ଜାତୀୟ

ଇମ୍ଫାଲର ପଶ୍ଚିମ ଜିଲାରେ ବୋମା ଆକ୍ରମଣ

ଇମ୍ଫାଲ,୧୩।୯: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ମଙ୍ଗଳବାର ଅଜ୍ଞାତ ବନ୍ଧୁକଧାରୀମାନେ କାଙ୍ଗପୋକପି ଜିଲାର ଆଦିବାସୀ ସମ୍ପ୍ରଦାୟର ତିନି ଜଣଙ୍କୁ ହତ୍ୟା କରିଥିଲେ। ଏହି ଘଟଣାର ୨୪ ଘଣ୍ଟା ନପୂରୁଣୁ ଇମ୍ଫାଲ ପଶ୍ଚିମ ଜିଲାର ଏକ ଗାଁରେ ଅଜ୍ଞାତ ବନ୍ଧୁକଧାରୀମାନେ ଲୋକଙ୍କୁ…

ଖବରକାଗଜ ହେଉଛି ସବୁଠାରୁ ନିର୍ଭରଯୋଗ୍ୟ ଖବର ମାଧ୍ୟମ…

ନୂଆଦିଲ୍ଲୀ,୧୩।୯ : ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ପ୍ରଥମ ମିଡିଆ ସମ୍ମିଳନୀ ଆୟୋଜିତ ହେଉଛି। ମିଡିଆ ଦୁନିଆର ଅନେକ ଷ୍ଟାଲୱାର୍ଟ ଏଥିରେ ଉପସ୍ଥିତ ଥିଲେ। ଦିଲ୍ଲୀରେ ଆୟୋଜିତ ଏହି ଶିଖର ସମ୍ମିଳନୀରେ ଖ୍ୟାତିସମ୍ପନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଖବରକାଗଜର ସମ୍ପ୍ରସାରଣ…

ସେପ୍ଟେମ୍ବର ୧୭ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୩।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସେପ୍ଟେମ୍ବର ୧୭ରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ସ୍ବତନ୍ତ୍ର ଅଧିବେଶନ ୧୮ ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ସର୍ବଦଳୀୟ ବୈଠକରେ…

ଦେଶର ଏକମାତ୍ର ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ବିରୋଧୀ ମୋ ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି: ହେମନ୍ତ ସୋରେନ

ରାଞ୍ଚି,୧୩।୯: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ମୁଁ ଦେଶର ଏକମାତ୍ର ଆଦିବାସୀ ମୁଖ୍ୟମନ୍ତ୍ରୀ, ତେଣୁ ବିରୋଧୀମାନେ ମୋ ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅନେକ ଶକ୍ତିଶାଳୀ ସଂଗଠନ ବିରୋଧୀଙ୍କ…

ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ସହ ଡିନର୍‌ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୩।୯: ଜି-୨୦ ଶିଖର ସମ୍ମିଳନୀ ଶେଷ ହୋଇଛି। ଏହି ଅବଧି ମଧ୍ୟରେ ଦିଲ୍ଲୀର ପୋଲିସ କର୍ମଚାରୀମାନେ ମଧ୍ୟ ଦିନରାତି କାର୍ଯ୍ୟ କରି ଦିଲ୍ଲୀର ଆଇନ ଶୃଙ୍ଖଳା ତଥା ସୁରକ୍ଷା ସୁନିଶ୍ଚିତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୋଲିସ କର୍ମଚାରୀଙ୍କ ସହ…

ମହାକାଳେଶ୍ୱର ମନ୍ଦିରରେ ଅଭିଷେକ କଲେ ଯୋଗୀ ଆଦିତ୍ୟନାଥ

ଉଜୈନ,୧୩।୯: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଶ୍ୱ ପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ବାବା ମହାକାଳଙ୍କୁ ପୂଜା ଓ ଅଭିଷେକ କରିବା ପରେ ନନ୍ଦୀ ହଲରେ ଧ୍ୟାନ କରିଥିଲେ। ଯୋଗୀ ଆଦିତ୍ୟନାଥଙ୍କ ଉଜୈନରେ ପହଞ୍ଚିବା ପାଇଁ ସକାଳୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା…

ମଧ୍ୟପ୍ରଦେଶ ନିର୍ବାଚନରେ ଲଢ଼େଇ ଭାଜପା-କଂଗ୍ରେସର ନୁହେଁ ଏହା ଧର୍ମ ଅଧର୍ମ ମଧ୍ୟରେ ଲଢ଼େଇ: ରାମଭଦ୍ରାଚାର୍ଯ୍ୟ…

ଭୋପାଳ,୧୩।୯ : ହିନ୍ଦୁ ଧର୍ମକୁ ନେଇ ବିବାଦ ମଧ୍ୟରେ କଥାବାଚକାର ରାମଭଦ୍ରାଚାର୍ଯ୍ୟ ଏକ ବଡ଼ କଥା କହିଛନ୍ତି। ସେ ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ସନାତନ ଧର୍ମ ଏବଂ ଅଧର୍ମ ମଧ୍ୟରେ ଲଢ଼େଇ ବୋଲି କହିଛନ୍ତି। ମଧ୍ୟପ୍ରଦେଶର ସଓ୍ବେନିରେ ରାମ…

ଚନ୍ଦ୍ରାବାବୁଙ୍କୁ ହାଇକୋର୍ଟରେ ଆଶ୍ୱସ୍ତି: ଆସନ୍ତା ସୋମବାର ପର୍ଯ୍ୟନ୍ତ ହାଜତ ଉପରେ ରୋକ…

ଗୁଣ୍ଟର,୧୩।୯ : ଆନ୍ଧ୍ରପ୍ରଦେଶ ହାଇକୋର୍ଟ ବୁଧବାର (ସେପ୍ଟେମ୍ବର ୧୩) କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) କୁ ପୂର୍ବତନ ରାଜ୍ୟ ସିଏମ ଏବଂ ତେଲୁଗୁ ଦେଶମ ପାର୍ଟି (ଟିଡିପି) ରାଷ୍ଟ୍ରୀୟ ଅଧ୍ୟକ୍ଷଚନ୍ଦ୍ରବାବୁ ନାଇଡୁଙ୍କୁ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ହାଜତରେ ବନ୍ଦ ନ କରିବାକୁ…

ସନାତନ ଧର୍ମ ହିଁ ହିନ୍ଦୁ ଧର୍ମ, ଯେଉଁମାନେ ଜାଣି ନାହାନ୍ତି ପଢ଼ନ୍ତୁ ଦ୍ୱାଦଶ ଶ୍ରେଣୀର ପୁସ୍ତକ: ଅନ୍ନାମଲାଇ…

ଚେନ୍ନାଇ,୧୩।୯ : ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇ ସନାତନ ଧର୍ମ ବିରୋଧରେ ଉଦୟାନିଧି ଷ୍ଟାଲିନଙ୍କ ଘୃଣା ଭାଷଣକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦକ୍ଷିଣ ରାଜ୍ୟରେ ହିନ୍ଦୁ ଧର୍ମ ସନାତନ ଧର୍ମଠାରୁ ଭିନ୍ନ ବୋଲି କୁହାଯାଇ ସନାତନ…

ଆଜି ଇଣ୍ଡିଆ ମେଣ୍ଟର ପ୍ରଥମ ସମନ୍ବୟ କମିଟି ବୈଠକ, ୨୦୨୪କୁ ନେଇ ହୋଇପାରେ ସିଟ୍‌ ଭାଗବଣ୍ଟା

ନୂଆଦିଲ୍ଲୀ,୧୩।୯: ୨୦୨୪ ନିର୍ବାଚନ ରଣନୀତିକୁ ନେଇ ବିରୋଧୀ ଇ.ଣ୍ଡି.ଆ ମେଣ୍ଟ ଅଣ୍ଟା ଭିଡିଲାଣି। ମେଣ୍ଟର ପ୍ରଥମ ସମନ୍ବୟ କମିଟି ବୈଠକ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକ ଏନସିପି ନେତା ଶରଦ ପାଓ୍ବାରଙ୍କ ବାସଭବନରେ ବୁଧବାର ଅପରାହ୍ନ ୪ଟାରୁ…

ନିପା ଭାଇରସ: କେରଳରେ ଆଉ ଦୁଇ ଆକ୍ରନ୍ତ

ଥିରୁଭାନନ୍ତପୁରମ୍‌,୧୩।୯: କେରଳର କୋଜିକୋଡେ ଜିଲାରେ ନିପା ଭାଇରସରେ ଦୁଇ ଜଣଙ୍କ ମୃତ୍ୟୁ ପରେ ବର୍ତ୍ତମାନ ନଅ ବର୍ଷର ଶିଶୁ ସମେତ ଆଉ ଦୁଇଜଣ ଲୋକ ଏଥିରେ ଆକ୍ରନ୍ତ ହୋଇଛନ୍ତି। କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ଏହି ସୂଚନା ଦେଇଛନ୍ତି। ଏହି ଘଟଣାର…

ସମ୍ପତ୍ତି କାଗଜ ପତ୍ର ଫେରାଇବାରେ ବ୍ୟାଙ୍କ ବିଳମ୍ବ କଲେ ଦେବାକୁ ପଡ଼ିବ କ୍ଷତିପୂରଣ: ଦିନକୁ ୫ ହଜାର,ଆରବିଆଇ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୩।୯ : ସମ୍ପତ୍ତି ପାଇଁ ଲୋନ ମାମଲାରେ ରିଜର୍ଭ ବ୍ୟାଙ୍କ ଗ୍ରାହକଙ୍କ ସପକ୍ଷରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ, ଯଦି ବ୍ୟାଙ୍କ, ଏନବିଏଫସି କିମ୍ବା ହାଉସିଂ ଫାଇନାନ୍ସ କମ୍ପାନୀଗୁଡିକ ଲୋନ ପରିଶୋଧ କରିବା ପରେ ସମ୍ପତ୍ତି ଡକ୍ୟୁମେଣ୍ଟ ଫେରସ୍ତ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?