ଜାତୀୟ

‘ଆଗକୁ ମୋଦି ଜୀଙ୍କର କୌଣସି କଥାରେ ବିଶ୍ୱାସ କରିବେନି’

ନୂଆଦିଲ୍ଲୀ,୪।୮: ଦିଲ୍ଲୀର ସେବା ପ୍ରଶାସନକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିଲ୍‌ ଲୋକ ସଭାରେ ଗୃହୀତ ହୋଇଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଏହା ଉପରେ ଆସି ସେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

୫ ଦିନ ପରେ ନିଖୋଜ ଯବାନଙ୍କ ସନ୍ଧାନ ମିଳିଲା

ଶ୍ରୀନଗର,୪।୮: ଜମ୍ମୁ କଶ୍ମୀରର କୁଲଗାମରୁ ନିଖୋଜ ହୋଇଯାଇଥିବା ଭାରତୀୟ ସେନା ଯବାନ ଜାଭେଦ ଅହମ୍ମଦ ୱାନିଙ୍କ ସନ୍ଧାନ ମିଳିଛି। ପୋଲିସ ଟିମ ତାଙ୍କୁ ଉଦ୍ଧାର କରିଛନ୍ତି। ଜମ୍ମୁ କଶ୍ମୀର ପୋଲିସର ଟୁଇଟ ଅନୁଯାୟୀ, ଏଡିଜିପି କଶ୍ମୀର କହିଛି ଯେ ଡାକ୍ତରୀ ପରୀକ୍ଷା…

‘ଅନେକ ଥର ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଭାବିଲେଣି, କିନ୍ତୁ ଏହି ପଦ ମୋତେ ଛାଡୁନାହିଁ’

ଜୟପୁର,୪।୮: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ନିଜ ମତ ଦେଇଛନ୍ତି। ସେ ବେଳେବେଳେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଚିନ୍ତା କରନ୍ତି, କିନ୍ତୁ ତାଙ୍କୁ ପଦ ଛାଡୁ ନ ତତ୍ବା ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଗେହଲଟ ଭିତ୍ତିପ୍ରସ୍ତର ସ୍ଥାପନ…

କୋଚିଂ ନେବାକୁ ଆସି ଛାତ୍ରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୩ା୮: ମେଡିକାଲ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତି ଚଳାଇଥିବା ଉତ୍ତରପ୍ରଦେଶର ଜଣେ ଛାତ୍ର ରାଜସ୍ଥାନର କୋଟାରେ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ଚଳିତ ବର୍ଷ କୋଟାରେ ଏହା ୧୯ତମ ଛାତ୍ରଙ୍କ ଆତ୍ମହତ୍ୟା ବୋଲି ଜଣାପଡିଛି। ୧୮ ବର୍ଷୀୟ ମନଜୋତ୍‌ ସିଂ ଏପ୍ରିଲରେ କୋଟାସ୍ଥିତ…

ମଣିପୁରରେ ପୁଣି ସଂଘର୍ଷ

ନୂଆଦିଲ୍ଲୀ,୩ା୮: ମଣିପୁରର ବିଷ୍ଣୁପୁରରେ ଗୁରୁବାର ସାନି ସଂଘର୍ଷ ଘଟିଛି। ସୁରକ୍ଷା ବଳ ସହ ମେଇତି ସମ୍ପ୍ରଦାୟର ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୧୭ଜଣ ଆହତ ହୋଇଥିବା ଜଣାପଡିଛି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଯାଇ ଯବାନ ଗୁଳି ଚଳାଇଥିଲେ। ସାନି ହିଂସା ପରେ…

ଅକ୍ଟୋବର ୧ରୁ ବଢିବ ଇଣ୍ଡିଗୋ ବିମାନ କର୍ମଚାରୀଙ୍କ ଦରମା

ନୂଆଦିଲ୍ଲୀ,୩।୮: ଦେଶର ବୃହତ୍ତମ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଏହାର ପାଇଲଟ ଏବଂ କ୍ୟାବିନ କ୍ରୁଙ୍କ ଦରମା ବୃଦ୍ଧି କରିବାକୁ ଘୋଷଣା କରିଛି। କମ୍ପାନୀ କହିଛି ଯେ, ଦରମା ବୃଦ୍ଧି ନିଷ୍ପତ୍ତି ୨୦୨୩ ଅକ୍ଟୋବର ୧ରୁ ଲାଗୁ ହେବ। ଇଣ୍ଡିଗୋର ଫ୍ଲାଇଟ…

ଭାରତକୁ ମିଳିଲା ଇସ୍ରାଏଲ ସ୍ପାଇକ ଏନ୍‌ଏଲଓଏସ୍‌ ମିସାଇଲ , ଶୀଘ୍ର ହେବ ପରୀକ୍ଷଣ

ନୂଆଦିଲ୍ଲୀ,୩।୮: ଭାରତୀୟ ବାୟୁସେନା ଶତ୍ରୁଙ୍କୁ ନଷ୍ଟ କରିବାକୁ ନିଜକୁ ଶକ୍ତିଶାଳୀ କରୁଛି। ଏହି କ୍ରମରେ ଏହାର ସାମର୍ଥ୍ୟ ବଢାଇବା ପାଇଁ ଭାରତୀୟ ବାୟୁସେନା(ଆଇଏଏଫ୍‌) ଇସ୍ରାଏଲ ସ୍ପାଇକ ନନ ଲାଇନ ଅଫ ସାଇଟ (ଏନ୍‌ଏଲଓଏସ୍‌) ଆଣ୍ଟି-ଟ୍ୟାଙ୍କ ଗାଇଡେଡ ମିସାଇଲ ପାଇଛି। ଏହା ୩୦…

ଲୋକ ସଭାର ଅବଶିଷ୍ଟ ଅଧିବେଶନରୁ ନିଲମ୍ବିତ ହେଲେ ସୁଶୀଲ କୁମାର

ନୂଆଦିଲ୍ଲୀ,୩।୮: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସୁଶୀଲ କୁମାର ରିଙ୍କୁଙ୍କୁ ଲୋକ ସଭାର ଅବଶିଷ୍ଟ ଅଧିବେଶନରୁ ନିଲମ୍ବିତ କରାଯାଇଛି। ଗୁରୁବାର ଲୋକ ସଭାର କାର୍ଯ୍ୟବାହୀ ସମୟରେ ଏଏପି ନେତା ଏକ କାଗଜ ଚିରି ଚେୟାର ଆଡକୁ ଫିଙ୍ଗିଥିବା ନେଇ ଅଭିଯୋଗ ରହିଛି।…

‘ଭାଜପା ଦୁର୍ନୀତି କଥା ଉଠାଇଲେ ଲାଗେ ଯେମିତି ଓସାମା ବିନ ଲାଡେନ କହୁଛନ୍ତି ଅହିଂସାର କଥା’: ସଞ୍ଜୟ ସିଂ

ନୂଆଦିଲ୍ଲୀ,୩।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଦିଲ୍ଲୀ ଅଧ୍ୟାଦେଶ ବିଲକୁ ନେଇ ଲୋକ ସଭାରେ ଚର୍ଚ୍ଚା କରିଥିଲେ। ଏହାକୁ ଦିଲ୍ଲୀ ସରକାର ବିରୋଧ କରୁଥିବା ବେଳେ ଶାହା କହିଥିଲେ ଦିଲ୍ଲୀ ସର୍ଭିସେସ ବିଲ ପାସ ହେବା ପରେ ବିରୋଧୀ ମେଣ୍ଟରୁ…

ଲୋକ ସଭାରେ ଦିଲ୍ଲୀ ଅଧ୍ୟାଦେଶ ବିଲ ପାରିତ

ନୂଆଦିଲ୍ଲୀ,୩।୮: ଦିଲ୍ଲୀର ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ସହ ଜଡିତ ଅଧ୍ୟାଦେଶ ବିଲ ଗୁରୁବାର ଲୋକ ସଭାରେ ପାରିତ ହୋଇଛି। ବର୍ତ୍ତମାନ ଏବେ ରାଜ୍ୟ ସଭାରେ ଆଗତ କରାଯିବ। ଲୋକ ସଭାରେ ବିଲ ଉପରେ ଚର୍ଚ୍ଚା ଉପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ…

ଅଭିଯୁକ୍ତ କନଷ୍ଟେବଳଙ୍କ ମେଡିକାଲ ବିବୃତିକୁ ପ୍ରତ୍ୟାହାର କଲା ରେଲଓ୍ବେ

ନୂଆଦିଲ୍ଲୀ,୩।୮: ଜୟପୁର-ମୁମ୍ବାଇ ଟ୍ରେନ ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଆରପିଏଫ୍‌ କନଷ୍ଟେବଳଙ୍କ ଶେଷ ପର୍ଯ୍ୟାୟ ମେଡିକାଲ ରିପୋର୍ଟରେ କୌଣସି ମାନସିକ ରୋଗ ଚିହ୍ନଟ ହୋଇ ନ ଥିବା ବୁଧବାର ରେଳ ବିଭାଗ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ହେଲେ ଏହାର କିଛି ଘଣ୍ଟା…

କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ସମନ ପଠାଇଲେ କୋର୍ଟ

ନୂଆଦିଲ୍ଲୀ,୩।୮: ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଏକ ମାନହାନ ମାମଲାରେ ଅଲିମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ସମନ ଜାରି କରିଛନ୍ତି। କୋର୍ଟ ସେପ୍ଟେମ୍ବର ୬ରେ ହାଜର ହେବା ପାଇଁ ପୁନିଆଙ୍କୁ କହିଛନ୍ତି। କୁସ୍ତି କୋଚ ନରେଶ ଦାହିଆ ବଜରଙ୍ଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri