ଜାତୀୟ

କାନାଡାର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କଲା ଭାରତ

ନୂଆଦିଲ୍ଲୀ/ଓଟାଓ୍ବା,୧୯।୯: ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜରଙ୍କ ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ହାତ ଥାଇପାରେ ବୋଲି କାନାଡା ଅଭିଯୋଗକୁ ଭାରତ ମଙ୍ଗଳବାର ପ୍ରତ୍ୟାଖ୍ୟାନ କରିଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ଉପରେ ଏକ ବଡ ଅଭିଯୋଗ କରି କହିଛନ୍ତି ଯେ,…

ଆଜି ଲକ୍ଷ୍ନୌରେ ଆରଏସଏସର ସମନ୍ବୟ ବୈଠକ, ମୁଖ୍ୟମନ୍ତ୍ରୀ ଯୋଗୀ ହେବେ ସାମିଲ

ଲକ୍ଷ୍ନୌ,୧୯।୯: ଆଗାମୀ ଲୋକ ସଭା ନିର୍ବାଚନ, ରାମ ମନ୍ଦିରର ଉଦ୍‌ଘାଟନ ଏବଂ ସନାତନ ଧର୍ମକୁ ନେଇ ବିବାଦ ମଧ୍ୟରେ ଉତ୍ତରପ୍ରଦେଶରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ସକ୍ରିୟ ହୋଇଛି। ଆଜି ସାରେ ଲକ୍ଷ୍ନୌ ଆରଏସଏସ,ଭାଜପା ସରକାର ଏବଂ ଆନୁଷଙ୍ଗିକ ସଂଗଠନର…

ତେଲଙ୍ଗାନାରେ ସୋନିଆଙ୍କ ଭାରତ ମାତା ପୋଷ୍ଟର ଦେଖି କ୍ରୋଧ ପ୍ରକାଶ କଲା ଭାଜପା, କହିଲା ଲଜ୍ୟା ଜନକ

ନୂଆଦିଲ୍ଲୀ,୧୯।୯: ଚଳିତ ବର୍ଷ ଶେଷରେ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ନିକଟରେ କଂଗ୍ରେସ ଏହାର କାର୍ଯ୍ୟ କମିଟିର ଏକ ବୈଠକ କରିଥିଲା। ବର୍ତ୍ତମାନ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ପୋଷ୍ଟରକୁ ନେଇ…

ନୂଆ ସଂସଦ ଭବନରେ ଏଣ୍ଟ୍ରି କରିବା ପୁର୍ବରୁ ଏମପିଙ୍କୁ ମିଳିବ ୭୫ ଟଙ୍କାର ଚାନ୍ଦି କଏନ, ସମ୍ବିଧାନର କପି

ନୂଆଦିଲ୍ଲୀ,୧୯।୯: ଦେଶର ୭୫ବର୍ଷର ସଂସଦୀୟ ଯାତ୍ରା ଇତିହାସକୁ ସଂରକ୍ଷିତ ରଖିଥିବା ପୁରୁଣା ସଂସଦ ମଙ୍ଗଳବାର (ସେପ୍ଟେମ୍ବର ୧୯) ରେ ବିଦାୟ ନେବ। ନୂଆ ସଂସଦରେ ଏମପିଙ୍କ ପ୍ରବେଶକୁ ସକାଳ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଗତ କରିବେ। ଏହି ବିଶେଷ ଦିନକୁ…

ମନ୍ତ୍ରୀ ଟୁଇଟ୍‌ କରି ପରେ କାଟିଦେଲେ

ନୂଆଦିଲ୍ଲୀ,୧୯ା୯: ମହିଳା ସଂରକ୍ଷଣ ବିଲ୍‌ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଥିବା କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ‘ଏକ୍ସ’ରେ ସୂଚନା ଦେଇ ପରେ ପୋଷ୍ଟକୁ ଡିଲିଟ୍‌ କରିଦେଇଛନ୍ତି। ମହିଳା ସ୍ଥାନ ସଂରକ୍ଷଣ ଦାବି ପୂରଣ କରିବାର…

ମହିଳା ସଂରକ୍ଷଣ ବିଲ୍‌କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧୯ା୯:ଲୋକ ସଭା ଓ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖିବା ସଂକ୍ରାନ୍ତ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ ସୋମବାର ରାତିରେ ମଞ୍ଜୁରୀ ପ୍ରଦାନ କରିଥିବା ସୂତ୍ରରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ବୈଠକରେ…

ମିଳିତ ମେଣ୍ଟ ‘ଇଣ୍ଡିଆ’ର ଅଂଶ ହୋଇଥିଲେ ଶ୍ୱାସରୁଦ୍ଧ ହୋଇଯାଇଥାନ୍ତି: ଓଓ୍ବାଇସି

ନୂଆଦିଲ୍ଲୀ,୧୯।୯: ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମନ (ଏଆଇଏମଆଇଏମ) ମୁଖ୍ୟ ତଥା ହାଇଦ୍ରାବାଦ ଏମ୍‌ପି ଅସଦୁଦ୍ଦିନ ଓୱାଇସି ପୁଣି ଥରେ ମିଳିତ ମେଣ୍ଟ ‘ଇଣ୍ଡିଆ’କୁ ଟାର୍ଗେଟ୍‌ କରିଛନ୍ତି। ଯଦି ମୁଁ ଏହି ମିଳିତ ମେଣ୍ଟର ଅଂଶ ହୋଇଥାନ୍ତେ ତେବେ ସେ ଶ୍ୱାସରୁଦ୍ଧ ହୋଇଯାଇଥାନ୍ତି…

ମତ ଦୋହରାଇଲେ ଉଦୟନିଧି: ସନାତନ ଧର୍ମକୁ ବିଲୋପ କରିବାକୁ ହିଁ ପଡ଼ିବ

ଚେନ୍ନାଇ,୧୯।୯: ତାମିଲନାଡୁର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ଉପରେ ନିଜ ବିବାଦୀୟ ମତ ପୁଣି ଦୋହରାଇଛନ୍ତି। ସନାତନ ଧର୍ମକୁ ବିଲୋପ କରିବାକୁ ହିଁ ପଡ଼ିବ ବୋଲି ସେ କହିଛନ୍ତି। ରାଜ୍ୟରେ ବହୁ ଜାତି ଭିତ୍ତିକ…

ନୀତୀଶ କୁମାରଙ୍କୁ ଚ୍ୟାଲେଞ୍ଜ ଦେଲେ ସମ୍ରାଟ ଚୌଧୁରୀ

ପାଟନା,୧୯।୯: ବିହାର ଭାଜପା ସଭାପତି ସମ୍ରାଟ ଚୌଧୁରୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଯେ, ଯଦି ପ୍ରକୃତରେ ନିର୍ବାଚନ ପାଇଁ ପ୍ରସ୍ତୁତ ତେବେ ୨୪ ଘଣ୍ଟା ମଧ୍ୟରେ ସେ ଇସ୍ତଫା ଦିଅନ୍ତୁ ଏବଂ ନିର୍ବାଚନ ଘୋଷଣା…

ଗୋଟିଏ ଦଳ ଏକଚ୍ଛତ୍ରବାଦ ଶାସନ ଚଳାଇଛି: ଅଧୀର

ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନ ତଥା ପୁରୁଣା ସଂସଦ ଭବନରେ ଶେଷ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ହୁଇଲ୍‌ ଚେୟାରରେ ରାଜ୍ୟ ସଭାରେ ଯୋଗ ଦେଇଥିଲେ। ୯୦ ବର୍ଷୀୟ ନେତା ଚୁପ୍‌ଚାପ୍‌ ୧ ଘଣ୍ଟା ବସିରହି ସଂସଦୀୟ ଗଣତନ୍ତ୍ରର ୭୫…

ଆଜିଠୁ ନୂଆ ପାର୍ଲାମେଣ୍ଟ ବିଲ୍ଡିଂରେ ଅଧିବେଶନ

ନୂଆଦିଲ୍ଲୀ,୧୯ା୯: ରାଜ୍ୟ ସଭା ଏବଂ ଲୋକ ସଭା ଅଧିବେଶନ ମଙ୍ଗଳବାର ନୂଆ ପାର୍ଲାମେଣ୍ଟ ବିଲ୍ଡିଂରେ ଆରମ୍ଭ ହେବ। ନୂଆ ଚାମ୍ବରରେ ସଂଗଠିତ ବିଶୃଙ୍ଖଳା ଏବଂ ପ୍ଲାକାର୍ଡ ଦେଖାଇବାରୁ ଦୂରେଇ ରହିବାକୁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ସଦସ୍ୟମାନଙ୍କୁ ନିବେଦନ କରିଛନ୍ତି।…

ଯୌନ ସମ୍ପର୍କ ପାଇଁ ଜୀବନସାଥୀ ମନା କରିବା ନିଷ୍ଠୁରତା: ହାଇକୋର୍ଟ

ନୂଆଦିଲ୍ଲୀ,୧୯ା୯: ଜୀବନସାଥୀ ଯଦି ଉଦ୍ଦେଶ୍ୟମୂଳକ ଭାବେ ଯୌନ ସମ୍ପର୍କ ରଖିବାକୁ ମନା କରନ୍ତି, ତେବେ ଏହାକୁ ନିଷ୍ଠୁରତା ବିବେଚନା କରାଯିବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ମାତ୍ର ୩୫ ଦିନ ବୈବାହିକ ଜୀବନ ବିତାଇଥିବା ଏବଂ ବିବାହର ସ୍ବାଦ ଚାଖି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?