରାଉଚରା

କୋଲକାତା,୧୨।୯: ଟିଏମସି ଏମ୍‌ପି ନୁସରତ ଜାହାଁଙ୍କୁ ଇଡି ପଚରାଉଚରା କରୁଛି। କୋଲକାତାର ଇଡି କାର୍ଯ୍ୟାଳୟରେ ଠକେଇ ମାମଲାରେ ନୁସରତଙ୍କ ପଚରାଉଚରା ଚାଲିଥିବା ସୂଚନା ମିଳିଛି। ନିକଟରେ ନୁସରତଙ୍କୁ ହାଜର ହେବା ପାଇଁ ଇଡି ସମନ ଜାରି କରିଥିଲା। ଖବର ଅନୁଯାୟୀ, ସେ…

ଯେଉଁ ଟିଏମସି ନେତାଙ୍କୁ ଇଡି-ସିବିଆଇ ଡର, ଭାଜପାରେ ସାମିଲ ହେବାକୁ କରିପାରିବେ ସମ୍ପର୍କ, ଭାଜପା ନେତାଙ୍କ ବିବାଦୀୟ ବୟାନ

କୋଲକାତା,୧୨।୯: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ସଚିବ ଅନୁପମ ହାଜରା ଏକ ବୟାନ ଦେଇ ନିଜ ଦଳ ପାଇଁ ଅସୁବିଧା ସୃଷ୍ଟି କରିଛନ୍ତି। ଅପରପକ୍ଷେ, ଟିଏମସି ହାଜରାଙ୍କ ବୟାନ ଉପରେ ଭାଜପା ଉପରେ ଜୋରଦାର ଆକ୍ରମଣ କରିଥିବାବେଳେ ଅନୁପମଙ୍କ ବୟାନରୁ ଭାଜପା…

ଅପେକ୍ଷା କରନ୍ତୁ,ଭାରତରେ ମିଶିଯିବ ପିଓକେ: କେନ୍ଦ୍ର ମନ୍ତ୍ରୀ ଭି.କେ ସିଂ

ନୂଆଦିଲ୍ଲୀ,୧୨।୯: ଭାରତ ସହିତ ପିଓକେ(ପାକିସ୍ତାନ ଅଧିକୃତ କଶ୍ମୀର) ମିଶ୍ରଣ କରିବାକୁ ଲୋକଙ୍କ ଦାବି ଉପରେ କେନ୍ଦ୍ର ମନ୍ତ୍ରୀ ଭି.କେ ସିଂ ପ୍ରତିକ୍ରିୟା ଦେଇଛନ୍ତି। ସେ ଲୋକଙ୍କୁ ଅପେକ୍ଷା କରିବାକୁ କହିବା ସହ ପିଓକେ ଆପେ ଆପେ ଭାରତରେ ମିଶିଯିବ ବୋଲି କହିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?