Posted inଜାତୀୟ

ସନାତନ ଧର୍ମ ହିଁ ହିନ୍ଦୁ ଧର୍ମ, ଯେଉଁମାନେ ଜାଣି ନାହାନ୍ତି ପଢ଼ନ୍ତୁ ଦ୍ୱାଦଶ ଶ୍ରେଣୀର ପୁସ୍ତକ: ଅନ୍ନାମଲାଇ…

ଚେନ୍ନାଇ,୧୩।୯ : ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇ ସନାତନ ଧର୍ମ ବିରୋଧରେ ଉଦୟାନିଧି ଷ୍ଟାଲିନଙ୍କ ଘୃଣା ଭାଷଣକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦକ୍ଷିଣ ରାଜ୍ୟରେ ହିନ୍ଦୁ ଧର୍ମ ସନାତନ ଧର୍ମଠାରୁ ଭିନ୍ନ ବୋଲି କୁହାଯାଇ ସନାତନ ଧର୍ମ ପ୍ରତି ଘୃଣାଭାବ ସୃଷ୍ଟି କରାଯାଇଥିବା ଅଭିଯୋଗ କରିଛନ୍ତି। ତାମିଲନାଡୁର ଶାସକ ଡିଏମକେ ଏହାକୁ ଅଧିକ ଜଟିଳ କରୁଛି। ଅନ୍ନାମଲାଇ ତାମିଲନାଡୁ ସରକାରଙ୍କ ଦ୍ୱାରା ପ୍ରକାଶିତ ନୈତିକତା ଏବଂ ଭାରତୀୟ ସଂସ୍କୃତି ଉପରେ ଏକ ଦ୍ୱାଦଶ ଶ୍ରେଣୀର ପାଠ୍ୟପୁସ୍ତକର ଚିତ୍ର ଶେୟାର କରିଛନ୍ତି।

ତାମିଲନାଡୁ ବକ୍ତବ୍ୟରେ ହିନ୍ଦୁ ଧର୍ମ ଏବଂ ସନାତନ ଧର୍ମକୁ ପୃଥକ କରିବାର ଦୁର୍ବଳ ବାହାନା ପ୍ରକାଶ କରିବା ପରେ ଅନ୍ନାମଲାଇ ଉଦୟାନିଧି ଷ୍ଟାଲିନଙ୍କ ସମେତ ଡିଏମକେ ନେତାମାନଙ୍କୁ ଦ୍ୱାଦଶ ଶ୍ରେଣୀରେ ଆଡମିଶନ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ’ସନାତନ ଧର୍ମକୁ ସମାପ୍ତି କରିବା ପାଇଁ ଆହ୍ବାନ ଯୋଗୁ ସବୁଠାରୁ ନିନ୍ଦା ପାଇବା ପରେ ଉଦୟାନିଧି ଷ୍ଟାଲିନ ଏବଂ ଶେଖର ବାବୁ ଦାବି କରିଛନ୍ତି ହିନ୍ଦୁ ଧର୍ମ ଏବଂ ସନାତନ ଧର୍ମ ଭିନ୍ନ। ତାମିଲନାଡୁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଦ୍ୱାଦଶ ଶ୍ରେଣୀ ପୁସ୍ତକରେ ଦର୍ଶାଯାଇଛି ସନାତନ ଧର୍ମ ଏବଂ ହିନ୍ଦୁ ଧର୍ମ ଏକ ଏବଂ ଅଭିନ୍ନ। ଏଥିରେ ମଧ୍ୟ ଉଲ୍ଲେଖ କରାଯାଇଛି ସନାତନ ଧର୍ମ ଏକ ଅନନ୍ତ ଧର୍ମ।

ଅନ୍ନାମଲାଇ କହିଛନ୍ତି ଆମେ ପି.କେ ଶେଖର ବାବୁ ଏବଂ ଉଦୟାନିଧି ଷ୍ଟାଲିନଙ୍କୁ ଏହି ଶ୍ରେଣୀରେ (ଦ୍ୱାଦଶ) ପାଠପଢ଼ିବାକୁ ପରାମର୍ଶ ଦେଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଧୋକା ଦେଇଛନ୍ତି ରାହୁଲ ଗାନ୍ଧୀ: କାହିଁକି ଏମିତି କହିଲେ କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୧୧।୮: ସଂସଦର ମକର ଦ୍ୱାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିତର୍କ ଏଡାଇବା ଅଭିଯୋଗରେ ଏନଡିଏ ଏମ୍‌ପିମାନେ ମଙ୍ଗଳବାର ପ୍ରତିବାଦ ପ୍ରଦର୍ଶନ କରିଥିଲେ। ପ୍ଲାକାର୍ଡ ଧରି…

ବିଶ୍ୱର ଶ୍ରେଷ୍ଠ ୫ ଅର୍ଥନୀତିରେ ବେକାରି ସ୍ଥିତି କ’ଣ? କେତେ ନମ୍ବରରେ ଭାରତର ସ୍ଥାନ, ପଢନ୍ତୁ …

ନୂଆଦିଲ୍ଲୀ, ୧୧।୮: ଭାରତରେ ଡିଗ୍ରୀର ଭାର ବୋହି ଯେତେବେଳେ କୌଣସି ଯୁବକ ସକାଳୁ ସକାଳୁ ଚାକିରି ଖୋଜିବା ପାଇଁ ଘରୁ ବାହାରିଥାଏ, ସେତେବେଳେ ତାଙ୍କ ଆଖିରେ କେବଳ…

ଲଞ୍ଚ୍‌ର ୮୫ ସେକେଣ୍ଡ ପରେ ଜୋରଦାର ବିସ୍ଫୋରଣ: ନିଆଁ ପିଣ୍ଡୁଳା ପାଲଟିଲା ବାହୁବଳୀ ରକେଟ୍

ବେଜିଂ,୧୧।୮: ଆକାଶରେ ଉଡ଼ାଣ ଭରିବାର କିଛି ସମୟ ପରେ ଚାଇନାର ଏକ ରକେଟ୍ ଅଗ୍ନି ପୁଣ୍ଡୁଳାରେ ପରିଣତ ହୋଇଛି । ଗତ ସୋମବାର (ଅଗଷ୍ଟ ୧୦) ଦିନ…

AI ଉପରେ କାର୍ଯ୍ୟାନୁଷ୍ଠାନ ପରେ ଭର୍ଚୁଆଲ ପ୍ରେମିକଙ୍କୁ ହରାଇ ଭାଙ୍ଗି ପଡ଼ିଲେଣି ଚାଇନାର ଅନେକ ଯୁବତୀ!

ବେଜିଂ,୧୧।୮: ଚାଇନା ସରକାର AI ବ୍ୟବହାର ସମ୍ପର୍କରେ କଠୋର ନିୟମ ଲାଗୁ କରିଛନ୍ତି, ଯାହା ଫଳରେ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକ ଏହି ନିୟମ ପାଳନ କରିବା ପାଇଁ ସେମାନଙ୍କର…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

ରାଜଧାନୀରେ ହାଇଆଲର୍ଟ: ୧୯ ଆତଙ୍କବାଦୀଙ୍କ ପୋଷ୍ଟର

ନୂଆଦିଲ୍ଲୀ,୧୧।୮: ସ୍ବାଧୀନତା ଦିବସ ପୂର୍ବରୁ ଆତଙ୍କବାଦୀ ବିପଦକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ସାରା ରାଜଧାନୀରେ ହାଇଆଲର୍ଟ ଜାରି କରିଛି। ସ୍ପେଶାଲ ସେଲ, କ୍ରାଇମ ବ୍ରାଞ୍ଚ, ରେଳବାଇ…

ବିଦ୍ୟୁତ ଆଘାତ, ଯୌନ ନିର୍ଯାତନା… ରୁଷିଆ ଜେଲରେ ୟୁକ୍ରେନୀୟ କଏଦୀମାନଙ୍କୁ କିପରି ନିର୍ଯାତନା ଦିଆଯାଏ? ରିପୋର୍ଟରେ ଆସିଲା…

ନୂଆଦିଲ୍ଲୀ,୧୧।୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦୀର୍ଘ ସମୟ ଧରି ଚାଲିଛି। ଦୁଇ ରାଷ୍ଟ୍ର ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଅନେକ ପ୍ରୟାସ ବିଫଳ ହୋଇଛି।…

SBI ବ୍ୟାଙ୍କ ଲକରରୁ ୫୦ ଲକ୍ଷର ଗହଣା ଗାଏବ, ୨୦୦୩ରୁ କଟୁଥିଲା ଭଡ଼ା

ଲକ୍ଷ୍ନୌ,୧୧।୮: ବ୍ୟାଙ୍କରେ ନିଜର କଷ୍ଟଅର୍ଜିତ ସଞ୍ଚୟ ଏବଂ ଅଳଙ୍କାର ସୁରକ୍ଷିତ ରଖୁଥିବା ଲୋକଙ୍କ ପାଇଁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର କାନପୁର ସ୍ୱରୂପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri