ଜାତୀୟ

‘୪୦୦ ଆସନ ସହ ପୁଣି କ୍ଷମତାକୁ ଫେରିବ ଭାଜପା’

କୋଲକାତା,୧୪।୯: ପଶ୍ଚିମବଙ୍ଗ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସହଯୋଗୀ ଦଳକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଏହା ‘ଇଣ୍ଡିଆ’ ସହଯୋଗୀ ନୁହେଁ। ମୁଁ କହିବି ଏହା ଆଇ ଡଟ ଏନ ଡଟ ଡି ଡଟ ଆଇ ଡଟ…

୧୦ ରାଜ୍ୟରେ ପହଞ୍ଚିଲା ନିପା ସଂକ୍ରମଣ, ରାଜ୍ୟ ସରକାରଙ୍କ ପାଇଁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୪।୯ : ଭାରତରେ ରିପୋର୍ଟ ହୋଇଥିବା ନିପା ସଂକ୍ରମଣର ଜେନୋମ କ୍ରମରେ ପ୍ରକାଶ ପାଇଛି ଭାଇରସର ଷ୍ଟ୍ରେନ ବାଂଲାଦେଶ ଏବଂ ମାଲେସିଆରେ ବ୍ୟାପିଥିବା ଷ୍ଟ୍ରେନ ସହିତ ସମାନ। କେରଳରେ ନିପା ସଂକ୍ରମଣ ଯୋଗୁ ଦୁଇ ଜଣଙ୍କ ମୃତ୍ୟୁ ପରେ ସମସ୍ତ ରାଜ୍ୟକୁ…

ଶେଷ ମୁହୂର୍ତ୍ତରେ ଛଡ଼ାଯିବାକୁ ଥିବା ଗ୍ରେନେଡକୁ ଲୁଛାଉଛନ୍ତି ସରକାର: ସ୍ବତନ୍ତ୍ର ଅଧିବେଶନ ନେଇ କଂଗ୍ରେସର ମନ୍ତବ୍ୟ…

ନୂଆଦିଲ୍ଲୀ,୧୪।୯ : ସରକାର ସଂସଦର ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କଂଗ୍ରେସ ଟାର୍ଗେଟ କରିଛି। କଂଗ୍ରେସ କହିଛି ଏଜେଣ୍ଡାରେ କିଛି ନାହିଁ ଯାହା ସରକାର ବର୍ତ୍ତମାନ ସୁଦ୍ଧା ପ୍ରକାଶ କରିଛନ୍ତି। ତେବେ ଶେଷ ମୁହୂର୍ତ୍ତରେ ଛଡ଼ାଯିବାକୁ ଥିବା…

ଚାଇନା ସୋଲାର ମଡୁଲ୍ୟ ଆମଦାନୀ ୭୬ ପ୍ରତିଶତ କମାଇଲା ଭାରତ…

ନୂଆଦିଲ୍ଲୀ,୧୪।୯ : ବିଶ୍ୱର ବ୍ୟବସାୟିକ ଧାରାକୁ ଦୃଷ୍ଟିରେ ରଖି ଭାରତ୨୦୨୩ର ପ୍ରଥମାର୍ଦ୍ଧରେ ଚାଇନାରୁ ସୋଲାର ମଡ୍ୟୁଲ ଆମଦାନୀରେ ୭୬ ପ୍ରତିଶତ ହ୍ରାସ କରିଛି। ଯାହା ସୌର ଶକ୍ତି ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଭାରତର ଦୃଢ଼ ପରିବର୍ତ୍ତନକୁ ପ୍ରତିଫଳିତ କରିଛି। ଚାଇନା…

ସେପଟେ ଯବାନ ଶହୀଦ, ଏପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବ୍ୟ ସ୍ବାଗତ: ଭାଜପାକୁ ଟାର୍ଗେଟ୍‌ କଲା କଂଗ୍ରେସ

ନୂଆଦିଲ୍ଲୀ,୧୪।୯: କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ବେଳେ ଜମ୍ମୁ କଶ୍ମୀର ପୋଲିସର ଜଣେ ଆର୍ମି କର୍ନେଲ, ଜଣେ ମେଜର ଏବଂ ଜଣେ ଡିଏସପି ଶହୀଦ ହୋଇଛନ୍ତି। ଏହି ଘଟଣାକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛି।…

ରକ୍ତାକ୍ତ ସଂଘର୍ଷ: ୫ ମୃତ, ଅନେକ ଆହତ

ଭୋପାଳ,୧୪।୯: ମଧ୍ୟପ୍ରଦେଶର ଦଟିଆ ଜିଲା ରେ ପଶୁ ଚରାଇବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଗୁଳି ବିନିମୟ ହୋଇ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ରୁ ଅଧିକ ଆହତ ହୋଇଥିଲେ। ରାଜ୍ୟ ଗୃହମନ୍ତ୍ରୀ…

ପୋଲିସ ବ୍ରିଫିଙ୍ଗ୍‌ର ପରିଣାମ ମିଡିଆ ଟ୍ରାଏଲ୍‌ ନ ହେଉ

ନୂଆଦିଲ୍ଲୀ,୧୪ା୯: ଆପରାଧିକ ମାମଲାଗୁଡ଼ିକୁ ନେଇ ପୋଲିସ କର୍ମଚାରୀଙ୍କ ବ୍ରିଫି ଉପରେ ୩ ସପ୍ତାହ ମଧ୍ୟରେ ବିସ୍ତୃତ ମାନୁଆଲ ପ୍ରସ୍ତୁତ କରିବା ପାଇଁ ସୁପ୍ରିମକୋର୍ଟ ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ପି.ଏସ୍‌. ନରସିଂହ…

ଜେଲରୁ ମୁକୁଳିଲେ ନାର୍କୋଟିକ୍‌ କୁଇନ୍‌

ଓ୍ବାଶିଂଟନ୍‌,୧୪ା୯: ମେକ୍ସିକୋର ଡ୍ରଗ୍‌ ଲର୍ଡ ଜୋଆକ୍ୱିନ୍‌ ‘ଏଲ୍‌ ଚାପୋ’ ଗୁଜ୍‌ମ୍ୟାନ୍‌ଙ୍କ ସ୍ତ୍ରୀ ଏମ୍ମା କୋରୋନେଲ ଏଇସ୍ପୁରୋଙ୍କୁ ବୁଧବାର ଲସ୍‌ ଆଞ୍ଜେଲେସ୍‌ ଜେଲରୁ ମୁକ୍ତ କରାଯାଇଥିବା ଆମେରିକାର ବ୍ୟୁରୋ ଅଫ୍‌ ପ୍ରିଜନ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକାରେ ଜନ୍ମିତ ୩୪ ବର୍ଷୀୟା ଏମ୍ମାଙ୍କୁ…

ଆସନ ବୁଝାମଣା: ଶୀଘ୍ର ନିଷ୍ପତ୍ତି ନେବ ଇଣ୍ଡିଆ

ନୂଆଦିଲ୍ଲୀ,୧୪ା୯: ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ହରାଇବା ପାଇଁ ୨୬ ବିରୋଧୀ ଦଳକୁ ନେଇ ଗଠିତ ଇଣ୍ଡିଆନ୍‌ ନ୍ୟାଶନାଲ ଡେମୋକ୍ରାଟିକ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)ର ପ୍ରଥମ ରଣନୀତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ…

‘ଜି-୨୦ ଘୋଷଣାପତ୍ର ମୋଦିଙ୍କ ନିପୁଣତା’

ନ୍ୟୁୟର୍କ/ନୂଆଦିଲ୍ଲୀ,୧୩ା୯: ମିଳିତ ଜାତିସଂଘର ସାଧାରଣ ସଭାର ସଭାପତି ଡେନିସ୍‌ ଫ୍ରାନ୍ସିସ ଭାରତକୁ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଜାରି ହୋଇଥିବା ମିଳିତ ବିବୃତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଦଳର କୂଟନୈତିକ ଦକ୍ଷତା ଏବଂ ଚତୁରତାର…

୧ ଲକ୍ଷ ବିଦେଶୀ ଛାତ୍ରଙ୍କୁ ଉତ୍ତମ ଶିକ୍ଷା ଦେବାକୁ ଲକ୍ଷ୍ୟ ରଖିଛି ଭାରତ

ନୂଆଦିଲ୍ଲୀ,୧୩ା୯: ସୁଲଭ ତଥା ଉତ୍ତମ ଶିକ୍ଷା ସହିତ ୧ ଲକ୍ଷ ବିଦେଶୀ ଛାତ୍ରଙ୍କୁ ସଂଯୋଗ କରିବାକୁ ଭାରତ ଲକ୍ଷ୍ୟ ରଖିଛି। ଗୁଣାତ୍ମକ ଶିକ୍ଷା ସହିତ ଭାରତୀୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ କେବଳ ସେମାନଙ୍କ ଛାତ୍ରମାନଙ୍କୁ ବିଦେଶକୁ ଯିବା ବନ୍ଦ କରିବେ ନାହିଁ ବରଂ…

ଜି-୨୦ର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ,୧୩।୯: ଜି-୨୦ ଶିଖର ସମ୍ମିଳନୀର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିଲ୍ଲୀର ଭାରତୀୟ ଜନତା ପାର୍ଟି (ଭାଜପା) ମୁଖ୍ୟାଳୟରେ ପହଞ୍ଚିଛନ୍ତି। ମୁଖ୍ୟାଳୟ ବାହାରେ ଭାଜପା କର୍ମୀ ମୋଦିଙ୍କ ଗାଡି ଉପରକୁ ଫୁଲ ପକାଇ ସ୍ବାଗତ କରିଥିଲେ। ଦଳର ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?